diff --git a/en_tn_63-1JN.tsv b/en_tn_63-1JN.tsv index 37ecebf..3cef28b 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -319,3 +319,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 1 6 j022 figs-abstractnouns ἐὰν εἴπωμεν ὅτι κοινωνίαν ἔχομεν μετ’ αὐτοῦ 1 If we say that we have fellowship with him ଯଦି ଆପଣଙ୍କ  ଭାଷା ଭାବ ବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ,  [1:3](https://create.translationcore.com/01/03.md) ରେ ଭାବ ବାଚକ ବିଶେଷ୍ୟ **ସହଭାଗୀତା**  ପଛରେ ଥିବା ଧାରଣାକୁ କିପରି ପ୍ରକାଶ କରିଛନ୍ତି ତାହା ଦେଖନ୍ତୁ। ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ କହୁ ଯେ ଆମ୍ଭେମାନେ  ଈଶ୍ଵରଙ୍କ ସହ ଘନିଷ୍ଠ ବନ୍ଧୁତାରେ ଅଛୁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ) 1JN 1 6 j023 writing-pronouns μετ’ αὐτοῦ 1 with him ପୂର୍ବ ପଦର **ତାଙ୍କୁ** ସର୍ବନାମ  ଈଶ୍ଵରଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ” ( [[rc://en/ta/man/translate/writing-pronouns]]ଦେଖନ୍ତୁ) 1JN 1 6 j024 grammar-connect-logic-contrast καὶ 1 and ଈଶ୍ଵରଙ୍କ ସହ ସହଭାଗୀତା ଅଛି ବୋଲି ଦାବି କରୁଥିବା ବ୍ୟକ୍ତିଠାରୁ କ’ଣ  ଆଶା କରାଯାଏ ଏବଂ ଏପରି ବ୍ୟକ୍ତି କଳ୍ପନାତ୍ମକ ଭାବରେ କ’ଣ କରିପାରେ ତାହା ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରିବାକୁ ଯୋହନ **ଏବଂ** ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ) +1JN 1 6 j025 figs-metaphor ἐν τῷ σκότει περιπατῶμεν 1 walk in darkness ଯୋହନ **ଅନ୍ଧକାର** ଶବ୍ଦକୁ [1:5](https://create.translationcore.com/01/05.md) ପରି ଆଳଙ୍କାରିକ ଭାବରେ ମନ୍ଦ ଅର୍ଥ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯାହା ମନ୍ଦ ତାହା କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)