Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-19 05:27:16 +00:00
parent 8e9b6c151a
commit 2add674eb8
1 changed files with 8 additions and 8 deletions

View File

@ -66,14 +66,14 @@ RUT 1 22 cx7g writing-endofstory וַ⁠תָּ֣שָׁב נָעֳמִ֗י וְ
RUT 1 22 jdr2 writing-background וְ⁠הֵ֗מָּה בָּ֚אוּ בֵּ֣ית לֶ֔חֶם בִּ⁠תְחִלַּ֖ת קְצִ֥יר שְׂעֹרִֽים 1 And they came to Bethlehem at the beginning of the harvest of barley. ଏହି ବାକ୍ୟ ପୃଷ୍ଠଭୂମିର ସୂଚନାକୁ ପ୍ରଦାନ କରି ଏହା ସ୍ପଷ୍ଟ କରେ ଯେ ନୟମୀ ଏବଂ ରୂତ ବେଥଲିହିମରେ ସେତେବେଳେ ପହଞ୍ଚି ଥିଲେ ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ଯବ-ଶସ୍ୟଚ୍ଛେଦନର ଆରମ୍ଭ କରିଥିଲେ । [[rc://en/ta/man/translate/writing-background]])ଦେଖନ୍ତୁ)
RUT 1 22 bgy3 figs-abstractnouns בִּ⁠תְחִלַּ֖ת קְצִ֥יר שְׂעֹרִֽים 1 at the beginning of the harvest of barley **ଯବ** **ଅମଳ** । **ଯବ** **ଅମଳର** ବକ୍ୟାଂଶକୁ ଏକ ମୌଖ‌ିକ ବାକ୍ୟାଂଶ ସହ ଅନୁବାଦ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେତେବେଳେ କୃଷକମାନେ ଯବ ଅମଳ କରିବାକୁ ଆରମ୍ଭ କରୁଥିଲେ” [[rc://en/ta/man/translate/figs-abstractnouns]])ଦେଖନ୍ତୁ)
RUT 2 intro ld2v 0 # ରୂତ 02 **ସାଧାରଣ ବିବରଣୀ**

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ

ବୋୟଜ ଏହା କହିଲେ କାରଣ  ସେ ରୂତଙ୍କ  ଅନ୍ୟ ବ୍ୟକ୍ତିଙ୍କ କ୍ଷେତ୍ରରେ ସୁରକ୍ଷା ଦେଇ ପାରିବେ ନାହିଁ। ଏଥିରୁ ସ୍ପଷ୍ଟ ହୁଏ ଯେ ବୋୟଜଙ୍କ ପରି ଦୟାଳୁ ଓ ଆଜ୍ଞାକାରୀ ହୋଇ ଅନ୍ୟ ସମସ୍ତ ଲୋକ ମୋଶାଙ୍କ ନିୟମକୁ ପାଳନ କରୁ ନ ଥିଲେ । [[rc://en/tw/dict/bible/kt/grace]] and [[rc://en/tw/dict/bible/kt/lawofmoses]] and [[rc://en/ta/man/translate/figs-explicit]]ଦେଖନ୍ତୁ)
RUT 2 1 ab10 writing-background וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ବୋୟଜଙ୍କ ବିଷୟରେ  ପୃଷ୍ଠଭୂମିର ସୂଚନା ପଦ 1 ଦେଉଛି ଯାହା ଦ୍ୱାରା ପାଠକ ବୁଝିପାରିବେ ଯେ ସେ କିଏ।ପୃଷ୍ଠଭୂମିର ସୂଚନା ଦେବା ପାଇଁ ତୁମ୍ଭମାନଙ୍କ ଭାଷାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/writing-background]])ଦେଖନ୍ତୁ)
RUT 2 1 t2sn writing-participants וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଭାଗକୁ ପରିଚିତ କରାଏ, ଯେଉଁଥିରେ ବୋୟଜ ରୂତଙ୍କ ସହିତ ଭେଟନ୍ତି। ବୋୟଜ ଏଠାରେ କାହାଣୀରେ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚିତ। କାହାଣୀର ନୂତନ ଚରିତ୍ରଗୁଡ଼ିକୁ କିମ୍ବା ନୂତନ ଘଟଣାଗୁଡ଼ିକୁ ପରିଚିତ କରାଇବା ପାଇଁ ତୁମ୍ଭମାନଙ୍କ ଭାଷାରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/writing-participants]])ଦେଖନ୍ତୁ)
RUT 2 1 b4q7 אִ֚ישׁ גִּבּ֣וֹר חַ֔יִל 1 a man of great worth **ଜଣେ ବିଶିଷ୍ଟ, ଧନୀ ବ୍ୟକ୍ତି** । ଏହାର ଅର୍ଥ ହେଉଛି ଯେ ବୋୟଜ ଜଣେ ସମୃଦ୍ଧ ଓ ତାଙ୍କ ସମ୍ପ୍ରଦାୟରେ ସୁନାମ ଅର୍ଜିତ ବ୍ୟକ୍ତି ଥିଲେ ।
RUT 2 1 ab09 מִ⁠מִּשְׁפַּ֖חַת אֱלִימֶ֑לֶךְ 1 from the clan of Elimelek ଏଠାରେ **ଜ୍ଞାତି** ଶବ୍ଦର ବ୍ୟବହାରର ଅର୍ଥ ହେଉଛି  ବୋୟଜ ଏଲିମେଲକ ସହିତ ସଂପୃକ୍ତ ଥିଲେ କିନ୍ତୁ ଏଲିମେଲକଙ୍କ ପରି ସମାନ ପୂର୍ବଜ ନଥିଲେ। ପୁସ୍ତକଟି ଏହା କହୁନାହିଁ ଯେ ଏହି ଜ୍ଞାତିଟି ଏଲିମେଲକଙ୍କ ନାମରେ ନାମିତ ହୋଇଛି କିମ୍ବା ଏଲିମେଲକର ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ
RUT 2 2 am6a ר֨וּת הַ⁠מּוֹאֲבִיָּ֜ה 1 Ruth, the Moabite woman ଏଠାରେ କାହାଣୀ ପୁନର୍ବାର ଆରମ୍ଭ ହୁଏ । ପୃଷ୍ଠଭୂମିର ସୂଚନା ଦେବା ପରେ ତୁମ୍ଭ ଭାଷାରେ ଏକ କାହାଣୀର ଘଟଣାଗୁଡ଼ିକୁ ପୁନର୍ବାର ଆରମ୍ଭ କରୁଥିବା ଉପାୟରେ ଏହାକୁ ସୂଚିତ କର
RUT 2 2 c7rk הַ⁠מּוֹאֲבִיָּ֜ה 1 the Moabite woman ଅନ୍ୟ ଉପାୟରେ କହିବାକୁ ଗଲେ ସେହି ସ୍ତ୍ରୀ ଜଣକ ମୋୟାବ ଦେଶୀୟା କିମ୍ବା ମୋୟାବ ଗୋଷ୍ଠୀରୁ ଥିଲେ।
RUT 2 2 qt4q וַ⁠אֲלַקֳטָּ֣ה בַ⁠שִׁבֳּלִ֔ים 1 and glean heads of grain **ଅମଳକାରୀଙ୍କ ଦ୍ୱାରା ଛାଡିଥିବା ବଳକା ଶସ୍ୟଗୁଡିକ ସାଉଣ୍ଟ** କିମ୍ବା **ଅମଳକାରୀଙ୍କ ଦ୍ୱାରା ଛାଡିଥିବା ଶସ୍ୟଗୁଡିକ ସାଉଣ୍ଟ।**
RUT 2 2 j59b figs-idiom אֶמְצָא־חֵ֖ן בְּ⁠עֵינָ֑י⁠ו 1 In whose eyes I find favor **ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି** ଏହି ବାକ୍ୟ ଏକ ରୂଢ଼ି ଅଟେ  ଯାହାର ଅର୍ଥ ହେଉଛି “ଯେ କେହି  ବ୍ୟକ୍ତି ମୋତେ ମଞ୍ଜୁରି ଦେବ । ଅନୁମତି କିମ୍ବା ଅନୁମୋଦନ ପାଇବା ଭଳି କାହାର ଅନୁଗ୍ରହ ପାଇବା ବିଷୟରେ ରୂତ କହନ୍ତି। ଏକାନ୍ତର ଅନୁବାଦ: “କିଏ ମୋ ପ୍ରତି ଦୟା ଦେଖାଇବ” [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 1 ab10 writing-background וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ବୋୟଜଙ୍କ ବିଷୟରେ ପୃଷ୍ଠଭୂମିର ସୂଚନା ପଦ 1 ପ୍ରାନ କରେ ଯାହା ଦ୍ୱାରା ପାଠକ ବୁଝିପାରିବେ ଯେ ସେ କିଏ। ପୃଷ୍ଠଭୂମିର ସୂଚନା ଦେବା ପାଇଁ ଆପଣଙ୍କ ଭାଷାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/writing-background]])ଦେଖନ୍ତୁ)
RUT 2 1 t2sn writing-participants וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଭାଗକୁ ପରିଚିତ କରାଏ, ଯେଉଁଥିରେ ବୋୟଜ ରୂତଙ୍କ ସହିତ ସାକ୍ଷାତ କରନ୍ତି । ବୋୟଜ ଏଠାରେ କାହାଣୀରେ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚିତ । କାହାଣୀର ନୂତନ ଅଂଶଗ୍ରହଣକାରୀ କିମ୍ବା ନୂତନ ଘଟଣାଗୁଡ଼ିକୁ ପରିଚିତ କରିବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/writing-participants]])ଦେଖନ୍ତୁ)
RUT 2 1 b4q7 אִ֚ישׁ גִּבּ֣וֹר חַ֔יִל 1 a man of great worth **ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି** । ଏହାର ଅର୍ଥ  ବୋୟଜ ଜଣେ ସମୃଦ୍ଧ ଓ ତାଙ୍କ ସମ୍ପ୍ରଦାୟରେ ସୁନାମ ଅର୍ଜିତ ବ୍ୟକ୍ତି ଥିଲେ ।
RUT 2 1 ab09 מִ⁠מִּשְׁפַּ֖חַת אֱלִימֶ֑לֶךְ 1 from the clan of Elimelek ଏଠାରେ **ବଂଶୀୟ** ଶବ୍ଦର ଅର୍ଥ ବୋୟଜ ଏଲିମେଲକଙ୍କ ସମ୍ପର୍କୀୟ ଥିଲେ କିନ୍ତୁ ଏଲିମେଲକ ଏବଂ ବୋୟଜଙ୍କ ପିତାମାତା ଭିନ୍ନ ଥିଲେ ।  ଏହି ବଂଶୀୟ ଏଲିମେଲକଙ୍କ ନାମରେ ନାମିତ କିମ୍ବା ଏଲିମେଲକଙ୍କର ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ, ସେବିଷୟରେ ଏହି ବାକ୍ୟ ପ୍ରକାଶ କରେ ନାହିଁ
RUT 2 2 am6a ר֨וּת הַ⁠מּוֹאֲבִיָּ֜ה 1 Ruth, the Moabite woman ଏଠାରେ କାହାଣୀ ପୁନର୍ବାର ଆରମ୍ଭ ହୁଏ । ପୃଷ୍ଠଭୂମିର ସୂଚନା ଦେବା ପରେ ଆପଣଙ୍କ ଭାଷାରେ ଏକ କାହାଣୀର ଘଟଣାଗୁଡ଼ିକୁ କିପରି ପୁନର୍ବାର ଆରମ୍ଭ କରାଯାଏ ସେହି ଉପାୟରେ ଏହାକୁ ସୂଚିତ କରନ୍ତୁ
RUT 2 2 c7rk הַ⁠מּוֹאֲבִיָּ֜ה 1 the Moabite woman ସେହି ସ୍ତ୍ରୀ ଜଣକ ମୋୟାବ ଦେଶୀୟା କିମ୍ବା ମୋୟାବ ଗୋଷ୍ଠୀରୁ ଥିଲେ ବୋଲି ଏହି ଉପାୟରେ ମଧ୍ୟ ପ୍ରକାଶ କରାଯାଇପାରେ।
RUT 2 2 qt4q וַ⁠אֲלַקֳטָּ֣ה בַ⁠שִׁבֳּלִ֔ים 1 and glean heads of grain **ଶସ୍ୟକଟାଳିମାନଙ୍କ** **ଦ୍ୱାରା ଛାଡାଯାଇଥିବା ବଳକା ଶସ୍ୟ** **ସାଉଣ୍ଟିବି** କିମ୍ବା **ଶସ୍ୟକଟାଳିମାନଙ୍କ** **ଦ୍ୱାରା** **ଛାଡାଯାଇଥିବା** **ବଳକା ଶସ୍ୟ ସଂଗ୍ରହ କରିବି****।**
RUT 2 2 j59b figs-idiom אֶמְצָא־חֵ֖ן בְּ⁠עֵינָ֑י⁠ו 1 In whose eyes I find favor **ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି** ଏହି ବାକ୍ୟାଂଶଟି ଏକ ରୂଢ଼ି ଅଟେ ଯାହାର ଅର୍ଥ “ଯେଉଁ ବ୍ୟକ୍ତି ମୋତେ ମଞ୍ଜୁରି ଦେବେ” ଅଟେ । ଅନୁମତି କିମ୍ବା ଅନୁମୋଦନ ପାଇବା ଭଳି କାହାର ଅନୁଗ୍ରହ ପାଇବା ବିଷୟରେ ରୂତ କହନ୍ତି। ବିକଳ୍ପ ଅନୁବାଦ: “ଯିଏ ମୋ ପ୍ରତି ଦୟା ଦେଖାଇବ” [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଆଖି** ହେଉଛି ଏକ ଲକ୍ଷଣାତ୍ମକ ଶବ୍ଦ  ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଓ ଦେଖିବା ହେଉଛି ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ବିକଳ୍ପ ଅନୁବାଦ: “ ମୋ ପ୍ରତି ଦୟାଳୁ ହେବାକୁ କିଏ ସ୍ଥିର କରିବ” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 2 ed93 בִתִּֽ⁠י 1 my daughter ରୂତ ନୟମୀଙ୍କୁ ନିଜ ମାତା ପରି ଯତ୍ନ ନେଉଥିଲେ, ଏବଂ ନୟମୀ ମଧ୍ୟ ରୂତଙ୍କୁ  ନିଜ ଝିଅ ଭଳି ସ୍ନେହ କରୁଥିଲେ। ଯଦି ଏହି ବିଷୟ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଏହିପରି ଶବ୍ଦକୁ  ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଦୁଇ ମହିଳାଙ୍କ ମଧ୍ୟରେ ଥିବା  ଘନିଷ୍ଠ ସମ୍ପର୍କକୁ ପ୍ରକାସ କରେ।
RUT 2 3 ht73 וַ⁠יִּ֣קֶר מִקְרֶ֔⁠הָ 1 by chance ଏହାର ଅର୍ଥ ଯେ ରୂତ ଯେଉଁ କ୍ଷେତ୍ରରେ ଜବ ସଂଗ୍ରହ କରିବା ପାଇଁ ଯାଉଥିଲେ, ତାହା ନୟମୀଙ୍କ ସମ୍ପର୍କୀୟ ବୋୟଜଙ୍କର ଅଟେ ବୋଲି ସେ ଜାଣି ନଥିଲେ ।

Can't render this file because it contains an unexpected character in line 36 and column 919.