From 2e235ac76f5250359ff54339775c3c2c5135f16e Mon Sep 17 00:00:00 2001 From: Gayatri-Digal Date: Thu, 17 Mar 2022 16:36:16 +0000 Subject: [PATCH] Edit 'en_tn_58-PHM.tsv' using 'tc-create-app' --- en_tn_58-PHM.tsv | 8 ++++++++ 1 file changed, 8 insertions(+) diff --git a/en_tn_58-PHM.tsv b/en_tn_58-PHM.tsv index 6c1ae05..fd8cf75 100644 --- a/en_tn_58-PHM.tsv +++ b/en_tn_58-PHM.tsv @@ -79,3 +79,11 @@ PHM 1 6 mfrp figs-explicit ὅπως 1 ଏଠାରେ
, **
ଯାହା PHM 1 6 hcwp figs-abstractnouns ἡ κοινωνία τῆς πίστεώς σου, ἐνεργὴς γένηται ἐν ἐπιγνώσει παντὸς ἀγαθοῦ τοῦ ἐν ἡμῖν εἰς Χριστόν. 1 ଯଦି ଏହା ଆପଣଙ୍କ  ଭାଷାରେ ଅଧିକ ସ୍ପଷ୍ଟ ହୁଏ
,
ତେବେ ଆପଣ  “ବିଶ୍ୱାସ”
କିମ୍ବା “ଭରସା” ଭଳି କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ
କରିପାରିବେ ଏବଂ ଗୁଣବାଚକ ବିଶେଷ୍ୟ **ଜ୍ଞାନ** ପରି ଏକ କ୍ରିୟା ସହ

ଜାଣ” କିମ୍ବା “ଶିଖ” କୁ ବ୍ୟବହାର କରି ପାରିବେ


ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେ ଆମ୍ଭମାନଙ୍କ ସହ ଖ୍ରୀଷ୍ଟଙ୍କ
ଉପରେ ବିଶ୍ଵାସ କରୁଅଛ
,
ତୁମ୍ଭେ  ଖ୍ରୀଷ୍ଟଙ୍କ
ସେବା କରିବାରେ ଅଧିକ ଉନ୍ନତ ହୋଇପାରିବ
,
ଯେହେତୁ ତୁମ୍ଭେ  ତାଙ୍କ ପାଇଁ ବ୍ୟବହାର କରିବାକୁ ଦେଇଥିବା ସମସ୍ତ ଉତ୍ତମ
ବିଷୟ ବିଷୟରେ ତୁମ୍ଭେ  ଜାଣିଅଛ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) PHM 1 7 vyc7 figs-abstractnouns χαρὰν γὰρ πολλὴν ἔσχον καὶ παράκλησιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଅଧିକ ସ୍ପଷ୍ଟ ଭାବରେ ଏହାକୁ ପ୍ରକାଶ କରି ପାରିବେ **ଖ୍ରୀଷ୍ଟଙ୍କ
ପାଇଁ** “ସମସ୍ତ ବିଷୟ ଉତ୍ତମ ଅଟେ”


ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ” କିମ୍ବା “ଖ୍ରୀଷ୍ଟଙ୍କ
ଲାଭ ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) PHM 1 7 xlp6 figs-abstractnouns ἐπὶ τῇ ἀγάπῃ σου 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ପ୍ରେମ** ପଛରେ
ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “କାରଣ ତୁମ୍ଭେ ଲୋକମାନଙ୍କୁ ପ୍ରେମ କର” (ଦେଖନ୍ତୁ:


[[rc://en/ta/man/translate/figs-abstractnouns]]) +PHM 1 7 shpv figs-activepassive τὰ σπλάγχνα τῶν ἁγίων ἀναπέπαυται διὰ σοῦ 1 the inward parts of the saints are being refreshed by you ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ
କରା ଯାଇପାରେ


ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସାଧୁମାନଙ୍କ ଅନ୍ତରକୁ ସତେଜ କରିଅଛ”
(ଦେଖନ୍ତୁ:
[[rc://en/ta/man/translate/figs-activepassive]]) +PHM 1 7 z0ne figs-metaphor τὰ σπλάγχνα τῶν ἁγίων ἀναπέπαυται διὰ σοῦ 1 ଏଠାରେ
, **
ସତେଜ କରିବା** ସାଙ୍କେତିକ ଭାବରେ ଉତ୍ସାହ କିମ୍ବା ଆରାମର ଅନୁଭବକୁ
ବୁଝାଏ  


ବିକଳ୍ପ ଅନୁବାଦ: “ତୁମ୍ଭେ  ସାଧୁମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ  ବିଶ୍ୱାସୀମାନଙ୍କୁ ସାହାଯ୍ୟ କରିଅଛ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +PHM 1 8 x3nc grammar-connect-logic-result διό 1 ଏଠାରେ **ତେଣୁ** ଶବ୍ଦ ପାଉଲ
ଯାହା ୪

୭ ପଦରେ କହିଛନ୍ତି ତାହା ସେ କହିବାକୁ ଯାଉଛନ୍ତି ବୋଲି ବୁଝାଏ



ଏକ ସଂଯୋଗକାରୀ ଶବ୍ଦ କିମ୍ବା
ଅନ୍ୟ ଏକ ଉପାୟ ବ୍ୟବହାର କରନ୍ତୁ ଯାହାକି ଏହି ସମ୍ପର୍କକୁ ବୁଝାଇବାକୁ ଆପଣଙ୍କ ଭାଷା ବ୍ୟବହାର କରେ



ବିକଳ୍ପ ଅନୁବାଦ: “ଏହି କାରଣରୁ”
(ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]]) +PHM 1 9 sb31 δέσμιος Χριστοῦ Ἰησοῦ 1 ପାଉଲ କାରାଗାରରେ ଥିଲେ କାରଣ
ସେ ଯୀଶୁଙ୍କ ବିଷୟରେ ପ୍ରଚାର କରନ୍ତୁ ବୋଲି ଅଧିକାରୀମାନେ ଚାହୁଁ ନଥିଲେ  


ତାଙ୍କୁ ଅଟକାଇବା ଏବଂ ଦଣ୍ଡ ଦେବା ପାଇଁ ସେମାନେ ତାଙ୍କୁ ସେଠାରେ
ରଖିଥିଲେ


ଏହାର ଅର୍ଥ ନୁହେଁ ଯେ ଯୀଶୁ ପାଉଲଙ୍କୁ କାରାଗାରରେ ରଖିଥିଲେ।
ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ଜଣେ ବନ୍ଦୀ” +PHM 1 10 hnhz figs-explicit Ὀνήσιμον 1 **
ଅନୀସିମ
**
ର ଅର୍ଥ “ଲାଭଜନକ” କିମ୍ବା “ଉପଯୋଗୀ”
ଅଟେ


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ
,
ଆପଣ ଏହି ସୂଚନାକୁ ପାଠ୍ୟରେ କିମ୍ବା ଏକ ପାଦଟୀକାରେ ଅନ୍ତର୍ଭୁକ୍ତ
କରିପାରିବେ

(
ଦେଖନ୍ତୁ:
[[rc://en/ta/man/translate/figs-explicit]]) +PHM 1 12 fdwn figs-metaphor τὰ ἐμὰ σπλάγχνα 1 my inward parts **ଏହା ମୋହର ହୃଦୟ ସ୍ୱରୂପ**
ବାକ୍ୟାଂଶ କାହା ବିଷୟରେ ଗଭୀର ଭାବନା ପାଇଁ ଏକ ରୂପକ ଅଟେ


ପାଉଲ ଅନୀସିମ ବିଷୟରେ ଏହା କହୁଥିଲେ


ବିକଳ୍ପ ଅନୁବାଦ: “ସେ ଜଣେ ସେହି ବ୍ୟକ୍ତି ଅଟେ ଯାହାକୁ ମୁଁ ଅତି
ପ୍ରେମ କରେ” କିମ୍ବା “ଏହି ବ୍ୟକ୍ତି ମୋ ପାଇଁ ଅତ୍ୟନ୍ତ ଖାସ୍ ଅଟେ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +PHM 1 12 yn1d figs-metonymy τὰ ἐμὰ σπλάγχνα 1 ଏଠାରେ
, **
ହୃଦୟର ଅଂଶ** ଜଣେ ବ୍ୟକ୍ତିର ଭାବନାର ସ୍ଥାନ ପାଇଁ ସାଙ୍କେତିକ
ଅଟେ


ଯଦି ଆପଣଙ୍କର ଭାଷାର ସମାନ ବାକ୍ୟାଂଶ ଅଛି
,
ତେବେ ଏହାକୁ ବ୍ୟବହାର କରନ୍ତୁ


ଯଦି ନୁହେଁ
,
ସରଳ ଭାଷା ବ୍ୟବହାର କରନ୍ତୁ


ବିକଳ୍ପ ଅନୁବାଦ: “ମୋର ହୃଦୟ” କିମ୍ବା “ମୋର ମନ” କିମ୍ବା “ମୋର
ଗଭୀର ଭାବନା” (ଦେଖନ୍ତୁ:
[[rc://en/ta/man/translate/figs-metonymy]]) +PHM 1 13 vver figs-explicit ἐν τοῖς δεσμοῖς τοῦ εὐαγγελίου 1 ପାଉଲ କାରାଗାରରେ ଥିଲେ କାରଣ
ସେ ସର୍ବସାଧାରଣରେ **ସୁସମାଚାର** ପ୍ରଚାର କରିଥିଲେ


ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ


ବିକଳ୍ପ  ଅନୁବାଦ:
“ସେମାନେ ମୋତେ କାରାଗାରରେ ରଖିଲେ କାରଣ ମୁଁ ସୁସମାଚାର ପ୍ରଚାର କରେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])