Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:37:14 +00:00
parent cb4fb67ca9
commit 36c7870193
1 changed files with 1 additions and 1 deletions

View File

@ -456,7 +456,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 29 j149 figs-metaphor πᾶς ὁ ποιῶν τὴν δικαιοσύνην ἐξ αὐτοῦ γεγέννηται 1 everyone who does righteousness has been begotten from him ଯେହେତୁ ବିଶ୍ଵାସୀମାନେ ପ୍ରକୃତରେ ଈଶ୍ଵରଙ୍କ ଦ୍ୱାରା ଜାତ ହୋଇ ନାହାଁନ୍ତି, ଯୋହନ ଏହା ଆଳଙ୍କାରିକ ଭାବରେ ପ୍ରକାଶ କରନ୍ତି । ଯୀଶୁ ଈଶ୍ଵରଙ୍କ “ଏକମାତ୍ର ପୁତ୍ର” ଅଟନ୍ତି ବୋଲି ସେ  [4:9](https://create.translationcore.com/04/09.md) ରେ କହନ୍ତି, ସେହିପରି ଈଶ୍ଵର  ଯୀଶୁଙ୍କ ପ୍ରକୃତ ପିତା ଅଟନ୍ତି କିନ୍ତୁ ଏହପରି ସେ ବିଶ୍ଵାସୀମାନଙ୍କ ପ୍ରକୃତ ପିତା ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରତ୍ୟେକ ବ୍ୟକ୍ତିଙ୍କ ଆତ୍ମିକ  ପିତା ଅଟନ୍ତି  ଯିଏ ସତ୍କର୍ମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 1 j150 ποταπὴν ἀγάπην δέδωκεν ἡμῖν ὁ Πατὴρ 1 what kind of love the Father has given to us ବିକଳ୍ପ ଅନୁବାଦ: “ପିତା ଆମ୍ଭମାନଙ୍କୁ କେତେ ପ୍ରେମ କଲେ”
1JN 3 1 j151 guidelines-sonofgodprinciples ὁ Πατὴρ 1 the Father ଈଶ୍ଵରଙ୍କ ପାଇଁ **ପିତା** ଶବ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 3 1 j362 figs-metaphor τέκνα Θεοῦ 1 children of God Here John expresses the same metaphor as in [2:29](https://create.translationcore.com/02/29.md) in a slightly different way. See whether you decided to indicate the figurative meaning there. If you translate **children** using a literal term, choose a word that can refer to people of any age in relation to their father. Alternate translation: “spiritual children of God” (See: [[rc://en/ta/man/translate/figs-metaphor]])
1JN 3 1 j362 figs-metaphor τέκνα Θεοῦ 1 children of God ଏଠାରେ ଯୋହନ ସମାନ ରୂପକକୁ [2:29](https://create.translationcore.com/02/29.md) ପରି ଟିକିଏ ଭିନ୍ନ ଅର୍ଥରେ ପ୍ରକାଶ କରନ୍ତି । ଆପଣ ଏକ ସାଙ୍କେତିକ ଅର୍ଥ ଏଠାରେ ରଖିବାକୁ ସ୍ଥିର କରିଛନ୍ତି କି ନାହିଁ ତାହା ଦେଖନ୍ତୁ । ଯଦି ଆପଣ ଆକ୍ଷରିକ ଶବ୍ଦ ବ୍ୟବହାର କରି ସନ୍ତାନଙ୍କୁ ଅନୁବାଦ କରନ୍ତି, ତେବେ ଏକ ଶବ୍ଦ ବାଛନ୍ତୁ ଯାହାକି ସେମାନଙ୍କ ପିତାଙ୍କ ସମ୍ବନ୍ଧରେ ଯେକୌଣସି ବୟସର ଲୋକମାନଙ୍କୁ ସୂଚିତ କରିପାରିବ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଆତ୍ମିକ ସନ୍ତାନଗଣ" । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 1 j152 translate-textvariants καὶ ἐσμέν 1 and we are ULT ଅନୁସରଣ କରି ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିବେ କି ନାହିଁ  କିମ୍ବା ଅନ୍ୟ କେତେକ ସଂସ୍କରଣକୁ  ଅନୁସରଣ କରିବେ  ତାହା ସ୍ଥିର କରିବାକୁ ଏହି ଅଧ୍ୟାୟରେ ଶେଷରେ ସାଧାରଣ ଟିପ୍ପଣୀଗୁଡ଼ିକର ପାଠ୍ୟ ପ୍ରସଙ୍ଗୀୟ ଆଲୋଚନା ଦେଖନ୍ତୁ । ( [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 3 1 j155 οὐ γινώσκει ἡμᾶς…οὐκ ἔγνω αὐτόν 1 does not know us … it did not know him ଯୋହନ  ଦୁଇଟି ଭିନ୍ନ ଅର୍ଥରେ  **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । 1 ଯୋହନ ପରିଚୟର ଭାଗ 3 ରେ “ଜାଣ” ଶବ୍ଦର ଆଲୋଚନା ଦେଖନ୍ତୁ । ଯଦି ଆପଣଙ୍କର ଭାଷାର ଭିନ୍ନ ଅର୍ଥ ପାଇଁ ଭିନ୍ନ ଶବ୍ଦ ଅଛି, ତେବେ ଏହାକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  କିଏ  ଚିହ୍ନିପାର ନାହିଁ… ଏହା ତାହାଙ୍କ  ସହ ପରିଚିତ ହୋଇନଥିଲା”
1JN 3 1 j156 figs-explicit οὐ γινώσκει ἡμᾶς 1 does not know us ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ଯୀଶୁଙ୍କଠାରେ ଥିବା ବିଶ୍ଵାସୀମାନଙ୍କ ବିଷୟରେ **ଜାଗତ ଜାଣେ ନାହିଁ** ବୋଲି  ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ପ୍ରକୃତରେ ଈଶ୍ଵରଙ୍କ ସନ୍ତାନ ବୋଲି ଜାଣେ ନାହିଁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it is too large.