Edit 'en_tn_32-JON.tsv' using 'tc-create-app'

This commit is contained in:
Gayatri-Digal 2021-08-10 17:52:50 +00:00
parent 939666f9ee
commit 2e54bc7228
1 changed files with 1 additions and 1 deletions

View File

@ -65,7 +65,7 @@ JON 1 15 l9cf וַ⁠יַּעֲמֹ֥ד הַ⁠יָּ֖ם מִ⁠זַּעְפּ
JON 1 15 ab89 וַ⁠יַּעֲמֹ֥ד הַ⁠יָּ֖ם מִ⁠זַּעְפּֽ⁠וֹ 1 the sea ceased from its raging ଏହାକୁ ସକରାତ୍ମକ ଭାବରେ କୁହାଯାଇପାରେ । ବିକଳ୍ପ ଅନୁବାଦ: “ସମୁଦ୍ର ଶାନ୍ତ ହେଲା”
JON 1 16 r3gs וַ⁠יִּֽירְא֧וּ הָ⁠אֲנָשִׁ֛ים יִרְאָ֥ה גְדוֹלָ֖ה אֶת־יְהוָ֑ה 1 Then the men feared Yahweh with great fear “ଏହା ପରେ ଲୋକମାନେ ସଦାପ୍ରଭୁଙ୍କ ଶକ୍ତିରେ ଅତ୍ୟଧିକ ବିସ୍ମିତ ହେଲେ କିମ୍ବା ସେହି ଲୋକମାନେ ଅତିଶୟ ଭାବରେ ସଦାପ୍ରଭୁଙ୍କୁ ଉପାସନା କଲେ”
JON 1 17 q87y 0 General Information: କେତେକ ସଂସ୍କରଣ ଏହି ପଦକୁ ଅଧ୍ୟାୟ 2 ର ପ୍ରଥମ ପଦ ଭାବରେ ଉଲ୍ଲେଖ କରେ । ଆପଣ ଆପଣଙ୍କ ଭାଷାଗୋଷ୍ଠୀ ବ୍ୟବହାର କରୁଥିବା ମୁଖ୍ୟ ସଂସ୍କରଣ ଅନୁଯାୟୀ ପଦଗୁଡ଼ିକୁ ସଂଖ୍ୟା ନିର୍ଣ୍ଣୟ କରନ୍ତୁ ।
JON 1 17 jdr4 writing-newevent וַ⁠יְמַ֤ן יְהוָה֙ דָּ֣ג גָּד֔וֹל לִ⁠בְלֹ֖עַ אֶת־יוֹנָ֑ה 1 Now Yahweh appointed a great fish to swallow Jonah, ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ, ଯେଉଁଠାରେ ସଦାପ୍ରଭୁ ଯୂନସଙ୍କୁ ସମୁଦ୍ରରୁ ରକ୍ଷା କରିଥିଲେ ଏବଂ ଯୂନସ ପ୍ରାର୍ଥନା କରିଥିଲେ । ଏହି ପ୍ରସଙ୍ଗରେ, କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଇଂରାଜୀରେ “ବର୍ତ୍ତମାନ” ଶବ୍ଦ ବ୍ୟବହୃତ ହୋଇଅଛି ।[[rc://en/ta/man/translate/writing-newevent]])ଦେଖନ୍ତୁ)
JON 1 17 jdr4 writing-newevent וַ⁠יְמַ֤ן יְהוָה֙ דָּ֣ג גָּד֔וֹל לִ⁠בְלֹ֖עַ אֶת־יוֹנָ֑ה 1 Now Yahweh appointed a great fish to swallow Jonah, ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ, ଯେଉଁଠାରେ ସଦାପ୍ରଭୁ ଯୂନସଙ୍କୁ ସମୁଦ୍ରରୁ ରକ୍ଷା କରିଥିଲେ ଏବଂ ଯୂନସ ପ୍ରାର୍ଥନା କରିଥିଲେ । ଏହି ପ୍ରସଙ୍ଗରେ, କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଇଂରାଜୀରେ **ବର୍ତ୍ତମାନ** ଶବ୍ଦ ବ୍ୟବହୃତ ହୋଇଅଛି ।[[rc://en/ta/man/translate/writing-newevent]])ଦେଖନ୍ତୁ)
JON 1 17 cjb6 figs-idiom שְׁלֹשָׁ֥ה יָמִ֖ים וּ⁠שְׁלֹשָׁ֥ה לֵילֽוֹת 1 three days and three nights ବୋଧହୁଏ ଏହି ଅଭିବ୍ୟକ୍ତି ଏବ୍ରୀୟ ଭାଷାରେ ଏକ ରୂଢ଼ି ଅଟେ ଯାହାର ଅର୍ଥ “ଦୁଇ ଦିନ” କିମ୍ବା “କିଛି ଦିନ” କିନ୍ତୁ ଏହା ଅନିଶ୍ଚିତ ଅଟେ । ବିକଳ୍ପ ଅନୁବାଦ: “ତିନି ଦିନ ଏବଂ ରାତି”[[rc://en/ta/man/translate/figs-idiom]])ଦେଖନ୍ତୁ)
JON 2 intro ae4k 0 # ଯୂନସ 2 ସାଧାରଣ ଟିପ୍ପଣୀ ।

## ଗଠନ ଏବଂ ଆକାର

ଏହି ଅଧ୍ୟାୟଟି ଯୂନସଙ୍କ ପ୍ରାର୍ଥନାରେ ଆରମ୍ଭ ହୁଏ, ଏବଂ ଅନେକ ଅନୁବାଦକ ଅନ୍ୟ ପାଠ୍ୟ ତୁଳନାରେ ପୃଷ୍ଠାର ଡାହାଣ ପାର୍ଶ୍ୱରେ ଏହାର ରେଖା ସେଟ୍ କରି ଏହାକୁ ପୃଥକ କରିବାକୁ ପସନ୍ଦ କରନ୍ତି । ଅନୁବାଦକମାନେ ଏହି ଅଭ୍ୟାସ ଅନୁସରଣ କରିପାରନ୍ତି, କିନ୍ତୁ ସେମାନେ ବାଧ୍ୟ ନୁହଁନ୍ତି ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

##### ସମୁଦ୍ର

ଏହି ଅଧ୍ୟାୟରେ ସମୁଦ୍ରରୁ ଅନେକ ଶବ୍ଦ ଅଛି ।

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରିକ ଶବ୍ଦଗୁଡ଼ିକ

### କାବ୍ୟକବିତା

ଶାସ୍ତ୍ରରେ ପ୍ରାର୍ଥନାଗୁଡ଼ିକ ପ୍ରାୟତଃ ଏକ କବିତାର ରୂପ ଧାରଣ କରିଥାଏ । ଏକ ବିଶେଷ ଅର୍ଥ ସହିତ କିଛି ଯୋଗାଯୋଗ କରିବାକୁ କବିତା ବାରମ୍ବାର ରୂପକଗୁଡ଼ିକୁ ବ୍ୟବହାର କରେ । ଉଦାହରଣ ସ୍ୱରୂପ, ଯେହେତୁ ଯୂନସ ସମୁଦ୍ରରେ ଥିଲେ, ଫାଶରେ ପଡ଼ିବା ଏକ କାରାଗାର ସହିତ ତୁଳନା କରାଯାଏ । ଯୂନସ ସମୁଦ୍ରର ଗଭୀରତାରେ ଅତିଷ୍ଠ ହୋଇ ପର୍ବତ ମୂଳରେ ଏବଂ ଶିଲ ପେଟରେ ଏହା ପ୍ରକାଶ କରିଥିଲେ । [[rc://en/ta/man/translate/figs-metaphor]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ପଶ୍ଚାତ୍ତାପ

##### ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ ଥିଲା ନା ସେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ବୋଲି ତାହା ଉପରେ ଜ୍ଞାନୀ ବ୍ୟକ୍ତିମାନେ ବିଭକ୍ତ ହୋଇଛନ୍ତି। ଅଧ୍ୟାୟ 4 ରେ ତାଙ୍କର ମନୋଭାବକୁ ଦୃଷ୍ଟିରେ ରଖି ସେ ପ୍ରକୃତରେ ଅନୁତାପ କରିଥିଲେ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ । ଯଦି ସମ୍ଭବ, ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ କି ନୁହେଁ ସେ ବିଷୟରେ ଅନୁବାଦକମାନେ ପ୍ରକାଶ ନ କରନ୍ତୁ।

[[rc://en/tw/dict/bible/kt/repent]] and [[rc://en/tw/dict/bible/kt/save]])ଦେଖନ୍ତୁ)
JON 2 1 alr2 יְהוָ֖ה אֱלֹהָ֑י⁠ו 1 Yahweh his God ଏହାର ଅର୍ଥ ସଦାପ୍ରଭୁ, ସେ ଉପାସନା କରୁଥିବା ଈଶ୍ୱର। **ତାଙ୍କର** ଶବ୍ଦର ଅର୍ଥ ଯୂନସ ଈଶ୍ଵରଙ୍କର ଥିଲେ ନୁହେଁ।

Can't render this file because it contains an unexpected character in line 16 and column 428.