Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 04:09:17 +00:00
parent c822f150f5
commit 32176668fb
1 changed files with 1 additions and 1 deletions

View File

@ -461,4 +461,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 1 j155 οὐ γινώσκει ἡμᾶς…οὐκ ἔγνω αὐτόν 1 does not know us … it did not know him ଯୋହନ  ଦୁଇଟି ଭିନ୍ନ ଅର୍ଥରେ  **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । 1 ଯୋହନ ପରିଚୟର ଭାଗ 3 ରେ “ଜାଣ” ଶବ୍ଦର ଆଲୋଚନା ଦେଖନ୍ତୁ । ଯଦି ଆପଣଙ୍କର ଭାଷାର ଭିନ୍ନ ଅର୍ଥ ପାଇଁ ଭିନ୍ନ ଶବ୍ଦ ଅଛି, ତେବେ ଏହାକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  କିଏ  ଚିହ୍ନିପାର ନାହିଁ… ଏହା ତାହାଙ୍କ  ସହ ପରିଚିତ ହୋଇନଥିଲା”
1JN 3 1 j156 figs-explicit οὐ γινώσκει ἡμᾶς 1 does not know us ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ଯୀଶୁଙ୍କଠାରେ ଥିବା ବିଶ୍ଵାସୀମାନଙ୍କ ବିଷୟରେ **ଜାଗତ ଜାଣେ ନାହିଁ** ବୋଲି  ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ପ୍ରକୃତରେ ଈଶ୍ଵରଙ୍କ ସନ୍ତାନ ବୋଲି ଜାଣେ ନାହିଁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 1 j157 writing-pronouns αὐτόν 1 him The pronoun <br><br>**him** refers to God, the antecedent in the previous sentence. Alternate translation: “God” (See: [[rc://en/ta/man/translate/writing-pronouns]])
1JN 3 2 j158 figs-explicit τέκνα Θεοῦ 1 children of God ଏହି ଅଭିବ୍ୟକ୍ତିର 3:1ରେ ଆଳଙ୍କାରିକ ଅର୍ଥ ସୂଚାଇବାକୁ ଆପଣ ସ୍ଥିର କରିଛନ୍ତି କି ନାହିଁ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ  ସନ୍ତାନଗଣ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 2 j158 figs-explicit τέκνα Θεοῦ 1 children of God ଏହି ଅଭିବ୍ୟକ୍ତିର [3:1](https://create.translationcore.com/03/01.md) ରେ ଆଳଙ୍କାରିକ ଅର୍ଥ ସୂଚାଇବାକୁ ଆପଣ ସ୍ଥିର କରିଛନ୍ତି କି ନାହିଁ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ  ସନ୍ତାନଗଣ” ( [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.