diff --git a/en_tn_63-1JN.tsv b/en_tn_63-1JN.tsv index 60e4171..d7052d1 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -504,3 +504,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 3 16 j197 figs-metaphor καὶ ἡμεῖς ὀφείλομεν ὑπὲρ τῶν ἀδελφῶν, τὰς ψυχὰς θεῖναι 1 We also ought to lay down our lives for the brothers ଯୋହନ ବୋଧହୁଏ ଆମ୍ଭେମାନେ ଆମ୍ଭମାନଙ୍କର ସହବିଶ୍ଵାସୀମାନଙ୍କ ପାଇଁ ମରିବା ଉଚିତ୍ ବୋଲି ପ୍ରଥମ ସ୍ଥାନରେ କହୁ ନାହାଁନ୍ତି । ବରଂ, ସେ ଏହି ଅଭିବ୍ୟକ୍ତିକୁ ଆଳଙ୍କାରିକ ବ୍ୟବହାର କରି ଆମ୍ଭେମାନେ ଆମ୍ଭମାନଙ୍କ ଜୀବନକୁ ଆମ୍ଭମାନଙ୍କର ସହବିଶ୍ଵାସୀମାନଙ୍କ ପାଇଁ ଆମ୍ଭର ପ୍ରେମକୁ ବଳି ଭାବରେ ପ୍ରକାଶ କରିବା ଉଚିତ । ଯେବେ ଯୀଶୁ “ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କଲେ,” ଏହାର ଅର୍ଥ ଆମ୍ଭମାନଙ୍କର ପାଇଁ ମୃତ୍ୟୁ ବରଣ କଲେ । ଏବଂ ଯେହେତୁ ଯୋହନ ଯୀଶୁଙ୍କୁ ଏକ ଉଦାହରଣ ଭାବରେ ପ୍ରକାଶ କରନ୍ତି, ପ୍ରକୃତରେ ଏପରି ପରିସ୍ଥିତି ଆସିପାରେ ଯେବେ ଆମ୍ଭମାନଙ୍କୁ ଅନ୍ୟ କାହା ପାଇଁ ମରିବାକୁ ପଢ଼ିପାରେ । ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 3 16 j198 figs-metaphor τῶν ἀδελφῶν 1 the brothers ଆପଣ ଏହି ଶବ୍ଦକୁ [2:9](https://create.translationcore.com/02/09.md) ରେ  କିପରି ଅନୁବାଦ କରିଛନ୍ତି ଦେଖନ୍ତୁ  । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 3 17 j199 figs-hypo ὃς…ἂν ἔχῃ τὸν βίον τοῦ κόσμου 1 whoever has the possessions of the world ଯୋହନ ଏହି ଅଭିବ୍ୟକ୍ତିକୁ ଏକ ଉପକଳ୍ପିତ  ପରିସ୍ଥିତିର ପରିଚୟ ଦେବା ପାଇଁ ବ୍ୟବହାର କରନ୍ତି, ଯେଉଁ ବିଷୟରେ ସେଏହି ପର୍ବରେ ବିଷୟରେ ଆଲୋଚନା କରନ୍ତି । ଏହାକୁ ଦେଖାଇବା ପାଇଁ UST ଏହି ଶବ୍ଦକୁ ଅନୁବାଦ କରିବା ପାଇଁ  ଏକ ଉପାୟ ଅବିଷ୍କାର କରେ । ( [[rc://en/ta/man/translate/figs-hypo]]ଦେଖନ୍ତୁ) +1JN 3 17 j200 figs-metaphor τὸν ἀδελφὸν αὐτοῦ 1 his brother ଆପଣ ଏହି ଶବ୍ଦକୁ [2:9](https://create.translationcore.com/02/09.md) ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)