From 30710d5088971cc696137a16f13c372ddbec1565 Mon Sep 17 00:00:00 2001 From: Gayatri-Digal Date: Thu, 27 Jan 2022 18:18:02 +0000 Subject: [PATCH] Edit 'en_tn_43-LUK.tsv' using 'tc-create-app' --- en_tn_43-LUK.tsv | 4 ++-- 1 file changed, 2 insertions(+), 2 deletions(-) diff --git a/en_tn_43-LUK.tsv b/en_tn_43-LUK.tsv index de375c0..b7e8e0a 100644 --- a/en_tn_43-LUK.tsv +++ b/en_tn_43-LUK.tsv @@ -2854,9 +2854,9 @@ LUK 23 1 k4aa figs-metaphor ἐπὶ τὸν Πειλᾶτον 1 before Pilate LUK 23 2 mtc8 figs-exclusive εὕρομεν 1 We found ଏଠାରେ  **ଆମ୍ଭେମାନେ** ଏବଂ **ଆମ୍ଭର** ଶବ୍ଦ କେବଳ ଯିହୁଦୀ ଶାସକ ମୋହାସଭାର ସଦସ୍ୟମାନଙ୍କୁ ବୁଝାଏ, ଯେଉଁମାନେ ପୀଲାତ କିମ୍ବା ନିକଟସ୍ଥ ଅନ୍ୟ କୌଣସି ଲୋକମାନଙ୍କୁ କହୁ ନାହାଁନ୍ତି ।  ତେଣୁ ଆପଣ ଆପଣଙ୍କ ଅନୁବାଦରେ ଏହି ଶବ୍ଦଗୁଡ଼ିକର ସ୍ୱତନ୍ତ୍ର ଗଠନ ବ୍ୟବହାର କରନ୍ତୁ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ ।  (ଦେଖନ୍ତୁ: [[rc://en/ta/man/translate/figs-exclusive]])) LUK 23 2 im4v διαστρέφοντα τὸ ἔθνος ἡμῶν 1 perverting our nation ଯିହୁଦୀ ନେତାମାନେ ଯୀଶୁଙ୍କ ବିଷୟରେ ସାଙ୍କେତିକ ଭାବରେ କଥାବାର୍ତ୍ତା କରୁଥିଲେ ଯେପରି ସେ ଜଣେ ମାର୍ଗଦର୍ଶକ ଯିଏ ଲୋକମାନଙ୍କୁ ଭୁଲ ବିଷୟରେ ଶିକ୍ଷା ଦେଉଥିଲେ ।  ବିକଳ୍ପ ଅନୁବାଦ: “ମନ୍ଦ କାମ କରିବାକୁ ଆମ୍ଭ ଲୋକମାନଙ୍କୁ ଉତ୍ସାହିତ କରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])) LUK 23 2 xsa4 κωλύοντα φόρους ... διδόναι 1 forbidding to give tribute ବିକଳ୍ପ ଅନୁବାଦ: “ସେମାନଙ୍କୁ କର ନ ଦେବାକୁ କୁହେ” -LUK 23 2 l68k figs-metonymy Καίσαρι 1 to Caesar ଆପଣ [୨୦:୨୨(..୨୦/୨୨.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଯିହୁଦୀ ନେତାମାନେ କାଇସରଙ୍କ ନାମରେ ରୋମୀୟ ସରକାରକୁ ସାଙ୍କେତିକ ଭାବରେ ଦର୍ଶାଉଛନ୍ତି, ଯେହେତୁ ସେ ଏହାର ଶାସକ ଥିଲେ ।  ବିକଳ୍ପ ଅନୁବାଦ: “ରୋମୀୟ ସରକାରଙ୍କୁ” (ଦେଖନ୍ତୁ: [[rc://en/ta/man/translate/figs-metonymy]])) +LUK 23 2 l68k figs-metonymy Καίσαρι 1 to Caesar ଆପଣ [୨୦:୨୨(..୨୦/୨୨.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଯିହୁଦୀ
ନେତାମାନେ କାଇସରଙ୍କ ନାମରେ ରୋମୀୟ ସରକାରକୁ ସାଙ୍କେତିକ ଭାବରେ ଦର୍ଶାଉଛନ୍ତି, ଯେହେତୁ ସେ ଏହାର ଶାସକ ଥିଲେ ।  ବିକଳ୍ପ ଅନୁବାଦ: “ରୋମୀୟ ସରକାରଙ୍କୁ” (ଦେଖନ୍ତୁ: [[rc://en/ta/man/translate/figs-metonymy]])) LUK 23 3 z5hu ὁ δὲ Πειλᾶτος ἠρώτησεν αὐτὸν 1 So Pilate questioned him -LUK 23 3 ve4s figs-explicit σὺ λέγεις 1 You say so ସାମ୍ଭାବ୍ୟ ଉତ୍ତର ଗୁଡିକ 1) “ଏହା କହିବା ଦ୍ୱାରା, ଯୀଶୁ ସୂଚାଇଲେ ଯେ ସେ ଯିହୂଦୀମାନଙ୍କର ରାଜା ଅଟନ୍ତି I ବିକଳ୍ପ ଅନୁବାଦ: “ହଁ, ଆପଣ ଯେପରି କହିଛନ୍ତି, ମୁଁ ସେହି” ବା “ହଁ, ଏହା ଆପଣ ଯେପରି କହିଲେ ଠିକ ସେହିପରି” ବା 2) ଏହା କହିବା ଦ୍ୱାରା, ଯୀଶୁ କହୁଥିଲେ ଯେ ଯୀଶୁ ନୁହନ୍ତି, ମାତ୍ର ପିଲାତ ହେଉଛନ୍ତି ସେହି ବ୍ୟକ୍ତି ଯିଏ ତାଙ୍କୁ ଯିହୂଦୀମାନଙ୍କର ରାଜା ବୋଲି ସମ୍ବୋଧନ କରୁଛନ୍ତି I ବିକଳ୍ପ ଅନୁବାଦ: “ଆପଣ ସ୍ୱୟଂ ଏପରି କହିଲେ” (ଦେଖ: [[rc://or/ta/man/translate/figs-explicit]]) +LUK 23 3 ve4s figs-explicit σὺ λέγεις 1 You say so ଏହା [୨୨:୭୦] (../ ୨୨/୭୦.md) ପରି ସମାନ ଅଭିବ୍ୟକ୍ତି ଅଟେ ଏବଂ ଏହା ଏକ ରୂଢ଼ି ଅଟେ । ପୀଲାତ ଯାହା କହିଛନ୍ତି ତାହା ସତ୍ୟ ବୋଲି ସ୍ୱୀକାର କରିବା ପାଇଁ ଯୀଶୁ ଏହାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ହଁ, ଆପଣ ଯେପରି କହିଲେ” (ଦେଖନ୍ତୁ: [[rc://en/ta/man/translate/figs-idiom]])) LUK 23 4 fx7d τοὺς ὄχλους 1 the crowds ଲୋକମାନଙ୍କର ବୃହତ୍ତ ଦଳଗୁଡିକ LUK 23 4 s8fi οὐδὲν εὑρίσκω αἴτιον ἐν τῷ ἀνθρώπῳ τούτῳ 1 I find no fault in this man ମୁଁ ଏହି ମନୁଷ୍ୟ ମଧ୍ୟରେ କୌଣସି ଦୋଷ ପାଉ ନାହିଁ LUK 23 5 yy6w ἀνασείει 1 He stirs up ଅନର୍ଥ ସୃଷ୍ଟି କରେ