Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 19:03:46 +00:00
parent 7c2be15a15
commit 35fb6d4689
1 changed files with 1 additions and 1 deletions

View File

@ -377,7 +377,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 14 sv4r figs-idiom κατάρας τέκνα 1 ପିତର ଏକ ଏବ୍ରୀ ରୂଢ଼ି  ବ୍ୟବହାର କରନ୍ତି ଯେଉଁଥିରେ ଜଣେ ବ୍ୟକ୍ତିକୁ ସେହି ବିଷୟର “ଶିଶୁ” ବୋଲି କୁହାଯାଏ ।
ଏଠାରେ **ଅଭିଶାପର ସନ୍ତାନ** ଈଶ୍ଵରଙ୍କ ଦ୍ୱାରା ଅଭିଶାପିତ ଲୋକମାନଙ୍କୁ ବୁଝାଏ । ସେ ଅନ୍ୟମାନଙ୍କୁ ଅଭିଶାପ ଦେଉଥିବା ଲୋକମାନଙ୍କ ବିଷୟରେ କହୁ ନାହାଁନ୍ତି । ବିକଳ୍ପ ଅନୁବାଦ: “ଅଭିଶପ୍ତ ଲୋକ” (ଦେଖନ୍ତୁ:
[[rc://en/ta/man/translate/figs-idiom]])
2PE 2 14 c7cc figs-exclamations κατάρας τέκνα 1 ଏହି ଶବ୍ଦଗୁଡ଼ିକ ଏକ ବିସ୍ମୟବାଚକ ଶବ୍ଦ ଅଟେ ଯାହା ଭଣ୍ଡ ଶିକ୍ଷକମାନଙ୍କ ଦୁଷ୍ଟତାକୁ ଗୁରୁତ୍ୱ ଦେଇଥାଏ । ବିକଳ୍ପ ଅନୁବାଦ: “ସେମାନେ ଏପରି ଅଭିଶାପିତ ସନ୍ତାନ!” କିମ୍ବା “ସେମାନେ ଅଭିଶାପିତ ସନ୍ତାନମାନେ!” (ଦେଖନ୍ତୁ:
[[rc://en/ta/man/translate/figs-exclamations]])
2PE 2 15 x3k9 figs-metaphor ἐπλανήθησαν 1 ଏଠାରେ, ପିତର ପୂର୍ବ ବାକ୍ୟାଂଶରୁ ମାର୍ଗ ରୂପକକୁ ଜାରି ରଖିଛନ୍ତି । ସେ ସାଙ୍କେତିକ ଭାବରେ ଭଣ୍ଡ ଶିକ୍ଷକମାନଙ୍କର ଦୁଷ୍ଟ ଜୀବନ ଶୈଳୀକୁ ବର୍ଣ୍ଣନା କରିଛନ୍ତି ଯେପରି ସେମାନଙ୍କୁ ସିଧା ସଳଖ ପଥରୁ **ବିପଥଗାମୀ କରାଯାଇଛି** ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଦୁଷ୍ଟ ବ୍ୟବହାର କରୁଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 15 b39g figs-activepassive ἐπλανήθησαν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ସେମାନେ ବିପଥଗାମୀ ହେଲେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 2 15 b39g figs-activepassive ἐπλανήθησαν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  ।
ବିକଳ୍ପ ଅନୁବାଦ: “ସେମାନେ ବିପଥଗାମୀ ହେଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
2PE 2 15 xkt6 figs-explicit ἐξακολουθήσαντες τῇ ὁδῷ τοῦ Βαλαὰμ τοῦ Βοσὸρ, ὃς μισθὸν ἀδικίας ἠγάπησεν 1 ଏହି ପଦରେ, ପିତର ଭଣ୍ଡ ଶିକ୍ଷକମାନଙ୍କୁ **ବିଲୀୟାମ** ସହ ତୁଳନା

କରନ୍ତି । ପିତର ପୁରାତନ ନିୟମରେ
ଗଣନା ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏକ କାହାଣୀକୁ ଦର୍ଶାଉଛନ୍ତି ବୋଲି ତାହାଙ୍କ ପାଠକମାନେ
ବୁଝିବେ ବିଲି ସେ ଆଶା କରନ୍ତି । ସେହି କାହାଣୀରେ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ
ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ନିଯୁକ୍ତ ହେଲେ। ଯେତେବେଳେ ଈଶ୍ଵର ବିଲୀୟାମକୁ ତାହା କରିବାକୁ
ଅନୁମତି ଦେଲେ ନାହିଁ, ସେତେବେଳେ ସେ ଦୁଷ୍ଟ ମହିଳାମାନଙ୍କୁ ବ୍ୟବହାର କରି ଇସ୍ରାଏଲୀୟମାନଙ୍କୁ
ଯୌନ ଶୋଷଣ ଏବଂ ମୂର୍ତ୍ତି ପୂଜାରେ ପ୍ରଲୋଭିତ କଲେ ଯାହା ଦ୍ଵାରା ଈଶ୍ଵର ସେମାନଙ୍କ ଅବମାନନା ପାଇଁ
ସେମାନଙ୍କୁ ଦଣ୍ଡିତ କଲେ । ବିଲୀୟାମ ଦୁଷ୍ଟ ରାଜାମାନଙ୍କ ଦ୍ୱାରା ପଇସା ପାଇବାକୁ
ଚାହୁଁଥିଲେ, କିନ୍ତୁ ଶେଷରେ କିଣାନ ଦେଶକୁ ପରାସ୍ତ କଲାବେଳେ ଇସ୍ରାଏଲୀୟମାନେ ତାକୁ ହତ୍ୟା କଲେ। ଯଦି
ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହା ସ୍ପଷ୍ଟ ଭାବରେ ସୂଚାଇ ପାରିବେ, ବିଶେଷ କରି ଯଦି ସେମାନେ
କାହାଣୀ ଜାଣି ନଥିବେ । ବିକଳ୍ପ ଅନୁବାଦ, ଏକ ବିବୃତ୍ତି ଭାବରେ:
“ବୋସୋରର ପୁତ୍ର ବିଲୀୟାମର ପଥ ଅନୁସରଣ କରି, ଯିଏ ଅଧାର୍ମିକର ବେତନକୁ ପ୍ରେମ କରିଥିଲା ଯେ ସେ ଟଙ୍କା
ପାଇବା ପାଇଁ ଇସ୍ରାଏଲୀୟମାନଙ୍କୁ ଅନୈତିକତା ଏବଂ ମୂର୍ତ୍ତିପୂଜାକୁ ନେଇ ଯାଇଥିଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 2 15 xi4q figs-metaphor ἐξακολουθήσαντες τῇ ὁδῷ τοῦ Βαλαὰμ τοῦ Βοσὸρ 1 ଏଠାରେ

ପିତର **ଅନୁସରଣ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି
ଯାହାକି ଅନ୍ୟର କାର୍ଯ୍ୟକୁ ଅନୁକରଣ କରୁଥିବା ବ୍ୟକ୍ତିଙ୍କୁ ସୂଚାଇଥାଏ

ଯେପରି ସେହି ସମାନ ଦିଗରେ ଅନ୍ୟ ଜଣଙ୍କ ପଛରେ ଚାଲନ୍ତି

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ବୋସରର ବିଲୀୟାମ ମାର୍ଗକୁ ଅନୁକରଣ କରି” (ଦେଖନ୍ତୁ:
[rc://en/ta/man/translate/figs-metaphor]])
2PE 2 15 v9lx translate-names Βαλαὰμ…Βοσὸρ 1 the right way **
ବିଲୀୟାମ ** ଏବଂ ** ବୋସୋର** ଦୁଇ ମନୁଷ୍ୟର ନାମ ଅଟେ

ଦେଖନ୍ତୁ:
[[rc://en/ta/man/translate/translate-names]])

Can't render this file because it contains an unexpected character in line 2 and column 9170.