Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-27 17:58:10 +00:00
parent 8c0de0cbf9
commit 28acbc2b37
1 changed files with 1 additions and 1 deletions

View File

@ -2854,7 +2854,7 @@ LUK 23 1 k4aa figs-metaphor ἐπὶ τὸν Πειλᾶτον 1 before Pilate
LUK 23 2 mtc8 figs-exclusive εὕρομεν 1 We found ଏଠାରେ  **ଆମ୍ଭେମାନେ** ଏବଂ **ଆମ୍ଭର** ଶବ୍ଦ କେବଳ ଯିହୁଦୀ ଶାସକ ମୋହାସଭାର ସଦସ୍ୟମାନଙ୍କୁ ବୁଝାଏ, ଯେଉଁମାନେ ପୀଲାତ କିମ୍ବା ନିକଟସ୍ଥ ଅନ୍ୟ କୌଣସି ଲୋକମାନଙ୍କୁ କହୁ ନାହାଁନ୍ତି ।  ତେଣୁ ଆପଣ ଆପଣଙ୍କ ଅନୁବାଦରେ ଏହି ଶବ୍ଦଗୁଡ଼ିକର ସ୍ୱତନ୍ତ୍ର ଗଠନ ବ୍ୟବହାର କରନ୍ତୁ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ ।  (ଦେଖନ୍ତୁ: [[rc://en/ta/man/translate/figs-exclusive]]))
LUK 23 2 im4v διαστρέφοντα τὸ ἔθνος ἡμῶν 1 perverting our nation ଯିହୁଦୀ ନେତାମାନେ ଯୀଶୁଙ୍କ ବିଷୟରେ ସାଙ୍କେତିକ ଭାବରେ କଥାବାର୍ତ୍ତା କରୁଥିଲେ ଯେପରି ସେ ଜଣେ ମାର୍ଗଦର୍ଶକ ଯିଏ ଲୋକମାନଙ୍କୁ ଭୁଲ ବିଷୟରେ ଶିକ୍ଷା ଦେଉଥିଲେ ।  ବିକଳ୍ପ ଅନୁବାଦ: “ମନ୍ଦ କାମ କରିବାକୁ ଆମ୍ଭ ଲୋକମାନଙ୍କୁ ଉତ୍ସାହିତ କରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]]))
LUK 23 2 xsa4 κωλύοντα φόρους ... διδόναι 1 forbidding to give tribute ବିକଳ୍ପ ଅନୁବାଦ: “ସେମାନଙ୍କୁ କର ନ ଦେବାକୁ କୁହେ”
LUK 23 2 l68k figs-metonymy Καίσαρι 1 to Caesar ଆପଣ \[:\](../20/22.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  ଯିହୁଦୀ ନେତାମାନେ କାଇସରଙ୍କ ନାମରେ ରୋମୀୟ ସରକାରକୁ ସାଙ୍କେତିକ ଭାବରେ ଦର୍ଶାଉଛନ୍ତି, ଯେହେତୁ ସେ ଏହାର ଶାସକ ଥିଲେ ।  ବିକଳ୍ପ ଅନୁବାଦ: “ରୋମୀୟ ସରକାରଙ୍କୁ” (ଦେଖନ୍ତୁ: @)
LUK 23 2 l68k figs-metonymy Καίσαρι 1 to Caesar ଆପଣ [:(../.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଯିହୁଦୀ ନେତାମାନେ କାଇସରଙ୍କ ନାମରେ ରୋମୀୟ ସରକାରକୁ ସାଙ୍କେତିକ ଭାବରେ ଦର୍ଶାଉଛନ୍ତି, ଯେହେତୁ ସେ ଏହାର ଶାସକ ଥିଲେ ।  ବିକଳ୍ପ ଅନୁବାଦ: “ରୋମୀୟ ସରକାରଙ୍କୁ” (ଦେଖନ୍ତୁ: [[rc://en/ta/man/translate/figs-metonymy]]))
LUK 23 3 z5hu ὁ δὲ Πειλᾶτος ἠρώτησεν αὐτὸν 1 So Pilate questioned him ପିଲାତ ଯୀଶୁଙ୍କୁ ପଚାରିଲେ
LUK 23 3 ve4s figs-explicit σὺ λέγεις 1 You say so ସାମ୍ଭାବ୍ୟ ଉତ୍ତର ଗୁଡିକ 1) “ଏହା କହିବା ଦ୍ୱାରା, ଯୀଶୁ ସୂଚାଇଲେ ଯେ ସେ ଯିହୂଦୀମାନଙ୍କର ରାଜା ଅଟନ୍ତି I ବିକଳ୍ପ ଅନୁବାଦ: “ହଁ, ଆପଣ ଯେପରି କହିଛନ୍ତି, ମୁଁ ସେହି” ବା “ହଁ, ଏହା ଆପଣ ଯେପରି କହିଲେ ଠିକ ସେହିପରି” ବା 2) ଏହା କହିବା ଦ୍ୱାରା, ଯୀଶୁ କହୁଥିଲେ ଯେ ଯୀଶୁ ନୁହନ୍ତି, ମାତ୍ର ପିଲାତ ହେଉଛନ୍ତି ସେହି ବ୍ୟକ୍ତି ଯିଏ ତାଙ୍କୁ ଯିହୂଦୀମାନଙ୍କର ରାଜା ବୋଲି ସମ୍ବୋଧନ କରୁଛନ୍ତି I ବିକଳ୍ପ ଅନୁବାଦ: “ଆପଣ ସ୍ୱୟଂ ଏପରି କହିଲେ” (ଦେଖ: [[rc://or/ta/man/translate/figs-explicit]])
LUK 23 4 fx7d τοὺς ὄχλους 1 the crowds ଲୋକମାନଙ୍କର ବୃହତ୍ତ ଦଳଗୁଡିକ

Can't render this file because it is too large.