Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-06-19 06:31:44 +00:00
parent e602aeb565
commit 35879a9b9a
1 changed files with 2 additions and 2 deletions

View File

@ -39,8 +39,8 @@ EPH 1 13 ac1e τὸν λόγον τῆς ἀληθείας 1 the word of truth
EPH 1 13 qgf9 figs-metaphor ἐσφραγίσθητε τῷ Πνεύματι τῆς ἐπαγγελίας, τῷ Ἁγίῳ 1 were sealed with the promised Holy Spirit ଏହି ଉପମାରେ ପାଉଲ ପବିତ୍ର ଆତ୍ମାଙ୍କୁ ଏକ ମୁଦ୍ରା ଭାବରେ ଚିତ୍ରଣ କରନ୍ତି, ତାହାଙ୍କୁ ମହମ ସହିତ ତୁଳନା କରିଥିଲେ ଯାହା ଏକ ପତ୍ର ଉପରେ ରଖାଯାଇଥିଲା ଏବଂ ସେହି ପତ୍ରଟି କିଏ ଲେଖିଛନ୍ତି, ତାହାଙ୍କୁ ଦର୍ଶାଇବା ନିମନ୍ତେ ପତ୍ର ଉପରେ ମୋହର ଲଗାଇ ଏକ ଚିହ୍ନ ସହିତ ମୁଦ୍ରାଙ୍କନ କରାଯାଉଥିଲା। ଆମ୍ଭେମାନେ ଯେ ତାହାଙ୍କର ଅଟୁ ଆମ୍ଭମାନଙ୍କୁ ଏହି ନିଶ୍ଚିତ ବୋଧ ଦେବାକୁ ଈଶ୍ଵର କିପରି ପବିତ୍ର ଆତ୍ମାଙ୍କୁ ବ୍ୟବହାର କରିଛନ୍ତି, ତାହା ଦେଖାଇବାକୁ ପାଉଲ ଏହି ପରମ୍ପରାକୁ ଗୋଟିଏ ପ୍ରତିଛବି ଅଭିବ୍ୟକ୍ତିରେ ବ୍ୟବହାର କରୁଛନ୍ତି। ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ଉପରରେ ପବିତ୍ର ଆତ୍ମାଙ୍କୁ ରଖିଅଛନ୍ତି ସତେ ଯେପରି ସେ ଏକ ମୁଦ୍ରା ଥିଲେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 14 g6dw figs-metaphor ἀρραβὼν τῆς κληρονομίας ἡμῶν 1 the guarantee of our inheritance ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ପ୍ରାପ୍ତ କରେ।ବିକଳ୍ପ ଅନୁବାଦ: “ପ୍ରାରମ୍ଭିକ ଅଂଶ ଯାହାକୁ ଈଶ୍ଵର ଆମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଛନ୍ତି ତାହା ଗ୍ରହଣ କରିବା” କିମ୍ବା “ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି, ଆମ୍ଭେମାନେ ଯେ ତାହା ପ୍ରାପ୍ତହେବା ତହିଁର ନିଶ୍ଚିତତା” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 15 d9qy 0 Connecting Statement: ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି ଏବଂ ଖ୍ରୀଷ୍ଟଙ୍କ  ଦ୍ଵାରା ବିଶ୍ଵାସୀମାନେ ପ୍ରାପ୍ତ ହୋଇଥିବା ଶକ୍ତି ନିମନ୍ତେ ଈଶ୍ଵରଙ୍କର ପ୍ରଶଂସା କରୁଛନ୍ତି।
EPH 1 16 scy9 figs-litotes οὐ παύομαι εὐχαριστῶν 1 I have not stopped thanking God ପାଉଲ **କ୍ଷାନ୍ତ ହେଉ ନାହିଁ** ବାକ୍ୟାଂଶଟି ବ୍ୟବହାରକରି ଗୁରୁତ୍ଵ ଦେଉଛନ୍ତି ଯେ ସେ ନିରନ୍ତର ଧନ୍ୟବାଦ ଦେଉଛନ୍ତି I ବିକଳ୍ପ ଅନୁବାଦ: ମୁଁ ନିରନ୍ତର ଈଶ୍ଵରଙ୍କର ଧନ୍ୟବାଦ ଦେଉଅଛି” ([[rc://en/ta/man/translate/figs-litotes]]ଦେଖନ୍ତୁ)
EPH 1 17 b7l1 πνεῦμα σοφίας καὶ ἀποκαλύψεως, ἐν ἐπιγνώσει αὐτοῦ 1 a spirit of wisdom and revelation in the knowledge of him “ତାହାଙ୍କର ପ୍ରକାଶନ ବୁଝିବାକୁ ଆତ୍ମିକ ଜ୍ଞାନ”
EPH 1 16 scy9 figs-litotes οὐ παύομαι εὐχαριστῶν 1 I have not stopped thanking God ପାଉଲ **କ୍ଷାନ୍ତ ହେଉ ନାହିଁ** ବାକ୍ୟାଂଶଟି ବ୍ୟବହାରକରି ଗୁରୁତ୍ଵ ଦେଉଛନ୍ତି ଯେ ସେ ନିରନ୍ତର ଧନ୍ୟବାଦ ଦେଉଛନ୍ତି ବିକଳ୍ପ ଅନୁବାଦ: ମୁଁ ନିରନ୍ତର ଈଶ୍ଵରଙ୍କର ଧନ୍ୟବାଦ ଦେଉଅଛି” (ଦେଖନ୍ତୁ: [[rc://en/ta/man/translate/figs-litotes]])
EPH 1 17 b7l1 πνεῦμα σοφίας καὶ ἀποκαλύψεως, ἐν ἐπιγνώσει αὐτοῦ 1 a spirit of wisdom and revelation in the knowledge of him ବିକଳ୍ପ ଅନୁବାଦ: “ତାହାଙ୍କର ପ୍ରକାଶନ ବୁଝିବାକୁ ଆତ୍ମିକ ଜ୍ଞାନ”
EPH 1 18 gbl7 figs-metonymy πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏଠାରେ “**ହୃଦୟ**” ଗୋଟିଏ ରୂପକ ଯାହା ମନୁଷ୍ୟର ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜ୍ଞାନ ପ୍ରାପ୍ତ ହୋଇ ଆଲୋକିତ ହୋଇପାରିବ” ([[rc://en/ta/man/translate/figs-metonymy]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 18 iv1h figs-activepassive πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ କାଳ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ତୁମ୍ଭମାନଙ୍କର ହୃଦୟକୁ ଆଲୋକିତ କରିବେ” କିମ୍ବା “ଯେପରି ଈଶ୍ଵର ତୁମ୍ଭମାନଙ୍କର ଜ୍ଞାନକୁ ଆଲୋକିତ କରିବେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 18 m5j5 πεφωτισμένους 1 enlightened "ତାହା … ଦେଖିବା ପାଇଁ ସାମର୍ଥ୍ୟ ପ୍ରଦାନ କରାଯିବ"

Can't render this file because it contains an unexpected character in line 2 and column 4525.