Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-26 17:50:50 +00:00
parent 1ce96c2c3c
commit 30e8daca4e
1 changed files with 16 additions and 16 deletions

View File

@ -279,22 +279,22 @@ JAS 5 3 e55t figs-personification ὁ ἰὸς αὐτῶν εἰς μαρτύρ
JAS 5 3 i37x figs-simile φάγεται τὰς σάρκας ὑμῶν ὡς πῦρ. 1 will consume ... like fire ଏହି ବାକ୍ୟାଂଶର ଅର୍ଥକୁ ଅଧିକ ପୂର୍ଣ୍ଣ ଭାବରେ ପ୍ରକାଶ କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ଯେପରି ଅଗ୍ନି ଜଳୁଥିବା ସମସ୍ତ ଜିନିଷକୁ ଗ୍ରାସ କରେ” କିମ୍ବା “ଯେପରି ଅଗ୍ନି ଜଳୁଥିବା ସମସ୍ତ ଜିନିଷକୁ ନଷ୍ଟ କରେ” (: [[rc://en/ta/man/translate/figs-simile]]ଦେଖନ୍ତୁ)
JAS 5 3 w3aj figs-metonymy τὰς σάρκας ὑμῶν 1 your flesh ଶରୀର ମାଂସରୁ କିପରି ଗଠିତ ହୁଏ, ତାହା ବୁଝାଇବାକୁ ଯାକୁବ **ମାଂସ** ଶବ୍ଦର ଅର୍ଥ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: “ଏହା ତୁମ୍ଭମାନଙ୍କ ଶରୀରକୁ କ୍ଷୟ କରିବ” (: [[rc://en/ta/man/translate/figs-metonmy]]ଦେଖନ୍ତୁ)
JAS 5 3 j6fe figs-metaphor πῦρ 1 fire ଯାକୁବ ସାଙ୍କେତିକ ଭାବରେ କହନ୍ତି ଯେ ଏହି କଳଙ୍କଟି ସୁନା ଓ ରୂପା ମାଲିକମାନଙ୍କୁ ନଷ୍ଟ କରିଦେବ ଯାହା ଏହା ମଧ୍ୟ କ୍ଷୟ କରୁଛି । ବିକଳ୍ପ ଅନୁବାଦ: “ଏହା ତୁମ୍ଭମାନଙ୍କୁ ଗ୍ରାସ କରିବ” କିମ୍ବା “ଏହା ତୁମ୍ଭମାନଙ୍କୁ ନଷ୍ଟ କରିବ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 5 3 np1u figs-metonymy ἐν ἐσχάταις ἡμέραις 1 for the last days ଏହା ଈଶ୍ବର ସମସ୍ତ ଲୋକମାନଙ୍କୁ ବିଚାର କରିବା ନିମନ୍ତେ ଆସୁଥିବା ଉପଯୁକ୍ତ ସମୟକୁ ବୁଝାଏ । ଦୁଷ୍ଟମାନେ ଏହା ଭାବୁଥିବେ ଯେ ସେମାନେ ଭବିଷ୍ୟତ ପାଇଁ ଧନ ସଞ୍ଚିତ କରୁଛନ୍ତି, କିନ୍ତୁ ସେମାନେ ଯାହା ସଞ୍ଚିତ କରୁଛନ୍ତି ତାହା ସେମାନେ ଦଣ୍ଡକୁ ସଞ୍ଚିତ କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଈଶ୍ବର ତୁମମାନଙ୍କ ବିଚାର କରିବେ” (ଦେଖ: [[rc://or/ta/man/translate/figs-metonymy]])
JAS 5 4 gcj5 0 Connecting Statement: ଯାକୁବ ଧନୀମାନଙ୍କୁ ସେମାନଙ୍କ ଭୋଗବିଳାସ ଓ ଧନରେ ସେମାନଙ୍କ ଧ୍ୟାନ କେନ୍ଦ୍ରିତ ବିଷୟରେ ଚେତାବନୀ ଦିଅନ୍ତି ।
JAS 5 4 e9iy figs-personification ὁ μισθὸς τῶν ἐργατῶν, τῶν ἀμησάντων τὰς χώρας ὑμῶν, ὁ ἀφυστερημένος ἀφ’ ὑμῶν, κράζει, 1 the pay of the laborers is crying out—the pay that you have withheld from those who harvested your fields ଅର୍ଥ ଯାହା ପଇଠ କରାଯିବାର ଥିଲା ସେହି ବିଷୟରେ ଏପରି କୁହାଯାଇଛି ଯେପରି ଜଣେ ବ୍ୟକ୍ତି ପ୍ରତି କରାଯାଇଥିବା ଅନ୍ୟାୟର କାରଣରୁ ଉଚ୍ଚ ଶଦ୍ଦ କରୁଅଛି । ଅନ୍ୟ ଏକ ଅନୁବାଦରେ: “ଏହା ସତ୍ୟ ଯେ ତୁମ୍ଭମାନଙ୍କ କ୍ଷେତରେ କର୍ମ କରିଥିବା ମୂଲିଆମାନଙ୍କୁ ବେତନ ଦେଇନାହ ଯାହା ତୁମେମାନେ ମନ୍ଦ କରିଅଛ ।” (ଦେଖ: [[rc://or/ta/man/translate/figs-personification]])
JAS 5 4 n21a figs-metaphor αἱ βοαὶ τῶν θερισάντων, εἰς τὰ ὦτα Κυρίου Σαβαὼθ εἰσελήλυθαν. 1 the cries of the harvesters have gone into the ears of the Lord of hosts ଶସ୍ୟ ଛେଦନକାରୀମାନଙ୍କ ଆର୍ତ୍ତନାଦ ବିଷୟରେ ଏପରି କୁହାଯାଇଛି ଯେପରି ସେମାନଙ୍କ ରବ ସ୍ବର୍ଗରେ ଶୁଣାଯାଇ ପାରିଥାନ୍ତା । ଅନ୍ୟ ଏକ ଅନୁବାଦରେ: “ବାହିନିମାନଙ୍କ ସଦାପ୍ରଭୁ ଶସ୍ୟ ଛେଦନକାରୀମାନଙ୍କ ରବ ଶୁଣିଲେ” (ଦେଖ୍:[[rc://or/ta/man/translate/figs-metaphor]])
JAS 5 4 h9y8 figs-metaphor εἰς τὰ ὦτα Κυρίου Σαβαὼθ 1 into the ears of the Lord of hosts ଈଶ୍ବରଙ୍କ ବିଷୟରେ ଏପରି କୁହାଯାଇଛି ଯେପରି ମନୁଷ୍ୟମାନଙ୍କ ପରି ତାହାଙ୍କ କର୍ଣ ଅଛି । (ଦେଖ: [[rc://or/ta/man/translate/figs-metaphor]])
JAS 5 5 xt8h figs-metaphor ἐθρέψατε τὰς καρδίας ὑμῶν ἐν ἡμέρᾳ σφαγῆς. 1 You have fattened your hearts for a day of slaughter ଏଠାରେ ଲୋକମାନଙ୍କୁ ଏପରି ପ୍ରଦର୍ଶନ କରାଯାଇଛି ଯେପରି ସେମାନେ ଗୃହପାଳିତ ପଶୁ ଥିଲେ, ଓ ଏକ ଭୋଜରେ ହତ୍ୟା କରିବା ନିମନ୍ତେ ଭୋଗବିଳାସରେ ଶସ୍ୟ ଭୋଜନ କରି ହୃଷ୍ଟପୃଷ୍ଠ ହୋଇଥିଲେ । ଯାହା ହେଉ, ବିଚାର ସମୟରେ କେହି ହେଲେ ଭୋଜନପାନ କରିବେ ନାହିଁ । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ଲୋଭ ତୁମମାନଙ୍କ ପ୍ରତି ଅନନ୍ତକାଳିନ କଠୋର ଦଣ୍ଡ ପ୍ରସ୍ତୁତ କରୁଅଛି” (ଦେଖ: [[rc://or/ta/man/translate/figs-metaphor]])
JAS 5 5 pr31 figs-metonymy τὰς καρδίας ὑμῶν 1 your hearts “ହୃଦୟ”କୁ ମନୁଷ୍ୟର ଅଭିଳାଷର କେନ୍ଦ୍ର ରୂପେ ବିବେଚନା କରାଯାଏ, ଏବଂ ଏଠାରେ ସମ୍ପୂର୍ଣ୍ଣରୂପେ ବ୍ୟକ୍ତି ବିଶେଷକୁ ବୁଝାଏ । (ଦେଖ: [[rc://or/ta/man/translate/figs-metonymy]])
JAS 5 6 u5c5 κατεδικάσατε, ἐφονεύσατε τὸν δίκαιον, 1 You have condemned ... the righteous person ଏହା ସମ୍ଭବତଃ ଆଇନଗତଭାବେ ଜଣେ ଅପରାଧୀକୁ ମୃତ୍ୟୁର ଦଣ୍ଡଦେବା ଭଲି “ଦଣ୍ଡ” ନୁହେଁ । ବରଂ, ଏହା ସମ୍ଭବତଃ ଦୁଷ୍ଟ ଏବଂ ଉପଦ୍ରବ କରୁଥିବା ଶକ୍ତିଶାଳୀ ଲୋକମାନଙ୍କୁ ବୁଝାଏ ଯେଉଁମାନେ ଗରିବମାନଙ୍କୁ ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଦୁର୍ବ୍ୟବହାର କରିବା ନିମନ୍ତେ ଯୋଜନା କରିଥାନ୍ତି ।
JAS 5 6 lq6p figs-genericnoun τὸν δίκαιον. οὐκ ἀντιτάσσεται 1 the righteous person. He does not "ଯେଉଁ ଲୋକମାନେ ଯାହା ଉତ୍ତମ ତାହା କରନ୍ତି । ସେମାନେ କରନ୍ତି ନାହି । ଏଠାରେ “ଧାର୍ମିକ ବ୍ୟକ୍ତି” ସାଧାରଣଭାବେ ଧାର୍ମିକଲୋକମାନଙ୍କୁ ବୁଝାଏ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ନୁହେ । ଅନ୍ୟ ଏକ ଅନୁବାଦରେ: “ଧାର୍ମିକ ଲୋକ, ସେମାନେ ନୁହନ୍ତି” (ଦେଖ: [[rc://or/ta/man/translate/figs-genericnoun]])
JAS 5 6 z7w1 ἀντιτάσσεται ὑμῖν 1 resist you ତୁମର ବିରୁଦ୍ଧ କରନ୍ତି"
JAS 5 7 n888 0 General Information: ପରିଶେଷରେ, ଯାକୁବ ବିଶ୍ବାସୀମାନଙ୍କୁ ପ୍ରଭୁଙ୍କ ଆଗମନ ବିଷୟରେ ସ୍ଣରଣ କରାଇ ଦିଅନ୍ତି ଏବଂ ପ୍ରଭୁଙ୍କ ନିମନ୍ତେ କିପରି ଜୀବନ ଅତିବାହିତ କରିବେ ସେ ବିଷୟରେ ଅନେକ ଛୋଟ ଛୋଟ ଶିକ୍ଷା ଦିଅନ୍ତି ।
JAS 5 7 xr6g 0 Connecting Statement: ଯାକୁବ ଧନୀ ଲୋକମାନଙ୍କୁ ଭର୍ତ୍ସନା କରିବା ପ୍ରସଙ୍ଗକୁ ବଦଳାଇ ବିଶ୍ବାସୀମାନଙ୍କୁ ଉର୍ତ୍ସାହିତ କରନ୍ତି ।
JAS 5 7 a4sv μακροθυμήσατε οὖν 1 So be patient ଏହି କାରଣରୁ, ଅପେକ୍ଷା କର ଏବଂ ଶାନ୍ତ ରୁହ
JAS 5 7 wgk4 figs-metonymy ἕως τῆς παρουσίας τοῦ Κυρίου. 1 until the Lord's coming ଏହି ବାକ୍ୟାଂଶ ଯୀଶୁଙ୍କ ଆଗମନକୁ ବୁଝାଏ, ଯେତେବେଳେ ସେ ଏହି ପୃଥିବୀରେ ଆପଣାର ରାଜ୍ୟ ଆରମ୍ଭ କରିବେ ଏବଂ ସମସ୍ତ ଲୋକମାନଙ୍କୁ ବିଚାର କରିବେ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ” (ଦେଖ୍:[[rc://or/ta/man/translate/figs-metonymy]])
JAS 5 7 y4er figs-metaphor ὁ γεωργὸς 1 the farmer ଯାକୁବ ଧର୍ଯ୍ୟର ଅର୍ଥ କ’ଣ ହୋଇପାରେ ସେ ବିଷୟରେ ଶିକ୍ଷା ଦେବା ନିମନ୍ତେ କୃଷକ ଏବଂ ବିଶ୍ବାସୀମାନଙ୍କୁ ନେଇ ଏକ ଦୃଷ୍ଟାନ୍ତମୁଳକ ଉଦାହରଣ ବ୍ୟବହାର କରନ୍ତି । (ଦେଖ: [[rc://or/ta/man/translate/figs-metaphor]])
JAS 5 8 bbn1 figs-metonymy στηρίξατε τὰς καρδίας ὑμῶν 1 Make your hearts strong ଯାକୁବ ବିଶ୍ବାସୀମନଙ୍କ ହୃଦୟକୁ ସେମାନଙ୍କ ଇଚ୍ଛାରେ ସମର୍ପିତ/ସ୍ଥିର ହୋଇ ରହିବା ବିଷୟକୁ ସମତୁଳନା କରନ୍ତି । ଅନ୍ୟ ଏକ ଅନୁବାଦରେ: “ସମର୍ପିତ/ସ୍ଥିର ରୁହ” ଓ “ତୁମର ବିଶ୍ବାସକୁ ଦୃଢ କରି ରଖ” (ଦେଖ: [[rc://or/ta/man/translate/figs-metonymy]])
JAS 5 3 np1u figs-metonymy ἐν ἐσχάταις ἡμέραις 1 for the last days ଏହା ଏକ ରୂଢ଼ି ଅଟେ। ବିକଳ୍ପ ଅନୁବାଦ: “ଯୀଶୁଙ୍କ ଫେରିବା ପୂର୍ବର ସମୟ” (: [[rc://en/ta/man/translate/figs-idiom]]ଦେଖନ୍ତୁ)
JAS 5 4 gcj5 0 Connecting Statement:
JAS 5 4 e9iy figs-personification ὁ μισθὸς τῶν ἐργατῶν, τῶν ἀμησάντων τὰς χώρας ὑμῶν, ὁ ἀφυστερημένος ἀφ’ ὑμῶν, κράζει, 1 the pay of the laborers is crying out—the pay that you have withheld from those who harvested your fields ଯାକୁବ ଏହି **ମୂଲ** ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଏକ ଜୀବନ୍ତ ଜିନିଷ ଅଟେ ଯାହା ଚିତ୍କାର କରିପାରେ | ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ଭୁଲ କରିଥିବା ସ୍ପଷ୍ଟ ପ୍ରମାଣ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 5 4 n21a figs-metaphor αἱ βοαὶ τῶν θερισάντων, εἰς τὰ ὦτα Κυρίου Σαβαὼθ εἰσελήλυθαν. 1 the cries of the harvesters have gone into the ears of the Lord of hosts ଯାକୁବ ପ୍ରଭୁଙ୍କ ଶୁଣିବାକୁ ଦର୍ଶାଇବାକୁ **କର୍ଣ୍ଣ** ବିଷୟରେ ସାଙ୍କେତିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ବିଶ୍ରାମବାରର ପ୍ରଭୁ ସ୍ୟଛେଦନକାରୀମାନଙ୍କର କ୍ରନ୍ଦନ ଶୁଣିଛନ୍ତି” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 5 4 h9y8 figs-metaphor εἰς τὰ ὦτα Κυρίου Σαβαὼθ 1 into the ears of the Lord of hosts
JAS 5 5 xt8h figs-metaphor ἐθρέψατε τὰς καρδίας ὑμῶν ἐν ἡμέρᾳ σφαγῆς. 1 You have fattened your hearts for a day of slaughter ଯାକୁବ ଏହି ଧନୀ ଲୋକମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେମାନେ ଗୃହପାଳିତ ପଶୁ ଅଟନ୍ତି ଯେଉଁମାନେ ଶସ୍ୟରେ ବିଳାସପୂର୍ଣ୍ଣ ଭାବରେ ଖିଆ ଯାଇଅଛନ୍ତି ଯେପରି ସେମାନେ ଭୋଜି ପାଇଁ ଖାଦ୍ୟ ହେଇପାରିବେ । ଏହି ପରିପ୍ରେକ୍ଷୀରେ ଭୋଜି ଏକ ସକରାତ୍ମକ ପ୍ରତିଛବି ନୁହେଁ, ଯଦିଓ ଏହା ଈଶ୍ଵରଙ୍କ ଭବିଷ୍ୟତର ରାଜତ୍ୱ ବିଷୟରେ ବର୍ଣ୍ଣନା କଲାବେଳେ ଏହା ଅନ୍ୟତ୍ର ହୋଇଥାଏ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର  ଆତ୍ମସନ୍ତୋଷ ତୁମ୍ଭମାନଙ୍କୁ  କଠୋର ବିଚାରର କାରଣ କରିଅଛି” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 5 5 pr31 figs-metonymy τὰς καρδίας ὑμῶν 1 your hearts ଯାକୁବ ମନୁଷ୍ୟର ଇଚ୍ଛାର କେନ୍ଦ୍ର ଭାବରେ ହୃଦୟକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ତୁମ୍ଭମାନଙ୍କର ଇଚ୍ଛା ପୂରଣ କରିଛ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 5 6 u5c5 κατεδικάσατε, ἐφονεύσατε τὸν δίκαιον, 1 You have condemned ... the righteous person ଯାକୁବ ବୋଧହୁଏ ଏହା କହୁ  ନାହାନ୍ତି ଯେ ଏହି ଧନୀ ଲୋକମାନେ ବ୍ୟକ୍ତିଗତ ଭାବରେ ଏହି କାର୍ଯ୍ୟ କରିଛନ୍ତି । ସେ ବୋଧହୁଏ 2: 6 ରେ ବର୍ଣ୍ଣନା କରିଥିବା ପ୍ରକାରର କାର୍ଯ୍ୟ ବିଷୟରେ କହୁଛନ୍ତି, ଯେଉଁଠାରେ ସେ କହିଥିଲେ ଯେ ଧନୀ ଲୋକମାନେ ଦରିଦ୍ର ଲୋକମାନଙ୍କୁ ବିଚାର-ସ୍ଥାନକୁ ଟାଣିନେଇ କିପରି “ପରାସ୍ତ” କରନ୍ତି । ସେ ହୁଏତ ଏହି ପରି କହନ୍ତି ଯେ ଧନୀ ଲୋକମାନେ ନିର୍ଦ୍ଦୋଷ ଲୋକମାନଙ୍କୁ  ନିନ୍ଦା କରିବା ପାଇଁ ବିଚାର-ସ୍ଥାନକୁ ନେଇଛନ୍ତି ଏବଂ କେତେକ କ୍ଷେତ୍ରରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦେଇଛନ୍ତି। ସେ ଏହା ମଧ୍ୟ କହିପାରନ୍ତି ଯେ ଧନୀ ଲୋକମାନେ ସେମାନଙ୍କ ସପକ୍ଷରେ ମକଦ୍ଦମା ଦାୟର କରିବାକୁ ବିଚାର-ସ୍ଥାନକୁ ଯାଇଛନ୍ତି ଏବଂ ଫଳସ୍ୱରୂପ, କେତେକ ଦରିଦ୍ର ଲୋକମାନଙ୍କ ର ଏହି ହେତୁ ମୃତ୍ୟୁ ଘଟିଛି। ଯାକୁବ ଧନୀ ଲୋକମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି, ଯେଉଁମାନେ ଏହି କାର୍ଯ୍ୟ କରିଥିଲେ, ସମ୍ପୃକ୍ତ ସମସ୍ତ ଲୋକମାନଙ୍କୁ  ପ୍ରତିନିଧିତ୍ୱ କରିବା ପାଇଁ ସେମାନଙ୍କୁ ବ୍ୟବହାର କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିର୍ଦ୍ଦୋଷ ଲୋକମାନଙ୍କୁ  ନିନ୍ଦା କରିବା ଏବଂ ଏପରିକି ମୃତ୍ୟୁଦଣ୍ଡ ଦେବା ପାଇଁ ବିଚାର-ସ୍ଥାନକୁ ନେଇଅଛ” କିମ୍ବା “ତୁମ୍ଭମାନଙ୍କ ସପକ୍ଷରେ ମକଦ୍ଦମା ଦାୟର କରିବାକୁ ତୁମ୍ଭେମାନେ ବିଚାର-ସ୍ଥାନକୁ ଯାଇଅଛ ଏବଂ ଫଳସ୍ୱରୂପ ନିରୀହ ଲୋକମାନେ ଦାରିଦ୍ର୍ୟରେ ମୃତ୍ୟୁ ବରଣ କରିଛନ୍ତି” (: [[rc://en/ta/man/translate/figs-synecdoche]]ଦେଖନ୍ତୁ)
JAS 5 6 lq6p figs-genericnoun τὸν δίκαιον. οὐκ ἀντιτάσσεται 1 the righteous person. He does not ଧାର୍ମିକ ଅଭିବ୍ୟକ୍ତି ସାଧାରଣତଃ **ଧାର୍ମିକ ଲୋକମାନଙ୍କୁ**  ସୂଚାଏ, ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସୂଚାଏ ନାହିଁ । ବିକଳ୍ପ ଅନୁବାଦ: “ଧାର୍ମିକ ଲୋକ” କିମ୍ବା “ନିରୀହ ଲୋକ” ” (: [[rc://en/ta/man/translate/figs-genericnoun]]ଦେଖନ୍ତୁ)
JAS 5 6 z7w1 ἀντιτάσσεται ὑμῖν 1 resist you ଏହାର ଅର୍ଥ ହୋଇପାରେ: (1) ଏହାର ଅର୍ଥ ସ୍ପଷ୍ଟ ଭାବରେ ଏହା ହୋଇପାରେ ଯେ ନିରୀହ ଲୋକମାନେ ଧନୀ ଲୋକମାନେ ଯାହା କରୁଛନ୍ତି ତାହା ପ୍ରତିରୋଧ କରିବାରେ ସକ୍ଷମ ନୁହଁନ୍ତି । ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କୁ  ପ୍ରତିରୋଧ କରିବାରେ ସକ୍ଷମ ନୁହେଁ” (2) ଏହାର ଅର୍ଥ ହୋଇପାରେ ଯେ ନିରୀହ ଲୋକମାନେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଥିଲେ ଏବଂ ପ୍ରତିବାଦ କରୁ ନଥିଲେ। ବିକଳ୍ପ ଅନୁବାଦ: “ନିରୀହ ଲୋକେ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଥିଲେ ମଧ୍ୟ ତୁମ୍ଭେମାନେ ଏହା କରିଅଛ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 5 7 n888 0 General Information:
JAS 5 7 xr6g 0 Connecting Statement:
JAS 5 7 a4sv μακροθυμήσατε οὖν 1 So be patient ଯାକୁବ **ତେଣୁ** ଧନୀ ବ୍ୟକ୍ତିମାନଙ୍କ ବିଷୟରେ ଯାହା କହିଛନ୍ତି ତାହାର ଫଳାଫଳ ଭାବରେ ତାଙ୍କ ପାଠକମାନେ କ’ଣ କରିବା ଉଚିତ ଏହାର ଏକ ବର୍ଣ୍ଣନା ଉପସ୍ଥାପନ କରିବାକୁ ବ୍ୟବହାର କରନ୍ତି । ଈଶ୍ଵରଙ୍କ ବିଚାରର ନିକଟତର ହେବା ବିଷୟରେ ସେ ଯାହା କହିଛନ୍ତି ସେହି ବିଷୟରେ ସେ ବିଶେଷ ଭାବରେ ଉଲ୍ଲେଖ କରୁଛନ୍ତି । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଜାଣ ଯେ ଈଶ୍ଵର ଶୀଘ୍ର ତୁମ୍ଭମାନଙ୍କୁ  ଅତ୍ୟାଚାର କରୁଥିବା ଲୋକମାନଙ୍କୁ ବିଚାର କରିବେ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 5 7 wgk4 figs-metonymy ἕως τῆς παρουσίας τοῦ Κυρίου. 1 until the Lord's coming ଯାକୁବ ଯୀଶୁଙ୍କୁ ଏକ ସମ୍ମାନଜନକ ଆଖ୍ୟା ଦେଇ ଦର୍ଶାଉଛନ୍ତି । ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ଯୀଶୁ ଫେରିବେ ନାହିଁ” କିମ୍ବା “ପ୍ରଭୁ ଯୀଶୁ ଫେରିବା ପର୍ଯ୍ୟନ୍ତ”
JAS 5 7 y4er figs-metaphor ὁ γεωργὸς 1 the farmer ******କୃଷକ** ଅଭିବ୍ୟକ୍ତି ସାଧାରଣତଃ କୃଷକମାନଙ୍କୁ ସୂଚାଏ, ଏହା ଗୋଟିଏ ନିର୍ଦ୍ଦିଷ୍ଟ କୃଷକଙ୍କୁ ସୂଚାଏ ନାହିଁ। ବିକଳ୍ପ ଅନୁବାଦ: “ଜଣେ କୃଷକ ଅପେକ୍ଷା କରେ” କିମ୍ବା “କୃଷକମାନେ ଅପେକ୍ଷା କରନ୍ତି” (: [[rc://en/ta/man/translate/figs-genericnoun]]ଦେଖନ୍ତୁ)
JAS 5 8 bbn1 figs-metonymy στηρίξατε τὰς καρδίας ὑμῶν 1 Make your hearts strong ଇଚ୍ଛାକୁ ପ୍ରତିନିଧିତ୍ଵ କରିବା ପାଇଁ ଯାକୁବ **ହୃଦୟ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ପ୍ରତିବଦ୍ଧ ରୁହ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 5 8 jw3b ἡ παρουσία τοῦ Κυρίου ἤγγικεν. 1 the Lord's coming is near ପ୍ରଭୁ ଶୀଘ୍ର ଆଗମନ କରିବେ
JAS 5 9 k74r μὴ στενάζετε, ἀδελφοί, κατ’ ἀλλήλων, ἵνα μὴ κριθῆτε. 1 Do not complain, brothers ... you ଯାକୁବ ସମସ୍ତ ଛିନ୍ନଭିନ୍ନ ହୋଇଥିବା ବିଶ୍ବାସୀମାନଙ୍କ ନିକଟକୁ ଲେଖୁଛନ୍ତି ।
JAS 5 9 w9xv κατ’ ἀλλήλων 1 against one another ପରସ୍ପର ବିଷୟରେ

Can't render this file because it contains an unexpected character in line 2 and column 3842.