Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 19:00:40 +00:00
parent eca6349359
commit 33f28dbd2c
1 changed files with 1 additions and 1 deletions

View File

@ -371,7 +371,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 13 x3uj figs-abstractnouns ἐντρυφῶντες ἐν ταῖς ἀπάταις αὐτῶν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକସ୍ପଷ୍ଟ ହେବ, ତେବେ ଆପଣ “ପ୍ରତାରଣାକାରୀ” ପରି ଏକ ବିଶେଷଣ ସହିତ ଗୁଣବାଚକ ବିଶେଷ୍ୟ **ପ୍ରତାରଣା** ଶବ୍ଦକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କର ପ୍ରତାରଣାକାରୀ କାର୍ଯ୍ୟରେ ଆନନ୍ଦିତ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 2 14 xo71 ὀφθαλμοὺς ἔχοντες μεστοὺς μοιχαλίδος 1 ଏହି ବାକ୍ୟାଂଶର ଅର୍ଥ ହୋଇପାରେ: (୧) ଭଣ୍ଡ ଶିକ୍ଷକମାନେ ଯେଉଁ ମହିଳାକୁ ଦେଖନ୍ତି ତାହା ସହ ଅନୈତିକ ଯୌନ ସମ୍ପର୍କ ରଖିବାକୁ ଇଚ୍ଛାକରନ୍ତି, ଯାହା ଦ୍ଵାରା ପ୍ରତ୍ୟେକ ମହିଳାକୁ ଜଣେ ବ୍ୟଭିଚାରକାରୀ ଭାବରେ ଦେଖନ୍ତି ।
ବିକଳ୍ପ ଅନୁବାଦ: “ନିରନ୍ତର  ଇଚ୍ଛା କରୁଥିବା ମହିଳା ଯାହାଙ୍କ ସହ ବ୍ୟଭିଚାର କରିବେ” () ଭଣ୍ଡ ଶିକ୍ଷକମାନେ ଅନୈତିକ ମହିଳାମାନଙ୍କୁ ସର୍ବଦା ଖୋଜୁଥିଲେ ଯେଉଁମାନଙ୍କ ସହ ସେମାନେ ଅନୈତିକ ଯୌନ ସମ୍ପର୍କ ରଖିପାରିବେ । ବିକଳ୍ପ ଅନୁବାଦ: “ଯୌନ ଅନୈତିକ ମହିଳାମାନଙ୍କୁ ନିରନ୍ତର ଖୋଜନ୍ତି”

2PE 2 14 xb2q figs-explicit δελεάζοντες ψυχὰς ἀστηρίκτους 1 [:୧](..//୦୧.md)ରେ ପିତର ଉଲ୍ଲେଖ କରିଥିବା ଭଣ୍ଡ ଶିକ୍ଷକମାନଙ୍କ କାର୍ଯ୍ୟକୁ ଏହି ବାକ୍ୟାଂଶ ବୁଝାଏ ।
ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଅସ୍ଥିର ଆତ୍ମାକୁ ପ୍ରଲୋଭିତ କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 2 14 mn07 figs-explicit καρδίαν γεγυμνασμένην πλεονεξίας ἔχοντες 1 [

୦୧
.md)
ରେ ପିତର ଉଲ୍ଲେଖ କରିଥିବା ଭଣ୍ଡ ଶିକ୍ଷକଙ୍କ କାର୍ଯ୍ୟକୁ ଏହି
ବାକ୍ୟାଂଶ ବୁଝାଏ

ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ” (ଦେଖନ୍ତୁ
[[rc://en/ta/man/translate/figs-explicit]])
2PE 2 14 mn07 figs-explicit καρδίαν γεγυμνασμένην πλεονεξίας ἔχοντες 1 [:୧](..//୦୧.md) ରେ ପିତର ଉଲ୍ଲେଖ କରିଥିବା ଭଣ୍ଡ ଶିକ୍ଷକଙ୍କ କାର୍ଯ୍ୟକୁ ଏହି ବାକ୍ୟାଂଶ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ” (ଦେଖନ୍ତୁ [[rc://en/ta/man/translate/figs-explicit]])
2PE 2 14 xgkb figs-activepassive καρδίαν γεγυμνασμένην πλεονεξίας ἔχοντες 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ହୃଦୟକୁ ଲୋଭୀ ହେବାକୁ
ତାଲିମ ଦେଇଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 2 14 sbp2 figs-abstractnouns καρδίαν γεγυμνασμένην πλεονεξίας ἔχοντες 1 ସେମାନଙ୍କର ଚିନ୍ତାଧାରା

ଇଚ୍ଛା

ଏବଂ ଭାବନାକୁ ଅନ୍ତର୍ଭୁକ୍ତ କରି
ପୁରା ବ୍ୟକ୍ତିବିଶେଷଙ୍କୁ ସୂଚାଇବା ପାଇଁ ପିତର ସାଙ୍କେତିକ ଭାବରେ **ହୃଦୟ** ଶବ୍ଦକୁ ବ୍ୟବହାର
କରନ୍ତି

ଏହି ଶବ୍ଦଟି ବିଶେ. ସର୍ବନାମ “ନିଜେ” ସହ ଏଠାରେ ଅନୁବାଦ କରାଯାଇପାରେ

ବିକଳ୍ପ ଅନୁବାଦ: “ଲୋଭ ପାଇଁ
ନିଜକୁ ତାଲିମ ଦେଇ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 14 sv4r figs-idiom κατάρας τέκνα 1 ପିତର ଏକ ଏବ୍ରୀ ରୂଢ଼ି  ବ୍ୟବହାର କରନ୍ତି ଯେଉଁଥିରେ ଜଣେ ବ୍ୟକ୍ତିକୁ ସେହି
ବିଷୟର “ଶିଶୁ” ବୋଲି କୁହାଯାଏ

ଏଠାରେ **ଅଭିଶାପର ସନ୍ତାନ** ଈଶ୍ଵରଙ୍କ ଦ୍ୱାରା ଅଭିଶାପିତ ଲୋକମାନଙ୍କୁ
ବୁଝାଏ

ସେ ଅନ୍ୟମାନଙ୍କୁ ଅଭିଶାପ ଦେଉଥିବା ଲୋକମାନଙ୍କ ବିଷୟରେ କହୁ ନାହାଁନ୍ତି

ବିକଳ୍ପ ଅନୁବାଦ: “ଅଭିଶପ୍ତ ଲୋକ”
(ଦେଖନ୍ତୁ:
[[rc://en/ta/man/translate/figs-idiom]])

Can't render this file because it contains an unexpected character in line 2 and column 9170.