From 34a0d6272bcae117cfde935c58061474fbe06459 Mon Sep 17 00:00:00 2001 From: Gayatri-Digal Date: Thu, 14 Dec 2023 16:13:30 +0000 Subject: [PATCH] Edit 'tn_OBA.tsv' using 'tc-create-app' --- tn_OBA.tsv | 4 ++-- 1 file changed, 2 insertions(+), 2 deletions(-) diff --git a/tn_OBA.tsv b/tn_OBA.tsv index a40a979..e96f713 100644 --- a/tn_OBA.tsv +++ b/tn_OBA.tsv @@ -32,8 +32,8 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1: 1:4 jd5r rc://*/ta/man/translate/figs-hyperbole אִם־תַּגְבִּ֣יהַּ כַּ⁠נֶּ֔שֶׁר וְ⁠אִם־בֵּ֥ין כּֽוֹכָבִ֖ים שִׂ֣ים קִנֶּ֑⁠ךָ 1 ଇଦୋମର ଲୋକମାନେ ବିଚାର କରୁଥିଲେ ଯେ ସେମାନେ ନିରାପଦରେ ଅଛନ୍ତି କାରଣ ସେମାନେ ପର୍ବତରେ ଉଚ୍ଚ ସ୍ଥାନରେ ବାସ କରନ୍ତି । ସଦାପ୍ରଭୁ କହନ୍ତି ଯେ ଯଦିଓ ସେମାନେ ମନୁଷ୍ୟର ବାସ ସ୍ଥାନଠାରୁ ଅଧିକ ଉଚ୍ଚ ସ୍ଥାନରେ ବାସ କରନ୍ତି ସେମାନେ ନିରାପଦରେ ରହିବେ ନାହିଁ। ବିକଳ୍ପ ଅନୁବାଦ: “ଏବଂ ମୁଁ ତୁମ୍ଭମାନଙ୍କୁ କହେ ଯଦିଓ ତୁମ୍ଭମାନଙ୍କର ଡେଣା ଥାଏ ଏବଂ ଉତ୍କ୍ରୋଶ ପକ୍ଷୀ ପରି ଉର୍ଦ୍ଧରେ ଉଡ଼, କିମ୍ବା ତୁମ୍ଭେମାନେ ତାରାଗଣ ମଧ୍ୟରେ ତୁମ୍ଭର ବାସସ୍ଥାନ କର” 1:4 jd7r rc://*/ta/man/translate/figs-activepassive שִׂ֣ים קִנֶּ֑⁠ךָ 1 ଯଦି ଆପଣଙ୍କର ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ କ୍ରିୟାର କର୍ତ୍ତୁବାଚ୍ୟ ବ୍ୟବହାର କରିପାରିbe । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେ ଆପଣା ଗୃହ ପ୍ରସ୍ତୁତ କରିପାରିବ” 1:4 bbu3 rc://*/ta/man/translate/figs-metaphor מִ⁠שָּׁ֥ם אוֹרִֽידְ⁠ךָ֖ 1 ଏଠାରେ, **ତୁମ୍ଭକୁ ଓହ୍ଳାଇ ଆଣିବା** ବାକ୍ୟର ଅର୍ଥ “ତୁମ୍ଭକୁ ନମ୍ର କରିବା” କିମ୍ବା “ତୁମ୍ଭକୁ ପରାସ୍ତ କରିବା” ଅଟେ। ଏହା ଏକ ସ୍ଥାନିକ ରୂପକକୁ ବୁଝାଏ । ଏହା ଇଦୋମୀୟମାନଙ୍କ ପ୍ରତି ସଦାପ୍ରଭୁଙ୍କ ପ୍ରତିକ୍ରିୟା ଅଟେ ଯାହା ତାଙ୍କ ବିଚାର ଏବଂ ଦଣ୍ଡରୁ ସେମାନେ ମୁକ୍ତ ନ ହେବାକୁ ବୁଝାଏ। ବିକଳ୍ପ ଅନୁବାଦ: “ମୁଁ ପ୍ରେରଣ କରିଥିବା ଆକ୍ରମଣକାରୀମାନଙ୍କଠାରୁ ତୁମ୍ଭେମାନେ ତଥାପି ସୁରକ୍ଷିତ ରହିବ ନାହିଁ” -1:4 ce6e rc://*/ta/man/translate/writing-quotations נְאֻם־יְהוָֽה 1 -1:4 fyco rc://*/ta/man/translate/figs-abstractnouns נְאֻם־יְהוָֽה 1 If your language does not use an abstract noun for the idea behind the word **declaration**, you can express the same idea with a verbal form. Alternate translation: “Yahweh declares this to you.” (See: [[rc://*/ta/man/translate/figs-abstractnouns]]) +1:4 ce6e rc://*/ta/man/translate/writing-quotations נְאֻם־יְהוָֽה 1 ଏହି ବାକ୍ୟ ପାଠକମାନଙ୍କୁ ସ୍ମରଣ କରାଏ ଯେ ଏହି ପୁସ୍ତକର ସମ୍ପୂର୍ଣ୍ଣ ବାର୍ତ୍ତା ସିଧାସଳଖ ସଦାପ୍ରଭୁଙ୍କଠାରୁ ଆସିଅଛି । ଆପଣଙ୍କ ଭାଷାରେ ଏହା ସ୍ପଷ୍ଟ କରୁଥିବା ଉଦ୍ଧୃତିକ୍ ବ୍ୟବାହାର କରନ୍ତୁ । +1:4 fyco rc://*/ta/man/translate/figs-abstractnouns נְאֻם־יְהוָֽה 1 1:5 w86v rc://*/ta/man/translate/figs-doublet אִם־גַּנָּבִ֤ים בָּאֽוּ־לְ⁠ךָ֙ אִם־שׁ֣וֹדְדֵי לַ֔יְלָה 1 These two phrases mean the same thing. The repetition is used to emphasize the one idea that they are expressing. If this is not clear in your language, use another way of showing that this is important or you could combine them, as in the UST. (See: [[rc://*/ta/man/translate/figs-doublet]]) 1:5 b93f rc://*/ta/man/translate/figs-activepassive אֵ֣יךְ נִדְמֵ֔יתָה 1 You could use the active form of the verb, and you could specify who is doing the action. Alternate translation: “how the attackers will destroy you” (See: [[rc://*/ta/man/translate/figs-activepassive]]) 1:5 jd9r rc://*/ta/man/translate/figs-exclamations אֵ֣יךְ נִדְמֵ֔יתָה 1 Yahweh adds this phrase in the middle of another sentence to express that the punishment of Edom is shocking. Unlike thieves and grape-harvesters, those who attack Edom will leave nothing behind. If it would be helpful in your language, you could move the phrase to the end of the verse and make it its own sentence. Alternate translation: “But attackers will destroy you completely” (See: [[rc://*/ta/man/translate/figs-exclamations]])