Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 04:18:58 +00:00
parent 400893a04c
commit 32dbf0f258
1 changed files with 1 additions and 0 deletions

View File

@ -470,3 +470,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 4 j164 figs-abstractnouns πᾶς ὁ ποιῶν τὴν ἁμαρτίαν, καὶ τὴν ἀνομίαν ποιεῖ, καὶ ἡ ἁμαρτία ἐστὶν ἡ ἀνομία 1 Everyone who commits sin also commits lawlessness. Indeed, sin is lawlessness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଭାବ ବାଚକ ବିଶେଷ୍ୟ **ବ୍ୟବସ୍ଥା ଲଙ୍ଘନ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ପାପ କରେ, ସେ ଈଶ୍ଵରଙ୍କ ନିୟମ ମଧ୍ୟ ଲଙ୍ଘନ କରେ। ପ୍ରକୃତରେ, ପାପ ଈଶ୍ଵରଙ୍କ ନିୟମ ଲଙ୍ଘନ କରେ ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 3 4 j165 πᾶς ὁ ποιῶν τὴν ἁμαρτίαν, καὶ τὴν ἀνομίαν ποιεῖ, καὶ ἡ ἁμαρτία ἐστὶν ἡ ἀνομία 1 Everyone who commits sin also commits lawlessness. Indeed, sin is lawlessness ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କାହିଁକି ଏହି ସତର୍କବାଣୀ ଦିଅନ୍ତି ତାହା ଆପଣ ବ୍ୟାଖ୍ୟା କରିପାରିବେ । 1 ଯୋହନ ପରିଚୟର ଭାଗ 3 ରେ ପାପ ଶବ୍ଦର ଆଲୋଚନା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ପାପ କରେ, ସେ ଈଶ୍ଵରଙ୍କ ନିୟମ ମଧ୍ୟ ଲଙ୍ଘନ କରେ । ପ୍ରକୃତରେ, ପାପ ଈଶ୍ଵରଙ୍କ ନିୟମ ଲଙ୍ଘନ କରେ । ତେଣୁ ଯେଉଁ ଭଣ୍ଡ ଶିକ୍ଷକମାନେ କହନ୍ତି ଯେ ତୁମ୍ଭମାନଙ୍କର  ଶାରୀରିକ ଶରୀରରେ ତୁମ୍ଭେମାନେ ଯାହା କର ସେଥିରେ କିଛି ଫରକ ପଡ଼େ ନାହିଁ ବୋଲି ସେହି ଶିକ୍ଷକମାନଙ୍କ କଥା ଶୁଣ ନାହିଁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 5 j166 writing-pronouns ἐκεῖνος…ἄρῃ…αὐτῷ 1 that one … he might take away … him ଏହି ପଦରେ ସର୍ବନାମ  **ସେହି, ସେ** ଏବଂ **ତାହାଙ୍କୁ** ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ “ଯୀଶୁ” ନାମ ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ସ୍ୱାଭାବିକ ହୋଇପାରେ । ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 5 j167 figs-metaphor ἁμαρτία ἐν αὐτῷ οὐκ ἔστιν 1 sin is not in him ଯୋହନ ଆଳଙ୍କାରିକ ଭାବରେ ପାପ ବିଷୟରେ କୁହନ୍ତି ଯେପରି ଏହା ଏକ ବସ୍ତୁ ଯାହା ଯୀଶୁଙ୍କ ମଧ୍ୟରେ ବାସ କରିପାରେ, ଯଦିଓ ପାପ ଯୀଶୁଙ୍କଠାରେ ନାହିଁ ବୋଲି ସେ କହନ୍ତି । ବିକଳ୍ପ ଅନୁବାଦ: “ଯୀଶୁ କେବେ ହେଁ ପାପ କରି ନାହାଁନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.