Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 04:45:41 +00:00
parent ca7b6afc7c
commit 213933e7d3
1 changed files with 2 additions and 2 deletions

View File

@ -178,8 +178,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 17 z54q φυλάσσεσθε 1 guard yourselves
2PE 3 17 h2ik figs-metaphor ἵνα μὴ τῇ τῶν ἀθέσμων πλάνῃ συναπαχθέντες 1 so that you are not led astray by the deceit of lawless people ଏଠାରେ, ପିତର ଭଣ୍ଡ ଶିକ୍ଷକମାନଙ୍କ ଦ୍ୱାରା ଦୁଷ୍ଟ ଭାବରେ ଜୀବନଯାପନ କରୁଥିବା ଲୋକମାନଙ୍କୁ ବର୍ଣ୍ଣନା କରିବା ପାଇଁ ସାଙ୍କେତିକ ଭାବରେ **ବିପଥଗାମୀ** ଶବ୍ଦ ବ୍ୟବହାର କରନ୍ତି ଯେପରି ସେମାନଙ୍କୁ ସତ୍ୟ ପଥରୁ ଦୂରେଇ ଯାଇଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଅନୈତିକ ଲୋକମାନଙ୍କ ତ୍ରୁଟି ଦ୍ୱାରା ଦୁଷ୍ଟ ଭାବରେ ଜୀବନଯାପନ କରିବାକୁ ପ୍ରତାରିତ ହୋଇଅଛ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 3 17 w3sp figs-metaphor ἐκπέσητε τοῦ ἰδίου στηριγμοῦ 1 you lose your own faithfulness ଏଠାରେ, ପିତର ସାଙ୍କେତିକ ଭାବରେ **ସ୍ଥିରତା** ବିଷୟରେ କୁହନ୍ତି ଯେପରି ଏହା ଏକ ସମ୍ପତ୍ତି ଯାହା ବିଶ୍ଵାସୀମାନେ **ହରାଇ** ପାରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେମାନେ ସ୍ଥିର ହେବା ବନ୍ଦ
ନକର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 3 18 lk3c figs-metaphor αὐξάνετε ... ἐν χάριτι, καὶ γνώσει τοῦ Κυρίου ἡμῶν καὶ Σωτῆρος, Ἰησοῦ Χριστοῦ 1 grow in the grace and knowledge of our Lord and Savior Jesus Christ ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ**
କୁ ଅନୁବାଦ କରିପାରିବ

ବିକଳ୍ପ ଅନୁବାଦ: “ଦୟାଳୁ କର୍ମ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 1 1 xf2u translate-names Σίμων Πέτρος 1 **
ଶିମୋନ ପିତର** ଜଣେ ବ୍ୟକ୍ତିଙ୍କ ନାମ

ଅଟେ ଯିଏ ଯୀଶୁଙ୍କ ଜଣେ ଶିଷ୍ୟ
ଥିଲେ

ପିତରଙ୍କ ପରିଚୟରେ ଭାଗ୧ ରେ ତାଙ୍କ ବିଷୟରେ ସୂଚନା ଦେଖନ୍ତୁ

ଦେଖନ୍ତୁ:
[[rc://en/ta/man/translate/translate-names]])
2PE 3 18 lk3c figs-metaphor αὐξάνετε ... ἐν χάριτι, καὶ γνώσει τοῦ Κυρίου ἡμῶν καὶ Σωτῆρος, Ἰησοῦ Χριστοῦ 1 grow in the grace and knowledge of our Lord and Savior Jesus Christ ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ** କୁ ଅନୁବାଦ କରିପାରିବ । ବିକଳ୍ପ ଅନୁବାଦ: “ଦୟାଳୁ କର୍ମ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 1 1 xf2u translate-names Σίμων Πέτρος 1 ** ଶିମୋନ ପିତର** ଜଣେ ବ୍ୟକ୍ତିଙ୍କ ନାମ ଅଟେ ଯିଏ ଯୀଶୁଙ୍କ ଜଣେ ଶିଷ୍ୟ ଥିଲେ। ପିତରଙ୍କ ପରିଚୟରେ ଭାଗ୧ ରେ ତାଙ୍କ ବିଷୟରେ ସୂଚନା ଦେଖନ୍ତୁ । (ଦେଖନ୍ତୁ: [[rc://en/ta/man/translate/translate-names]])
2PE 1 1 x186 figs-abstractnouns τοῖς ἰσότιμον…λαχοῦσιν πίστιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟା ସହ ଗୁଣବାଚକ
ବିଶେଷ୍ୟ ** ବିଶ୍ୱାସ ** ପଛରେ ଥିବା ଧାରଣାକୁ ପ୍ରକାଶ
କରିପାରିବେ

ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ବିଶ୍ଵାସ କରିବାକୁ
ସକ୍ଷମ କରିଛନ୍ତି” କିମ୍ବା “ଯେଉଁମାନଙ୍କୁ ଈଶ୍ଵର ବିଶ୍ଵସ କରିବାକୁ ସୃଷ୍ଟି କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 1 1 xdyd ἐν δικαιοσύνῃ 1 **
ଦ୍ଵାରା

ଶବ୍ଦଟି ସେହି ଉପାୟକୁ ବୁଝାଏ
ଯାହା ମାଧ୍ୟମରେ ସେମାନେ ବିଶ୍ୱାସ ଗ୍ରହଣ କଲେ

ବିକଳ୍ପ ଅନୁବାଦ: “ଧାର୍ମିକତା ଦ୍ୱାରା”
2PE 1 1 fpsl figs-abstractnouns δικαιοσύνῃ τοῦ Θεοῦ ἡμῶν καὶ Σωτῆρος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ “ଧାର୍ମିକତା” କିମ୍ବା “ଧାର୍ମିକ” ଭଳି ଏକ ବିଶେଷଣ
ସହିତ ଗୁଣବାଚକ ଶବ୍ଦ **ଧାର୍ମିକତା** ର ଧାରଣାକୁ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଈଶ୍ଵର ଏବଂ ତ୍ରାଣକର୍ତ୍ତାଙ୍କର
ଧାର୍ମିକ କାର୍ଯ୍ୟ” କିମ୍ବା “ଆମ୍ଭମାନଙ୍କ ଈଶ୍ଵର ଏବଂ ତ୍ରାଣକର୍ତ୍ତାଙ୍କର ଉଚିତ ମାର୍ଗ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 9170.