Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-19 17:00:29 +00:00
parent 4c823c4405
commit 2ba8d62248
1 changed files with 1 additions and 1 deletions

View File

@ -2419,7 +2419,7 @@ LUK 20 1 vtg4 ἐν τῷ ἱερῷ 1 in the temple କେବଳ ଯାଜକ
LUK 20 3 vcn1 0 General Information:
LUK 20 3 qn89 ἀποκριθεὶς δὲ εἶπεν πρὸς αὐτούς 1 So he answered and said to them **ଉତ୍ତର ଦେଇ** ଏବଂ **କହିଲେ** ଉଭୟ ଶବ୍ଦର ଅର୍ଥ ଯିହୁଦୀ ନେତାଙ୍କ ପ୍ରଶ୍ନର ଉତ୍ତରରେ ଯୀଶୁ ଯାହା କହିଛନ୍ତି । ବିକଳ୍ପ ଅନୁବାଦ: “ସେ ପ୍ରଶ୍ନର ଉତ୍ତର ଦେଲେ” (ଦେଖନ୍ତୁ: [[rc://en/ta/man/translate/figs-hendiadys]])
LUK 20 3 ku6a ἐρωτήσω ὑμᾶς κἀγὼ λόγον καὶ εἴπατέ μοι 1 I will also ask you a question, and you tell me ଏଠାରେ ଯୀଶୁ ଏକ ବାକ୍ୟ ସହ ତାଙ୍କର ପ୍ରତିକ୍ରିୟା ଆରମ୍ଭ କରନ୍ତି, କିନ୍ତୁ ତା’ପରେ ସେ ଏକ ଆଦେଶ ଦିଅନ୍ତି, **ତୁମ୍ଭେମାନେ ମୋତେ କୁହ** । ଏଠାରେ ବିବୃତ୍ତିକୁ ଗୋଟିଏ ବାକ୍ୟ କରିବା ଏବଂ ଆଜ୍ଞାକୁ ଅନ୍ୟ ବାକ୍ୟରେ ପରିଣତ କରିବା ସହାୟକ ହୋଇପାରେ, ଯାହା ପରବର୍ତ୍ତୀ ପଦକୁ ବୁଝାଏ । ବିକଳ୍ପ ଅନୁବାଦ: “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି । ବର୍ତ୍ତମାନ ତୁମ୍ଭେମାନେ ମୋତେ କୁହ”
LUK 20 4 uph3 figs-rquestion ἐξ οὐρανοῦ ἦν ἢ ἐξ ἀνθρώπων 1 was it from heaven or from men ଯୀଶୁ ଜାଣନ୍ତି ଯେ ଯୋହନଙ୍କ ଅଧିକାର ସ୍ୱର୍ଗରୁ ଆସିଥିଲା, ତେଣୁ ସେ କୌଣସି ତଥ୍ୟ ନିମନ୍ତେ ପଚାରନ୍ତି ନାହିଁ I ସେ ଏକ ପ୍ରଶ୍ନ ପଚାରୁଛନ୍ତି, ଯେପରି ଶୁଣୁଥିବା ଲୋକମାନଙ୍କୁ ଯିହୂଦୀ ନେତାମାନଙ୍କୁ କହିବାକୁ ପଡ଼ିବ ଯେ ସେମାନେ କଅଣ ଚିନ୍ତା କରୁଛନ୍ତି I ଏହି ପ୍ରଶ୍ନ ଆଳଙ୍କାରିକ ଅଟେ ମାତ୍ର ତୁମକୁ ହୁଏତ ଏହାକୁ ଏକ ପ୍ରଶ୍ନ ଭାବରେ ଅନୁବାଦ କରିବାକୁ ହେବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କଅଣ ଭାବୁଛ ଯେ ଲୋକମାନଙ୍କୁ ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କ ଅଧିକାର ସ୍ୱର୍ଗରୁ ଆସିଛି ବା ମନୁଷ୍ୟମାନଙ୍କଠାରୁ ଆସିଛି” ବା “କଅଣ ଈଶ୍ୱର ନିଜେ ଲୋକମାନଙ୍କୁ ବାପ୍ତିସ୍ମ ଦେବା ପାଇଁ ଯୋହନଙ୍କୁ ଅଧିକାର ଦେଲେ, ବା ଲୋକମାନେ ତାହା କରିବା ନିମନ୍ତେ ତାଙ୍କୁ କହିଲେ” (ଦେଖ: [[rc://or/ta/man/translate/figs-rquestion]])
LUK 20 4 uph3 figs-rquestion ἐξ οὐρανοῦ ἦν ἢ ἐξ ἀνθρώπων 1 was it from heaven or from men ଏଠାରେ ଯୀଶୁ ଜାଣନ୍ତି ଯେ ଯୋହନଙ୍କ ଅଧିକାର ଈଶ୍ଵରଙ୍କଠାରୁ ଆସିଛି, ତେଣୁ ସେ ଯିହୁଦୀ ନେତାମାନଙ୍କୁ ସୂଚନା ମାଗୁ ନାହାଁନ୍ତି ।  ଅବଶ୍ୟ, ଏହା ଏକ ଆଳଙ୍କାରିକ ପ୍ରଶ୍ନ ନୁହେଁ ଯାହା ଏକ ବିବୃତ୍ତି ଭାବରେ ଅନୁବାଦ କରାଯାଇପାରେ, ଉଦାହରଣ ସ୍ୱରୂପ, “ନିଶ୍ଚିତ ଭାବରେ ତୁମ୍ଭେମାନେ ସ୍ୱୀକାର କରିବା ଉଚିତ ଯେ ଈଶ୍ଵର ଯୋହନଙ୍କୁ ବାପ୍ତିଜିତ କରିବାର ଅଧିକାର ଦେଇଛନ୍ତି, ଲୋକମାନଙ୍କୁ ନୁହେଁ ।” ଏହା ଏକ ପ୍ରକୃତ ପ୍ରଶ୍ନ ଅଟେ ଯାହା ଯୀଶୁ ଚାହାଁନ୍ତି ଯେ ଯିହୁଦୀ ନେତାମାନେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ, କାରଣ ସେ ଜାଣନ୍ତି ଯେ ସେମାନେ ଉତ୍ତର ଦେଲେ, ସେମାନେ ଅସୁବିଧାର ସମ୍ମୁଖିନ ହେବେ ।  ତେଣୁ ତାଙ୍କ ବାକ୍ୟକୁ ଏକ ପ୍ରଶ୍ନ ଭାବରେ ଅନୁବାଦ କରାଯିବା ଉଚିତ ।  ବିକଳ୍ପ  ଅନୁବାଦ: “ଯୋହନଙ୍କୁ ଲୋକମାନଙ୍କୁ ବାପ୍ତିସ୍ମ ଦେବାକୁ ଈଶ୍ଵର କହିଥିଲେ ନା ଲୋକମାନେ ତାହା କରିବାକୁ କହିଥିଲେ?”<br>
LUK 20 4 z7cg figs-metonymy ἐξ οὐρανοῦ 1 from heaven "ଈଶ୍ୱରଙ୍କଠାରୁ I ଯିହୂଦୀ ଲୋକମାନେ ଈଶ୍ୱରଙ୍କୁ ତାଙ୍କ ନାମ “ଯିହୋବା” ଦ୍ୱାରା ସମ୍ବୋଧନ କରିବା ପାଇଁ ଏଡ଼ାଇ ଦେଇଥିଲେ I ଅନେକ ସମୟରେ ସେମାନେ ତାଙ୍କୁ ବୁଝାଇବା ପାଇଁ “ସ୍ୱର୍ଗ” ଶବ୍ଦ ବ୍ୟବହାର କରୁଥିଲେ I (ଦେଖ: [[rc://or/ta/man/translate/figs-metonymy]])
LUK 20 5 mn6x οἱ ... συνελογίσαντο 1 they reasoned ସେମାନେ ଆଲୋଚନା କଲେ ବା “ସେମାନେ ସେମାନଙ୍କ ଉତ୍ତର ସମ୍ପର୍କରେ ବିଚାର ବିମର୍ଶ କଲେ”"
LUK 20 5 a3r8 πρὸς ἑαυτοὺς 1 among themselves ସେମାନଙ୍କ ମଧ୍ୟରେ ବା “ପରସ୍ପର ସହିତ”

Can't render this file because it is too large.