Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-15 15:07:13 +00:00
parent 3fc1656911
commit 2ff8db7667
1 changed files with 27 additions and 27 deletions

View File

@ -120,40 +120,40 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
3:13 mt6z ὁ κρεμάμενος ἐπὶ ξύλου 1 ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ, **ଖୁଣ୍ଟ** ଶବ୍ଦ କାଠରେ ନିର୍ମିତ ଏକ ଖୁଣ୍ଟକୁ ସୂଚାଇପାରେ । ଏଠାରେ, ପାଉଲ **ଖୁଣ୍ଟ** ଶବ୍ଦ ବ୍ୟବହାର କରି ଯୀଶୁଙ୍କୁ କ୍ରୁଶରେ ବିଦ୍ଧ କରାଯାଇଥିବା କାଠ କ୍ରୁଶକୁ ଦର୍ଶାଉଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା କାଠରେ ନିର୍ମିତ କୌଣସି ଏକ ବସ୍ତୁକୁ ସୂଚାଇପାରେ, ଏବଂ କେବଳ ଜୀବନ୍ତ ଗଛକୁ ନୁହେଁ । ବିକଳ୍ପ ଅନୁବାଦ: “ଏକ ପୋଲ” କିମ୍ବା “ଏକ କାଠ ପୋଲ”
3:14 brf7 ἵνα & ἡ εὐλογία τοῦ Ἀβραὰμ γένηται 1 **ଯେପରି** ବାକ୍ୟାଂଶ ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରେ । ପାଉଲ ଖ୍ରୀଷ୍ଟଙ୍କ ମୃତ୍ୟୁର ଉଦ୍ଦେଶ୍ୟ ଦର୍ଶାଉଛନ୍ତି (ଯାହା ସେ ପୂର୍ବ ପଦରେ ଆଲୋଚନା କରିଥିଲେ) । ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହା ଫଳରେ”
3:14 fa98 ἵνα & λάβωμεν διὰ τῆς πίστεως 1
3:14 h46q rc://*/ta/man/translate/figs-inclusive λάβωμεν 1
3:14 h46q rc://*/ta/man/translate/figs-inclusive λάβωμεν 1 ଯେତେବେଳେ ପାଉଲ **ଆମ୍ଭେମାନେ** କୁହନ୍ତି ଯେ ସେ ନିଜ ବିଷୟରେ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କହୁଛନ୍ତି ତେଣୁ **ଆମ୍ଭେମାନେ** ଏଠାରେ ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
3:15 al9b ἀδελφοί 1
3:15 c3gs κατὰ ἄνθρωπον 1
3:16 f1xu δὲ 1
3:16 w3wl ὡς ἐπὶ πολλῶν 1
3:16 t25e rc://*/ta/man/translate/figs-you τῷ & σπέρματί σου 1
3:17 h36m rc://*/ta/man/translate/translate-numbers ὁ μετὰ τετρακόσια καὶ τριάκοντα ἔτη 1
3:18 ujg2 rc://*/ta/man/translate/figs-hypo εἰ γὰρ ἐκ νόμου ἡ κληρονομία, οὐκέτι ἐξ ἐπαγγελίας 1
3:18 c8fu rc://*/ta/man/translate/figs-metaphor κληρονομία 1
3:15 c3gs κατὰ ἄνθρωπον 1 ଏଠାରେ, ପାଉଲ **ମନୁଷ୍ୟ ଅନୁଯାୟୀ** ବାକ୍ୟାଂଶ ବ୍ୟବହାର କରି ସେ ମାନବ ଅଭ୍ୟାସ ପ୍ରଣାଳୀ ଅନୁଯାୟୀ କହୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନୁଷ୍ୟର ଅଭ୍ୟାସ ଅନୁସାରେ” କିମ୍ବା “ମନୁଷ୍ୟର ବ୍ୟବସ୍ଥାଗତ ଅଭ୍ୟାସରୁ ମାନବିକ ଅନୁରୂପ” କିମ୍ବା “ଦୈନିକ ଜୀବନରୁ ଏକ ଅନୁରୂପ ମାନକ ବ୍ୟବହାର କରି”
3:16 f1xu δὲ 1 ଏଠାରେ, **ବର୍ତ୍ତମାନ** ଶବ୍ଦ ସୂଚାଇପାରେ: (1) ଯେ ପାଉଲ ତାଙ୍କର ଯୁକ୍ତିରେ ଅତିରିକ୍ତ ସୂଚନା ଉପସ୍ଥାପନ କରୁଛନ୍ତି । ବିକଳ୍ପ ଅନୁବାଦ: “ଅଧିକନ୍ତୁ” (2) ଏକ ପରିବର୍ତ୍ତନ । ବିକଳ୍ପ ଅନୁବାଦ: “କିନ୍ତୁ ଧ୍ୟାନ ଦିଅ ଯେ”
3:16 w3wl ὡς ἐπὶ πολλῶν 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ଉଝନ୍ତି, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଅନେକଙ୍କ ବିଷୟରେ କହିବା, କିନ୍ତୁ ଗୋଟିଏ ବିଷୟରେ କହିବା ପରି” କିମ୍ବା “ଅନେକଙ୍କୁ ସୂଚାଇବା ଭଳି, କିନ୍ତୁ ଗୋଟିଏ ବିଷୟରେ”
3:16 t25e rc://*/ta/man/translate/figs-you τῷ & σπέρματί σου 1 **ତୁମ୍ଭର** ଶବ୍ଦ ଏକ ବଚନ ଏବଂ ଅବ୍ରହାମଙ୍କୁ ବୁଝାଏ ।
3:17 h36m rc://*/ta/man/translate/translate-numbers ὁ μετὰ τετρακόσια καὶ τριάκοντα ἔτη 1 ବିକଳ୍ପ ଅନୁବାଦ: “ଚାରି ଶହ ତିରିଶ ବର୍ଷ”
3:18 ujg2 rc://*/ta/man/translate/figs-hypo εἰ γὰρ ἐκ νόμου ἡ κληρονομία, οὐκέτι ἐξ ἐπαγγελίας 1 ବିକଳ୍ପ ଅନୁବାଦ: “ଯଦି ଉତ୍ତରାଧିକାରୀ… ତେବେ ତାହା ଆଉ ନୁହେଁ”
3:18 c8fu rc://*/ta/man/translate/figs-metaphor κληρονομία 1 ଏଠାରେ ପାଉଲ ଏପରି କୁହନ୍ତି ଯେଉଁମାନେ ଈଶ୍ବରଙ୍କ ଆଶୀର୍ବାଦ ବିଷୟରେ କୁହନ୍ତି, ଯେଉଁମାନେ ତାଙ୍କୁ ବିଶ୍ୱାସ କରନ୍ତି ଯେପରି ସେମାନେ ଏକ **ଉତ୍ତରାଧିକାରୀ** ଅଟନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ପ୍ରସଙ୍ଗରେ ଉତ୍ତରାଧିକାରର ଅର୍ଥ ବୁଝିପାରିବେ ନାହିଁ, ତେବେ ଆପଣ ନିଜ ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆଶୀର୍ବାଦ” କିମ୍ବା “ଈଶ୍ବରଙ୍କ ଆଶୀର୍ବାଦ”
3:19 fr5t Connecting Statement: 0
3:19 kx2e rc://*/ta/man/translate/figs-rquestion τί οὖν ὁ νόμος 1
3:19 uk9m rc://*/ta/man/translate/figs-activepassive προσετέθη 1
3:19 cf66 rc://*/ta/man/translate/figs-activepassive διαταγεὶς δι’ ἀγγέλων ἐν χειρὶ μεσίτου 1
3:19 bgi6 χειρὶ μεσίτου 1
3:20 x9l1 ὁ δὲ μεσίτης ἑνὸς οὐκ ἔστιν, ὁ δὲ Θεὸς εἷς ἐστιν 1
3:19 kx2e rc://*/ta/man/translate/figs-rquestion τί οὖν ὁ νόμος 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ପ୍ରଶ୍ନବାକ୍ୟାଂଶ ବ୍ୟବହାର କରି ଗାଲାତୀୟ ବିଶ୍ଵାସୀମାନଙ୍କଠାରେ ବ୍ୟବସ୍ଥାର ଉଦ୍ଦେଶ୍ୟ ବିଷୟରେ ଥିବା ପ୍ରଶ୍ନ ଏବଂ ଏହି ପ୍ରତୀକ୍ଷିତ ପ୍ରଶ୍ନର ଉତ୍ତରକୁ ଉପସ୍ଥାପନ କରିବେ । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ କହିବି ବ୍ୟବସ୍ଥାର ଉଦ୍ଦେଶ୍ୟ କ’ଣ ଅଟେ” କିମ୍ବା “ଚୁକ୍ତିରେ ଈଶ୍ବର କାହିଁକି ବ୍ୟବସ୍ଥା ଯୋଡିଛନ୍ତି ମୁଁ ତୁମ୍ଭମାନଙ୍କୁ କହିବି”
3:19 uk9m rc://*/ta/man/translate/figs-activepassive προσετέθη 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ଏହାକୁ ଯୋଡିଛନ୍ତି” କିମ୍ବା “ଈଶ୍ଵର ବ୍ୟବସ୍ଥା ଯୋଡିଛନ୍ତି”
3:19 cf66 rc://*/ta/man/translate/figs-activepassive διαταγεὶς δι’ ἀγγέλων ἐν χειρὶ μεσίτου 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ ଏହି କାର୍ଯ୍ୟ କିଏ କରିଛି, ପାଉଲ ସୂଚିତ କରିଛନ୍ତି ଯେ ଈଶ୍ବର ଏହା କରିଛନ୍ତି । ବିକଳ୍ପ ଅନୁବାଦ: “ଏବଂ ଈଶ୍ବର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱର୍ଗଦୂତମାନଙ୍କୁ ବ୍ୟବହାର କଲେ” କିମ୍ବା “ଏବଂ ଈଶ୍ବର ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ବ୍ୟବସ୍ଥା ଦେଲେ”
3:19 bgi6 χειρὶ μεσίτου 1 **ହସ୍ତରେ** ବାକ୍ୟାଂଶ ହେଉଛି ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ଅଟେ ଯାହାର ଅର୍ଥ “ମାଧ୍ୟମରେ” ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ବିଶିଷ୍ଟାର୍ଥକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମଧ୍ୟସ୍ଥି ମାଧ୍ୟମରେ”
3:20 x9l1 ὁ δὲ μεσίτης ἑνὸς οὐκ ἔστιν, ὁ δὲ Θεὸς εἷς ἐστιν 1 ଏହି ପଦରେ ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କୁ ପ୍ରମାଣ କରୁଛନ୍ତି ଯେ ଈଶ୍ବର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥାଠାରୁ ସେ ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ବ୍ୟବସ୍ଥାଠାରୁ ଉତ୍ତମ ଅଟେ । **ମଧ୍ୟସ୍ଥ ଗୋଟିଏ ପକ୍ଷର ପ୍ରତିନିଧି ନୁହଁନ୍ତି** କହିବା ଦ୍ୱାରା ପାଉଲ କହନ୍ତି ଯେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରୁଥିବାବେଳେ ମଧ୍ୟସ୍ଥିର ଆବଶ୍ୟକତା ନାହିଁ । ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କୁ ସ୍ପଷ୍ଟ ଭାବରେ ପ୍ରକାଶ କରୁଛନ୍ତି ଯେ ଅବ୍ରହାମଙ୍କ ପ୍ରତିଜ୍ଞା ବ୍ୟବସ୍ଥାଠାରୁ ଉତ୍ତମ ଅଟେ କାରଣ ଏହା ମଧ୍ୟସ୍ଥିଙ୍କ ମାଧ୍ୟମରେ ଦିଆଯାଇ ନଥିଲା ବରଂ ଈଶ୍ବର ଅବ୍ରହାମଙ୍କୁ ଏହି ପ୍ରତିଜ୍ଞା ଦେଇଥିଲେ। ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ ହେବ ଏବଂ ଯଦି ଆପଣ ପାଦଟୀକା ବ୍ୟବହାର କରୁଛନ୍ତି, ତେବେ ଆପଣ ସେହି ସୂଚନାକୁ ଏକ ପାଦଟିକାରେ ପ୍ରକାଶ କରିପାରିବେ ।
3:21 wes3 rc://*/ta/man/translate/figs-inclusive General Information: 0
3:21 e43u κατὰ τῶν ἐπαγγελιῶν 1
3:21 e43u κατὰ τῶν ἐπαγγελιῶν 1 ବିକଳ୍ପ ଅନୁବାଦ: “ପ୍ରତିଜ୍ଞା ବିରୁଦ୍ଧରେ” କିମ୍ବା “ପ୍ରତିଜ୍ଞା ସହ ବିବାଦରେ”
3:21 b8xx rc://*/ta/man/translate/figs-activepassive εἰ & ἐδόθη νόμος ὁ δυνάμενος ζῳοποιῆσαι 1
3:21 iyg9 ἐν νόμου ἂν ἦν ἡ δικαιοσύνη 1
3:21 iyg9 ἐν νόμου ἂν ἦν ἡ δικαιοσύνη 1 ବିକଳ୍ପ ଅନୁବାଦ: “ଆମ୍ଭେମାନେ ସେହି ବ୍ୟବସ୍ଥା ପାଳନ କରି ଧାର୍ମିକ ହୋଇପାରିବା”
3:22 n5js συνέκλεισεν ἡ Γραφὴ τὰ πάντα ὑπὸ ἁμαρτίαν, ἵνα ἡ ἐπαγγελία ἐκ πίστεως Ἰησοῦ Χριστοῦ δοθῇ τοῖς πιστεύουσιν 1
3:22 jbn7 rc://*/ta/man/translate/figs-personification Γραφὴ 1
3:22 jbn7 rc://*/ta/man/translate/figs-personification Γραφὴ 1 ପାଉଲ **ଶାସ୍ତ୍ର** ବିଷୟରେ କୁହନ୍ତି ଯେପରି ଲୋକମାନଙ୍କୁ **ବନ୍ଦୀ କରୁଥିବା** ଜଣେ ପ୍ରାଧିକୃତ ବ୍ୟକ୍ତି ଅଟେ । ସେ ପାପ ବିଷୟରେ କୁହନ୍ତି ଯେପରି ଏହା ଏକ ବନ୍ଦୀ ଯେଉଁଠାରୁ ଲୋକମାନେ ମୁକ୍ତ ହୋଇପାରିବେ ନାହିଁ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
3:23 rch2 Connecting Statement: 0
3:23 su16 rc://*/ta/man/translate/figs-activepassive ὑπὸ νόμον ἐφρουρούμεθα, συνκλειόμενοι 1
3:23 su16 rc://*/ta/man/translate/figs-activepassive ὑπὸ νόμον ἐφρουρούμεθα, συνκλειόμενοι 1 ଏଠାରେ, ପାଉଲ **ବ୍ୟବସ୍ଥାର** ବ୍ୟକ୍ତିଗତକରଣ ଜାରି ରଖିଛନ୍ତି ଯାହା ସେ ପୂର୍ବ ପଦରେ ଆରମ୍ଭ କରିଥିଲେ । ପାଉଲ **ବ୍ୟବସ୍ଥା** ବିଷୟରେ କହୁଛନ୍ତି ଯେପରି ଜଣେ ବନ୍ଦୀଗୃହର ରକ୍ଷକ ଯିଏ ଲୋକମାନଙ୍କୁ **ବନ୍ଦୀ କରି ରଖିଥିଲେ** ଏବଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆସୁଥିବା ବିଶ୍ୱାସ ପ୍ରକାଶ **ନହେବା ପର୍ଯ୍ୟନ୍ତ** ସେମାନଙ୍କୁ **ବନ୍ଦୀଗୃହରେ ରଖୁଥିଲେ** । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
3:23 bs6i rc://*/ta/man/translate/figs-metaphor ὑπὸ νόμον ἐφρουρούμεθα, συνκλειόμενοι 1
3:23 t32j rc://*/ta/man/translate/figs-activepassive εἰς τὴν μέλλουσαν πίστιν ἀποκαλυφθῆναι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇ ପାରିବ, ଏବଂ ଏହି ବିଶ୍ବାସ କଅଣ ଅଟେ ତାହା ସ୍ପଷ୍ଟଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ଈଶ୍ବର ଏହା ପ୍ରକାଶ କରିନାହାନ୍ତି ଯେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେ ସେମାନଙ୍କୁ ଧାର୍ମିକ ଗଣନା କରନ୍ତି” (ଦେଖ: [[rc://or/ta/man/translate/figs-activepassive]] ଏବଂ [[rc://or/ta/man/translate/figs-explicit]])
3:24 ln1s παιδαγωγὸς 1 ଅତି ସରଳରେ କହିବାକୁ ଗଲେ “ଯେ ଜଣେ ଶିଶୁକୁ ଦେଖିବା ନିମନ୍ତେ ଭୁଲବଶତଃ ଦାୟିତ୍ବଭାର ଦିଏ,”ସେ ସାଧାରଣଭାବରେ ଜଣେ ଦାସ ଥିଲା ଯେ ପିତାମାତାଙ୍କ ଦ୍ବାରା ଦିଆଯାଇଥିବା ନିୟମଗୁଡିକୁ ଏବଂ ଆଚରଣକୁ ଚାଲୁ ରଖିବା ନିମନ୍ତେ ଦାୟୀ ଥିଲା ଏବଂ ଶିଶୁର କାର୍ଯ୍ୟକଳାପକୁ ପିତାମାତାଙ୍କୁ ଜଣାଇ ଦେବ ।
3:24 m7jy εἰς Χριστόν 1 ଖ୍ରୀଷ୍ଟଙ୍କ ଆଗମନର ସମୟ ପର୍ଯ୍ୟନ୍ତ
3:24 s8g5 rc://*/ta/man/translate/figs-activepassive ἵνα & δικαιωθῶμεν 1 ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ, ଈଶ୍ବର ଆମମାନଙ୍କୁ ଧାର୍ମିକ କରିବା ନିମନ୍ତେ ଯୋଜନା କରିଥିଲେ । ଯେତେବେଳେ ଖ୍ରୀଷ୍ଟ ଆଗମନ କଲେ, ସେ ଆମମାନଙ୍କୁ ଧାର୍ମିକ କରିବା ନିମନ୍ତେ ତାହାଙ୍କ ଯୋଜନା ସଫଳ କଲେ । ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତେଣୁ ଈଶ୍ବର ଆମମାନଙ୍କୁ ଧାର୍ମିକ ହେବା ଘୋଷଣା କରିବେ” (ଦେଖ: [[rc://or/ta/man/translate/figs-activepassive]])
3:27 v6n1 ὅσοι γὰρ εἰς Χριστὸν ἐβαπτίσθητε 1 ତୁମ ସମସ୍ତଙ୍କ ନିମନ୍ତେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବାପ୍ତିଜିତ ହୋଇଥିଲେ
3:27 di9v rc://*/ta/man/translate/figs-metaphor Χριστὸν & ἐνεδύσασθε 1 ସମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୂପକର ଅର୍ଥ ଯାହା ସେମାନେ ଖ୍ରୀଷ୍ଟଙ୍କଠାରେ ଏକତ୍ରିତ ହେଲେ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସହିତ ଏକତ୍ରିତ ହେଲେ” କିମ୍ବା “ଖ୍ରୀଷ୍ଟଙ୍କର ହେଲେ” କିମ୍ବା ) ଏହା ଏକ ରୂପକର ଅର୍ଥ ଅଟେ ଯେ ସେମାନେ ଖ୍ରୀଷ୍ଟଙ୍କ ସଦୃଶ ହୋଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସଦୃଶ ହୋଇଛନ୍ତି” (ଦେଖ: [[rc://or/ta/man/translate/figs-metaphor]])
3:28 tyb8 οὐκ ἔνι Ἰουδαῖος οὐδὲ Ἕλλην, οὐκ ἔνι δοῦλος οὐδὲ ἐλεύθερος, οὐκ ἔνι ἄρσεν καὶ θῆλυ 1 ଈଶ୍ବର ଯିହୁଦୀ ଏବଂ ଗ୍ରୀକ୍, ଦାସ ଏବଂ ମୁକ୍ତ, ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ କିଛି ଭିନ୍ନତା ଦେଖନ୍ତି ନାହିଁ
3:29 qp4z rc://*/ta/man/translate/figs-metaphor κληρονόμοι 1 ଯେଉଁ ଲୋକମାନଙ୍କୁ ଈଶ୍ବର ପ୍ରତିଜ୍ଞା କରିଛନ୍ତି ସେମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଏକ ପରିବାରର ସଦସ୍ୟଙ୍କଠାରୁ ସମ୍ପତି ଏବଂ ଧନ ପ୍ରାପ୍ତ କରିବା ନିମନ୍ତେ ଅଧିକାର କରିବାର ଥିଲା । (ଦେଖ: [[rc://or/ta/man/translate/figs-metaphor]])
4:intro h6gw 0 # ଗାଲାତୀୟ ୦୪ ସାଧାରଣ ଟିପ୍ପଣୀ \n## ଗଠନ ପ୍ରଣାଳୀ ଏବଂ ଆକୃତି \n\n କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି । ୟୁ ଏଲ୍ ଟି ପଦ ୨୭ ରେ ଏହି ପ୍ରକାରରେ କରିଅଛି ଯାହା ପୁରାତନ ନିୟମରୁ ଉଦ୍ଧୃତ କରାଯାଇଛି । \n\n## ଏହି ଅଧ୍ୟାୟରେ ବିଶେଷ ଧାରଣା \n\n### ପୁତ୍ରତ୍ୱ \n ପୁତ୍ରତ୍ୱ ଏକ ଜଟିଳ ବିଷୟ ଅଟେ । ଇସ୍ରାଏଲର ପୁତ୍ରତ୍ୱ ବିଷୟରେ ବିଦ୍ବାନମାନଙ୍କ ଅନେକ ମତ ରହିଅଛି । ପାଉଲ ବ୍ୟବସ୍ଥାର ଅଧିନରେ ଥିବା ଖ୍ରୀଷ୍ଟଙ୍କଠାରେ ସ୍ୱତନ୍ତ୍ରତା ମଧ୍ୟରେ ପାର୍ଥକ୍ୟ ବିଷୟକୁ ଦର୍ଶାଇବା ନିମନ୍ତେ ପୁତ୍ରତ୍ୱର ଶଦ୍ଦକୁ ବ୍ୟବହାର କରନ୍ତି । ଅବ୍ରାହାମଙ୍କ ସମସ୍ତ ଜାଗତିକ ବଂଶଜକୁ ଈଶ୍ବରଙ୍କ ପ୍ରତିଜ୍ଞାର ଉତ୍ତରାଧିକାର ମିଳିନାହିଁ । ତାହଙ୍କ ଦ୍ୱାରା କେବଳ ଇସହାକ ଓ ଯାକୁବଙ୍କ ବଂଶ ପ୍ରତିଜ୍ଞାର ଉତ୍ତରାଧିକାରୀ ହୋଇ ଥିଲେ । ଈଶ୍ବର କେବଳ ତାହାଙ୍କ ପରିବାରରେ ସେହି ଲୋକମାନଙ୍କୁ ଗ୍ରହଣ କରନ୍ତି ଯେଉଁମାନେ ଅବ୍ରାହାମଙ୍କ ବିଶ୍ବାସ ଆତ୍ମିକଭାବେ ପାଳନ କରନ୍ତି । ସେମାନେ ଉତ୍ତରାଧିକାରୀ ସହିତ ଈଶ୍ବରଙ୍କ ସନ୍ତାନମାନେ ଅଟନ୍ତି । ପାଉଲ ସେମାନଙ୍କୁ “ପ୍ରତିଜ୍ଞାର ସନ୍ତାନ” କହନ୍ତି । (ଦେଖ: [[rc://or/tw/dict/bible/kt/inherit]], [[rc://or/tw/dict/bible/kt/promise]], [[rc://or/tw/dict/bible/kt/spirit]] ଏବଂ [[rc://or/tw/dict/bible/kt/faith]] ଏବଂ [[rc://or/tw/dict/bible/kt/adoption]]) \n\n## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା \n\n### ଆବା, ପିତା \n ”ଆବା” ଏକ ଆରମୀୟ ଶବ୍ଦ ଅଟେ । ପ୍ରାଚୀନ ଇସ୍ରାଏଲରେ, ଲୋକମାନେ ଏହାର ବ୍ୟବହାର ଅନୌପଚାରକ ଭାବରେ ସେମାନଙ୍କର ପିତୃପୁରୁଷଙ୍କୁ ଦର୍ଶାଇବା ନିମନ୍ତେ ବ୍ୟବହାର କରୁଥିଲେ । ପାଉଲ ସେମାନଙ୍କୁ ଗ୍ରୀକ୍ ଅକ୍ଷରରେ ଲେଖି ଏହାର ଧ୍ବନିକୁ “ଆକ୍ଷରିକ ଅନୁବାଦ” କରନ୍ତି. (ଦେଖ: [[rc://or/ta/man/translate/translate-transliterate]])
4:1 fr5u Connecting Statement: 0 # Connecting Statement:\n\nପାଉଲ ଗାଲାତୀୟ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇବା ଜାରି ରଖିଛନ୍ତି ଯେ ଖ୍ରୀଷ୍ଟ ସେହି ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆସିଥିଲେ ଯେଉଁମାନେ ବ୍ୟବସ୍ଥା ଅଧିନରେ ଥିଲେ, ଏବଂ ସେମାନଙ୍କୁ ଆଉ ଦାସ ନୁହେଁ କିନ୍ତୁ ପୁତ୍ରତ୍ବର ଅଧିକାର ଦେଲେ ।
3:23 t32j rc://*/ta/man/translate/figs-activepassive εἰς τὴν μέλλουσαν πίστιν ἀποκαλυφθῆναι 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ଈଶ୍ବର ପ୍ରକାଶ କରିବାକୁ ଥିବା ବିଶ୍ବାସ ଆସିଲା” କିମ୍ବା “ଈଶ୍ବର ଶୀଘ୍ର ପ୍ରକାଶ କରିବାକୁ ଥିବା ବିଶ୍ୱାସ ଆସିବା ପର୍ଯ୍ୟନ୍ତ”
3:24 ln1s παιδαγωγὸς 1 ପାଉଲ **ବ୍ୟବସ୍ଥା** ବିଷୟରେ କହୁଛନ୍ତି ଯେପରି ଏହା ଜଣେ **ଅଭିଭାବକ** ଅଟେ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଏକ ଉପମା ବ୍ୟବହାର କରି ଅର୍ଥ ପ୍ରକାଶ କରିପାରନ୍ତି ।
3:24 m7jy εἰς Χριστόν 1
3:24 s8g5 rc://*/ta/man/translate/figs-activepassive ἵνα & δικαιωθῶμεν 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ। ବିକଳ୍ପ ଅନୁବାଦ: “ଈଶ୍ଵର ହୁଏତ ଆମ୍ଭମାନଙ୍କୁ ନ୍ୟାୟ ପ୍ରଦାନ କରିପାରନ୍ତି”
3:27 v6n1 ὅσοι γὰρ εἰς Χριστὸν ἐβαπτίσθητε 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ କିଏ ଏହି କାର୍ଯ୍ୟ କରେ, ପାଉଲ ସୂଚିତ କରିଛନ୍ତି ଯେ କିଛି ଲୋକ ଏହା କରନ୍ତି । ବିକଳ୍ପ ଅନୁବାଦ: “କେହି କେହି ବାପ୍ତିଜିତ”
3:27 di9v rc://*/ta/man/translate/figs-metaphor Χριστὸν & ἐνεδύσασθε 1 ପାଉଲ **ଖ୍ରୀଷ୍ଟଙ୍କ** ବିଷୟରେ କୁହନ୍ତି ଯେପରି ସେ ତାଙ୍କୁ ପୋଷାକ ଭାବରେ **ପରିଧାନ କରନ୍ତି**, ଯେଉଁମାନେ ତାଙ୍କୁ ବିଶ୍ୱାସ କରନ୍ତି ସେମାନେ **ପିନ୍ଧିଛନ୍ତି** । ଏଠାରେ, ଯେତେବେଳେ ପାଉଲ କହିଛନ୍ତି ଯେ ସମସ୍ତ ବିଶ୍ଵାସୀ ଖ୍ରୀଷ୍ଟଙ୍କୁ ପିନ୍ଧିଛନ୍ତି, ଏହାର ଅର୍ଥ ସମସ୍ତ ବିଶ୍ଵାସୀ ତାଙ୍କ ସହ ପରିଚିତ ହୋଇଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ବାକ୍ୟର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
3:28 tyb8 οὐκ ἔνι Ἰουδαῖος οὐδὲ Ἕλλην, οὐκ ἔνι δοῦλος οὐδὲ ἐλεύθερος, οὐκ ἔνι ἄρσεν καὶ θῆλυ 1
3:29 qp4z rc://*/ta/man/translate/figs-metaphor κληρονόμοι 1 ପାଉଲ ବିଶ୍ଵାସୀମାନଙ୍କ ବିଷୟରେ କୁହନ୍ତି, ଯେଉଁମାନେ ଅବ୍ରହାମଙ୍କ ଆତ୍ମିକ ବଂଶଧର ଅଟନ୍ତି, ଯେପରି ସେମାନେ ଉତ୍ତରାଧିକାରୀ ଅଟନ୍ତି, ଯେଉଁମାନେ ପରିବାରର ସଦସ୍ୟଙ୍କଠାରୁ ସମ୍ପତ୍ତି ଏବଂ ସମ୍ପତ୍ତି ଉତ୍ତରାଧିକାରୀ ହେବେ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
4:intro h6gw 0 # ଗାଲାତୀୟ 4 ସାଧାରଣ ଟିପ୍ପଣୀଗୁଡ଼ିକ\n\n\n## ଗଠନ ଏବଂ ଆକାର\n\n\nକେତେକ ଅନୁବାଦ କବିତାର ପ୍ରତ୍ୟେକ ଧାଡ଼ିକୁ ପାଠ କରିବାରେ ସହଜ କରିବାକୁ ଅନ୍ୟ ପାଠଶଂ ଅପେକ୍ଷା ଡାହାଣ ପାର୍ଶ୍ଵରେ ଉଲ୍ଲେଖ କରେ । ପୁରାତନ ନିୟମରୁ ଉଦ୍ଧୃତ ହୋଇଥିବା ପଦ 27 ସହିତ ULT ଏହା କରେ ।\n\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n\n### ପୁତ୍ରତ୍ଵ\n\n\n\nପୁତ୍ରତା ଏକ ଜଟିଳ ପ୍ରସଙ୍ଗ ଅଟେ । ଇସ୍ରାଏଲର ପୁତ୍ରତ୍ୱ ଉପରେ ବିଦ୍ୱାନ ବ୍ୟକ୍ତିମାନଙ୍କର ଅନେକ ମତ ରହିଛି। ପାଉଲ ପୁତ୍ରତ୍ୱ ବ୍ୟବହାର କରି ପ୍ରକାଶ କରନ୍ତି ଯେ ଖ୍ରୀଷ୍ଟଙ୍କଠାରେ ମୁକ୍ତ ହେବାଠାରୁ କିପରି ବ୍ୟବସ୍ଥା ଅଧୀନରେ ରହିବା ଭିନ୍ନ ଅଟେ । ଅବ୍ରହାମଙ୍କର ସମସ୍ତ ଶାରୀରିକ ବଂଶଧରମାନେ ଈଶ୍ବରଙ୍କ ପ୍ରତିଜ୍ଞା ପାଇଲେ ନାହିଁ । କେବଳ ଇସ୍ହାକ ଏବଂ ଯାକୁବଙ୍କ ମାଧ୍ୟମରେ ତାଙ୍କର ବଂଶଧରମାନେ ଏହି ପ୍ରତିଜ୍ଞାଗୁଡ଼ିକର ଉତ୍ତରାଧିକାରୀ ହୋଇଥିଲେ । ଏବଂ ଈଶ୍ବର କେବଳ ତାଙ୍କ ପରିବାରରେ ଅବ୍ରହାମଙ୍କୁ ବିଶ୍ଵାସ ଦ୍ୱାରା ଆତ୍ମିକ ଭାବରେ ଅନୁସରଣ କରନ୍ତି । ସେମାନେ ଏକ ଉତ୍ତରାଧିକାରୀ ସହ ଈଶ୍ବରଙ୍କ ସନ୍ତାନ ଅଟନ୍ତି । ପାଉଲ ସେମାନଙ୍କୁ ପ୍ରତିଜ୍ଞା ସନ୍ତାନ ବୋଲି କହନ୍ତି । (ଦେଖନ୍ତୁ: [[rc:///tw/dict/bible/kt/inherit]], [[rc:///tw/dict/bible/kt/promise]], [[rc:///tw/dict/bible/kt/spirit]] and [[rc:///tw/dict/bible/kt/faith]] and [[rc://*/tw/dict/bible/kt/adoption]])\n\n\n## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ\n\n\n### ଆବ୍ବା, ପିତା\n\n\n\n“ଆବ୍ବା” ଶବ୍ଦ ଏକ ଆରାମିକ ଶବ୍ଦ ଅଟେ । ପ୍ରାଚୀନ ଇସ୍ରାଏଲରେ ଲୋକମାନେ ଅନୌପଚାରିକ କିମ୍ବା ଘରୋଇ ନାମ ଭାବରେ ସେମାନଙ୍କ ପିତାଙ୍କୁ ସୂଚାଇବା ପାଇଁ ବ୍ୟବହାର କରିଥିଲେ । ପାଉଲ ଏହାର ଶବ୍ଦଗୁଡ଼ିକୁ ଗ୍ରୀକ ଅକ୍ଷରରେ ଲେଖି ଅନୁବାଦ କରନ୍ତି । (ଦେଖନ୍ତୁ: [[rc://*/ta/man/translate/translate-transliterate]])\n\n\n### ବ୍ୟବସ୍ଥା\n\n\n“ବ୍ୟବସ୍ଥା” ବାକ୍ୟାଂଶ ଏକ ବଚନ ବିଶେଷ୍ୟ ଯାହାକି ବ୍ୟବସ୍ଥାର ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ମୋଶାଙ୍କୁ ନିର୍ଦ୍ଦେଶ ଦେଇ ଇସ୍ରାଏଲକୁ ଦେଇଥିଲେ । ଏହି ବାକ୍ୟାଂଶ ଅଧ୍ୟାୟ 2-5 ରେ ଦେଖିବାକୁ ମିଳେ । ପ୍ରତ୍ୟେକ ଥର ଏହି ବାକ୍ୟ ଗାଲାତୀୟମାନଙ୍କରେ ଉଲ୍ଲେଖ ଅଛି, ଏହା ବ୍ୟବସ୍ଥା ଗୋଷ୍ଠୀକୁ ବୁଝାଏ ଯାହା ସିୟନ ପର୍ବତରେ ଈଶ୍ବର ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆପଣ ଏହି ବାକ୍ୟକୁ ସମାନ ଭାବରେ ପ୍ରତ୍ୟେକ ସ୍ଥାନରେ ଅନୁବାଦ କରିବା ଉଚିତ୍ । (ଦେଖନ୍ତୁ: [[rc://*/ta/man/translate/grammar-collectivenouns]])\n\n
4:1 fr5u Connecting Statement: 0
4:1 n5yb οὐδὲν διαφέρει 1 ଯେପରି ସମାନଭାବେ
4:2 bd5a ἐπιτρόπους 1 ସନ୍ତାନଗଣଙ୍କ ନିମନ୍ତେ ବ୍ୟବସ୍ଥା ଦାୟିତ୍ବବାନ ଲୋକଙ୍କ ସହିତ ଥିଲା
4:2 v5g9 οἰκονόμους 1 ସେହି ଲୋକମାନେ ଯାହାକୁ ଅନ୍ୟ ଲୋକମାନେ ମୁଲ୍ୟବାନ ବିଷୟ ସୁରକ୍ଷିତ ରଖିବା ନିମନ୍ତେ ଭରସା କରନ୍ତି

Can't render this file because it contains an unexpected character in line 71 and column 1453.