Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 02:15:23 +00:00
parent a69bf0a653
commit 2d899442a5
1 changed files with 6 additions and 6 deletions

View File

@ -71,12 +71,12 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
2:14 z4fp rc://*/ta/man/translate/figs-rquestion πῶς τὰ ἔθνη ἀναγκάζεις Ἰουδαΐζειν 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ଏଠାରେ ପ୍ରଶ୍ନ ବ୍ୟବହାର କରି କୈଫାଙ୍କୁ ଦୃଢ଼ ଭାବରେ ଭର୍ତ୍ସନା କରିବା ଏବଂ କୈଫାଙ୍କୁ ତାଙ୍କ କାର୍ଯ୍ୟର କପଟ ବୁଝିବାରେ ସାହାଯ୍ୟ କରୁଛନ୍ତି । ଯଦି ଆପଣ ଆପଣଙ୍କ ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରି ପାରିବ । ବିକଳ୍ପ ଅନୁବାଦ: “ତୁମ୍ଭେ ଜଣେ ଯିହୂଦୀ, ଏବଂ ଅଣଯିହୂଦୀ ଭଳି ରୁହ ଏବଂ ଯିହୂଦୀ ଭଳି ନୁହଁ, ତେଣୁ ଅଣଯିହୂଦୀମାନଙ୍କୁ ଯିହୂଦୀମାନଙ୍କ ପରି ହେବାକୁ ବାଧ୍ୟ କରିବା ଅତ୍ୟନ୍ତ ପ୍ରତାରକ ଅଟେ!” କିମ୍ବା "ତୁମ୍ଭେ ଜଣେ ଯିହୂଦୀ, ଏବଂ ଅଣଯିହୂଦୀ ପରି ଜୀବନଯାପନ କର ଏବଂ ଯିହୁଦୀ ପରି ନୁହଁ, ତେଣୁ ଅଣଯିହୂଦୀମାନଙ୍କୁ ଯିହୁଦୀମାନଙ୍କ ପରି ବଞ୍ଚିବାକୁ ବାଧ୍ୟ କରିବା ତୁମ୍ଭର ଭୁଲ ଅଟେ!"
2:14 y1zw ἀναγκάζεις 1
2:15 p3x8 Connecting Statement: 0
2:15 tz45 οὐκ ἐξ ἐθνῶν ἁμαρτωλοί 1
2:16 zy8p καὶ ἡμεῖς εἰς Χριστὸν Ἰησοῦν ἐπιστεύσαμεν 1 ଆମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ବାସ କରୁଛୁ
2:16 j6l1 rc://*/ta/man/translate/figs-exclusive εἰδότες 1 ଏହା ସମ୍ଭବତଃ ପାଉଲ ଏବଂ ଅନ୍ୟମାନଙ୍କୁ ବୁଝାଏ କିନ୍ତୁ ଗାଲାତୀୟମାନଙ୍କୁ ନୁହେଁ, ଯେଉଁମାନେ ପ୍ରଥମରେ ବିଜାତିମାନେ ଥିଲେ । (ଦେଖ: [[rc://or/ta/man/translate/figs-exclusive]])
2:16 j7g5 rc://*/ta/man/translate/figs-synecdoche οὐ & σάρξ 1 “ଶରୀର” ଶବ୍ଦ ସମ୍ପୁର୍ଣ୍ଣ ବ୍ୟକ୍ତି ନିମନ୍ତେ ସୂଚକ ବାକ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ବ୍ୟକ୍ତି ନୁହେଁ” (ଦେଖ: [[rc://or/ta/man/translate/figs-synecdoche]])
2:17 vnp6 ζητοῦντες δικαιωθῆναι ἐν Χριστῷ 1 “ଖ୍ରୀଷ୍ଟଙ୍କଠାରେ ଧାର୍ମିକତା ହୋଇଅଛୁ” ବାକ୍ୟାଂଶର ଅର୍ଥ ଧାର୍ମିକତା ହୋଇଅଛୁ କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକିଭୁତ ହୋଇଅଛୁ ଏବଂ ଖ୍ରୀଷ୍ଟଙ୍କ ଦ୍ବାରା ଧାର୍ମିକ ହୋଇଅଛୁ ।
2:17 sge2 rc://*/ta/man/translate/figs-idiom εὑρέθημεν καὶ αὐτοὶ ἁμαρτωλοί 1 ଶବ୍ଦ “ହେବା ଦେଖାଗଲୁ” ରୁଢି ଅଟନ୍ତି ଯାହା ଏହି ଗୁରୁତ୍ବାରୋପ କରେ ଯେ “ଆମ୍ଭେମାନେ” ନିଶ୍ଚିତରୂପେ ପାପୀ ଅଟୁ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜାଣୁଅଛୁ ଯେ ଆମ୍ଭେମାନେ ନିଶ୍ଚିତରୂପେ ପାପୀ ଅଟୁ” (ଦେଖ: [[rc://or/ta/man/translate/figs-idiom]])
2:15 tz45 οὐκ ἐξ ἐθνῶν ἁμαρτωλοί 1 ଏଠାରେ **ପାପୀ** ଶବ୍ଦକୁ ଯିହୁଦୀମାନେ ଅଣ-ଯିହୁଦୀମାନଙ୍କ ସମକକ୍ଷ ଭାବରେ ବ୍ୟବହାର କରିଥିଲେ କାରଣ ଅଣ-ଯିହୁଦୀମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥା ନ ଥିଲା କିମ୍ବା ସେମାନେ ପାଳନ କରିନଥିଲେ । କେବଳ ଅଣ-ଯିହୁଦୀ ଲୋକମାନେ **ପାପୀ** କରିଛନ୍ତି, ପାଉଲ କହୁ ନାହାଁନ୍ତି । ଏହି ପତ୍ରର ଅବଶିଷ୍ଟ ଅଂଶ ସ୍ପଷ୍ଟ କରିବ ଯେ ଉଭୟ ଯିହୁଦୀ ଏବଂ ଅଣ-ଯିହୁଦୀମାନେ ପାପୀ ଏବଂ ଈଶ୍ବରଙ୍କ କ୍ଷମା ଆବଶ୍ୟକ କରନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବ ଯେ **ପାପୀ** ଶବ୍ଦ ବ୍ୟବହାର କରି ଯିହୁଦୀମାନେ ଅଣ-ଯିହୁଦୀମାନଙ୍କୁ ସୂଚାନ୍ତି । ବିକଳ୍ପ ଭାବରେ, ଆପଣ ସରଳ ଭାଷାରେ ଏହାର ଅର୍ଥ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଅଣ-ଯିହୁଦୀମାନେ, ଯେଉଁମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ କିମ୍ବା ସେମାନେ ପାଳନ କରନ୍ତି ନାହିଁ”
2:16 zy8p καὶ ἡμεῖς εἰς Χριστὸν Ἰησοῦν ἐπιστεύσαμεν 1
2:16 j6l1 rc://*/ta/man/translate/figs-exclusive εἰδότες 1
2:16 j7g5 rc://*/ta/man/translate/figs-synecdoche οὐ & σάρξ 1
2:17 vnp6 ζητοῦντες δικαιωθῆναι ἐν Χριστῷ 1
2:17 sge2 rc://*/ta/man/translate/figs-idiom εὑρέθημεν καὶ αὐτοὶ ἁμαρτωλοί 1
2:17 yy9s rc://*/ta/man/translate/figs-rquestion μὴ γένοιτο 1 "ଅବଶ୍ୟ, ତାହା ସତ୍ୟ ନୁହେଁ ! ଏହି ପ୍ରକାଶନ ଆଗାମୀ ଅଳଙ୍କାରିକ ପ୍ରଶ୍ନର ଦୃଢ ସମ୍ଭାବିତ ନକାରାତ୍ମକ ଉତ୍ତର ଦିଏ “ଖ୍ରୀଷ୍ଟ କି ପାପର ଦାସ ଅଟନ୍ତି ?” ତୁମମାନଙ୍କ ଭାଷାରେ ହୁଏତ ସମାନ ପ୍ରକାରର ପ୍ରକାଶନ ଥାଇପାରେ ଯାହାକୁ ତୁମେମାନେ ଏଠାରେ ବ୍ୟବହାର କରିପାରିବ । (ଦେଖ: [[rc://or/ta/man/translate/figs-rquestion]])
2:20 bb2x rc://*/ta/man/translate/guidelines-sonofgodprinciples Υἱοῦ τοῦ Θεοῦ 1 ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବତ୍ପୁର୍ଣ୍ଣ ସଜ୍ଞା ଅଟେ । (ଦେଖ: [[rc://or/ta/man/translate/guidelines-sonofgodprinciples]])
2:21 tj6l rc://*/ta/man/translate/figs-litotes οὐκ ἀθετῶ 1 ପାଉଲ ସାକରାତ୍ମକକୁ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ନକାରାତ୍ମକ ଉକ୍ତି କହନ୍ତି । ଅନ୍ୟ ଏକ ଅନୁବାଦରେ: “ମୁଁ ମୁଲ୍ୟାଙ୍କନ କରେ” (ଦେଖ: [[rc://or/ta/man/translate/figs-litotes]])

Can't render this file because it contains an unexpected character in line 71 and column 1453.