Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-10 11:28:27 +00:00
parent 294fc698a9
commit 2a309fb500
1 changed files with 2 additions and 2 deletions

View File

@ -30,8 +30,8 @@ JUD 1 8 pn3j δόξας 1 glorious ones ଏଠାରେ, **ଅଲୌକିକ**
JUD 1 9 rmg9 0 General Information:
JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring ଏଠାରେ ଯିହୂଦା ସାଙ୍କେତିକ ଭାବରେ **ବିଚାର** ବିଷୟରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ବସ୍ତୁ ଅଟେ ଯାହା କେହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆଣିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବିରୁଦ୍ଧରେ ଅପବାଦର ବିଚାର କରିବାକୁ” (ଦେଖନ୍ତୁ: <br>[[rc://en/ta/man/translate/figs-metaphor]])
JUD 1 9 kib4 κρίσιν ... βλασφημίας 1 a slanderous judgment
JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି
JUD 1 10 h6sq οὗτοι 1 these people ଅଧାର୍ମିକ ଲୋକମାନେ
JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁନବାଚକ ବିଶେଷ୍ୟ **ବିଚାର** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ତାଙ୍କୁ ଅପମାନିତ କରିବା ନିମନ୍ତେ” (ଦେଖନ୍ତୁ: <br>[[rc://en/ta/man/translate/figs-abstractnouns]])
JUD 1 10 h6sq οὗτοι 1 these people ଏଠାରେ, **ଏମାନେ** ପଦ [୪](../୦୧/୦୪.md) ରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 10 fjm5 ὅσα μὲν οὐκ οἴδασιν 1 whatever they do not understand "ଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” ([ଯିହୂଦା ୧:୮](../01/08.md))
JUD 1 11 j3g9 figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: [[rc://or/ta/man/translate/figs-metaphor]])
JUD 1 12 s4az 0 Connecting Statement: ଯିହୁଦା ଅଧାର୍ମିକ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେ ଏପରି ଲୋକମାନଙ୍କୁ ଚିହ୍ନିତ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ସଚେତନ କରନ୍ତି ଯେତେବେଳେ ସେମାନେ ସେମାନଙ୍କ ମଧ୍ୟରେ ଥିଲେ I

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
30 JUD 1 9 rmg9 0 General Information:
31 JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring ଏଠାରେ ଯିହୂଦା ସାଙ୍କେତିକ ଭାବରେ **ବିଚାର** ବିଷୟରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ବସ୍ତୁ ଅଟେ ଯାହା କେହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆଣିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ତାଙ୍କ ବିରୁଦ୍ଧରେ ଅପବାଦର ବିଚାର କରିବାକୁ” (ଦେଖନ୍ତୁ: <br>[[rc://en/ta/man/translate/figs-metaphor]])
32 JUD 1 9 kib4 κρίσιν ... βλασφημίας 1 a slanderous judgment
33 JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁନବାଚକ ବିଶେଷ୍ୟ **ବିଚାର** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ତାଙ୍କୁ ଅପମାନିତ କରିବା ନିମନ୍ତେ” (ଦେଖନ୍ତୁ: <br>[[rc://en/ta/man/translate/figs-abstractnouns]])
34 JUD 1 10 h6sq οὗτοι 1 these people ଅଧାର୍ମିକ ଲୋକମାନେ ଏଠାରେ, **ଏମାନେ** ପଦ [୪](../୦୧/୦୪.md) ରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
35 JUD 1 10 fjm5 ὅσα μὲν οὐκ οἴδασιν 1 whatever they do not understand ଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ୨) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” ([ଯିହୂଦା ୧:୮](../01/08.md)) JUD 1 11 j3g9 figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: [[rc://or/ta/man/translate/figs-metaphor]]) JUD 1 12 s4az 0 Connecting Statement: ଯିହୁଦା ଅଧାର୍ମିକ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେ ଏପରି ଲୋକମାନଙ୍କୁ ଚିହ୍ନିତ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ସଚେତନ କରନ୍ତି ଯେତେବେଳେ ସେମାନେ ସେମାନଙ୍କ ମଧ୍ୟରେ ଥିଲେ I JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I JUD 1 12 e25d figs-metaphor σπιλάδες 1 hidden reefs ପ୍ରବାଳଶ୍ରେଣୀ ବୃହତ ପ୍ରସ୍ତରମାନ ଅଟନ୍ତି ଯାହା ସମୁଦ୍ରରେ ଜଳପତ୍ତନର ଉତ୍ତାଳ ତରଙ୍ଗ ନିକଟବର୍ତ୍ତୀ ଅଟନ୍ତି I ଯେହେତୁ ନାବିକମାନେ ସେସବୁକୁ ଦେଖି ପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଜାହଜ ସହଜରେ ଧ୍ବଂସ ହୋଇପାରେ ଯଦି ସେଗୁଡିକ ଏହି ପ୍ରସ୍ତର ସହିତ ଧକ୍କା ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ଏକ ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://or/ta/man/translate/figs-metaphor]]) JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ – ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: [[rc://or/ta/man/translate/figs-metaphor]]) JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]]) JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]]) JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”
36 JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ”
37 JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I