Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-14 15:23:32 +00:00
parent e06084427f
commit 2767ab645e
1 changed files with 22 additions and 22 deletions

View File

@ -99,28 +99,28 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
3:4 xl9l rc://*/ta/man/translate/figs-rquestion εἴ γε καὶ εἰκῇ 1 ଏଠାରେ **ଯଦି ତାହା ପ୍ରକୃତରେ ବୃଥା ଅଟେ** ବାକ୍ୟାଂଶ ତାଙ୍କ ପ୍ରଶ୍ନ ଉପରେ ସମ୍ଭାବ୍ୟ ପରିସ୍ଥିତି ବୁଝାଏ, **ତୁମ୍ଭେମାନେ କି ବ୍ୟର୍ଥରେ ଏତେ ବିଷୟ ଭୋଗ କରିଅଛ**, ଏବଂ ଦର୍ଶାଏ ଯେ ପାଉଲ ଗାଲାତୀୟମାନଙ୍କ ପାଇଁ ଭରସା ରଖିଛନ୍ତି । ପାଉଲ ଆଶା କରନ୍ତି ଯେ ସେମାନେ ମୋଶାଙ୍କ ବ୍ୟବସ୍ଥାକୁ ଯେପରି ସୁନ୍ନତ ସମ୍ବନ୍ଧୀୟ ଖାଦ୍ୟ ବ୍ୟବସ୍ଥା ପରି ମିଥ୍ୟା ଶିକ୍ଷାକୁ ପାଳନ କରି, ସେମାନେ **ଏତେ ବିଷୟ** ପ୍ରସ୍ତୁତ କରିବେ ନାହିଁ ଯାହା **ବୃଥାରେ** ସେମାନେ **ଭୋଗ କରିଛନ୍ତି** । ଏହି ମିଥ୍ୟା ଶିକ୍ଷକମାନଙ୍କ ଶିକ୍ଷା ଅନୁସରଣ କରିବାର ଗମ୍ଭୀର ପ୍ରଭାବକୁ ତାଙ୍କ ପାଠକମାନଙ୍କୁ ଚିହ୍ନିବାରେ ସାହାଯ୍ୟ କରିବାକୁ ପାଉଲ ଏକ ଉପକଳ୍ପିତ ବିବୃତ୍ତି ବ୍ୟବହାର କରୁଛନ୍ତି । ଏକ ଉପକଳ୍ପିତ ପରିସ୍ଥିତିକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ସ୍ବାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦି ପ୍ରକୃତରେ ଏହା କିଛି ନୁହେଁ ଯାହା ପାଇଁ ତୁମ୍ଭେମାନେ ଅନେକ ବିଷୟ ଅନୁଭବ କରିଥିଲେ, କିନ୍ତୁ ମୁଁ ଆଶା କରେ ଯେ ତୁମ୍ଭମାନଙ୍କ ସହ ଏହା ନୁହେଁ” 3:4 xl9l rc://*/ta/man/translate/figs-rquestion εἴ γε καὶ εἰκῇ 1 ଏଠାରେ **ଯଦି ତାହା ପ୍ରକୃତରେ ବୃଥା ଅଟେ** ବାକ୍ୟାଂଶ ତାଙ୍କ ପ୍ରଶ୍ନ ଉପରେ ସମ୍ଭାବ୍ୟ ପରିସ୍ଥିତି ବୁଝାଏ, **ତୁମ୍ଭେମାନେ କି ବ୍ୟର୍ଥରେ ଏତେ ବିଷୟ ଭୋଗ କରିଅଛ**, ଏବଂ ଦର୍ଶାଏ ଯେ ପାଉଲ ଗାଲାତୀୟମାନଙ୍କ ପାଇଁ ଭରସା ରଖିଛନ୍ତି । ପାଉଲ ଆଶା କରନ୍ତି ଯେ ସେମାନେ ମୋଶାଙ୍କ ବ୍ୟବସ୍ଥାକୁ ଯେପରି ସୁନ୍ନତ ସମ୍ବନ୍ଧୀୟ ଖାଦ୍ୟ ବ୍ୟବସ୍ଥା ପରି ମିଥ୍ୟା ଶିକ୍ଷାକୁ ପାଳନ କରି, ସେମାନେ **ଏତେ ବିଷୟ** ପ୍ରସ୍ତୁତ କରିବେ ନାହିଁ ଯାହା **ବୃଥାରେ** ସେମାନେ **ଭୋଗ କରିଛନ୍ତି** । ଏହି ମିଥ୍ୟା ଶିକ୍ଷକମାନଙ୍କ ଶିକ୍ଷା ଅନୁସରଣ କରିବାର ଗମ୍ଭୀର ପ୍ରଭାବକୁ ତାଙ୍କ ପାଠକମାନଙ୍କୁ ଚିହ୍ନିବାରେ ସାହାଯ୍ୟ କରିବାକୁ ପାଉଲ ଏକ ଉପକଳ୍ପିତ ବିବୃତ୍ତି ବ୍ୟବହାର କରୁଛନ୍ତି । ଏକ ଉପକଳ୍ପିତ ପରିସ୍ଥିତିକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ସ୍ବାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦି ପ୍ରକୃତରେ ଏହା କିଛି ନୁହେଁ ଯାହା ପାଇଁ ତୁମ୍ଭେମାନେ ଅନେକ ବିଷୟ ଅନୁଭବ କରିଥିଲେ, କିନ୍ତୁ ମୁଁ ଆଶା କରେ ଯେ ତୁମ୍ଭମାନଙ୍କ ସହ ଏହା ନୁହେଁ”
3:5 s3bc rc://*/ta/man/translate/figs-rquestion ἐξ ἔργων νόμου ἢ ἐξ ἀκοῆς πίστεως 1 ପାଉଲ ଲୋକମାନେ କିପରି ଆତ୍ମାଙ୍କୁ ଗ୍ରହଣ କରନ୍ତି ଗାଲାତୀୟମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଅନ୍ୟଏକ ଅଳଙ୍କାରିକ ପ୍ରଶ୍ନ ପଚାରନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବ । 3:5 s3bc rc://*/ta/man/translate/figs-rquestion ἐξ ἔργων νόμου ἢ ἐξ ἀκοῆς πίστεως 1 ପାଉଲ ଲୋକମାନେ କିପରି ଆତ୍ମାଙ୍କୁ ଗ୍ରହଣ କରନ୍ତି ଗାଲାତୀୟମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଅନ୍ୟଏକ ଅଳଙ୍କାରିକ ପ୍ରଶ୍ନ ପଚାରନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବ ।
3:5 j4vz ἐξ ἔργων νόμου 1 ଆପଣ [2:16] (../ 02 / 16.md) ରେ **ବ୍ୟବସ୍ଥାର କ୍ରିୟାକର୍ମ ହେତୁ** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ, ଯେଉଁଠାରେ ଏହା ତିନିଥର ଉଲ୍ଲେଖ ଅଛି । 3:5 j4vz ἐξ ἔργων νόμου 1 ଆପଣ [2:16] (../ 02 / 16.md) ରେ **ବ୍ୟବସ୍ଥାର କ୍ରିୟାକର୍ମ ହେତୁ** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ, ଯେଉଁଠାରେ ଏହା ତିନିଥର ଉଲ୍ଲେଖ ଅଛି ।
3:5 e17q rc://*/ta/man/translate/figs-explicit ἐξ ἀκοῆς πίστεως 1 ଲୋକମାନେ ଯାହା ଶୁଣିଲେ ଏବଂ ଯାହା ଉପରେ ସେମାନେ ବିଶ୍ବାସ କଲେ ଏହାକୁ ତୁମ୍ଭମାନଙ୍କ ଭଷାରେ ସ୍ପଷ୍ଟ କରିବାକୁ ଆବଶ୍ୟକତା ହେଲେ ତାହା କରି ପାରିବ । ଅନ୍ୟଏକ ଆନୁବାଦରେ: “କାରଣ ତୁମେମାନେ ସୁସମାଚାର ଶୁଣିଅଛ ଏବଂ ଯୀଶୁଙ୍କଠାରେ ବିଶ୍ବାସ କରିଥିଲ” କିମ୍ବା “କାରଣ ତୁମେମାନେ ସୁସମାଚାର ଶୁଣିଅଛ ଏବଂ ଯୀଶୁଙ୍କଠାରେ ବିଶ୍ବାସ କରିଅଛ” (ଦେଖ: [[rc://or/ta/man/translate/figs-explicit]]) 3:5 e17q rc://*/ta/man/translate/figs-explicit ἐξ ἀκοῆς πίστεως 1 ଆପଣଙ୍କ ଭାଷା ଲୋକମାନେ ଯାହା ଶୁଣିଛନ୍ତି ଏବଂ କାହା ଉପରେ ବିଶ୍ଵାସ କରିଛନ୍ତି ତାହା ସ୍ପଷ୍ଟ କରିବା ଆବଶ୍ୟକହେଇପାରେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ବାର୍ତ୍ତା ଶୁଣିଲ ଏବଂ ଯୀଶୁଙ୍କ ଉପରେ ବିଶ୍ୱାସ କରିଅଛ” କିମ୍ବା “କାରଣ ତୁମ୍ଭେମାନେ ବାର୍ତ୍ତା ଶୁଣିଆଛ ଏବଂ ଯୀଶୁଙ୍କଠାରେରେ ବିଶ୍ୱାସ କରିଛ”
3:6 ahy9 Connecting Statement: 0 # Connecting Statement:\n\nପାଉଲ ଗାଲତୀୟ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଅବ୍ରାହାମ ବିଶ୍ବାସ ଦ୍ବାରା ଧାର୍ମିକତା ପ୍ରାପ୍ତ କରିଥିଲେ ଏବଂ ବ୍ୟବସ୍ଥା ଦ୍ବାରା ନୁହେଁ । 3:6 ahy9 Connecting Statement: 0 ଏଠାରେ, ବାକ୍ୟାଂଶ **ଯେପରି** ସୂଚାଏ ଯେ ଅନୁସରଣ କରୁଥିବା ବିଷୟ ଏହା ପୂର୍ବ ବାକ୍ୟାଂଶ ସହ ସଂଯୁକ୍ତ ଅଛି, ବିଶେଷ ଭାବରେ 3:1-5 ରେ ଅଛି । ଏହି ବାକ୍ୟାଂଶ ନୂତନ ସୂଚନା ମଧ୍ୟ ଉପସ୍ଥାପନ କରେ । ଏହି ବାକ୍ୟଟି ଉପସ୍ଥାପନ କରୁଥିବା ନୂତନ ସୂଚନା ଅବ୍ରହାମଙ୍କ ବାଇବଲ ଉଦାହରଣ ଅଟେ । ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏହି ପ୍ରସଙ୍ଗରେ ଉପଯୁକ୍ତ ହେବ । ବିକଳ୍ପ ଅନୁବାଦ: “ଏପରିକି”
3:6 f7sv ἐλογίσθη αὐτῷ εἰς δικαιοσύνην 1 ଅବ୍ରାହାମ ଈଶ୍ବରଙ୍କଠାରେ ବିଶ୍ବାସ କରିବା ଈଶ୍ବର ଦେଖିଲେ, ତେଣୁ ଈଶ୍ବର ଅବ୍ରାହାମକୁ ଧାର୍ମିକ ଗଣିତ କଲେ । 3:6 f7sv ἐλογίσθη αὐτῷ εἰς δικαιοσύνην 1 ଆପଣ [2:21](../02/21.md) ରେ କିପରି **ଧାର୍ମିକ** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।
3:7 i9x4 rc://*/ta/man/translate/figs-abstractnouns οἱ ἐκ πίστεως 1 "ଯେଉଁମାନଙ୍କର ବିଶ୍ବାସ ଅଛି । “ବିଶ୍ବାସ” ବିଷେଶ୍ବର ଅର୍ଥ “ବିଶ୍ବାସ” କ୍ରିୟା ବିଶେଷରେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେଉଁମନେ ବିଶ୍ବାସ କରନ୍ତି” (ଦେଖ: [[rc://or/ta/man/translate/figs-abstractnouns]]) 3:7 i9x4 rc://*/ta/man/translate/figs-abstractnouns οἱ ἐκ πίστεως 1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ “ବିଶ୍ୱାସ” ପରି କ୍ରିୟା ବାକ୍ୟାଂଶ ସହ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ। ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ୱାସ କରନ୍ତି”
3:7 kq1h rc://*/ta/man/translate/figs-metaphor υἱοί & Ἀβραὰμ 1 ଏହା ସେହି ଲୋକମାନଙ୍କ ବିଷୟରେ ଉଲ୍ଲେଖ କରେ ଯାହାକୁ ଈଶ୍ବର ଅବ୍ରାହାମଙ୍କ ସଦୃଶ ପ୍ରକାଶିତ କରିଥିଲେ । ଅନ୍ୟ ଏକ ଅନୁବାଦରେ: “ଅବ୍ରାହାମ ଯେପରି ଧାର୍ମିକ ହୋଇଥିଲେ ସେହିପରି ଧାର୍ମିକ ହୁଅ” (ଦେଖ: [[rc://or/ta/man/translate/figs-metaphor]]) 3:7 kq1h rc://*/ta/man/translate/figs-metaphor υἱοί & Ἀβραὰμ 1 ଯେଉଁମାନେ ଅବ୍ରହାମଙ୍କ ପରି ଈଶ୍ବରଙ୍କ ଉପରେ ବିଶ୍ଵାସ କରନ୍ତି, ସେମାନଙ୍କୁ ଏଠାରେ ଅବ୍ରହାମଙ୍କ **ପୁତ୍ର** ବୋଲି କୁହାଯାଏ । ପାଉଲଙ୍କର ଅର୍ଥ ଏହା ନୁହେଁ ଯେ, ଯେଉଁମାନେ ଈଶ୍ବରଙ୍କ ଉପରେ ବିଶ୍ୱାସ କରନ୍ତି, ସେମାନେ ଅବ୍ରହାମଙ୍କର ପାର୍ଥିବ ବଂଶଧର ଅଟନ୍ତି, ବରଂ, ସେ କହୁଛନ୍ତି ଯେ ସେମାନେ ତାଙ୍କ ସହିତ ଆତ୍ମିକ ସମାନତା ସହଭାଗିତା କରନ୍ତି କାରଣ ସେମାନେ ଈଶ୍ବରଙ୍କଠାରେ ବିଶ୍ୱାସ କରନ୍ତି । ତେଣୁ ପାଉଲ ସେମାନଙ୍କୁ **ଅବ୍ରହାମଙ୍କ ପୁତ୍ର** ବୋଲି କହିଛନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ କିମ୍ବା ଏକ ଉଦାହରଣ ବ୍ୟବହାର କରିପାରିବେ ।
3:8 vs1m rc://*/ta/man/translate/figs-personification προϊδοῦσα δὲ 1 କାରଣ ଈଶ୍ବର ଅବ୍ରାହାମଙ୍କ ସହିତ ପ୍ରତିଜ୍ଞା କଲେ ଏବଂ ସେଗୁଡିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ସଫଳ ହେବା ପୂର୍ବରୁ ଲେଖାଗଲେ, ଶାସ୍ତ୍ର ଏମିତି ଜଣେ ବ୍ୟକ୍ତି ସମାନ ଅଟେ ଯେ ଏହା ଘଟିବା ପୂର୍ବରୁ ଭବିଷ୍ୟତ ବିଷୟରେ ଜାଣିଥାଏ । ଅନ୍ୟ ଏକ ଅନୁବାଦରେ: “ଭବିଷ୍ୟତବାଣୀ” କିମ୍ବା “ଘଟିବା ପୂର୍ବରୁ ଦର୍ଶନ କଲେ” (ଦେଖ: [[rc://or/ta/man/translate/figs-personification]]) 3:8 vs1m rc://*/ta/man/translate/figs-personification προϊδοῦσα δὲ 1 ଏଠାରେ, **ଶାସ୍ତ୍ର** କୁ ବ୍ୟକ୍ତି ଭାବରେ ଦର୍ଶା ଯାଇଅଛି ଯିଏ ଭବିଷ୍ୟବାଣୀ କରିପାରନ୍ତି ଯେ **ଈଶ୍ବର ଅଣଯିହୂଦୀମାନଙ୍କୁ ବିଶ୍ୱାସ ଦ୍ୱାରା ଧାର୍ମିକ କରିବେ** ଏବଂ **ସୁସମାଚାର ପ୍ରଚାର କରିବେ** । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
3:8 k9tp rc://*/ta/man/translate/figs-you ἐν σοὶ 1 କାରଣ ତୁମେମାନେ ଯାହା କରିଅଛ କିମ୍ବା “କାରଣ ମୁଁ ତୁମମାନଙ୍କୁ ଆର୍ଶିବାଦ କରିଅଛି ।” “ତୁମେମାନେ” ଶଦ୍ଦ ଅବ୍ରାହାମଙ୍କୁ ବୁଝାଏ ଏବଂ ଏକବଚନ ଅଟେ । (ଦେଖ: [[rc://or/ta/man/translate/figs-you]]) 3:8 k9tp rc://*/ta/man/translate/figs-you ἐν σοὶ 1
3:8 j83j πάντα τὰ ἔθνη 1 ଜଗତର ସମସ୍ତ ଲୋକ-ସମୂହ । ଈଶ୍ବର ଗୁରୁତ୍ବାରୋପ କରୁଥିଲେ ଯେ ସେ କେବଳ ଯିହୁଦୀ ଲୋକମାନଙ୍କ ପକ୍ଷ ନଥିଲେ, ସେ ଦଳଗତଭାବେ ମନୋନିତ କଲେ । ତାହାଙ୍କ ମୁକ୍ତିର ଯୋଜନା ଯିହୁଦୀ ଏବଂ ଅଣ-ଯିହୁଦୀ ଉଭୟଙ୍କ ନିମନ୍ତେ ଥିଲା । 3:8 j83j πάντα τὰ ἔθνη 1 ଏଠାରେ, **ଦେଶଗୁଡ଼ିକ** ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଏହି **ଦେଶଗୁଡ଼ିକୁ** ଗଠନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଦେଶର ଲୋକ” କିମ୍ବା “ପ୍ରତ୍ୟେକ ଦେଶର ଲୋକ”
3:10 jhr2 rc://*/ta/man/translate/figs-metaphor ὅσοι γὰρ ἐξ ἔργων νόμουεἰσὶν ὑπὸ κατάραν εἰσίν 1 ଏକ ଅଭିଶପ୍ତ ହୋଇଥିବା ସକାଶୁ ଅଭିଶପ୍ତ ହେବା ବିଷୟକୁ ଉଲ୍ଲେଖ କରେ । ଏଠାରେ ଅନନ୍ତକାଳ ଦଣ୍ଡିତ ହେବା ବିଷୟକୁ ବୁଝାଏ । “ଯେଉଁମାନେ ବ୍ୟବସ୍ଥା ଉପରେ ଭରସା କରନ୍ତି ... ସେମାନେ ଅଭିଶପ୍ତ ଅଟନ୍ତି” କିମ୍ବା “ଈଶ୍ବର ସେମାନଙ୍କୁ ଅନନ୍ତକାଳ ଦଣ୍ଡ ଦେବେ ଯେଉଁମାନେ ବ୍ୟବସ୍ଥା ଉପରେ ... ଭରସା କରିବେ” (ଦେଖ: [[rc://or/ta/man/translate/figs-metaphor]] ଏବଂ [[rc://or/ta/man/translate/figs-metonymy]]) 3:10 jhr2 rc://*/ta/man/translate/figs-metaphor ὅσοι γὰρ ἐξ ἔργων νόμουεἰσὶν ὑπὸ κατάραν εἰσίν 1 ଏଠାରେ, **ଶାପଗ୍ରସ୍ତ ଅଟନ୍ତି** ଶ୍ବରଙ୍କ ଦ୍ୱାରା ଅଭିଶାପିତ ହେବାର ପ୍ରତିନିଧିତ୍ୱ କରେ ଏବଂ ଈଶ୍ବରଙ୍କ ଦ୍ୱାରା ନିନ୍ଦିତ ହେବା ଏବଂ ଅନନ୍ତ ଦଣ୍ଡ ପାଇବାକୁ ଦଣ୍ଡିତ ହେବା ବିଷୟରେ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦ୍ୱାରା ଅଭିଶପ୍ତ”
3:10 mxe7 ἔργων νόμου 1 ବ୍ୟବସ୍ଥା ଯାହା କୁହେ ଆମ୍ଭେମାନେ ତାହା କରୁ" 3:10 mxe7 ἔργων νόμου 1 ବିକଳ୍ପ ଅନୁବାଦ: “ଯେଉଁମାନେ ସମସ୍ତ ଲୋକ ବ୍ୟବସ୍ଥା ପାଳନ କରନ୍ତି” କିମ୍ବା “ଯେଉଁମାନେ ବ୍ୟବସ୍ଥା ପାଳନ କରି ଧାର୍ମିକ ହେବାକୁ ଚେଷ୍ଟା କରନ୍ତି”
3:11 sn9h rc://*/ta/man/translate/figs-explicit δὲ & δῆλον 1 ଯାହା ସ୍ପଷ୍ଟ ଅଟେ ତାହା ସ୍ପଷ୍ଟରୁପେ କୁହାଯାଇପାରିବ । AT “ଶାସ୍ତ୍ର ସ୍ପଷ୍ଟ ଅଟେ” କିମ୍ବା “ଶାସ୍ତ୍ର ସ୍ପଷ୍ଟ ଶିକ୍ଷା ଦିଏ” (ଦେଖ: [[rc://or/ta/man/translate/figs-explicit]]) 3:11 sn9h rc://*/ta/man/translate/figs-explicit δὲ & δῆλον 1 ବିକଳ୍ପ ଅନୁବାଦ: “ସ୍ପଷ୍ଟ ଅଟେ”
3:11 k6k5 ἐν νόμῳ, οὐδεὶς δικαιοῦται παρὰ τῷ Θεῷ 1 ଏହା ଏକ ସକ୍ରିୟ କ୍ରିୟା ସହିତ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ବ୍ୟବସ୍ଥା ଦ୍ବାରା କାହାକୁ ଧାର୍ମିକ ଗଣିତ କରିବେ ନାହିଁ” 3:11 k6k5 ἐν νόμῳ, οὐδεὶς δικαιοῦται παρὰ τῷ Θεῷ 1
3:11 k1pq rc://*/ta/man/translate/figs-explicit ἐν νόμῳ, οὐδεὶς δικαιοῦται παρὰ τῷ Θεῷ 1 ପାଉଲ ସେମାନଙ୍କ ବିଶ୍ବାସକୁ ସଂଶୋଧନ କରୁଛନ୍ତି ଯଦି ସେମାନେ ବ୍ୟବସ୍ଥା ପାଳନ କଲେ, ଈଶ୍ବର ସେମାନଙ୍କୁ ଧାର୍ମିକ ଗଣନା କରିବେ । ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାଳନ କରିବା ଦ୍ବାରା କେହିଜଣେ ଈଶ୍ବରଙ୍କ ନିକଟରେ ଧାର୍ମିକ ଗଣିତ ହୋଇ ପାରିବେ ନାହି” କିମ୍ବା “ଈଶ୍ବର ସେମାନଙ୍କୁ ବ୍ୟବସ୍ଥା ପାଳନ କରିବା ଦ୍ବାରା ଧାର୍ମିକ ଗଣତି କରିବେ ନାହିଁ” (ଦେଖ: [[rc://or/ta/man/translate/figs-explicit]]) 3:11 k1pq rc://*/ta/man/translate/figs-explicit ἐν νόμῳ, οὐδεὶς δικαιοῦται παρὰ τῷ Θεῷ 1
3:11 i537 rc://*/ta/man/translate/figs-nominaladj ὁ δίκαιος ἐκ πίστεως ζήσεται 1 ନାମମାତ୍ର ବିଶେଷଣ “ଧାର୍ମିକ” ଧାର୍ମିକ ଲୋକଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଧାର୍ମିକ ବ୍ୟକ୍ତି ବିଶ୍ବାସ ଦ୍ବାରା ବଞ୍ଚିବ” (ଦେଖ: [[rc://or/ta/man/translate/figs-nominaladj]]) 3:11 i537 rc://*/ta/man/translate/figs-nominaladj ὁ δίκαιος ἐκ πίστεως ζήσεται 1 ପାଉଲ ଭବିଷ୍ୟ‌ଦ୍‌ବକ୍ତା ହବକ୍କୂକ ବିଷୟରେ ଉଲ୍ଲେଖ କରୁଛନ୍ତି, ଯିଏ **ଧାର୍ମିକ** ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରି, ଏକ ଗୋଷ୍ଠୀର ଲୋକମାନଙ୍କୁ ବର୍ଣ୍ଣନା କରନ୍ତି । ଆପଣଙ୍କ ଭାଷା ବିଶେଷଣରେ ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଧାର୍ମିକ, ସେମାନେ ସେମାନଙ୍କର ବିଶ୍ୱାସ ଦ୍ୱାରା ବଞ୍ଚିବେ”
3:12 rep5 ζήσεται ἐν αὐτοῖς 1 ସମ୍ଭାବିତ ଅର୍ଥଗୁଡିକ ୧) “ସେଗୁଡିକୁ ପାଳନ କରିବା ଉଚିତ୍” କିମ୍ବା ) “ବ୍ୟବସ୍ଥାର ଦାବି କରିବା କ୍ଷମତା ଅନୁସାରେ ବିଚାର କରାଯିବେ ।” 3:12 rep5 ζήσεται ἐν αὐτοῖς 1 ଏଠାରେ, **ରେ** ଶବ୍ଦର ଅର୍ଥ ହେଉଛି “ଦ୍ବାରା” ଏବଂ ସେହି ଉପାୟକୁ ବୁଝାଏ ଯାହା ଦ୍ବାରା ଜଣେ ବ୍ୟକ୍ତି **ବଞ୍ଚିବେ**, ଯଥା **ସେଗୁଡ଼ିକୁ** କରିବା ଦ୍ୱାରା ଅଟେ। ଏଠାରେ **ସେଗୁଡ଼ିକ** ଶବ୍ଦ ‘ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ ବିଷୟ** କୁ ବୁଝାଏ ଯାହା 3:10 ରେ ଉଲ୍ଲେଖ ଅଛି । ଯଦି ଏ ସମସ୍ତ ବିଷୟ ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ସେଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । “ବିକଳ୍ପ ଅନୁବାଦ: “ସେମାନେ ବଞ୍ଚିବ କାରଣ ସେମାନେ ତାହା କରନ୍ତି” କିମ୍ବା “ସେଗୁଡ଼ିକୁ ପାଳନ କରି ବଞ୍ଚିବେ”
3:13 x2lc Connecting Statement: 0 # Connecting Statement:\n\nପାଉଲ ଏହି ବିଶ୍ବାସୀମାନଙ୍କୁ ପୁନର୍ବାର ସ୍ମରଣ କରାଇ ଦେଉଛନ୍ତି ଯେ ବ୍ୟବସ୍ଥା ପାଳନ ଜଣେ ବ୍ୟକ୍ତିକୁ ଉଦ୍ଧାର କରି ପାରିବ ନାହିଁ ଏବଂ ସେହି ବ୍ୟବସ୍ଥା ବିଶ୍ବାସ କରିବା ସକାଶୁ ଅବ୍ରାହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞା ସହିତ କୌଣସି ନୁତନ ସର୍ତ ଯୋଗ କରେ ନାହିଁ । 3:13 x2lc Connecting Statement: 0
3:13 ml63 ἐκ τῆς κατάρας τοῦ νόμου 1 ବିଶେଷ୍ୟ “ଅଭିଶପ୍ତ” କୁ କ୍ରିୟା “ଅଭିଶପ୍ତ” ଶଦ୍ଦରେ ପ୍ରକାଶ କରାଯାଇପାରିବ ।” ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର କାରଣରୁ ଅଭିଶପ୍ତ ହେବା” କିମ୍ବା “ବ୍ୟବସ୍ଥାର ପାଳନ ନକରିବା କାରଣରୁ ଅଭିଶପ୍ତ ହେବା” 3:13 ml63 ἐκ τῆς κατάρας τοῦ νόμου 1 ଯଦି ଆପଣଙ୍କର ଭାଷା **ଶ୍ରାପଗସ୍ତ** ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ଏକ କ୍ରିୟା ବାକ୍ୟାଂଶରେ ସମାନ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବ୍ୟବସ୍ଥା ଦ୍ୱାରା ଅଭିଶାପିତ ହେବାଠାରୁ… ଅଭିଶାପିତ”
3:13 mp4p rc://*/ta/man/translate/figs-metonymy ἐκ τῆς κατάρας τοῦ νόμου, γενόμενος ὑπὲρ ἡμῶν κατάρα & ἐπικατάρατος πᾶς 1 ଏଠାରେ “ଅଭିଶପ୍ତ” ଶବ୍ଦ ଜଣେ ବ୍ୟକ୍ତିକୁ ଈଶ୍ବରଙ୍କ ଦଣ୍ଡଦେବା ନିମନ୍ତେ ଏକ ଲକ୍ଷଣ ସୂଚକ ଅଟେ ଯେଉଁ ବ୍ୟକ୍ତିକୁ ସେ ଅଭିଶାପ ଦେଇଛନ୍ତି । ଅନ୍ୟ ଏକ ଅନୁବାଦରେ: “ଆମମାନଙ୍କୁ ଈଶ୍ବର ଦଣ୍ଡିତ କରିବେ କାରଣ ଆମ୍ଭେମାନେ ବ୍ୟବସ୍ଥା ପାଳନ କରି ନାହୁ ... ଆମ୍ଭମାନଙ୍କ ବଦଳରେ ଈଶ୍ବର ତାହାଙ୍କୁ ଦଣ୍ଡିତ କରିଛନ୍ତି ... ଈଶ୍ବର ପ୍ରତ୍ୟେକ ଜଣଙ୍କୁ ଦଣ୍ଡିତ କରିବେ” (ଦେଖ: [[rc://or/ta/man/translate/figs-metonymy]]) 3:13 mp4p rc://*/ta/man/translate/figs-metonymy ἐκ τῆς κατάρας τοῦ νόμου, γενόμενος ὑπὲρ ἡμῶν κατάρα & ἐπικατάρατος πᾶς 1
3:13 mt6z ὁ κρεμάμενος ἐπὶ ξύλου 1 ପାଉଲ ଆପଣା ଶ୍ରୋତାମାନଙ୍କଠାରୁ ଏହା ବୁଝାଇବାକୁ ଆଶା କରୁଥିଲେ ସେ ଯୀଶୁଙ୍କୁ କ୍ରୁଶ ଉପରେ ଝୁଲାଇବା ଦର୍ଶାଉଥିଲେ । 3:13 mt6z ὁ κρεμάμενος ἐπὶ ξύλου 1 ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ, **ଖୁଣ୍ଟ** ଶବ୍ଦ କାଠରେ ନିର୍ମିତ ଏକ ଖୁଣ୍ଟକୁ ସୂଚାଇପାରେ । ଏଠାରେ, ପାଉଲ **ଖୁଣ୍ଟ** ଶବ୍ଦ ବ୍ୟବହାର କରି ଯୀଶୁଙ୍କୁ କ୍ରୁଶରେ ବିଦ୍ଧ କରାଯାଇଥିବା କାଠ କ୍ରୁଶକୁ ଦର୍ଶାଉଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା କାଠରେ ନିର୍ମିତ କୌଣସି ଏକ ବସ୍ତୁକୁ ସୂଚାଇପାରେ, ଏବଂ କେବଳ ଜୀବନ୍ତ ଗଛକୁ ନୁହେଁ । ବିକଳ୍ପ ଅନୁବାଦ: “ଏକ ପୋଲ” କିମ୍ବା “ଏକ କାଠ ପୋଲ”
3:14 brf7 ἵνα & ἡ εὐλογία τοῦ Ἀβραὰμ γένηται 1 କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଏକ ଅଭିଶପ୍ତ ହେଲେ, ଅବ୍ରାହାମଙ୍କ ଆର୍ଶିବାଦ ଆସିବ 3:14 brf7 ἵνα & ἡ εὐλογία τοῦ Ἀβραὰμ γένηται 1 **ଯେପରି** ବାକ୍ୟାଂଶ ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରେ । ପାଉଲ ଖ୍ରୀଷ୍ଟଙ୍କ ମୃତ୍ୟୁର ଉଦ୍ଦେଶ୍ୟ ଦର୍ଶାଉଛନ୍ତି (ଯାହା ସେ ପୂର୍ବ ପଦରେ ଆଲୋଚନା କରିଥିଲେ) । ଏକ ଉଦ୍ଦେଶ୍ୟ ବାକ୍ୟାଂଶକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହା ଫଳରେ”
3:14 fa98 ἵνα & λάβωμεν διὰ τῆς πίστεως 1 କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଏକ ଅଭିଶପ୍ତ ହେଲେ, ବିଶ୍ବାସ ଦ୍ବାରା ଆମେ ପ୍ରାପ୍ତ କରିବା 3:14 fa98 ἵνα & λάβωμεν διὰ τῆς πίστεως 1
3:14 h46q rc://*/ta/man/translate/figs-inclusive λάβωμεν 1 “ଆମ୍ଭେମାନେ” ଶବ୍ଦ ସେହି ଲୋକମାନଙ୍କୁ ସମ୍ପୃକ୍ତ କରେ ଯେଉମାନେ ପତ୍ରକୁ ପଢନ୍ତି ଏବଂ ତେଣୁ ସମ୍ପୃକ୍ତ ଅଟନ୍ତି । (ଦେଖ: [[rc://or/ta/man/translate/figs-inclusive]]) 3:14 h46q rc://*/ta/man/translate/figs-inclusive λάβωμεν 1
3:15 al9b ἀδελφοί 1 ଦେଖ ତୁମେ ଏହାକୁ [ଗଲତୀୟ ୧:] (../୦୧/.md)ରେ କିପରି ଅନୁବାଦ ଅରିଅଛ । 3:15 al9b ἀδελφοί 1 ଦେଖ ତୁମେ ଏହାକୁ [ଗଲତୀୟ ୧:] (../୦୧/.md)ରେ କିପରି ଅନୁବାଦ ଅରିଅଛ ।
3:15 c3gs κατὰ ἄνθρωπον 1 ଜଣେ ବ୍ୟକ୍ତି ବିଶେଷରେ କିମ୍ବା “ଅଧିକାଂଶ ଲୋକମାନେ ଏହି ବିଷୟକୁ ବୁଝନ୍ତି” 3:15 c3gs κατὰ ἄνθρωπον 1 ଜଣେ ବ୍ୟକ୍ତି ବିଶେଷରେ କିମ୍ବା “ଅଧିକାଂଶ ଲୋକମାନେ ଏହି ବିଷୟକୁ ବୁଝନ୍ତି”
3:16 f1xu δὲ 1 ଏହି ଶବ୍ଦ ଦର୍ଶାଏ ଯେ ପାଉଲ ଏକ ସାଧାରଣ ସିଦ୍ଧାନ୍ତ କହୁଛନ୍ତି ଏବଂ ବର୍ତ୍ତମାନ ଏକ ବିଶେଷ ବିଷୟର ପରିଚୟ ଆରମ୍ଭ କରୁଛନ୍ତି । 3:16 f1xu δὲ 1 ଏହି ଶବ୍ଦ ଦର୍ଶାଏ ଯେ ପାଉଲ ଏକ ସାଧାରଣ ସିଦ୍ଧାନ୍ତ କହୁଛନ୍ତି ଏବଂ ବର୍ତ୍ତମାନ ଏକ ବିଶେଷ ବିଷୟର ପରିଚୟ ଆରମ୍ଭ କରୁଛନ୍ତି ।

Can't render this file because it contains an unexpected character in line 71 and column 1453.