Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-06 18:13:12 +00:00
parent d8b5a78242
commit 2af6c6e69c
1 changed files with 28 additions and 28 deletions

View File

@ -24,30 +24,30 @@ LUK 1 7 c7cj καὶ 1 କିନ୍ତୁ ଏହି ଶବ୍ଦ ଏକ ଭି
LUK 1 8 jr7f ἐγένετο δὲ 1 ଏବଂ ଏହିପରି ହେଲା ଏହି ବାକ୍ୟାଂଶ ପୃଷ୍ଠଭୂମି ସୂଚନାରୁ ଏକ ପରିବର୍ତ୍ତନକୁ ଚିହ୍ନିତ କରେ ଯାହା ଲୂକ ପ୍ରଥମ ଘଟଣାର ଅଂଶଗ୍ରହଣକାରୀଙ୍କ ବିଷୟରେ ପ୍ରଦାନ କରନ୍ତି । ଯଦି ଆପଣଙ୍କ ଭାଷାରେ ଏହିପରି ସମାନ ଅଭିବ୍ୟକ୍ତି ଅଛି ଯାହା ଏକ ଘଟଣାକୁ ପରିଚିତ କରାଇବା ପାଇଁ ବ୍ୟବହାର ହୁଏ, ଆପଣ ଏହାକୁ ଆପଣଙ୍କ ଅନୁବାଦରେ ଏଠାରେ ବ୍ୟବହାର କରିପାରିବେ । (ଦେଖନ୍ତୁ: [[rc://en/ta/man/translate/writing-newevent]])
LUK 1 8 vyl8 figs-explicit ἐν τῷ ἱερατεύειν αὐτὸν ... ἔναντι τοῦ Θεοῦ 1 while Zechariah was performing his priestly duties before God ଈଶ୍ଵରଙ୍କ ସମ୍ମୁଖରେ, ଅର୍ଥାତ୍ **ଈଶ୍ଵରଙ୍କ ସାମ୍ନାରେ** ଅର୍ଥାତ୍ ଜିଖରୀୟ ଈଶ୍ଵରଙ୍କ ଉପସ୍ଥିତିରେ ଯାଜକ ଭାବରେ ତାଙ୍କର ସେବା ପ୍ରଦାନ କରୁଥିଲେ । ବିକଳ୍ପ ଅନୁବାଦ: “ଯେତେବେଳେ ଜିଖରୀୟ ଯାଜକ ଭାବରେ ଈଶ୍ଵରଙ୍କ ସେବା କରୁଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 8 wed9 ἐν τῇ τάξει τῆς ἐφημερίας αὐτοῦ 1 in the order of his division ଏହା ପୃଷ୍ଠଭୂମି ସୂଚନା ଅଟେ ଯାହା ବ୍ୟାଖ୍ୟା କରେ ଯେ ଜିଖରୀୟ ଏହି ସମୟରେ ଯାଜକ ଭାବରେ କାହିଁକି ସେବା କରୁଥିଲେ? ବିକଳ୍ପ ଅନୁବାଦ: “କାରଣ ଏହା ତାଙ୍କ ଦଳର ସେବା ପାଳିଥିଲା ।”(ଦେଖନ୍ତୁ: [[rc://en/ta/man/translate/writing-background]])
LUK 1 9 vq5g writing-background κατὰ τὸ ἔθος τῆς ἱερατείας, ἔλαχε τοῦ θυμιᾶσαι 1 According to the custom of the priesthood ... to burn incense ଯାଜକମାନେ ନିର୍ଦ୍ଦିଷ୍ଟ ସେବା କରିବା ପାଇଁ  କିପରି ସେମାନଙ୍କ ଦଳର ସଦସ୍ୟମାନଙ୍କୁ ମନୋନୀତ କରୁଥିଲେ
ସେ ବିଷୟରେ ଲୂକ ପୃଷ୍ଠଭୂମି ସୂଚନା ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଯାଜକମାନେ ବହୁ ଗୁଲିବାଣ୍ଟ କରି
ତାଙ୍କୁ ସେମାନଙ୍କର ରୀତି ଅନୁଯାୟୀ ମନୋନୀତ
କଲ” (ଦେଖନ୍ତୁ: [[rc://en/ta/man/translate/writing-background]])
LUK 1 9 vq5g writing-background κατὰ τὸ ἔθος τῆς ἱερατείας, ἔλαχε τοῦ θυμιᾶσαι 1 According to the custom of the priesthood ... to burn incense ଯାଜକମାନେ ନିର୍ଦ୍ଦିଷ୍ଟ ସେବା କରିବା ପାଇଁ  କିପରି ସେମାନଙ୍କ ଦଳର ସଦସ୍ୟମାନଙ୍କୁ ମନୋନୀତ କରୁଥିଲେ ସେ ବିଷୟରେ ଲୂକ ପୃଷ୍ଠଭୂମି ସୂଚନା ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଯାଜକମାନେ ବହୁ ଗୁଲିବାଣ୍ଟ କରି ତାଙ୍କୁ ସେମାନଙ୍କର ରୀତି ଅନୁଯାୟୀ ମନୋନୀତ କଲ” (ଦେଖନ୍ତୁ: [[rc://en/ta/man/translate/writing-background]])
LUK 1 9 s2vv τὸ ἔθος 1
LUK 1 9 pa9c ἔλαχε 1 କୌଣସି ବିଷୟରେ ସ୍ଥିର କରିବାରେ ସାହାଯ୍ୟ କରିବା ପାଇଁ ଭୂମିରେ ** ପଥର ** ପକାଇ ଗୁଳିବାଣ୍ଟ କରାଯାଉଥିଲା । ଯାଜକମାନେ ବିଶ୍ଵାସ କରୁଥିଲେ ଏକ ନିର୍ଦ୍ଧିଷ୍ଟ ସେବାକାର୍ଯ୍ୟ ପାଇଁ ଈଶ୍ଵର କେଉଁ ଯାଜକକୁ ମନୋନୀତ କରିବାକୁ ଇଚ୍ଛା କରନ୍ତି ତାହା ସେ ଗୁଳିବାଣ୍ଟ କରିବାରେ ମାର୍ଗଦର୍ଶନ କରିବେ । ଯଦି ଆପଣଙ୍କର ସଂସ୍କୃତିର ସମାନ ବସ୍ତୁ ଅଛି, ତେବେ ଆପଣ ଏଠାରେ ସେହି ଶବ୍ଦକୁ ବ୍ୟବହାର କରିପାରିବେ । ବିକଳ୍ପ
ଅନୁବାଦ: “ଏକ ଚିହ୍ନିତ ପଥର ପକାଇ” (ଦେଖନ୍ତୁ: [[rc://en/ta/man/translate/translate-unknown]])
LUK 1 9 ph9z τοῦ θυμιᾶσαι 1 to burn incense **ଧୂପ ** ଶବ୍ଦ ଏକ ପଦାର୍ଥକୁ ବର୍ଣ୍ଣନା କରେ ଯାହା ଜଳିବା ସମୟରେ ଏକ ସୂଗନ୍ଧ
ଦେଇଥାଏ । ଯାଜକମାନେ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ମନ୍ଦିର ଭିତରେ ଥିବା ଏକ ବିଶେଷ ବେଦୀରେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରି ଜାଳୁଥିଲେ । ଯଦି
ଆପଣଙ୍କର ଭାଷାରେ ଏହି ପଦାର୍ଥ ପାଇଁ ଏକ ଶବ୍ଦ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ
ଅନୁବାଦ: “ଏକ ପଦାର୍ଥ ଜାଳିବାକୁ ଯାହାକି ଭଗବାନଙ୍କୁ ଭେଟି ଭାବରେ ଏକ ମଧୁର ଗନ୍ଧ ସୃଷ୍ଟି କରେ”
। (ଦେଖନ୍ତୁ: [[rc://en/ta/man/translate/translate-unknown]])
LUK 1 10 bjl6 πᾶν τὸ πλῆθος ... τοῦ λαοῦ 1 the whole crowd of people ଏହି ଅଭିବ୍ୟକ୍ତି, ଯଦି ଆକ୍ଷରିକ ଭାବରେ ନିଆଯାଏ, ଏହାର ଅର୍ଥ ଯିହୁଦୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅଟନ୍ତି, କିନ୍ତୁ
ଏହା ପ୍ରକୃତରେ ଏକ ସାଧାରଣକରଣ ଯାହା ଏହି ଲୋକସମୂହ କେତେ ବଡ଼ ତାହା ଉପରେ ଗୁରୁତ୍ୱ ଦେବା ପାଇଁ
ଲୂକ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ବହୁ ସଂଖ୍ୟକ ଲୋକ”
(ଦେଖନ୍ତୁ: [[rc://en/ta/man/translate/figs-hyperbole]])
LUK 1 10 ntl8 figs-explicit ἔξω 1 outside ଏହି ଶବ୍ଦଟି ମନ୍ଦିରକୁ ଘେରି ରହିଥିବା ଆବଦ୍ଧ ଅଞ୍ଚଳ କିମ୍ବା ପ୍ରାଙ୍ଗଣକୁ ସମ୍ପୂର୍ଣ୍ଣ ଭାବରେ ସୂଚାଏ। ବିକଳ୍ପ ଅନୁବାଦ: “ମନ୍ଦିର ଭବନ
ବାହାରେ ପ୍ରାଙ୍ଗଣରେ ।” (ଦେଖନ୍ତୁ:
[[rc://en/ta/man/translate/figs-explicit]])
LUK 1 10 uwu7 τῇ ὥρᾳ 1 at the hour ଘଣ୍ଟା ଶବ୍ଦର ସାଙ୍କେତିକ ଅର୍ଥ ** ସମୟ ** ଅଟେ । ଏହା
ଧୂପ ଅର୍ପଣ ପାଇଁ ସକାଳ କିମ୍ବା ସନ୍ଧ୍ୟା ସମୟକୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ଯେତେବେଳେ ଧୂପ ଅର୍ପଣ କରିବାର ସମୟ ଆସିଲା” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 9 pa9c ἔλαχε 1 କୌଣସି ବିଷୟରେ ସ୍ଥିର କରିବାରେ ସାହାଯ୍ୟ କରିବା ପାଇଁ ଭୂମିରେ ପଥର ପକାଇ **ଗୁଳିବାଣ୍ଟ** କରାଯାଉଥିଲା । ଯାଜକମାନେ ବିଶ୍ଵାସ କରୁଥିଲେ ଏକ ନିର୍ଦ୍ଧିଷ୍ଟ ସେବାକାର୍ଯ୍ୟ ପାଇଁ ଈଶ୍ଵର କେଉଁ ଯାଜକକୁ ମନୋନୀତ କରିବାକୁ ଇଚ୍ଛା କରନ୍ତି ତାହା ସେ ଗୁଳିବାଣ୍ଟ କରିବାରେ ମାର୍ଗଦର୍ଶନ କରିବେ । ଯଦି ଆପଣଙ୍କର ସଂସ୍କୃତିର ସମାନ ବସ୍ତୁ ଅଛି, ତେବେ ଆପଣ ଏଠାରେ ସେହି ଶବ୍ଦକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏକ ଚିହ୍ନିତ ପଥର ପକାଇ” (ଦେଖନ୍ତୁ: [[rc://en/ta/man/translate/translate-unknown]])
LUK 1 9 ph9z τοῦ θυμιᾶσαι 1 to burn incense **ଧୂପ** ଶବ୍ଦ ଏକ ପଦାର୍ଥକୁ ବର୍ଣ୍ଣନା କରେ ଯାହା ଜଳିବା ସମୟରେ ଏକ ସୂଗନ୍ଧ ଦେଇଥାଏ । ଯାଜକମାନେ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ମନ୍ଦିର ଭିତରେ ଥିବା ଏକ ବିଶେଷ ବେଦୀରେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରି ଜାଳୁଥିଲେ । ଯଦି
ଆପଣଙ୍କର ଭାଷାରେ ଏହି ପଦାର୍ଥ ପାଇଁ ଏକ ଶବ୍ଦ ଅଛି, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ । ବିକଳ୍ପ
ଅନୁବାଦ: “ଏକ ପଦାର୍ଥ ଜାଳିବାକୁ ଯାହାକି ଭଗବାନଙ୍କୁ ଭେଟି ଭାବରେ ଏକ ମଧୁର ଗନ୍ଧ ସୃଷ୍ଟି କରେ” । (ଦେଖନ୍ତୁ: [[rc://en/ta/man/translate/translate-unknown]])
LUK 1 10 bjl6 πᾶν τὸ πλῆθος ... τοῦ λαοῦ 1 the whole crowd of people ଏହି ଅଭିବ୍ୟକ୍ତି, ଯଦି ଆକ୍ଷରିକ ଭାବରେ ନିଆଯାଏ, ଏହାର ଅର୍ଥ ଯିହୁଦୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅଟନ୍ତି, କିନ୍ତୁ ଏହା ପ୍ରକୃତରେ ଏକ ସାଧାରଣକରଣ ଯାହା ଏହି ଲୋକସମୂହ କେତେ ବଡ଼ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ଲୂକ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ବହୁ ସଂଖ୍ୟକ ଲୋକ” (ଦେଖନ୍ତୁ: [[rc://en/ta/man/translate/figs-hyperbole]])
LUK 1 10 ntl8 figs-explicit ἔξω 1 outside ଏହି ଶବ୍ଦଟି ମନ୍ଦିରକୁ ଘେରି ରହିଥିବା ଆବଦ୍ଧ ଅଞ୍ଚଳ କିମ୍ବା ପ୍ରାଙ୍ଗଣକୁ ସମ୍ପୂର୍ଣ୍ଣ ଭାବରେ ସୂଚାଏ। ବିକଳ୍ପ ଅନୁବାଦ: “ମନ୍ଦିର ଭବନ
ବାହାରେ ପ୍ରାଙ୍ଗଣରେ ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 10 uwu7 τῇ ὥρᾳ 1 at the hour ଘଣ୍ଟା ଶବ୍ଦର ସାଙ୍କେତିକ ଅର୍ଥ **ସମୟ** ଅଟେ । ଏହା ଧୂପ ଅର୍ପଣ ପାଇଁ ସକାଳ କିମ୍ବା ସନ୍ଧ୍ୟା ସମୟକୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ଯେତେବେଳେ ଧୂପ ଅର୍ପଣ କରିବାର ସମୟ ଆସିଲା” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 11 qyk5 0
LUK 1 11 b8b7 δὲ 1 Then ଏହି ଶବ୍ଦ ସୂଚାଏ ଯେ ଏହା ପରିଚିତ କରୁଥିବା ଘଟଣାଟି ସେହି ସମୟରେ ଘଟିଥିଲା ଯେପରି କାହାଣୀଟି ସମ୍ପୃକ୍ତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ସେହି “ସମୟରେ ଏକ ବାକ୍ୟାଂଶ ବ୍ୟବହାର କରି ଏହି ସମ୍ପର୍କକୁ
ପ୍ରକାଶ କରିପାରିବେ ।”
(ଦେଖନ୍ତୁ: [[rc://en/ta/man/translate/grammar-connect-time-simultaneous]])
LUK 1 11 c8ss ὤφθη ... αὐτῷ 1 appeared to him ଯେତେବେଳେ ଦୂତ ଦର୍ଶନ ଦେଲେ ବୋଲି ଲୂକ କହନ୍ତି, ଏହାର ଅର୍ଥ ଜିଖରୀୟ କେବଳ ଦୂତଙ୍କୁ ଏକ ** ଦର୍ଶନରେ
** ଦେଖିଲେ ତାହା ନୁହେଁ । ବରଂ, ଏହି
ଅଭିବ୍ୟକ୍ତିର ଅର୍ଥ ଏହା ଯେ ଦୂତ ପ୍ରକୃତରେ ଜିଖରୀୟଙ୍କ ସହ ଉପସ୍ଥିତ ଥିଲେ । ବିକଳ୍ପ
ଅନୁବାଦ: “ହଠାତ୍ ଜିଖରୀୟଙ୍କ ସହ ସେଠାରେ ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 12 r3aa ἐταράχθη Ζαχαρίας ... φόβος ἐπέπεσεν ἐπ’ αὐτόν 1 Zechariah was troubled ... fear fell on him ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଜିଖରୀୟ
କେତେ ଭୟଭୀତ ଥିଲେ, ତାହା ଦର୍ଶାଇବାକୁ
ଲୂକ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ
ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଏକତ୍ର କରିପାରିବେ । ବିକଳ୍ପ
ଅନୁବାଦ: “ଜିଖରୀୟ ବହୁତ ଭୟଭୀତ ହେଲେ” (ଦେଖନ୍ତୁ: [[rc://en/ta/man/translate/figs-parallelism]])
LUK 1 12 d1zm Ζαχαρίας ἰδών 1 When Zechariah saw him ଏହାର ଅର୍ଥ ଜିଖରୀୟ ଭୟଭୀତ ଥିଲେ କାରଣ ଦୂତ ଗୌରବମୟ ଏବଂ ଶକ୍ତିଶାଳୀ ଦେଖାଯାଉଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । (ଲୂକ ବର୍ତ୍ତମାନ କହିଛନ୍ତି ଯେ ଜିଖରୀୟ ଜଣେ ଧାର୍ମିକ ଏବଂ ନିର୍ଦ୍ଦୋଷ ବ୍ୟକ୍ତି ଥିଲେ, ତେଣୁ ସେ କିଛି ଭୁଲ୍ କରିଛନ୍ତି ତେଣୁ ଦୂତ ତାଙ୍କୁ ଦଣ୍ଡ ଦେବାକୁ ଯାଉଛନ୍ତି ତାହା ଦେଖି ସେ ଭୟଭୀତ ଥିଲେ ବୋଲି ବିଚାର ଏଥିରେ ଦେବା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ଵନ୍ଦ ସୃଷ୍ଟି କରିପାରେ।) ବିକଳ୍ପ ଅନୁବାଦ: ଯେତେବେଳେ ସେ ଦେଖିଲେ ଯେ ଦୂତ କେତେ ଗୌରବମୟ ଓ ଶକ୍ତିଶାଳୀ ଥିଲେ। ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 11 b8b7 δὲ 1 Then ଏହି ଶବ୍ଦ ସୂଚାଏ ଯେ ଏହା ପରିଚିତ କରୁଥିବା ଘଟଣାଟି ସେହି ସମୟରେ ଘଟିଥିଲା ଯେପରି କାହାଣୀଟି ସମ୍ପୃକ୍ତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ସେହି “ସମୟରେ ଏକ ବାକ୍ୟାଂଶ ବ୍ୟବହାର କରି ଏହି ସମ୍ପର୍କକୁ ପ୍ରକାଶ କରିପାରିବେ ।” (ଦେଖନ୍ତୁ: [[rc://en/ta/man/translate/grammar-connect-time-simultaneous]])
LUK 1 11 c8ss ὤφθη ... αὐτῷ 1 appeared to him ଯେତେବେଳେ ଦୂତ ଦର୍ଶନ ଦେଲେ ବୋଲି ଲୂକ କହନ୍ତି, ଏହାର ଅର୍ଥ ଜିଖରୀୟ କେବଳ ଦୂତଙ୍କୁ ଏକ **ଦର୍ଶନରେ** ଦେଖିଲେ ତାହା ନୁହେଁ । ବରଂ, ଏହି ଅଭିବ୍ୟକ୍ତିର ଅର୍ଥ ଏହା ଯେ ଦୂତ ପ୍ରକୃତରେ ଜିଖରୀୟଙ୍କ ସହ ଉପସ୍ଥିତ ଥିଲେ । ବିକଳ୍ପ ଅନୁବାଦ: “ହଠାତ୍ ଜିଖରୀୟଙ୍କ ସହ ସେଠାରେ ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 12 r3aa ἐταράχθη Ζαχαρίας ... φόβος ἐπέπεσεν ἐπ’ αὐτόν 1 Zechariah was troubled ... fear fell on him ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଜିଖରୀୟ କେତେ ଭୟଭୀତ ଥିଲେ, ତାହା ଦର୍ଶାଇବାକୁ ଲୂକ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ଜିଖରୀୟ ବହୁତ ଭୟଭୀତ ହେଲେ” (ଦେଖନ୍ତୁ: [[rc://en/ta/man/translate/figs-parallelism]])
LUK 1 12 d1zm Ζαχαρίας ἰδών 1 When Zechariah saw him ଏହାର ଅର୍ଥ ଜିଖରୀୟ ଭୟଭୀତ ଥିଲେ କାରଣ ଦୂତ ଗୌରବମୟ ଏବଂ ଶକ୍ତିଶାଳୀ ଦେଖାଯାଉଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । (ଲୂକ ବର୍ତ୍ତମାନ କହିଛନ୍ତି ଯେ ଜିଖରୀୟ ଜଣେ ଧାର୍ମିକ ଏବଂ ନିର୍ଦ୍ଦୋଷ ବ୍ୟକ୍ତି ଥିଲେ, ତେଣୁ ସେ କିଛି ଭୁଲ୍ କରିଛନ୍ତି ତେଣୁ ଦୂତ ତାଙ୍କୁ ଦଣ୍ଡ ଦେବାକୁ ଯାଉଛନ୍ତି ତାହା ଦେଖି ସେ ଭୟଭୀତ ଥିଲେ ବୋଲି ବିଚାର ଏଥିରେ ଦେବା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ଵନ୍ଦ ସୃଷ୍ଟି କରିପାରେ।) ବିକଳ୍ପ ଅନୁବାଦ: ଯେତେବେଳେ ସେ ଦେଖିଲେ ଯେ ଦୂତ କେତେ ଗୌରବମୟ ଓ ଶକ୍ତିଶାଳୀ ଥିଲେ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 12 sfb1 figs-metaphor φόβος ἐπέπεσεν ἐπ’ αὐτόν 1 fear fell on him ଲୂକ ଜିଖରୀୟଙ୍କ **ଭୟକୁ** ସାଙ୍କେତିକ ଭାବରେ ବର୍ଣ୍ଣନା କରନ୍ତି ଯେପରି ଏହା ଏକ ବସ୍ତୁ ଅଟେ  ଯାହା ତାଙ୍କୁ ସକ୍ରିୟ ଭାବରେ ଆକ୍ରମଣ କରିପାରେ । ବିକଳ୍ପ ଅନୁବାଦ: “ଏହା ତାଙ୍କୁ ବହୁତ ଭୟଭୀତ କଲା” (ଦେଖନ୍ତୁ: [[rc://en/ta/man/translate/figs-personification]])
LUK 1 13 ki8l μὴ φοβοῦ 1 Do not be afraid ଯେତେବେଳେ ସ୍ୱର୍ଗଦୂତ ଏହି ଶବ୍ଦଗୁଡ଼ିକୁ ଏକ ଆଦେଶ ଆକାରରେ କୁହନ୍ତି, ସେ ପ୍ରକୃତରେ ଜିଖରୀୟଙ୍କୁ ତାଙ୍କୁ ସାହାଯ୍ୟ ଏବଂ ଉତ୍ସାହିତ କରିବାକୁ କିଛି କହୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେ ଭୟ କରିବା ଆବଶ୍ୟକ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-imperative]])
LUK 1 13 es4l figs-activepassive εἰσηκούσθη ἡ δέησίς σου 1 your prayer has been heard ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ, ଏବଂ କ୍ରିୟା କରେ ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ଈଶ୍ଵର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
LUK 1 13 es4l figs-activepassive εἰσηκούσθη ἡ δέησίς σου 1 your prayer has been heard ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ, ଏବଂ କ୍ରିୟା କରେ ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 13 p98p γεννήσει υἱόν σοι 1
LUK 1 14 n654 figs-doublet ἔσται χαρά σοι καὶ ἀγαλλίασις 1 There will be joy and gladness to you **ଆନନ୍ଦ** ଓ **ଉଲ୍ଲାସ** ଶବ୍ଦର ଅର୍ଥ ସମାନ ଅଟେ । ଦୂତ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ
ଏକତ୍ର ବ୍ୟବହାର କରନ୍ତି । ବିକଳ୍ପ
ଅନୁବାଦ: “ତୁମ୍ଭେ ବହୁତ ଖୁସି ହେବ” (ଦେଖନ୍ତୁ:
[[rc://en/ta/man/translate/figs-doublet]])
LUK 1 14 n654 figs-doublet ἔσται χαρά σοι καὶ ἀγαλλίασις 1 There will be joy and gladness to you **ଆନନ୍ଦ** ଓ **ଉଲ୍ଲାସ** ଶବ୍ଦର ଅର୍ଥ ସମାନ ଅଟେ । ଦୂତ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ବିକଳ୍ପ
ଅନୁବାଦ: “ତୁମ୍ଭେ ବହୁତ ଖୁସି ହେବ” (ଦେଖନ୍ତୁ: [[rc://en/ta/man/translate/figs-doublet]])
LUK 1 14 q1p8 ἐπὶ τῇ γενέσει αὐτοῦ 1 at his birth ଅନେକ ଲୋକ ଆନନ୍ଦିତ ହେବାର କାରଣକୁ **ରେ** ଶବ୍ଦଟି ଉପସ୍ଥାପନ କରେ । ବିକଳ୍ପ ଅନୁବାଦ: “କାରଣ ସେ ଜନ୍ମ
ହୋଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
LUK 1 15 td57 ἔσται γὰρ μέγας 1 For he will be great ଯୋହନଙ୍କ ଜନ୍ମରେ ଲୋକମାନେ କାହିଁକି ଆନନ୍ଦିତ ହେବେ ତାହା **କାରଣ** ଶବ୍ଦଟି ପରିଚିତ କରାଏ । ବିକଳ୍ପ ଅନୁବାଦ: “ଏହା ହେବ କାରଣ
ସେମାନେ କହିବାକୁ ସମର୍ଥ ହେବେ ଯେ ସେ ଜଣେ ମହାନ ବ୍ୟକ୍ତି ହେବେ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
LUK 1 15 td57 ἔσται γὰρ μέγας 1 For he will be great ଯୋହନଙ୍କ ଜନ୍ମରେ ଲୋକମାନେ କାହିଁକି ଆନନ୍ଦିତ ହେବେ ତାହା **କାରଣ** ଶବ୍ଦଟି ପରିଚିତ କରାଏ । ବିକଳ୍ପ ଅନୁବାଦ: “ଏହା ହେବ କାରଣ ସେମାନେ କହିବାକୁ ସମର୍ଥ ହେବେ ଯେ ସେ ଜଣେ ମହାନ ବ୍ୟକ୍ତି ହେବେ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
LUK 1 15 sz79 ἔσται ... μέγας ἐνώπιον τοῦ Κυρίου 1 he will be great in the sight of the Lord ଏହି ଅଭିବ୍ୟକ୍ତିର ଅର୍ଥ “ପ୍ରଭୁଙ୍କ ସମ୍ମୁଖରେ,” ଅର୍ଥାତ୍ “ଯେଉଁଠାରେ ପ୍ରଭୁ ତାଙ୍କୁ ଦେଖିପାରିବେ ।” ଦୃଶ୍ୟ, ପ୍ରତିବଦଳରେ, ସାଙ୍କେତିକ ଭାବରେ ଧ୍ୟାନ ଏବଂ ବିଚାରକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ତାଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରିବେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 15 hgb9 figs-activepassive Πνεύματος Ἁγίου πλησθήσεται 1 he will be filled with the Holy Spirit ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ଆପଣ ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ତାଙ୍କୁ ପୂର୍ଣ୍ଣ କରିବେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
LUK 1 15 hgb9 figs-activepassive Πνεύματος Ἁγίου πλησθήσεται 1 he will be filled with the Holy Spirit ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ଆପଣ ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ତାଙ୍କୁ ପୂର୍ଣ୍ଣ କରିବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 15 ie95 ἐκ κοιλίας μητρὸς αὐτοῦ 1 from his mother's womb ବିକଳ୍ପ ଅନୁବାଦ: “ଯେତେବେଳେ ସେ ତାଙ୍କ ମାତୃ ଗର୍ଭରେ ଅଛନ୍ତି”
LUK 1 16 x36x figs-metaphor καὶ πολλοὺς τῶν υἱῶν Ἰσραὴλ ἐπιστρέψει ἐπὶ Κύριον, τὸν Θεὸν αὐτῶν 1 He will turn many of the sons of Israel back to the Lord their God ଜଣେ ବ୍ୟକ୍ତିଙ୍କୁ ସାଙ୍କେତିକ ଭାବରେ **ଫେରାଇବାର** ଅର୍ଥ ତାହାକୁ ପୁନର୍ବାର ଅନୁତାପ କରାଇବା ଏବଂ ପ୍ରଭୁଙ୍କ
ନିକଟକୁ **ଫେରାଇ** ଆଣିବା ଅଟେ । ବିକଳ୍ପ ଅନୁବାଦ: “ସେ ଇସ୍ରାଏଲର ଅନେକ ଲୋକମାନଙ୍କୁ ଅନୁତାପ କରାଇବେ
ଏବଂ ପ୍ରଭୁଙ୍କ ନିକଟକୁ ଫେରାଇ ଆଣିବେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 17 c52s αὐτὸς προελεύσεται ἐνώπιον αὐτοῦ 1 he will go as a forerunner before the Lord **ସମ୍ମୁଖରେ ଯିବା**  ଏକ ରୂଢ଼ି ଅଟେ ଯାହା ସୂଚାଏ ଯେ ପ୍ରଭୁ ଆସିବା ପୂର୍ବରୁ, ପ୍ରଭୁ ସେମାନଙ୍କ ନିକଟକୁ ଆସିବେ ବୋଲି ଯୋହନ ଲୋକମାନଙ୍କୁ ଘୋଷଣା କରିବେ । ବିକଳ୍ପ
ଅନୁବାଦ: “ପ୍ରଭୁ ଆସୁଛନ୍ତି ବୋଲି ଯୋହନ ଘୋଷଣା କରିବେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 17 c52s αὐτὸς προελεύσεται ἐνώπιον αὐτοῦ 1 he will go as a forerunner before the Lord **ସମ୍ମୁଖରେ ଯିବା**  ଏକ ରୂଢ଼ି ଅଟେ ଯାହା ସୂଚାଏ ଯେ ପ୍ରଭୁ ଆସିବା ପୂର୍ବରୁ, ପ୍ରଭୁ ସେମାନଙ୍କ ନିକଟକୁ ଆସିବେ ବୋଲି ଯୋହନ ଲୋକମାନଙ୍କୁ ଘୋଷଣା କରିବେ । ବିକଳ୍ପ ଅନୁବାଦ: “ପ୍ରଭୁ ଆସୁଛନ୍ତି ବୋଲି ଯୋହନ ଘୋଷଣା କରିବେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 17 wc9f figs-idiom ἐνώπιον αὐτοῦ 1
LUK 1 17 p472 ἐν πνεύματι καὶ δυνάμει Ἠλεία 1 in the spirit and power of Elijah ଏହି ପ୍ରସଙ୍ଗରେ, **ଆତ୍ମା** ଏବଂ **ଶକ୍ତି** ଶବ୍ଦର ଅର୍ଥ ସମାନ ଅଟେ । ଦୂତ ହୁଏତ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏଲୀୟଙ୍କ ଭଳି ସମାନ ଶକ୍ତିରେ” (ଦେଖନ୍ତୁ: [[rc://en/ta/man/translate/figs-doublet]])
LUK 1 17 qe48 ἐπιστρέψαι καρδίας πατέρων ἐπὶ τέκνα 1 to turn back the hearts of the fathers to the children ସମସ୍ତ ସମ୍ପର୍କକୁ ପ୍ରତିପାଦିତ କରିବା ପାଇଁ ଦୂତ **ପିତା** ଏବଂ **ସନ୍ତାନମାନଙ୍କ** ମଧ୍ୟରେ ଥିବା ସମ୍ପର୍କକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଯୋହନ କିପରି ବିଭିନ୍ନ ସମ୍ପର୍କରେ ସମନ୍ୱୟକୁ ଉତ୍ସାହିତ କରିଥିଲେ ତାହା ଲୂକ ୩:୧୦-୧୪ ରେ ବର୍ଣ୍ଣନା କରନ୍ତି । ବିକଳ୍ପ ଅନୁବାଦ: “ଭଙ୍ଗା ସମ୍ପର୍କକୁ ପୁନଃସ୍ଥାପନ କରିବାକୁ” (ଦେଖନ୍ତୁ: [[rc://en/ta/man/translate/figs-synecdoche]])
@ -55,25 +55,25 @@ LUK 1 17 w32h figs-metaphor ἐπιστρέψαι καρδίας 1 to turn back
LUK 1 17 j49j ἀπειθεῖς 1 the disobedient ଲୋକମାନଙ୍କ ଗୋଷ୍ଠୀକୁ ସୂଚାଇବା ପାଇଁ ଗାବ୍ରିଏଲ ବିଶେଷ୍ୟ ଭାବରେ **ଅବାଧ୍ୟ** ଏବଂ **ଧାର୍ମିକ** ବିଶେଷଣ ପଦକୁ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ଏହିପରି ଭାବରେ ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହି
ଶବ୍ଦଗୁଡ଼ିକୁ ସମାନ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ଈଶ୍ଵରଙ୍କୁ
ଅବମାନନା କରନ୍ତି… ଯେଉଁମାନେ ଉଚିତ ଜୀବନଯାପନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-nominaladj]])
LUK 1 17 ujs1 figs-explicit ἑτοιμάσαι Κυρίῳ λαὸν κατεσκευασμένον 1 make ready for the Lord a people prepared for him ଲୋକମାନେ କଣ କରିବାକୁ ପ୍ରସ୍ତୁତ ହେବେ ତାହା ଆପଣ ଆପଣଙ୍କ ଅନୁବାଦରେ ସ୍ପଷ୍ଟଭାବେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବାର୍ତ୍ତାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ହେବା ଲୋକେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 18 asn2 κατὰ τί γνώσομαι τοῦτο? 1 How will I know this? ଜିଖରୀୟ ପ୍ରମାଣ ଭାବରେ ଏକ ଚିହ୍ନ ମାଗନ୍ତି । ବିକଳ୍ପ
ଅନୁବାଦ: “ଏହା ଘଟିବ ବୋଲି ପ୍ରମାଣ କରିବାକୁ ଆପଣ ମୋତେ କେଉଁ ଚିହ୍ନ ଦେଖାଇ ପାରିବେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 19 p3jn ἐγώ εἰμι Γαβριὴλ, ὁ παρεστηκὼς ἐνώπιον τοῦ Θεοῦ 1 I am Gabriel, who stands in the presence of God ଗାବ୍ରିଏଲ ଏହା ଏକ ବିବୃତ୍ତି ଆକାରରେ କହନ୍ତି, କିନ୍ତୁ
ସେ  ଜିଖରୀୟଙ୍କୁ ଭର୍ତ୍ସନା କରିବା ଅର୍ଥରେ
କହନ୍ତି । ସିଧାସଳଖ
ଈଶ୍ଵରଙ୍କଠାରୁ ଆସୁଥିବା ଜଣେ ଦୂତଙ୍କ ଉପସ୍ଥିତି ତାଙ୍କ ପାଇଁ ଯଥେଷ୍ଟ ପ୍ରମାଣ ହେବା ଉଚିତ
ଥିଲା । ବିକଳ୍ପ
ଅନୁବାଦ: “ତୁମ୍ଭେ ମୋତେ, ଗାବ୍ରୀଏଲକୁ ବିଶ୍ୱାସ କରିବା ଉଚିତ ଥିଲା, କାରଣ
ମୁଁ ଈଶ୍ଵରଙ୍କ ପାଖରୁ ସିଧା ତୁମ୍ଭ ପାଖକୁ ଆସିଛି!” (ଦେଖନ୍ତୁ: [[rc://en/ta/man/translate/figs-declarative]])
LUK 1 19 yp6z ὁ παρεστηκὼς 1 who stands ଜଣେ ମାଲିକ **ସମ୍ମୁଖରେ** କିମ୍ବା “ସାମ୍ନାରେ” ଠିଆ ହେବା, ଅର୍ଥାତ୍ସେହି ମାଲିକଙ୍କ ଉପସ୍ଥିତିରେ ଠିଆ ହେବା ଅଟେ, ଏହାର ସାଙ୍କେତିକ ଅର୍ଥ ଏହା ଯେ ସର୍ବଦା ନିଜ ସାମର୍ଥ୍ୟରେ ସେମାନଙ୍କୁ ସେବା କରିବା ପାଇଁ
ଉପଲବ୍ଧ ରହିବା । ବିକଳ୍ପ ଅନୁବାଦ: “ମୁଁ ବ୍ୟକ୍ତିଗତ ଭାବରେ ଈଶ୍ଵରଙ୍କୁ ସେବା କରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 19 pd7h figs-activepassive ἀπεστάλην λαλῆσαι πρὸς σὲ 1 I was sent to speak to you ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ
ଆପଣ ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ, ଏବଂ କ୍ରିୟା କରେ ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ତୁମ୍ଭକୁ ବାର୍ତ୍ତା କହିବା ନିମନ୍ତେ ଈଶ୍ଵର ଅମୋତେ ପ୍ରେରଣ କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 19 p3jn ἐγώ εἰμι Γαβριὴλ, ὁ παρεστηκὼς ἐνώπιον τοῦ Θεοῦ 1 I am Gabriel, who stands in the presence of God ଗାବ୍ରିଏଲ ଏହା ଏକ ବିବୃତ୍ତି ଆକାରରେ କହନ୍ତି, କିନ୍ତୁ ସେ  ଜିଖରୀୟଙ୍କୁ ଭର୍ତ୍ସନା କରିବା ଅର୍ଥରେ କହନ୍ତି । ସିଧାସଳଖ ଈଶ୍ଵରଙ୍କଠାରୁ ଆସୁଥିବା ଜଣେ ଦୂତଙ୍କ ଉପସ୍ଥିତି ତାଙ୍କ ପାଇଁ ଯଥେଷ୍ଟ ପ୍ରମାଣ ହେବା ଉଚିତ ଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେ ମୋତେ, ଗାବ୍ରୀଏଲକୁ ବିଶ୍ୱାସ କରିବା ଉଚିତ ଥିଲା, କାରଣ ମୁଁ ଈଶ୍ଵରଙ୍କ ପାଖରୁ ସିଧା ତୁମ୍ଭ ପାଖକୁ ଆସିଛି!” (ଦେଖନ୍ତୁ: [[rc://en/ta/man/translate/figs-declarative]])
LUK 1 19 yp6z ὁ παρεστηκὼς 1 who stands ଜଣେ ମାଲିକ **ସମ୍ମୁଖରେ** କିମ୍ବା “ସାମ୍ନାରେ” ଠିଆ ହେବା, ଅର୍ଥାତ୍ସେହି ମାଲିକଙ୍କ ଉପସ୍ଥିତିରେ ଠିଆ ହେବା ଅଟେ, ଏହାର ସାଙ୍କେତିକ ଅର୍ଥ ଏହା ଯେ ସର୍ବଦା ନିଜ ସାମର୍ଥ୍ୟରେ ସେମାନଙ୍କୁ ସେବା କରିବା ପାଇଁ ଉପଲବ୍ଧ ରହିବା । ବିକଳ୍ପ ଅନୁବାଦ: “ମୁଁ ବ୍ୟକ୍ତିଗତ ଭାବରେ ଈଶ୍ଵରଙ୍କୁ ସେବା କରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 19 pd7h figs-activepassive ἀπεστάλην λαλῆσαι πρὸς σὲ 1 I was sent to speak to you ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ, ଏବଂ କ୍ରିୟା କରେ ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭକୁ ବାର୍ତ୍ତା କହିବା ନିମନ୍ତେ ଈଶ୍ଵର ଅମୋତେ ପ୍ରେରଣ କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 20 x9qk ἰδοὺ 1 Behold ବକ୍ତା ଯାହା କହନ୍ତି ତାହା ଉପରେ ଶ୍ରୋତାମାନଙ୍କ ଧ୍ୟାନକୁ କେନ୍ଦ୍ରିତ କରିବା ପାଇଁ ଦେଖ ଶବ୍ଦ ବ୍ୟବହାର ହୋଇଅଛି । ଯଦିଓ ଏହି ଶବ୍ଦର ଅର୍ଥ **ଦେଖିବା** କିମ୍ବା “ଦୃଷ୍ଟି କରିବା” ଅଟେ, ଏହି କ୍ଷେତ୍ରରେ ସାଙ୍କେତିକ ଭାବରେ ଦେଖିବା ଅର୍ଥ ଧ୍ୟାନ ଦେବା ଅଟେ। ବିକଳ୍ପ ଅନୁବାଦ: “ଧ୍ୟାନ ଦିଅ!” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 20 g5t1 figs-doublet σιωπῶν καὶ μὴ δυνάμενος λαλῆσαι 1 silent, and not able to speak ଏହି ଦୁଇଟି ବାକ୍ୟାଂଶ ସମାନ ବିଷୟକୁ ବୁଝାଏ । ଜିଖରୀୟଙ୍କ
ନୀରବତା କେତେ ସମ୍ପୂର୍ଣ୍ଣ ହେବ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ଗାବ୍ରିଏଲ ପୁନରାବୃତ୍ତି
ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କହିବାକୁ ସମ୍ପୂର୍ଣ୍ଣ ଅସମର୍ଥ ହେଲେ” (ଦେଖନ୍ତୁ: [[rc://en/ta/man/translate/figs-doublet]])
LUK 1 20 q6y3 οὐκ ἐπίστευσας τοῖς λόγοις μου 1 you did not believe my words ଗାବ୍ରିଏଲ କଥା ଶବ୍ଦର **ଶବ୍ଦକୁ** ସାଙ୍କେତିକ ଭାବରେ ବ୍ୟବହାର କରି ତାଙ୍କ ବାର୍ତ୍ତାର ବିଷୟବସ୍ତୁକୁ ଏହା ସହ ଜଡିତ କିଛି ବିଷୟକୁ ପ୍ରକାଶ କରିବାକୁ ବ୍ୟବହାର କରିଥିଲେ । ବିକଳ୍ପ
ଅନୁବାଦ: “ମୁଁ ଯାହା କହିଲି ତୁମ୍ଭେ ବିଶ୍ୱାସ କଲ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 1 20 g5t1 figs-doublet σιωπῶν καὶ μὴ δυνάμενος λαλῆσαι 1 silent, and not able to speak ଏହି ଦୁଇଟି ବାକ୍ୟାଂଶ ସମାନ ବିଷୟକୁ ବୁଝାଏ । ଜିଖରୀୟଙ୍କ ନୀରବତା କେତେ ସମ୍ପୂର୍ଣ୍ଣ ହେବ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ଗାବ୍ରିଏଲ ପୁନରାବୃତ୍ତି ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କହିବାକୁ ସମ୍ପୂର୍ଣ୍ଣ ଅସମର୍ଥ ହେଲେ” (ଦେଖନ୍ତୁ: [[rc://en/ta/man/translate/figs-doublet]])
LUK 1 20 q6y3 οὐκ ἐπίστευσας τοῖς λόγοις μου 1 you did not believe my words ଗାବ୍ରିଏଲ କଥା ଶବ୍ଦର **ଶବ୍ଦକୁ** ସାଙ୍କେତିକ ଭାବରେ ବ୍ୟବହାର କରି ତାଙ୍କ ବାର୍ତ୍ତାର ବିଷୟବସ୍ତୁକୁ ଏହା ସହ ଜଡିତ କିଛି ବିଷୟକୁ ପ୍ରକାଶ କରିବାକୁ ବ୍ୟବହାର କରିଥିଲେ । ବିକଳ୍ପ ଅନୁବାଦ: “ମୁଁ ଯାହା କହିଲି ତୁମ୍ଭେ ବିଶ୍ୱାସ କଲ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 1 20 hgu3 εἰς τὸν καιρὸν αὐτῶν 1 in their proper time ଏହା ଏକ ରୂଢ଼ି ଯାହାର ଅର୍ଥ “ସେମାନଙ୍କ ପାଇଁ ସମୟ” ଅଟେ । ବିକଳ୍ପ ଅନୁବାଦ: “ନିର୍ଦ୍ଦିଷ୍ଟ ସମୟରେ” କିମ୍ବା “ଈଶ୍ଵର ମନୋନୀତ କରିଥିବା ସମୟରେ” । (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 21 e14e καὶ 1 Now ଏହି ଶବ୍ଦଟି ମନ୍ଦିର ଭିତରେ ଯାହା ଘଟିଥିଲା ଏବଂ ବାହାରେ ଯାହା ଘଟିଲା ସେହି  ଘଟଣାର ପରିବର୍ତ୍ତନକୁ ଚିହ୍ନିତ
କରେ । ବିକଳ୍ପ ଅନୁବାଦ: “ଯେତେବେଳେ ଏହା ଘଟୁଥିଲା” କିମ୍ବା “ଯେତେବେଳେ ଦୂତ ଏବଂ ଜିଖରୀୟ ବାର୍ତ୍ତାଳାପ
କରୁଥିଲେ” (ଦେଖନ୍ତୁ: [[rc://en/ta/man/translate/grammar-connect-time-simultaneous]])
LUK 1 22 h6vt ἐπέγνωσαν ὅτι ὀπτασίαν ἑώρακεν ἐν τῷ ναῷ. καὶ αὐτὸς ἦν διανεύων αὐτοῖς, καὶ διέμενεν κωφός 1 they realized that he had seen a vision in the temple; and he kept making signs to them, and remained unable to speak ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ
ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ
ଦ୍ୱିତୀୟ ବାକ୍ୟାଂଶ ପ୍ରଥମ ବାକ୍ୟାଂଶର କାର୍ଯ୍ୟର ପ୍ରଥମ କାରଣକୁ ବର୍ଣ୍ଣନା କରେ । ବିକଳ୍ପ
ଅନୁବାଦ: “ସେ ସେମାନଙ୍କୁ ସଙ୍କେତ ଦେବାରେ ଲାଗିଲେ କିନ୍ତୁ କିଛି କହିଲେ ନାହିଁ । ତେଣୁ
ସେମାନେ ଭାବିଲେ ଯେ ସେ ମନ୍ଦିରରେ ଥିବା ସମୟରେ ନିଶ୍ଚୟ ଏକ ଦର୍ଶନ ଦେଖିଥିବେ। ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
LUK 1 22 r2ak ὀπτασίαν 1 a vision ଗାବ୍ରିଏଲ୍ ପ୍ରକୃତରେ ଜିଖରୀୟଙ୍କ ସହିତ ମନ୍ଦିରରେ ଉପସ୍ଥିତ ଥିଲେ । ସେ [୧:୧୯]
(../0୧/୧୯.md) ରେ ବ୍ୟାଖ୍ୟା କରନ୍ତି ଯେ ଈଶ୍ଵର ତାଙ୍କୁ
ସେଠାକୁ ପ୍ରେରଣ କରିଛନ୍ତି । ଲୋକମାନେ ଏହା ନ ଜାଣି , ଜିଖରୀୟ ଏକ ଦର୍ଶନ ଦେଖିଛନ୍ତି ବୋଲି ମନେକଲେ । ସେମାନେ ମନେକଲେ ବୋଲି ଗ୍ରୀକ୍ ଉଲ୍ଲେଖ କରେ, ଏହାର ଅର୍ଥ ସେମାନେ ଯାହା ଘଟିଛି ତାହା ଜାଣିଛନ୍ତି ବୋଲି ମନେକଲେ । ବିକଳ୍ପ ଅନୁବାଦ: “ସେମାନେ ଭାବିଲେ ଯେ ସେ ଏକ ଦର୍ଶନ ଦେଖିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 22 h6vt ἐπέγνωσαν ὅτι ὀπτασίαν ἑώρακεν ἐν τῷ ναῷ. καὶ αὐτὸς ἦν διανεύων αὐτοῖς, καὶ διέμενεν κωφός 1 they realized that he had seen a vision in the temple; and he kept making signs to them, and remained unable to speak ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ
ଦ୍ୱିତୀୟ ବାକ୍ୟାଂଶ ପ୍ରଥମ ବାକ୍ୟାଂଶର କାର୍ଯ୍ୟର ପ୍ରଥମ କାରଣକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ସଙ୍କେତ ଦେବାରେ ଲାଗିଲେ କିନ୍ତୁ କିଛି କହିଲେ ନାହିଁ । ତେଣୁ ସେମାନେ ଭାବିଲେ ଯେ ସେ ମନ୍ଦିରରେ ଥିବା ସମୟରେ ନିଶ୍ଚୟ ଏକ ଦର୍ଶନ ଦେଖିଥିବେ।” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
LUK 1 22 r2ak ὀπτασίαν 1 a vision ଗାବ୍ରିଏଲ୍ ପ୍ରକୃତରେ ଜିଖରୀୟଙ୍କ ସହିତ ମନ୍ଦିରରେ ଉପସ୍ଥିତ ଥିଲେ । ସେ [୧:୧୯] (../0୧/୧୯.md) ରେ ବ୍ୟାଖ୍ୟା କରନ୍ତି ଯେ ଈଶ୍ଵର ତାଙ୍କୁ ସେଠାକୁ ପ୍ରେରଣ କରିଛନ୍ତି । ଲୋକମାନେ ଏହା ନ ଜାଣି , ଜିଖରୀୟ ଏକ ଦର୍ଶନ ଦେଖିଛନ୍ତି ବୋଲି ମନେକଲେ । ସେମାନେ ମନେକଲେ ବୋଲି ଗ୍ରୀକ୍ ଉଲ୍ଲେଖ କରେ, ଏହାର ଅର୍ଥ ସେମାନେ ଯାହା ଘଟିଛି ତାହା ଜାଣିଛନ୍ତି ବୋଲି ମନେକଲେ । ବିକଳ୍ପ ଅନୁବାଦ: “ସେମାନେ ଭାବିଲେ ଯେ ସେ ଏକ ଦର୍ଶନ ଦେଖିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 23 duy9 ἐγένετο 1 It came about that କାହାଣୀରେ ଏକ ନୂତନ ଘଟଣାର ପରିଚୟ ଦେବା ପାଇଁ ଲୂକ ଏହି ବାକ୍ୟାଂଶ ବ୍ୟବହାର କରନ୍ତି । ଆପଣଙ୍କ ଭାଷାରେ ଏକ ଶବ୍ଦ, ବାକ୍ୟାଂଶ କିମ୍ବା ଅନ୍ୟାନ୍ୟ ପଦ୍ଧତି ବ୍ୟବହାର କରନ୍ତୁ ଯାହା ଏକ ନୂତନ ଘଟଣାର ପରିଚୟ ଦେବା ପାଇଁ ସ୍ୱାଭାବିକ ଅଟେ  । (ଦେଖନ୍ତୁ: [[rc://en/ta/man/translate/writing-newevent]])
LUK 1 23 sa5y ἀπῆλθεν εἰς τὸν οἶκον αὐτοῦ 1 he went away to his home ଏହି ଅଭିବ୍ୟକ୍ତି ସଂପୂର୍ଣ୍ଣ ଭାବରେ ସୂଚାଏ ଯେ ଜିଖରୀୟ ଯିରୂଶାଲମରେ ରହୁ ନଥିଲେ, ଯେଉଁଠାରେ
ମନ୍ଦିର ଅବସ୍ଥିତ ଥିଲା । ଲୂକ [୧:୩୯](../0୧/୩୯.md)
ରେ ସୂଚାଇ ଦେଇଛନ୍ତି ଯେ ଜିଖରୀୟ ଏବଂ ଏଲିଶାବେଥ ଯିହୁଦିୟାର ଯିରୂଶାଲମର ଦକ୍ଷିଣରେ ଥିବା ଏକ ସହରରେ ବାସ କରୁଥିଲେ। ବିକଳ୍ପ ଅନୁବାଦ: “ସେ ନିଜ ନଗରକୁ ଫେରିଗଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 24 cda2 writing-newevent μετὰ δὲ ταύτας τὰς ἡμέρας 1 Now after these days ଏଠାରେ, ଲୂକ **ଦିନ** ଶବ୍ଦକୁ ସାଙ୍କେତିକ ଭାବରେ ଏକ ନିର୍ଦ୍ଦିଷ୍ଟ ସମୟର ନିର୍ଦ୍ଦିଷ୍ଟ ସମୟକୁ ବୁଝାଇବା ନିମନ୍ତେ ବ୍ୟବହାର କରନ୍ତି, ବିଶେଷ ଭାବରେ, ଯେତେବେଳେ ଜିଖରିୟ ମନ୍ଦିରରେ ସେବା କରୁଥିଲେ ସେହି ସମୟକୁ ସୂଚାଇବା
ନିମନ୍ତେ । ବିକଳ୍ପ ଅନୁବାଦ: “ଜିଖରିୟ ମନ୍ଦିରରେ ସେବା ସମାପ୍ତ କରିବା ପରେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 23 sa5y ἀπῆλθεν εἰς τὸν οἶκον αὐτοῦ 1 he went away to his home ଏହି ଅଭିବ୍ୟକ୍ତି ସଂପୂର୍ଣ୍ଣ ଭାବରେ ସୂଚାଏ ଯେ ଜିଖରୀୟ ଯିରୂଶାଲମରେ ରହୁ ନଥିଲେ, ଯେଉଁଠାରେ ମନ୍ଦିର ଅବସ୍ଥିତ ଥିଲା । ଲୂକ [୧:୩୯](../0୧/୩୯.md) ରେ ସୂଚାଇ ଦେଇଛନ୍ତି ଯେ ଜିଖରୀୟ ଏବଂ ଏଲିଶାବେଥ ଯିହୁଦିୟାର ଯିରୂଶାଲମର ଦକ୍ଷିଣରେ ଥିବା ଏକ ସହରରେ ବାସ କରୁଥିଲେ। ବିକଳ୍ପ ଅନୁବାଦ: “ସେ ନିଜ ନଗରକୁ ଫେରିଗଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 24 cda2 writing-newevent μετὰ δὲ ταύτας τὰς ἡμέρας 1 Now after these days ଏଠାରେ, ଲୂକ **ଦିନ** ଶବ୍ଦକୁ ସାଙ୍କେତିକ ଭାବରେ ଏକ ନିର୍ଦ୍ଦିଷ୍ଟ ସମୟର ନିର୍ଦ୍ଦିଷ୍ଟ ସମୟକୁ ବୁଝାଇବା ନିମନ୍ତେ ବ୍ୟବହାର କରନ୍ତି, ବିଶେଷ ଭାବରେ, ଯେତେବେଳେ ଜିଖରିୟ ମନ୍ଦିରରେ ସେବା କରୁଥିଲେ ସେହି ସମୟକୁ ସୂଚାଇବା ନିମନ୍ତେ । ବିକଳ୍ପ ଅନୁବାଦ: “ଜିଖରିୟ ମନ୍ଦିରରେ ସେବା ସମାପ୍ତ କରିବା ପରେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 24 hc8d ἡ γυνὴ αὐτοῦ 1 his wife
LUK 1 24 kpw1 περιέκρυβεν ἑαυτὴν 1 kept herself hidden ଏହି ଅଭିବ୍ୟକ୍ତିର ଅର୍ଥ ସେହି ସମୟରେ ଏଲିଶାବେଥ ତାଙ୍କ ଗୃହରୁ ବାହାରି ନଥିଲେ । ସେ ପରବର୍ତ୍ତୀ ପଦରେ ଏହାର କାରଣ ଦର୍ଶାଇଥିବା ପରି ମନେହୁଏ । ସେ ସନ୍ତାନ ପ୍ରସବ କରିବାକୁ ସକ୍ଷମ ନ ଥିବାରୁ ସେ ନିଜକୁ ଅପମାନିତ ଅନୁଭବ କରିଥିଲେ । କିନ୍ତୁ ଯଦି ସେ ତାଙ୍କ ଗୃହରେ ପାଞ୍ଚ ମାସ ରହିଲେ, ପରବର୍ତ୍ତୀ ସମୟରେ ଲୋକମାନେ ତାଙ୍କୁ ଦେଖିବେ ଏବଂ ଏହା ସ୍ପଷ୍ଟ ହେବ ଯେ ସେ ସନ୍ତାନ ପ୍ରସବ କରିବାରେ ସକ୍ଷମ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ
ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ସେ ପାଞ୍ଚ ମାସ ପର୍ଯ୍ୟନ୍ତ ନିଜ ଗୃହରୁ ବାହାରି ନଥିଲେ ଯାହା ଦ୍ଵାରା ପରବର୍ତ୍ତୀ ସମୟରେ ଲୋକମାନେ ତାଙ୍କୁ ଦେଖି ସେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି ବୋଲି ଜାଣିବେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 24 kpw1 περιέκρυβεν ἑαυτὴν 1 kept herself hidden ଏହି ଅଭିବ୍ୟକ୍ତିର ଅର୍ଥ ସେହି ସମୟରେ ଏଲିଶାବେଥ ତାଙ୍କ ଗୃହରୁ ବାହାରି ନଥିଲେ । ସେ ପରବର୍ତ୍ତୀ ପଦରେ ଏହାର କାରଣ ଦର୍ଶାଇଥିବା ପରି ମନେହୁଏ । ସେ ସନ୍ତାନ ପ୍ରସବ କରିବାକୁ ସକ୍ଷମ ନ ଥିବାରୁ ସେ ନିଜକୁ ଅପମାନିତ ଅନୁଭବ କରିଥିଲେ । କିନ୍ତୁ ଯଦି ସେ ତାଙ୍କ ଗୃହରେ ପାଞ୍ଚ ମାସ ରହିଲେ, ପରବର୍ତ୍ତୀ ସମୟରେ ଲୋକମାନେ ତାଙ୍କୁ ଦେଖିବେ ଏବଂ ଏହା ସ୍ପଷ୍ଟ ହେବ ଯେ ସେ ସନ୍ତାନ ପ୍ରସବ କରିବାରେ ସକ୍ଷମ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ପାଞ୍ଚ ମାସ ପର୍ଯ୍ୟନ୍ତ ନିଜ ଗୃହରୁ ବାହାରି ନଥିଲେ ଯାହା ଦ୍ଵାରା ପରବର୍ତ୍ତୀ ସମୟରେ ଲୋକମାନେ ତାଙ୍କୁ ଦେଖି ସେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି ବୋଲି ଜାଣିବେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 25 z1xr οὕτως μοι πεποίηκεν Κύριος 1 This is what the Lord has done for me ଏହା ସ୍ପଷ୍ଟ ଯେ ପ୍ରଭୁ ଏଲିଶାବେଥଙ୍କୁ ଗର୍ଭବତୀ ହେବାକୁ ଅନୁମତି ଦେଇଛନ୍ତି ବୋଲି ସେ ଏହି କଥାକୁ ଦର୍ଶାଉଛନ୍ତି। ଯଦି
ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ପ୍ରଭୁ ମୋତେ ଗର୍ଭବତୀ ହେବାକୁ ଅନୁମତି ଦେଇ ମୋ ପାଇଁ କେଢ଼େ ଆଶ୍ଚର୍ଯ୍ୟଜନକ କର୍ମ କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 25 w8yq οὕτως 1 This is what ଏହା ଏକ ସକରାତ୍ମକ ବିସ୍ମୟ ବାକ୍ୟ ଅଟେ । ପ୍ରଭୁ
ତାଙ୍କ ପାଇଁ ଯାହା କରିଛନ୍ତି, ସେଥିପାଇଁ ଏଲିଶାବେଥ ବହୁତ ଖୁସି ଅଛନ୍ତି । ଯଦି ଏହା
ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ଏକ ପୃଥକ ବାକ୍ୟରେ ପରିବର୍ତ୍ତନ କରି, ଆପଣଙ୍କ
ଭାଷାର ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ପ୍ରଭୁ ମୋ ପାଇଁ କେଢ଼େ ଆଶ୍ଚର୍ଯ୍ୟଜନକ କର୍ମ
କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-exclamations]])
LUK 1 25 pn2a figs-idiom ἐπεῖδεν 1 looked upon me with favor ଏଠାରେ, କୃପାଦୃଷ୍ଟି କଲେ ଅଭିବ୍ୟକ୍ତି
ଏକ ରୂଢ଼ି ଅଟେ ଯାହାର ଅର୍ଥ  **ସମ୍ମାନ ଦେବା**
କିମ୍ବା “ଉତ୍ତମ ବ୍ୟବହାର କରିବା” ଅଟେ । ବିକଳ୍ପ ଅନୁବାଦ: “ସେ ମୋତେ ଦୟାକଲେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 25 lx3p ὄνειδός μου 1 my disgrace **ଅପମାନ** ଦ୍ୱାରା, ଏଲିଶାବେଥ ଅର୍ଥାତ ସେ ଲଜ୍ଜା ଅନୁଭବ କଲେ କାରଣ ସେ ସନ୍ତାନ ପ୍ରସବ
କରିବାକୁ ସକ୍ଷମ ନଥିଲେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ମୁଁ ଯେତେବେଳେ ଅନ୍ୟ ଲୋକମାନଙ୍କ ନିକଟକୁ
ଯିବି, ସେତେବେଳେ ମୋତେ ଆଉ ଲଜ୍ଜିତ ହେବାକୁ ପଡିବ ନାହିଁ କାରଣ ମୋର ସନ୍ତାନ ହେବ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 25 w8yq οὕτως 1 This is what ଏହା ଏକ ସକରାତ୍ମକ ବିସ୍ମୟ ବାକ୍ୟ ଅଟେ । ପ୍ରଭୁ ତାଙ୍କ ପାଇଁ ଯାହା କରିଛନ୍ତି, ସେଥିପାଇଁ ଏଲିଶାବେଥ ବହୁତ ଖୁସି ଅଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ଏକ ପୃଥକ ବାକ୍ୟରେ ପରିବର୍ତ୍ତନ କରି, ଆପଣଙ୍କ ଭାଷାର ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ପ୍ରଭୁ ମୋ ପାଇଁ କେଢ଼େ ଆଶ୍ଚର୍ଯ୍ୟଜନକ କର୍ମ କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-exclamations]])
LUK 1 25 pn2a figs-idiom ἐπεῖδεν 1 looked upon me with favor ଏଠାରେ, କୃପାଦୃଷ୍ଟି କଲେ ଅଭିବ୍ୟକ୍ତି ଏକ ରୂଢ଼ି ଅଟେ ଯାହାର ଅର୍ଥ  **ସମ୍ମାନ ଦେବା**କିମ୍ବା “ଉତ୍ତମ ବ୍ୟବହାର କରିବା” ଅଟେ । ବିକଳ୍ପ ଅନୁବାଦ: “ସେ ମୋତେ ଦୟାକଲେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 25 lx3p ὄνειδός μου 1 my disgrace **ଅପମାନ** ଦ୍ୱାରା, ଏଲିଶାବେଥ ଅର୍ଥାତ ସେ ଲଜ୍ଜା ଅନୁଭବ କଲେ କାରଣ ସେ ସନ୍ତାନ ପ୍ରସବ କରିବାକୁ ସକ୍ଷମ ନଥିଲେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ମୁଁ ଯେତେବେଳେ ଅନ୍ୟ ଲୋକମାନଙ୍କ ନିକଟକୁ ଯିବି, ସେତେବେଳେ ମୋତେ ଆଉ ଲଜ୍ଜିତ ହେବାକୁ ପଡିବ ନାହିଁ କାରଣ ମୋର ସନ୍ତାନ ହେବ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 26 qyv8 0
LUK 1 26 v9w2 figs-explicit ἐν ... τῷ μηνὶ τῷ ἕκτῳ 1 ଲୂକ ଅନୁମାନ କରନ୍ତି ଯେ ଏହାର ଅର୍ଥ ବର୍ଷର ଷଷ୍ଠ ମାସ ନୁହେଁ, କିନ୍ତୁ ଏଲିଶାବେଥଙ୍କ ଗର୍ଭଧାରଣର ଷଷ୍ଠ ମାସ ବୋଲି ବୋଲି ପାଠକମାନେ ବୁଝି ପାରିବେ । ଯଦି ଏହି
ବିଷୟରେ କିଛି ଦ୍ୱନ୍ଦ୍ୱ ଉତ୍ପନ୍ନ ହେଇପାରେ ବୋଲି ଆପଣ ଭାବୁଛନ୍ତି, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏଲିଶାବେଥ ଷଷ୍ଠ ମାସ ଗର୍ଭବତୀ ହେବା ପରେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 26 rl4c figs-activepassive ἀπεστάλη ὁ ἄγγελος Γαβριὴλ ἀπὸ τοῦ Θεοῦ 1 the angel Gabriel was sent from God ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ଆପଣ ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ | ବିକଳ୍ପ ଅନୁବାଦ: “ଈଶ୍ଵର ଗାବ୍ରିଏଲ ଦୂତଙ୍କୁ ପଠାଇଲେ”

Can't render this file because it is too large.