Edit 'en_tn_63-1JN.tsv' using 'tc-create-app'
This commit is contained in:
parent
6a7f3d29cc
commit
274c08e9cb
|
@ -390,3 +390,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
|
|||
1JN 2 14 j087 translate-textvariants ἔγραψα ὑμῖν, παιδία, ὅτι ἐγνώκατε τὸν Πατέρα 1 I have written to you, young children, because you know the Father କେତେକ ବାଇବଲରେ, ଏହି ବାକ୍ୟଟି ଏହି ପଦର ଆରମ୍ଭ ପରିବର୍ତ୍ତେ [2:13](https://create.translationcore.com/02/13.md)ର ଶେଷରେ ଆସିଥାଏ । ଏହାର ପୁସ୍ତକଗୁଡ଼ିକ ଲେଖିବାର ବହୁ ଶତାବ୍ଦୀ ପରେ ବାଇବେଲରେ ପଦ ବିଭାଜନଗୁଡ଼ିକ ପରିଚିତ ହୋଇଥିଲା ଏବଂ ସେଗୁଡ଼ିକ ଉଦ୍ଦେଶ୍ୟ କେବଳ ପାଠକମାନଙ୍କୁ ସହଜରେ ବିଷୟଗୁଡ଼ିକୁ ବୁଝିବାକୁ ସାହାଯ୍ୟ କରିବା ଥିଲା । ତେଣୁ ଏହି ବାକ୍ୟର ସ୍ଥାନ, ଏହି ପଦର ଆରମ୍ଭରେ କିମ୍ବା ଶେଷରେ ହେଲେ ମଧ୍ୟ ଏହା ଅର୍ଥର ବିଶେଷ ପାର୍ଥକ୍ୟ ସୃଷ୍ଟି କରେ ନାହିଁ । ଯଦି ଆପଣଙ୍କ ଅଞ୍ଚଳରେ ବାଇବବେଲର ଏକ ଅନୁବାଦ ଅଛି, ସେହି ସଂସ୍କରଣର ଗଠନକୁ ବ୍ୟବହାର କରନ୍ତୁ । ଯଦି ନୁହେଁ, ଆପଣ ULT ଅନୁସରଣ କରନ୍ତୁ । ( [[rc://en/ta/man/translate/translate-textvariants]]ଦେଖନ୍ତୁ)
|
||||
1JN 2 14 j088 figs-verbs ἔγραψα ὑμῖν 1 I have written to you ମୁଁ ଲେଖୁଅଛି ବୋଲି କହି, ଯୋହନ [2:12–13](https://create.translationcore.com/02/12.md),ତୁଳନାରେ ନିଜକୁ ସାମାନ୍ୟ ଭିନ୍ନ ଭାବରେ ପ୍ରକାଶ କରନ୍ତି , ଯେଉଁଠାରେ ସେ କୁହନ୍ତି, “ମୁଁ ଲେଖୁଛି।” ପାର୍ଥକ୍ୟ କେବଳ ଗୁରୁତ୍ଵ ଦେବା ପାଇଁ ଅଟେ, ଯେହେତୁ ଯୋହନ ସେ ଯାହା କହିଛନ୍ତି ତାହା ସେ ପୁନର୍ବାର କହନ୍ତି । ଯଦି ଆପଣଙ୍କ ଭାଷା ବର୍ତ୍ତମାନ ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣ ସମୟ ମଧ୍ୟରେ ପାର୍ଥକ୍ୟ କରେ, ତେବେ ଆପଣଙ୍କର ଅନୁବାଦରେ ପାର୍ଥକ୍ୟ ଦେଖାଇବା ଉଚିତ ହେବ । ( [[rc://en/ta/man/translate/figs-verbs]]ଦେଖନ୍ତୁ)
|
||||
1JN 2 14 j089 figs-metaphor παιδία 1 young children ଏହା [2:12](https://create.translationcore.com/02/12.md) ରେ “**ଛୋଟ ପିଲାମାନଙ୍କ**” ଶବ୍ଦଠାରୁ ଏକ ଭିନ୍ନ ଶବ୍ଦ ହୋଇଥିବାବେଳେ ଆଳଙ୍କାରିକ ଭାବରେ ଏହାର ଅର୍ଥ ସମାନ ଅଟେ । ବିକଳ୍ପ ଅନୁବାଦ: “ନୂତନ ବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
|
||||
1JN 2 14 j090 ἐγνώκατε 1 you know ଯେପରି, ଯୋହନ [2:4](https://create.translationcore.com/02/04.md) ରେ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣେ ଶବ୍ଦକୁ ବ୍ୟବହାର କରନ୍ତି । ଆପଣ ଏହି ଶବ୍ଦକୁ [2:13](https://create.translationcore.com/02/13.md) କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”
|
||||
|
|
Can't render this file because it contains an unexpected character in line 2 and column 3771.
|
Loading…
Reference in New Issue