Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 14:48:20 +00:00
parent 8f5c3a467f
commit 33dbb216db
1 changed files with 3 additions and 3 deletions

View File

@ -237,9 +237,9 @@ LUK 2 1 u9xq 0
LUK 2 1 c887 writing-newevent δὲ 1 Now ଏହି ପଦ ଏକ ନୂତନ ଘଟଣାକୁ ଉପସ୍ଥାପନ କରେ । ବିକଳ୍ପ
ଅନୁବାଦ: “ପ୍ରାୟ ସେହି ସମୟରେ” (ଦେଖନ୍ତୁ: [[rc://en/ta/man/translate/writing-newevent]])
LUK 2 1 e9m5 ἐγένετο 1 it came about that ଏହା ଏକ ଘଟଣାର ଆରମ୍ଭ ବୋଲି ଦର୍ଶାଇବାକୁ ଲୂକ ଏହି ବାକ୍ୟାଂଶ
ବ୍ୟବହାର କରନ୍ତି । ଯଦି ଆପଣଙ୍କର ଭାଷାରେ ଏକ ଘଟଣାର ଆରମ୍ଭ ପ୍ରକାଶ କରିବାର ଏକ ଉପାୟ
ଅଛି, ତେବେ
ଆପଣ ତାହା ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । ଯଦି ନାହିଁ, ଆପଣ ଏହି
ବାକ୍ୟାଂଶକୁ ପ୍ରକାଶ କରନ୍ତୁ ନାହିଁ । (ଦେଖନ୍ତୁ: [[rc://en/ta/man/translate/writing-newevent]])
LUK 2 1 jtz3 translate-names Καίσαρος Αὐγούστου 1 Caesar Augustus ରୋମ୍ୟ ସାମ୍ରାଜ୍ୟର ସମ୍ରାଟଙ୍କର ଆଖ୍ୟା **କାଇସର** ଥିଲା । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ
ଅନୁବାଦ: “ରୋମ ସାମ୍ରାଜ୍ୟରେ ଶାସନ କରୁଥିବା ରାଜା ଅଗଷ୍ଟ” (ଦେଖନ୍ତୁ: [[rc://en/ta/man/translate/writing-participants]])
LUK 2 1 gda6 figs-idiom ἐξῆλθεν δόγμα 1 a decree went out ଏହି ଆଜ୍ଞା ହୁଏତ ସମ୍ବାଦ ବାହକମାନଙ୍କ ଦ୍ୱାରା ସାମ୍ରାଜ୍ୟର ସର୍ବତ୍ର ବହନ କରା ଯାଇଥିଲା I ବିକଳ୍ପ ଅନୁବାଦ: ""ଏକ ଆଜ୍ଞା ଜାରି କରି ସମ୍ବାଦ ବାହକମାନଙ୍କୁ ପ୍ରେରଣ କଲେ” (ଦେଖ: [[rc://or/ta/man/translate/figs-idiom]] )
LUK 2 1 tk59 figs-activepassive ἀπογράφεσθαι πᾶσαν τὴν οἰκουμένην 1 that a census be taken of all the people in the world ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେ ସେମାନେ ପୃଥିବୀରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ପଞ୍ଜିକୃତ କଲେ” କିମ୍ଵା “ ଯେ ସେମାନେ ପୃଥିବୀର ସମସ୍ତ ଲୋକମାନଙ୍କୁ ଗଣିଲେ ଏବଂ ସେମାନଙ୍କ ନାମଗୁଡ଼ିକ ଲେଖିଲେ” (ଦେଖ: [[rc://or/ta/man/translate/figs-activepassive]] )
LUK 2 1 m39d figs-synecdoche τὴν οἰκουμένην 1 the world ଏହି ସ୍ଥାନରେ “ପୃଥିବୀ” ଶବ୍ଦ କାଇସର ଅଗଷ୍ଟ ରାଜତ୍ଵ କରୁଥିବା ପୃଥିବୀର ଅଂଶବିଶେଷକୁ ବୁଝାଏ I ବିକଳ୍ପ ଅନୁବାଦ: “ସାମ୍ରାଜ୍ୟ” ବା “ରୋମୀୟ ଜଗତ” (ଦେଖ: [[rc://or/ta/man/translate/figs-synecdoche]] )
LUK 2 1 gda6 figs-idiom ἐξῆλθεν δόγμα 1 a decree went out ଲୂକ ସାଙ୍କେତିକ ଭାବରେ କହିଲେ ହେଁ ଏହି ଆଦେଶ ସ୍ଵୟଂ ପ୍ରକାଶ ପାଇ ନ ଥିଲା । ବାର୍ତ୍ତା ବାହକଗଣ ସମ୍ଭବତଃ ସମଗ୍ର ସାମ୍ରାଜ୍ୟରେ ସମ୍ରାଟଙ୍କ ଆଦେଶ ଘୋଷଣା କଲେ । ବିକଳ୍ପ
ଅନୁବାଦ: “ଏକ ଆଦେଶ ଦେଇ ବାର୍ତ୍ତାବାହକ ପଠାଇଲେ” (ଦେଖନ୍ତୁ: [[rc://en/ta/man/translate/figs-personification]])
LUK 2 1 tk59 figs-activepassive ἀπογράφεσθαι πᾶσαν τὴν οἰκουμένην 1 that a census be taken of all the people in the world ଏହା ଯେହେତୁ କର ଉଦ୍ଦେଶ୍ୟରେ ଥିଲା ତେଣୁ ଲୂକ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଏହା ଜାଣିପାରିବେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ
ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ  । ବିକଳ୍ପ ଅନୁବାଦ: “ରୋମ୍ୟ ସାମ୍ରାଜ୍ୟରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ କର ତାଲିକାରେ ସେମାନଙ୍କର ନାମ ତାଲିକାଭୁକ୍ତ କରିବାକୁ ପଡ଼ିଲା” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 1 m39d figs-synecdoche τὴν οἰκουμένην 1 the world ଜଗତର ଶବ୍ଦ ବିଶେଷ ଭାବରେ ଜଗତର ଅଂଶକୁ ଦର୍ଶାଏ ଯାହା କାଇସର ଅଗଷ୍ଟ
ଶାସନ କରିଥିଲେ । ଏହା ବାସ୍ତବରେ ଜଗତର ସେହି ଭାଗରେ ବାସ କରୁଥିବା ଲୋକମାନଙ୍କୁ
ବର୍ଣ୍ଣନା କରେ ଯେଉଁଠାରେ ସେମାନେ ରହୁଥିଲେ । ବିକଳ୍ପ ଅନୁବାଦ: “ରୋମ୍ୟ
ସାମ୍ରାଜ୍ୟରେ ବାସ କରୁଥିବା ଲୋକମାନେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 2 2 q9zw translate-names Κυρηνίου 1 Quirinius କ୍ୱିରୀଣୀୟ ସୁରିଆର ଗଭର୍ଣ୍ଣର ଭାବରେ ନିଯୁକ୍ତ ହେଲେ I (ଦେଖ: [[rc://or/ta/man/translate/translate-names]] )
LUK 2 3 s4im ἐπορεύοντο πάντες 1 everyone went ପ୍ରତ୍ୟେକ ବ୍ୟକ୍ତି ଆରମ୍ଭ କଲେ ବା “ପ୍ରତ୍ୟେକ ବ୍ୟକ୍ତି ଯାଉଥିଲେ ”"
LUK 2 3 h5e2 figs-explicit τὴν ἑαυτοῦ πόλιν 1 his own city ଏହା ଲୋକମାନଙ୍କ ପୂର୍ବପୁରୁଷମାନେ ଯେଉଁ ନଗରୀଗୁଡିକରେ ବାସ କରୁଥିଲେ, ତାହାକୁ ସୂଚାଏ I ଲୋକମାନେ ହୁଏତ ବିଭିନ୍ନ ନଗରରେ ବାସ କରିଥିଲେ I ବିକଳ୍ପ ଅନୁବାଦ: “ତାଙ୍କ ପୂର୍ବପୁରୁଷମାନେ ଯେଉଁ ନଗରରେ ବାସ କରୁଥିଲେ” (ଦେଖ: [[rc://or/ta/man/translate/figs-explicit]] )

Can't render this file because it is too large.