Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-05 09:45:24 +00:00
parent 0ffbc8c202
commit 229984957a
1 changed files with 1 additions and 1 deletions

View File

@ -107,7 +107,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 16 z37w figs-abstractnouns ἔλεγξιν ... ἔσχεν 1 he obtained a rebuke ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଗୁଣବାଚକ  ବିଶେଷ୍ୟ **ଭର୍ତ୍ସନା** କୁ ଏକ କ୍ରିୟା ଭାବରେ ପ୍ରକାଶ କରିପାରିବେ ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତାକୁ ଭର୍ତ୍ସନା କଲେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 2 16 g9dr ὑποζύγιον ἄφωνον ἐν ἀνθρώπου φωνῇ φθεγξάμενον 1 a mute donkey speaking in a human voice
2PE 2 16 tf38 figs-metonymy ἐκώλυσεν τὴν τοῦ προφήτου παραφρονίαν 1 stopped the prophet's insanity ଏଠାରେ, ** ଭବିଷ୍ୟ‌ଦ୍‌ବକ୍ତା ** ବିଲୀୟାମକୁ ବୁଝାଏ  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ବିଲୀୟାମ ଭବିଷ୍ୟ‌ଦ୍‌ବକ୍ତାର ପାଗଳାମି ଉପରେ ପ୍ରତିବନ୍ଧକ ଲଗାଇଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
2PE 2 17 t137 figs-metaphor οὗτοί εἰσιν πηγαὶ ἄνυδροι 1 These men are springs without water ପିତର ଭଣ୍ଡ ଶିକ୍ଷକମାନଙ୍କର ଅସାରତାକୁ
ବର୍ଣ୍ଣନା କରିବାକୁ ସେମାନଙ୍କ ବିଷୟରେ ସାଙ୍କେତିକ ଭାବରେ କୁହନ୍ତି

ଲୋକମାନେ ଆଶା କରନ୍ତି ଯେ **ନିର୍ଝର** ଶୋଷ ମେଣ୍ଟାଇବା ପାଇଁ
ଜଳ ଯୋଗାଇଥାଏ

କିନ୍ତୁ **ଜଳହୀନ ନିର୍ଝର** ଶୋଷିଲା ଲୋକମାନଙ୍କୁ ନିରାଶ କରେ

ଠିକ ସେହିପରି ଭାବରେ

ଭଣ୍ଡ ଶିକ୍ଷକମାନେ

ଯଦିଓ ସେମାନେ ଅନେକ ବିଷୟ ପ୍ରତିଜ୍ଞା କରନ୍ତି

ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ
କିମ୍ବା ରୂପକକୁ ଏକ ସଙ୍କେତରେ ପରିଣତ କରିପାରିବେ

ବିକଳ୍ପ ଅନୁବାଦ: “ଏହି ଲୋକମାନେ ନିରାଶାଜନକ

ଜଳବିହୀନ ସ୍ରୋତ ପରି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 17 t137 figs-metaphor οὗτοί εἰσιν πηγαὶ ἄνυδροι 1 These men are springs without water ପିତର ଭଣ୍ଡ ଶିକ୍ଷକମାନଙ୍କର ଅସାରତାକୁ ବର୍ଣ୍ଣନା କରିବାକୁ ସେମାନଙ୍କ ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ।
ଲୋକମାନେ ଆଶା କରନ୍ତି ଯେ **ନିର୍ଝର** ଶୋଷ ମେଣ୍ଟାଇବା ପାଇଁ ଜଳ ଯୋଗାଇଥାଏ, କିନ୍ତୁ **ଜଳହୀନ ନିର୍ଝର** ଶୋଷିଲା ଲୋକମାନଙ୍କୁ ନିରାଶ କରେ । ଠିକ ସେହିପରି ଭାବରେ, ଭଣ୍ଡ ଶିକ୍ଷକମାନେ, ଯଦିଓ ସେମାନେ ଅନେକ ବିଷୟ ପ୍ରତିଜ୍ଞା କରନ୍ତି, ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ସଙ୍କେତରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ଏହି ଲୋକମାନେ ନିରାଶାଜନକ, ଜଳବିହୀନ ସ୍ରୋତ ପରି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 17 hzu1 figs-metaphor ὁμίχλαι ὑπὸ λαίλαπος ἐλαυνόμεναι 1 mists driven by a storm ଭଣ୍ଡ ଶିକ୍ଷକମାନଙ୍କ ଅସାରତା
ବିଷୟରେ ପିତର ଦ୍ୱିତୀୟ ସାଙ୍କେତିକ ବର୍ଣ୍ଣନା ଦିଅନ୍ତି

ଯେତେବେଳେ ଲୋକମାନେ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ଦେଖନ୍ତି

ସେମାନେ ବର୍ଷା ହେବାର ଆଶା କରନ୍ତି

ଯେତେବେଳେ **ପ୍ରଚଣ୍ଡ** ରୁ ପବନ ବର୍ଷା ହେବା ପୂର୍ବରୁ ମେଘକୁ
ଉଡ଼ାଏ

ଲୋକମାନେ ନିରାଶ ହୁଅନ୍ତି

ଠିକ୍ ସେହିପରି ଭାବରେ

ଭଣ୍ଡ ଶିକ୍ଷକମାନେ

ଯଦିଓ ସେମାନେ ଅନେକ ବିଷୟର ପ୍ରତିଜ୍ଞା କରନ୍ତି

ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ

କିମ୍ବା ରୂପକକୁ ଏକ ସଙ୍କେତରେ ପରିଣତ କରିପାରିବେ

ବିକଳ୍ପ ଅନୁବାଦ: “ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା ଦିଅନ୍ତି
ନାହିଁ” କିମ୍ବା “ବର୍ଷା ମେଘ ପରି ସେମାନେ ନିରାଶ ହୁଅନ୍ତି ଯାହା ବାୟୁ ଦୂର କରେ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 17 xe3y figs-activepassive οἷς ὁ ζόφος τοῦ σκότους τετήρηται 1 The gloom of thick darkness is reserved for them ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ଘୋର ଅନ୍ଧକାରକୁ ସଂରକ୍ଷିତ
କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 2 18 cxt8 ὑπέρογκα ... ματαιότητος φθεγγόμενοι 1 They speak with vain arrogance ଭଣ୍ଡ ଶିକ୍ଷକମାନେ ଅନ୍ୟମାନଙ୍କୁ
ପାପ କରିବାକୁ ପ୍ରଲୋଭିତ କରୁଥିବା ବିଷୟକୁ ଏହି ବାକ୍ୟାଂଶ ବୁଝାଏ

ବିକଳ୍ପ ଅନୁବାଦ: “ଅସାରର ଅହଂକାରୀ କଥା କହିବା ଦ୍ୱାରା”

Can't render this file because it contains an unexpected character in line 2 and column 9170.