Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-27 02:25:11 +00:00
parent f178f56601
commit 210aa2c0e7
1 changed files with 14 additions and 14 deletions

View File

@ -2749,20 +2749,20 @@ LUK 22 31 qyy7 figs-metaphor ὑμᾶς τοῦ σινιάσαι ὡς τὸν
LUK 22 32 pd1t figs-you ἐγὼ δὲ ἐδεήθην περὶ σοῦ 1 But I have prayed for you ଯୀଶୁ ନିର୍ଦ୍ଦିଷ୍ଟ ଭାବରେ ଶିମୋନଙ୍କୁ ସମ୍ବୋଧିତ କରନ୍ତି ଏବଂ ତେଣୁ **ତୁମ୍ଭେ** ଏବଂ **ତୁମ୍ଭର** ଶବ୍ଦଗୁଡ଼ିକ ଏକବଚନ ଅଟେ
। (ଦେଖନ୍ତୁ:
[[rc://en/ta/man/translate/figs-you]])
LUK 22 32 zp8w ἵνα μὴ ἐκλίπῃ ἡ πίστις σου 1 so that your faith may not fail ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ତେବେ ଆପଣ ନକାରାତ୍ମକ ଶବ୍ଦ **ନାହିଁ** ସହ  ନକାରାତ୍ମକ କ୍ରିୟା **ବିଫଳ** ସହ ଏକତ୍ର କରି ଏକ ସକାରାତ୍ମକ ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ବିଶ୍ୱାସ ରଖିବ” କିମ୍ବା “ତୁମ୍ଭେମାନେ ମୋତେ ସର୍ବଦା ବିଶ୍ୱାସ କରିବ” (ଦେଖନ୍ତୁ:
[[rc://en/ta/man/translate/figs-doublenegatives]])
LUK 22 32 qxk7 figs-metaphor ποτε ἐπιστρέψας 1 when you have turned back ଏହି ଅଭିବ୍ୟକ୍ତି ସାଙ୍କେତିକ ଭାବରେ ପୂର୍ବ କାର୍ଯ୍ୟକୁ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ବୁଝାଏ । ବିକଳ୍ପ ଅନୁବାଦ: “ଯେବେ ତୁମ୍ଭେମାନେ ପୁଣିଥରେ ସର୍ବସାଧାରଣ ଭାବରେ ମୋ ପ୍ରତି ବିଶ୍ୱସ୍ତ ଅଟ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
LUK 22 32 f9v8 στήρισον τοὺς ἀδελφούς σου 1 strengthen your brothers ତୁମର ଭାଇମାନଙ୍କୁ ସେମାନଙ୍କର ବିଶ୍ୱାସରେ ଦୃଢ଼ ହେବା ପାଇଁ ଉତ୍ସାହିତ କର” ବା “ତୁମର ଭାଇମାନଙ୍କୁ ମୋ’ଠାରେ ବିଶ୍ୱାସ କରିବା ପାଇଁ ସାହାଯ୍ୟ କର”
LUK 22 32 r7ux τοὺς ἀδελφούς σου 1 your brothers ଏହା ଅନ୍ୟ ଶିଷ୍ୟମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ତୁମର ସହ-ବିଶ୍ୱାସୀମାନେ” ବା “ଅନ୍ୟ ଶିଷ୍ୟମାନେ”
LUK 22 34 zt8v οὐ φωνήσει σήμερον ἀλέκτωρ, ἕως τρίς με ἀπαρνήσῃ εἰδέναι 1 the rooster will not crow today, before you deny three times that you know me ପଦଗୁଡିକର କ୍ରମକୁ ଓଲଟାଇ ଦିଆଯାଇପାରିବ I ବିକଳ୍ପ ଅନୁବାଦ: “ଆଜି କୁକୁଡା ଡାକିବା ପୂର୍ବରୁ ମୋତେ ଯେ ତୁମେ ଜାଣିଛ ତାହା ତିନିଥର ଅସ୍ୱୀକାର କରିବ”
LUK 22 34 tu15 οὐ φωνήσει σήμερον ἀλέκτωρ, ἕως ... ἀπαρνήσῃ 1 the rooster will not crow today, before you deny ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ମୋତେ ତିନିଥର ଅସ୍ୱୀକାର କରିବା ପରେ ହିଁ ଆଜି କୁକୁଡା ଡାକିବ” ବା “ଆଜି କୁକୁଡା ଡାକିବା ପୂର୍ବରୁ ତୁମେ ଅସ୍ୱୀକାର କରିବ”
LUK 22 34 pwj1 figs-metonymy οὐ φωνήσει ... ἀλέκτωρ 1 the rooster will not crow ଏହି ସ୍ଥାନରେ କୁକୁଡା ଡାକିବା ବିଷୟ ଦିବସର ଏକ ନିର୍ଦ୍ଧିଷ୍ଟ ସମୟକୁ ସୂଚାଏ I ଅନେକ ସମୟରେ ପ୍ରଭାତରେ ସୂର୍ଯ୍ୟୋଦୟ ପୂର୍ବରୁ କୁକୁଡା ଡାକିଥାଏ I ଅତଏବ ଏହା ପ୍ରତ୍ୟୁଷକୁ ସୂଚାଏ I (ଦେଖ: [[rc://or/ta/man/translate/figs-metonymy]])
LUK 22 34 eq7h ἀλέκτωρ 1 rooster ସୂର୍ଯ୍ୟ ଉଦୟ ହେବା ବେଳେ ଏକ ପକ୍ଷୀ ବଡ ପାଟିରେ ଡାକେ I
LUK 22 34 zaq1 figs-explicit σήμερον 1 today ଯିହୂଦୀୟ ଦିବସ ସୂର୍ଯ୍ୟାସ୍ତରେ ଆରମ୍ଭ ହୋଇଥାଏ I ଯୀଶୁ ସୂର୍ଯ୍ୟାସ୍ତ ହେବ ପରେ କଥାବାର୍ତ୍ତା କରୁଛନ୍ତି I ପ୍ରଭାତ ହେବା ପୂର୍ବରୁ କୁକୁଡା ଡାକିବ I ପ୍ରଭାତଟି “ଏହି ଦିନର” ଏକ ଅଂଶ ଅଟେ I ବିକଳ୍ପ ଅନୁବାଦ: “ଆଜି ରାତିରେ” ବା “ପ୍ରଭାତରେ” (ଦେଖ: [[rc://or/ta/man/translate/figs-explicit]])
LUK 22 35 rb56 0 Connecting Statement: ଯୀଶୁ ସମସ୍ତ ଶିଷ୍ୟମାନଙ୍କୁ କହିବା ନିମନ୍ତେ ତାଙ୍କର ଧ୍ୟାନକୁ ଫେରାଇ ଆଣନ୍ତି I
LUK 22 35 cv68 figs-rquestion "καὶ εἶπεν αὐτοῖς, ""ὅτε ... μή τινος ὑστερήσατε?"" οἱ δὲ εἶπαν, ""οὐθενός.""" 1 "Then he said to them, ""When ... did you lack anything?"" They answered, ""Nothing.""" ସେମାନେ ଯାତ୍ରା କରୁଥିବା ସମୟରେ କିପରି ଉତ୍ତମ ଭାବରେ ଲୋକମାନେ ସେମାନଙ୍କ ପାଇଁ ଯୋଗାଇ ଦେଇଥିଲେ ତାହା ସ୍ମରଣ କରିବାରେ ପ୍ରେରିତମାନଙ୍କୁ ସାହାଯ୍ୟ କରିବାକୁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଯଦିଓ ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ, ଏବଂ ଯୀଶୁ ତଥ୍ୟ ନିମନ୍ତେ ପଚାରୁ ନାହାନ୍ତି, ତୁମେ ଏହାକୁ ଏକ ପ୍ରଶ୍ନ ଭାବରେ ଅନୁବାଦ କରିବ ଯେପର୍ଯ୍ୟନ୍ତ କେବଳ ଏକ ଉକ୍ତି ଶିଷ୍ୟମାନଙ୍କୁ ଉତ୍ତର ଦେବା ପାଇଁ ବାଧ୍ୟ ନ କରିବ ଯେ ସେମାନଙ୍କର କୌଣସି ବିଷୟର ଅଭାବ ହୋଇନାହିଁ I (ଦେଖ: [[rc://or/ta/man/translate/figs-rquestion]])
LUK 22 35 a5jt figs-you ὅτε ἀπέστειλα ὑμᾶς 1 When I sent you out ଯୀଶୁ ତାଙ୍କର ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I ତେଣୁ ଯେଉଁ ଭାଷାଗୁଡିକରେ “ତୁମ୍ଭମାନଙ୍କୁ” ଶବ୍ଦ ନିମନ୍ତେ ବିଭିନ୍ନ ରୂପ ରହିଛି, ସେମାନେ ବହୁବଚନର ରୂପ ବ୍ୟବହାର କରିବା ଉଚିତ I (ଦେଖ: [[rc://or/ta/man/translate/figs-you]])
LUK 22 35 dny3 figs-metonymy βαλλαντίου 1 purse ଗାଞ୍ଜିଆ ଟଙ୍କା ରଖିବା ନିମନ୍ତେ ଏକ ଥଳି ଅଟେ I ଏଠାରେ ଏହା “ଟଙ୍କା”କୁ ସୂଚାଇବା ନିମନ୍ତେ ବ୍ୟବହୃତ ହୋଇଛି I (ଦେଖ: [[rc://or/ta/man/translate/figs-metonymy]])
LUK 22 35 dr5g πήρας 1 a bag of provisions ଯାତ୍ରୀମାନଙ୍କର ଥଳି ବା “ଖାଦ୍ୟ ନିମନ୍ତେ ଥଳି”
LUK 22 35 tb51 figs-ellipsis οὐθενός 1 Nothing କେତେକ ଶ୍ରୋତାମାନଙ୍କ ନିମନ୍ତେ ଏହି ବାର୍ତ୍ତାଳାପ ସମ୍ପର୍କରେ ଅଧିକ ଯୋଗ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର କିଛି ଅଭାବ ହେଲା ନାହିଁ” ବା “ଆମର ପ୍ରତ୍ୟେକ ଆବଶ୍ୟକୀୟ ବିଷୟ ଥିଲା” (ଦେଖ: [[rc://or/ta/man/translate/figs-ellipsis]])
LUK 22 36 h7j7 ὁ μὴ ἔχων, πωλησάτω τὸ ἱμάτιον αὐτοῦ ... μάχαιραν 1 The one who does not have a sword should sell his cloak ଯୀଶୁ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷୟରେ ଉଲ୍ଲେଖ କରୁ ନ ଥିଲେ ଯାହାର ଖଣ୍ଡା ନ ଥିଲା I ବିକଳ୍ପ ଅନୁବାଦ: “ଯଦି କାହାର ଖଣ୍ଡା ନାହିଁ, ସେ ତାହାର ଚାଦର ବିକ୍ରୟ କରିବା ଉଚିତ୍”
LUK 22 32 f9v8 στήρισον τοὺς ἀδελφούς σου 1 strengthen your brothers ଏହାର ଅର୍ଥ ଶିମୋନ ଅନ୍ୟ ଶିଷ୍ୟମାନଙ୍କୁ ସେମାନଙ୍କ ବିଶ୍ୱାସରେ ** ଦୃଢ଼ କରନ୍ତୁ** ବୋଲି ଯୀଶୁ ଇଚ୍ଛା କରନ୍ତି । ବିକଳ୍ପ ଅନୁବାଦ: “ଅନ୍ୟ ଶିଷ୍ୟମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସରେ ଦୃଢ଼ ହେବାକୁ ଉତ୍ସାହିତ କର” (ଦେଖନ୍ତୁ:
[[rc://en/ta/man/translate/figs-explicit]])
LUK 22 32 r7ux τοὺς ἀδελφούς σου 1 your brothers ଏଠାରେ  ସହ ବିଶ୍ୱାସୀମାନଙ୍କ ପାଇଁ ଯୀଶୁ **ଭାଇ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ସହ ବିଶ୍ଵାସୀ” କିମ୍ବା “ଅନ୍ୟ ଶିଷ୍ୟ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
LUK 22 34 zt8v οὐ φωνήσει σήμερον ἀλέκτωρ, ἕως τρίς με ἀπαρνήσῃ εἰδέναι 1 the rooster will not crow today, before you deny three times that you know me
LUK 22 34 tu15 οὐ φωνήσει σήμερον ἀλέκτωρ, ἕως ... ἀπαρνήσῃ 1 the rooster will not crow today, before you deny ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ ସକାରାତ୍ମକ ବାକ୍ୟ ଭାବରେ ପ୍ରକାଶ କରିପାରିବେ
। ବିକଳ୍ପ ଅନୁବାଦ: “ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ଜାଣ ବୋଲି ତିନିଥର ଅସ୍ୱୀକାର କରିବ”
LUK 22 34 pwj1 figs-metonymy οὐ φωνήσει ... ἀλέκτωρ 1 the rooster will not crow ଏଠାରେ ଯୀଶୁ ଦିନର ଏକ ନିର୍ଦ୍ଦିଷ୍ଟ ସମୟକୁ ସାଙ୍କେତିକ ଭାବରେ ଦର୍ଶାଉଛନ୍ତି । ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ କୁକୁଡ଼ା
ଡାକନ୍ତି । ଅନ୍ୟ ଅର୍ଥରେ, ଯୀଶୁ ପ୍ରଭାତକୁ ସୂଚାଉଛନ୍ତି। ବିକଳ୍ପ ଅନୁବାଦ: “ଅନ୍ୟ ସକାଳ ଆରମ୍ଭ ହେବା ପୂର୍ବରୁ” (ଦେଖନ୍ତୁ:
[[rc://or/ta/man/translate/figs-metonymy]])
LUK 22 34 eq7h ἀλέκτωρ 1 rooster ଏକ **କୁକୁଡ଼ା** ଏକ ପକ୍ଷୀ ଅଟେ ଯାହା ସୂର୍ଯ୍ୟ ଉଦୟ ହେବା ସମୟରେ ଉଚ୍ଚ ସ୍ୱରରେ ଡାକେ । ଯଦି ଆପଣଙ୍କର ପାଠକମାନେ ଏହି ପକ୍ଷୀ ବିଷୟରେ ଅପରିଚିତ ତେବେ ଆପଣ ନିଜ ଅଞ୍ଚଳର ଏକ ପକ୍ଷୀର ନାମ ବ୍ୟବହାର କରିପାରିବେ ଯାହାକି ସକାଳ ପୂର୍ବରୁ ଡାକନ୍ତି କିମ୍ବା ରାବନ୍ତି, କିମ୍ବା ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ପକ୍ଷୀଗଣ ସକାଳେ ଡାକିବା ଆରମ୍ଭ କରିବା ପୂର୍ବରୁ” (ଦେଖନ୍ତୁ:
[[rc://en/ta/man/translate/translate-unknown]])
LUK 22 34 zaq1 figs-explicit σήμερον 1 today
LUK 22 35 rb56 0 Connecting Statement:
LUK 22 35 cv68 figs-rquestion "καὶ εἶπεν αὐτοῖς, ""ὅτε ... μή τινος ὑστερήσατε?"" οἱ δὲ εἶπαν, ""οὐθενός.""" 1 "Then he said to them, ""When ... did you lack anything?"" They answered, ""Nothing.""" ଯଦିଓ ଯୀଶୁ ଏହି ପ୍ରଶ୍ନର ଉତ୍ତର ଜାଣିଛନ୍ତି ଏବଂ ସେ ଏହାକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରୁଛନ୍ତି, ଏହି କ୍ଷେତ୍ରରେ ସେ ଶିଷ୍ୟମାନଙ୍କୁ ଉତ୍ତର ଦେବାକୁ ଚାହୁଁଛନ୍ତି । ଯଦି ଆପଣ ତାଙ୍କ ବାକ୍ୟକୁ ଏକ  ବାକ୍ୟ ଭାବରେ ଅନୁବାଦ କରିଛନ୍ତି, ଉଦାହରଣ ସ୍ୱରୂପ, “ମୁଁ ଜାଣେତୁମ୍ଭମାନଙ୍କର କୌଣସି ବିଷୟର ଅଭାବ ନାହିଁ,” ତେବେ ଶିଷ୍ୟମାନେ ଅନିମନ୍ତ୍ରିତ ହୋଇ ତାଙ୍କୁ ବାଧା ଦେଉଥିବା ପରି ମନେହୁଏ
। ଯେହେତୁ ଯୀଶୁ ସେମାନେ କହନ୍ତୁ ବୋଲି ଚାହୁଁଥିଲେ ତେଣୁ ବୋଧହୁଏ ତାଙ୍କ ବାକ୍ୟକୁ ଏକ ପ୍ରଶ୍ନ ଆକାରରେ ଉପସ୍ଥାପନ କରିବା ଅଧିକ ଉପଯୁକ୍ତ ହେବ ।  (ଦେଖନ୍ତୁ: [[rc://or/ta/man/translate/figs-rquestion]])
LUK 22 35 a5jt figs-you ὅτε ἀπέστειλα ὑμᾶς 1 When I sent you out
LUK 22 35 dny3 figs-metonymy βαλλαντίου 1 purse
LUK 22 35 dr5g πήρας 1 a bag of provisions
LUK 22 35 tb51 figs-ellipsis οὐθενός 1 Nothing ଲୂକ ହୁଏତ ଶିଷ୍ୟମାନଙ୍କ ପ୍ରତିକ୍ରିୟାକୁ ସଂକ୍ଷେପରେ ସଂକ୍ଷିପ୍ତ କରନ୍ତି, କିମ୍ବା ଶିଷ୍ୟମାନେ ସ୍ଵୟଂ ଏହି ବିଷୟରେ ସଂକ୍ଷେପରେ ପ୍ରତିକ୍ରିୟା କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ ତେବେ ଆପଣ ଏହାର ଅର୍ଥକୁ ବିସ୍ତାର କରିପାରିବେ । ବିକଳ୍ପ  ଅନୁବାଦ: “ଆମ୍ଭମାନଙ୍କର କୌଣସି ଅଭାବ ନାହିଁ” କିମ୍ବା “ଆମ୍ଭମାନଙ୍କର ଆବଶ୍ୟକ ଥିବା ସମସ୍ତ ବିଷୟ ଥିଲା” (ଦେଖନ୍ତୁ:
[[rc://or/ta/man/translate/figs-ellipsis]])
LUK 22 36 h7j7 ὁ μὴ ἔχων, πωλησάτω τὸ ἱμάτιον αὐτοῦ ... μάχαιραν 1 The one who does not have a sword should sell his cloak ଏଠାରେ ଯୀଶୁ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିଷୟରେ କହୁ ନଥିଲେ ଯାହାର ଟଙ୍କା ମୁଣା କିମ୍ବା ଖଣ୍ଡା ନଥିଲା । ବିକଳ୍ପ ଅନୁବାଦ: “ଯାହାର ଟଙ୍କା ମୁଣା ଅଛି… ଯାହାର ଖଣ୍ଡା ନାହିଁ” (ଦେଖନ୍ତୁ:
[[rc://en/ta/man/translate/figs-genericnoun]])
LUK 22 36 q717 τὸ ἱμάτιον 1 cloak ଚାଦର ବା “ବାହ୍ୟ ଲୁଗା”
LUK 22 37 n73l 0 Connecting Statement: ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ସମାପ୍ତ କଲେ I
LUK 22 37 g4l7 figs-activepassive τὸ γεγραμμένον 1 this which is written ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଜଣେ ଭାବବାଦୀ ମୋ’ ସମ୍ପର୍କରେ ଶାସ୍ତ୍ରରେ ଲେଖିଲେ” (ଦେଖ: [[rc://or/ta/man/translate/figs-activepassive]])

Can't render this file because it is too large.