Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:07:17 +00:00
parent ee5561c718
commit 2beb0a2375
1 changed files with 1 additions and 1 deletions

View File

@ -261,7 +261,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 9 gt7u guidelines-sonofgodprinciples τοῦ ... Υἱοῦ 1 Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ। ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 10 gkj1 ὁ πιστεύων εἰς τὸν Υἱὸν τοῦ Θεοῦ, ἔχει τὴν μαρτυρίαν ἐν αὑτῷ 1 Anyone who believes in the Son of God has the testimony in himself ଯୋହନ **ସାକ୍ଷ୍ୟ** ବିଷୟରେ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ବସ୍ତୁ ଯାହା ବିଶ୍ଵାସୀମାନଙ୍କ ମଧ୍ୟରେ ରହିପାରେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଗ୍ରହଣ କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 10 j255 ψεύστην πεποίηκεν αὐτόν 1 has made him out to be a liar [1:10](https://create.translationcore.com/01/10.md) ପରି, ଆପଣଙ୍କ  ଅନୁବାଦରେ ଈଶ୍ଵର  ପ୍ରକୃତରେ ଏଠାରେ ମିଥ୍ୟାବାଦୀ ନୁହନ୍ତି ବୋଲି ସ୍ପଷ୍ଟ କରନ୍ତୁ । ବରଂ, ଯେହେତୁ ଈଶ୍ଵର  କହିଛନ୍ତି ଯେ ଯୀଶୁ ତାହାଙ୍କ ପୁତ୍ର ଅଟନ୍ତି, ତେଣୁ ଜଣେ ବ୍ୟକ୍ତି ଯିଏ ବିଶ୍ଵାସ କରେ ନାହି ସେ  ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି କହିବ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହିବା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 10 sii2 ὅτι οὐ πεπίστευκεν ... τὴν μαρτυρίαν ἣν μεμαρτύρηκεν ὁ Θεὸς περὶ τοῦ Υἱοῦ αὐτοῦ 1 because he has not believed the witness that God has given concerning his Son If it is unnatural in your language to use both the noun **testimony** and the verb **testified**, you can use just one form of the word in your translation. Alternate translation: “what God has solemnly said to be true about his Son”
1JN 5 10 sii2 ὅτι οὐ πεπίστευκεν ... τὴν μαρτυρίαν ἣν μεμαρτύρηκεν ὁ Θεὸς περὶ τοῦ Υἱοῦ αὐτοῦ 1 because he has not believed the witness that God has given concerning his Son ଯଦି ଉଭୟ ବିଶେଷ୍ୟ ସାକ୍ଷ୍ୟ ଏବଂ ସାକ୍ଷ୍ୟ ଦେଉଥିବା ବ୍ୟବହାର କରିବା ଆପଣଙ୍କ ଭାଷାରେ ଅସ୍ୱାଭାବିକ, ତେବେ ଆପଣ ଆପଣଙ୍କ ଅନୁବାଦରେ ଏହି ଶବ୍ଦର ମଧ୍ୟରୁ କେବଳ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହା ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ବୋଲି କହିଛନ୍ତି ।"
1JN 5 11 bi7k καὶ αὕτη ἐστὶν ἡ μαρτυρία 1 And the witness is this ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ ପୁତ୍ରଙ୍କ ବିଷୟରେ ଏହା କହିଛନ୍ତି”
1JN 5 11 k2qn figs-abstractnouns ζωὴν 1 life [4:9](https://create.translationcore.com/04/09.md) ପରି, **ଅନନ୍ତ ଜୀବନ** ଅର୍ଥ ଦୁଇଟି ଅର୍ଥକୁ ବୁଝାଏ। ଏହାର ଅର୍ଥ ଏହି ଜୀବନରେ ଈଶ୍ଵରଙ୍କଠାରୁ ଏକ ନୂତନ ଉପାୟରେ ବଞ୍ଚିବା ପାଇଁ ଶକ୍ତି ପ୍ରାପ୍ତ କରିବା, ଏବଂ ଏହାର ଅର୍ଥ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବା ମଧ୍ୟ ଅଟେ । [4:9](https://create.translationcore.com/04/09.md)ରେ ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କଲେ ଦେଖନ୍ତୁ । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 11 u1w5 αὕτη ... ἡ ... ζωὴ ἐν τῷ Υἱῷ αὐτοῦ ἐστιν 1 this life is in his Son **ଜୀବନ** ଯେପରି ଏକ ବସ୍ତୁ ଯାହା ଯୀଶୁଙ୍କ ଭିତରେ ଥିଲା ସେହି ବିଷୟରେ ଯୋହନ ଏହାକୁ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି, ଯେଉଁ ଜୀବନକୁ ଲୋକମାନେ ତାହାଙ୍କ  ପୁତ୍ର ଯୀଶୁଙ୍କଠାରେ ବିଶ୍ୱାସ କରି ପ୍ରାପ୍ତ କରନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it is too large.