Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 04:02:06 +00:00
parent 6e3b91e62e
commit 23b3a33371
1 changed files with 1 additions and 1 deletions

View File

@ -130,7 +130,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 intro c1id 0 # ପିତର ୩ ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ଯୀଶୁଙ୍କ ଫେରିବାର ସଠିକ ସମୟର ସ୍ମାରକ (୩: ୧–୧୩)
2. ଧାର୍ମିକଜୀବନ ବଞ୍ଚିବା ପାଇଁ ଉପଦେଶକୁ ସମାପ୍ତ କରିବା (୩: ୧୪–୧୭)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଅଗ୍ନି

ଲୋକମାନେ ପ୍ରାୟତଃ ଜିନିଷଗୁଡ଼ିକୁ ନଷ୍ଟ କରିବା ପାଇଁ କିମ୍ବା ମଇଳା ଏବଂ ମୂଲ୍ୟହୀନ ଅଂଶକୁ ଜାଳି ଶୁଦ୍ଧ କରିବା ପାଇଁ ଅଗ୍ନି ବ୍ୟବହାର କରନ୍ତି । ଅତଏବ, ଯେବେ ଈଶ୍ଵର ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି କିମ୍ବା ତାହାଙ୍କ ଲୋକଙ୍କୁ ଶୁଦ୍ଧ କରନ୍ତି, ସେହି କାର୍ଯ୍ୟ ପ୍ରାୟତଃ ଅଗ୍ନି ସହ ଜଡିତ ଥାଏ । (ଦେଖନ୍ତୁ: [[rc://en/tw/dict/bible/other/fire]])

### ପ୍ରଭୁଙ୍କର ଦିନ

ପ୍ରଭୁଙ୍କ ଆସିବା ଦିନର ସଠିକ ସମୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବ । ଏହାର ଅର୍ଥ “ରାତିରେ ଚୋର ପରି” । ଏହି କାରଣରୁ, ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଆଗମନ ପାଇଁ ସବୁ ସମୟରେ ପ୍ରସ୍ତୁତ ରହିବା ଆବଶ୍ୟକ । (ଦେଖନ୍ତୁ:
[[rc://en/tw/dict/bible/kt/dayofthelord]] and [[rc://en/ta/man/translate/figs-simile]])
2PE 3 1 n92f 0 General Information: ଏଠାରେ **ପ୍ରିୟମାନେ** ଶବ୍ଦ ସେହି ଲୋକମାନଙ୍କୁ ବୁଝାଏ  ଯେଉଁମାନଙ୍କୁ ପିତର ଏହି ପତ୍ର ଲେଖୁଛନ୍ତି, ଯାହା ସମସ୍ତ ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀମାନେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 3 1 gc3m figs-metaphor διεγείρω ὑμῶν ... τὴν εἰλικρινῆ διάνοιαν 1 to stir up your sincere mind ଏଠାରେ, ପିତର ସାଙ୍କେତିକ ଭାବରେ **ଉତ୍ତପ୍ତ କରୁଅଛି** ବାକ୍ୟାଂଶକୁ ବ୍ୟବହାର କରନ୍ତି, ଯେପରି ତାଙ୍କ ପାଠକମାନଙ୍କ ମନ ଶୋଇଛି, ଯେପରି ଏହା ତାଙ୍କ ପାଠକମାନଙ୍କୁ ଉତ୍ତପ୍ତ କରିବାକୁ ସାହାଯ୍ୟ କରିବ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଅଭିବ୍ୟକ୍ତି ସହ ଅନୁବାଦ
କରିପାରିବେ । ଆପଣ [୧:୧୩](../୦୧/୧୩.md) ରେ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
ବିକଳ୍ପ ଅନୁବାଦ: “ଏହି ବିଷୟଗୁଡ଼ିକ ବିଷୟରେ ତୁମ୍ଭମାନଙ୍କର ଆନ୍ତରିକ ମନକୁ ସ୍ମରଣ କରାଇବା ପାଇଁ ଯାହା ଦ୍ଵାରା ତୁମ୍ଭେମାନେ ସେଗୁଡ଼ିକ ବିଷୟରେ ଚିନ୍ତା କରିବ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 3 2 gxj7 figs-activepassive τῶν προειρημένων ῥημάτων, ὑπὸ τῶν ἁγίων προφητῶν 1 the words spoken in the past by the holy prophets ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ କର୍ତ୍ତୁବଚ୍ୟରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନେ ପୂର୍ବରୁ କହିଥିବା
ବାକ୍ୟଗୁଡ଼ିକ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 2 gxj7 figs-activepassive τῶν προειρημένων ῥημάτων, ὑπὸ τῶν ἁγίων προφητῶν 1 the words spoken in the past by the holy prophets ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ କର୍ତ୍ତୁବଚ୍ୟରେ ଅନୁବାଦ କରିପାରିବେ ।
ବିକଳ୍ପ ଅନୁବାଦ: “ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନେ ପୂର୍ବରୁ କହିଥିବା ବାକ୍ୟଗୁଡ଼ିକ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 2 yhi7 figs-activepassive τῆς τῶν ἀποστόλων ὑμῶν ἐντολῆς τοῦ Κυρίου καὶ Σωτῆρος 1 the command of our Lord and Savior given through your apostles ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର  ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଜ୍ଞା

ଯାହା ତୁମ୍ଭମାନଙ୍କର  ପ୍ରେରିତମାନେ ତୁମ୍ଭମାନଙ୍କୁ   ଦେଇଛନ୍ତି”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 3 lm1a τοῦτο πρῶτον γινώσκοντες 1 Know this first ଗୁରୁତ୍ଵକୁ ସୂଚାଇବା ପାଇଁ ପିତର ଏଠାରେ **ପ୍ରଥମେ** ଶବ୍ଦକୁ ବ୍ୟବହାର କରନ୍ତି । ଏହା ସମୟର କ୍ରମକୁ ବୁଝାଏ ନାହିଁ । ଆପଣ \[୧ : \] (../ ୦୧ / .md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଗୁରୁତ୍ୱପୂର୍ଣ୍ଣ କଥା ଯେ , ତୁମ୍ଭେମାନେ ନିଶ୍ଚୟ ବୁଝିବା ଉଚିତ”
2PE 3 3 znh2 figs-explicit κατὰ τὰς ἰδίας ἐπιθυμίας αὐτῶν πορευόμενοι 1 proceed according to their own desires ଏଠାରେ

ଅଭିଳାଷ** ପାପପୂର୍ଣ୍ଣ ଇଚ୍ଛାକୁ ବୁଝାଏ  ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ଥାଏ

ବିକଳ୍ପ ଅନୁବାଦ: “ସେମାନଙ୍କର ନିଜ ପାପପୂର୍ଣ୍ଣ ଇଚ୍ଛା ଅନୁଯାୟୀ
ବଞ୍ଚିବା” (ଦେଖନ୍ତୁ:
[[rc://en/ta/man/translate/figs-explicit]])

Can't render this file because it contains an unexpected character in line 2 and column 9170.