Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-21 12:48:30 +00:00
parent fff661fb43
commit 3315c3ab11
1 changed files with 3 additions and 3 deletions

View File

@ -206,14 +206,14 @@ EPH 4 17 n5cy 0 Connecting Statement: ପାଉଲ ସେମାନଙ୍କୁ
EPH 4 17 ksr8 τοῦτο οὖν λέγω καὶ μαρτύρομαι ἐν Κυρίῳ 1 Therefore, I say and insist on this in the Lord ବିକଳ୍ପ ଅନୁବାଦ: “ବର୍ତ୍ତମାନ ମୁଁ ଯାହା କହିଅଛି, ସେଥିସକାଶୁ ମୁଁ ତୁମ୍ଭମାନଙ୍କୁ ଦୃଢ଼ଭାବରେ ଉତ୍ସାହିତ କରିବାପାଇଁ ଆଉ କିଛି ଅଧିକ କହିବି, କାରଣ ଆମ୍ଭେମାନେ ସମସ୍ତେ ପ୍ରଭୁଙ୍କର ଅଟୁ”
EPH 4 17 wcx2 μηκέτι ὑμᾶς περιπατεῖν, καθὼς καὶ τὰ ἔθνη περιπατεῖ ἐν ματαιότητι τοῦ νοὸς αὐτῶν 1 that you must no longer live as the Gentiles live, in the futility of their minds ପାଉଲ ସାଧାରଣତଃ ଏହି ରୂପକକୁ ବ୍ୟବହାର କରି ଆଚରଣ ସହିତ ତୁଳନା କରନ୍ତି I ବିକଳ୍ପ ଅନୁବାଦ: “ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଜୀବନ କାଟନ୍ତି, ତୁମ୍ଭେମାନେ … ସେପରି କର ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 18 lab7 figs-metaphor ἐσκοτωμένοι τῇ διανοίᾳ 1 They are darkened in their understanding ଏହି ରୂପକ ଭୁଲ ଚିନ୍ତାଧାରାକୁ ଅନ୍ଧକାର ସହିତ ତୁଳନା କରେ। ବିକଳ୍ପ ଅନୁବାଦ: “ସେମାନେ ଆଉ ସ୍ପଷ୍ଟଭାବରେ ଚିନ୍ତା ବା ବିବେଚନା କରନ୍ତି ନାହିଁ” କିମ୍ବା “ସେମାନେ ବୁଝିବାକୁ ସକ୍ଷମ ନୁହନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 18 w69u figs-activepassive ἀπηλλοτριωμένοι τῆς ζωῆς τοῦ Θεοῦ, διὰ τὴν ἄγνοιαν τὴν οὖσαν ἐν αὐτοῖς 1 alienated from the life of God because of the ignorance that is in them ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ ଏହାକୁ କର୍ତୃବାଚ୍ୟରେ\nକହିପାରିବ। ବିକଳ୍ପ ଅନୁବାଦ: “ଯେହେତୁ ସେମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ, ସେଥିପାଇଁ ସେମାନେ ଈଶ୍ଵର ଆପଣା ଲୋକମାନଙ୍କୁ ଯେପରି ଜୀବନ ଯାପନ କରନ୍ତୁ ବୋଲି ଚାହାନ୍ତି, ସେପରି ଜୀବନ କାଟିପାରିବେ ନାହିଁ” କିମ୍ବା “ସେମାନଙ୍କର ଅଜ୍ଞାନତା ଦ୍ଵାରା ସେମାନେ ଆପଣା ଆପଣାକୁ ଈଶ୍ଵରଙ୍କ ଜୀବନରୁ ବିଛିନ୍ନ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 4 18 w69u figs-activepassive ἀπηλλοτριωμένοι τῆς ζωῆς τοῦ Θεοῦ, διὰ τὴν ἄγνοιαν τὴν οὖσαν ἐν αὐτοῖς 1 alienated from the life of God because of the ignorance that is in them ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ ଏହାକୁ କର୍ତୃବାଚ୍ୟରେ\nପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯେହେତୁ ସେମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ, ସେଥିପାଇଁ ସେମାନେ ଈଶ୍ଵର ଆପଣା ଲୋକମାନଙ୍କୁ ଯେପରି ଜୀବନ ଯାପନ କରନ୍ତୁ ବୋଲି ଚାହାନ୍ତି, ସେପରି ଜୀବନ କାଟିପାରିବେ ନାହିଁ” କିମ୍ବା “ସେମାନଙ୍କର ଅଜ୍ଞାନତା ଦ୍ଵାରା ସେମାନେ ଆପଣା ଆପଣାକୁ ଈଶ୍ଵରଙ୍କ ଜୀବନରୁ ବିଛିନ୍ନ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 4 18 w235 ἀπηλλοτριωμένοι 1 alienated ବିକଳ୍ପ ଅନୁବାଦ: ବିଛିନ୍ନ ହୋଇଛନ୍ତି କିମ୍ବା “ପୃଥକୀକୃତ ହୋଇଛନ୍ତି”
EPH 4 18 s1uz ἄγνοιαν 1 ignorance ବିକଳ୍ପ ଅନୁବାଦ: “ଜ୍ଞାନର ଅଭାବ” କିମ୍ବା “ତଥ୍ୟର ଅଭାବ”
EPH 4 18 k8qv figs-metonymy διὰ τὴν πώρωσιν τῆς καρδίας αὐτῶν 1 because of the hardness of their hearts **ହୃଦୟର ଜଡ଼ତା** ବାକ୍ୟାଂଶଟି ଗୋଟିଏ ରୂପକ ଯାହାର ଅର୍ଥ “ଅବାଧ୍ୟ” ଅଟେI ବିକଳ୍ପ ଅନୁବାଦ: “ଯେହେତୁ ସେମାନେ କଠିନ ଅଟନ୍ତି” କିମ୍ବା “ଯେହେତୁ ସେମାନେ ଈଶ୍ଵରଙ୍କ ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 19 ldy8 figs-metaphor ἑαυτοὺς παρέδωκαν τῇ ἀσελγείᾳ 1 have handed themselves over to sensuality ପାଉଲ ଏହି ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ କିଛି ବସ୍ତୁ, ଯାହା ସେମାନେ ଆପଣା ଆପଣାକୁ ଅନ୍ୟମାନଙ୍କ ନିକଟରେ ଦେଇଦେଉଛନ୍ତି, ପୁଣି ସେମାନେ ଆପଣା ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଯେଭଳି ଭାବରେ ଇଚ୍ଛା କରୁଛନ୍ତି, ସେ ବିଷୟରେ ସେ କହୁଛନ୍ତି ଯେ ସତେ ଯେପରି ଏହା ଜଣେ ଲୋକ, ଯାହାଙ୍କ ନିକଟରେ ସେମାନେ ଆପଣା ଆପଣାକୁ ଦେଇଦେଉଛନ୍ତି” ବିକଳ୍ପ ଅନୁବାଦ: “ସେମାନେ କେବଳ ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଇଚ୍ଛା କରୁଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 20 e5vk ὑμεῖς δὲ οὐχ οὕτως ἐμάθετε τὸν Χριστόν 1 But that is not how you learned about Christ [ଏଫିସୀୟ ୪:୧୭-୧୯](../04/17.md) ରେ ବର୍ଣ୍ଣନା ହୋଇଥିବା ଅନୁସାରେ **ଏହିପରି ଭାବରେ** ଶବ୍ଦଟି ବିଜାତିମାନଙ୍କ ଜୀବନ ଯାପନ ଶୈଳୀକୁ ବୁଝାଏ I ଏହା ଗୁରୁତ୍ଵ ଦିଏ ଯେ ଖ୍ରୀଷ୍ଟଙ୍କ ବିଷୟରେ ବିଶ୍ଵାସୀମାନେ ଯାହା ଶିକ୍ଷା କରିଛନ୍ତି, ଏହା ତହିଁର ବିପରୀତ ଅଟେ I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ସେପରି ଶିକ୍ଷା କରିନାହଁ”
EPH 4 21 hy7r figs-irony εἴ γε αὐτὸν ἠκούσατε καὶ ἐν αὐτῷ ἐδιδάχθητε 1 I assume that you have heard ... and that you were taught ପାଉଲ ଜାଣନ୍ତି ଯେ ଏଫିସୀୟମାନେ **ଶୁଣିଛନ୍ତି** ଏବଂ **ଶିକ୍ଷା ପାଇଛନ୍ତି** I ସେ ଭର୍ତ୍ସନା କରିବାକୁ ଦଣ୍ଡର ଏକ ରୂପକ ଭାବରେ ବ୍ୟବହାର କରୁଛନ୍ତି - ଯଦି ସେମାନେ ଖ୍ରୀଷ୍ଟଙ୍କ ମାର୍ଗର ବିପରୀତ କାର୍ଯ୍ୟ କରୁଛନ୍ତି, ତେବେ ସେମାନେ ଏହାଠାରୁ ଭଲ ଜାଣନ୍ତି ଏବଂ ତାହା ବନ୍ଦ କରିବା ଆବଶ୍ୟକ। UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-irony]])
EPH 4 21 b3pn figs-activepassive ἐν αὐτῷ ἐδιδάχθητε 1 you were taught in him ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ ଏହାକୁ କର୍ତୃବାଚ୍ୟରେ\r\nକହିପାରିବ। ସମ୍ଭାବିତ ଅର୍ଥଗୁଡ଼ିକ ହେଲା (୧) “ଯୀଶୁଙ୍କର ଲୋକମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି” କିମ୍ବା () କେହି ଜଣେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛି, କାରଣ ତୁମ୍ଭେମାନେ ଯୀଶୁଙ୍କର ଲୋକ ଅଟ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 4 21 b3pn figs-activepassive ἐν αὐτῷ ἐδιδάχθητε 1 you were taught in him ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ ଏହାକୁ କର୍ତୃବାଚ୍ୟରେ\nପ୍ରକାଶ କରିପାରିବେ। ସମ୍ଭାବିତ ଅର୍ଥଗୁଡ଼ିକ ହେଲା (୧) “ଯୀଶୁଙ୍କର ଲୋକମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି” କିମ୍ବା () କେହି ଜଣେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛି, କାରଣ ତୁମ୍ଭେମାନେ ଯୀଶୁଙ୍କର ଲୋକ ଅଟ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 4 21 gdz6 καθώς ἐστιν ἀλήθεια ἐν τῷ Ἰησοῦ 1 as the truth is in Jesus “ଯେହେତୁ ଯୀଶୁ ଆମକୁ ବଞ୍ଚିବାର ସଠିକ୍ ମାର୍ଗ ଶିଖାନ୍ତି” କିମ୍ବା “ଯେପରି ଯୀଶୁଙ୍କ ସମ୍ବନ୍ଧୀୟ ସମସ୍ତ ବିଷୟ ସତ୍ୟ ଅଟେ।” UST ଦେଖନ୍ତୁ।
EPH 4 22 h1ha figs-metaphor ἀποθέσθαι ὑμᾶς κατὰ τὴν προτέραν ἀναστροφὴν 1 to put off what belongs to your former manner of life ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡଗୁଡ଼ିକ  ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ଜୀବନର ଆଚରଣ ଅନୁସାରେ ଜୀବନ ଯାପନକରିବା ପରିତ୍ୟାଗ କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 22 j7n7 figs-metaphor ἀποθέσθαι … τὸν παλαιὸν ἄνθρωπον 1 to put off the old man ପାଉଲ ଏକ ଜୀବନ ଶୈଳୀ ବିଷୟରେ କହୁଅଛନ୍ତି ସତେ ଯେପରି ଏହା ଜଣେ ବ୍ୟକ୍ତି। ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ପୁରୁଷ ଯେପରି କରୁଥିଲା ତାହା କରିବା ବନ୍ଦ କରିବା ଉଚିତ” କିମ୍ବା “ତୁମ୍ଭେମାନଙ୍କର ଯାହା କରିବାର ଅଭ୍ୟାସ ଥିଲା ତାହା କରିବା ବନ୍ଦ କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])\n
@ -242,7 +242,7 @@ EPH 5 1 jx2q γίνεσθε οὖν μιμηταὶ τοῦ Θεοῦ 1 Therefo
EPH 5 1 zen5 figs-simile ὡς τέκνα ἀγαπητά 1 as dearly loved children ଆମ୍ଭେମାନେ ତାହାଙ୍କର ସନ୍ତାନ ହୋଇଥିବାରୁ ଈଶ୍ଵର ଚାହାନ୍ତି ଯେ ଆମ୍ଭେମାନେ ତାହାଙ୍କର ଅନୁକରଣ ବା ଅନୁଗମନ କରୁ I ବିକଳ୍ପ ଅନୁବାଦ: “ପ୍ରିୟ ଆଦରଣୀୟ ପିଲାମାନେ ଯେପରି ସେମାନଙ୍କ ପିତାମାନଙ୍କର ଅନୁକରଣ କରନ୍ତି” କିମ୍ବା “ଯେହେତୁ ତୁମ୍ଭେମାନେ ତାହାଙ୍କର ସନ୍ତାନ ଏବଂ ସେ ଅତି ଆଦରରେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-simile]])
EPH 5 2 ta41 figs-metaphor περιπατεῖτε ἐν ἀγάπῃ 1 walk in love ଜୀବନ ଯାପନ କରିବା ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣଭାବରେ **ଆଚରଣ କରିବା** ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ଏକ ପ୍ରେମର ଜୀବନ ଯାପନ କର” କିମ୍ବା “ସର୍ବଦା ପରସ୍ପରକୁ ପ୍ରେମ କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 2 bak1 προσφορὰν καὶ θυσίαν τῷ Θεῷ εἰς ὀσμὴν εὐωδίας 1 a fragrant offering and sacrifice to God ଏହି ରୂପକ ଖ୍ରୀଷ୍ଟଙ୍କୁ ତୁଳନା କରେ ଯିଏ ଆମର ପାପ ପାଇଁ କ୍ରୁଶରେ ମୃତ୍ୟୁବରଣ କରିଥିଲେ, ପାପ ପାଇଁ ପୁରାତନ ନିୟମ **ବଳିଦାନ** ସହିତ, ଯାହା ଅଗ୍ନିରେ ଭଜା ହୋଇ ଏକ ସୁଗନ୍ଧିତ ଗନ୍ଧ ଦିଆଯାଇଥିଲା I ବିକଳ୍ପ ଅନୁବାଦ: "ଈଶ୍ଵଙ୍କ ପାଇଁ ଏକ ସୁଗନ୍ଧିତ ନୈବେଦ୍ୟ ଏବଂ ବଳିଦାନ ପରି" କିମ୍ବା "ଈଶ୍ଵରଙ୍କ ପାଇଁ ଏକ ନୈବେଦ୍ୟ ଏବଂ ବଳିଦାନ ଯାହା ଈଶ୍ଵରଙ୍କୁ ବହୁତ ସନ୍ତୁଷ୍ଟ କରେ" ଦେଖନ୍ତୁ UST। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 3 le5f πορνεία δὲ, καὶ ἀκαθαρσία πᾶσα, ἢ πλεονεξία, μηδὲ ὀνομαζέσθω ἐν ὑμῖν 1 But there must not be even a suggestion among you of sexual immorality or any kind of impurity or of greed ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। “ଏପରି କୌଣସି ବିଷୟ କର ନାହିଁ ଯାହା ଦ୍ଵାରା ଅନ୍ୟମାନେ ଭାବିବେ ଯେ ତୁମ୍ଭେମାନେ ଯୌନଗତ ଅନୈତିକତାରେ ବା କୌଣସି ପ୍ରକାର ଅପବିତ୍ରତାରେ କିମ୍ବା ଲୋଭରେ ଦୋଷୀ ଅଟ।” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 5 3 le5f πορνεία δὲ, καὶ ἀκαθαρσία πᾶσα, ἢ πλεονεξία, μηδὲ ὀνομαζέσθω ἐν ὑμῖν 1 But there must not be even a suggestion among you of sexual immorality or any kind of impurity or of greed ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। “ଏପରି କୌଣସି ବିଷୟ କର ନାହିଁ ଯାହା ଦ୍ଵାରା ଅନ୍ୟମାନେ ଭାବିବେ ଯେ ତୁମ୍ଭେମାନେ ଯୌନଗତ ଅନୈତିକତାରେ ବା କୌଣସି ପ୍ରକାର ଅପବିତ୍ରତାରେ କିମ୍ବା ଲୋଭରେ ଦୋଷୀ ଅଟ।” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 5 3 xat9 ἀκαθαρσία πᾶσα 1 any kind of impurity ବିକଳ୍ପ ଅନୁବାଦ: “କୌଣସି ନୈତିକ ଅଶୁଚିତା”
EPH 5 4 utm5 ἀλλὰ μᾶλλον εὐχαριστία 1 Instead there should be thanksgiving **ଧନ୍ୟବାଦ ଅର୍ପଣ** ଶବ୍ଦଟି ଏକ ମୌଖିକ ବିଶେଷ୍ୟ ଅଟେ ଏବଂ କ୍ରିୟା ସହିତ ଅନୁବାଦ କରାଯାଇପାରେ: “ସେ ସବୁ ପରିବର୍ତ୍ତେ ତୁମ୍ଭେମାନେ ଈଶ୍ଵରଙ୍କୁ ଧନ୍ୟବାଦ ଦେବା ଉଚିତ”
EPH 5 5 vb16 figs-metaphor κληρονομίαν 1 inheritance ଈଶ୍ଵର ବିଶ୍ଵାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ପ୍ରାପ୍ତ ହେଉଅଛି I ବିକଳ୍ପ ଅନୁବାଦ: “କିଛି ପାଇବ ନାହିଁ” କିମ୍ବା “ଏହାର କୌଣସି ଅଂଶ ନାହିଁ” UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 4525.