diff --git a/en_tn_43-LUK.tsv b/en_tn_43-LUK.tsv index 0f52f41..9134b9a 100644 --- a/en_tn_43-LUK.tsv +++ b/en_tn_43-LUK.tsv @@ -1,5 +1,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote -LUK front intro uk55 0 # ଲୂକ ସୁସମାଚାରର ପରିଚୟ

## ପ୍ରଥମ ଭାଗ: ସାଧାରଣ ପରିଚୟ
### ଲୂକ ପୁସ୍ତକର ରୂପରେଖା

1. ଥୀୟଫିଲଙ୍କ ନିମନ୍ତେ ଉତ୍ସର୍ଗୀକୃତ । (1:1-4)

2. ଭୂମିକା
* ବାପ୍ତିଜକ ଯୋହନଙ୍କ ଜନ୍ମ (1:5-80)
* ଯୀଶୁଙ୍କ ଜନ୍ମ ଏବଂ ଯୌବନ କାଳ  (2:1-51)
* ବାପ୍ତିଜକ ଯୋହନଙ୍କ ସେବାକାର୍ଯ୍ୟ (3:1-20)
* ଯୀଶୁଙ୍କ ବାପ୍ତିସ୍ମ, ବଂଶାବଳୀ ଏବଂ ପରୀକ୍ଷା (3:21-4:13)
3.ଗାଲିଲୀରେ ଯୀଶୁଙ୍କ ଶିକ୍ଷା ଏବଂ ସେବାକାର୍ଯ୍ୟ (4:14-9:50)
4.ଯିରୂଶାଲମ ଯାତ୍ରା ପଥରେ ଯୀଶୁଙ୍କ ଶିକ୍ଷା ପ୍ରଦାନ

* ଈଶ୍ଵରଙ୍କ ଦ୍ୱାରା ବିଚାର, ଏବଂ ଯୀଶୁଙ୍କ ବିଷୟରେ ଲୋକମାନଙ୍କର ବିଚାର  (9:51-13:21)
* ଈଶ୍ଵରଙ୍କ ରାଜ୍ୟର ଅଂଶ କିଏ ହେବ (13:22-17:10)
* ଯୀଶୁଙ୍କୁ ସ୍ୱାଗତ କିମ୍ବା ପ୍ରତ୍ୟାଖ୍ୟାନ କରି ତାହାଙ୍କୁ ପ୍ରତିକ୍ରିୟା ଦେବା (17:11-19:27)

5. ଯିରୂଶାଲମରେ ଯୀଶୁ
* ଯିରୂଶାଲମରେ ଯୀଶୁଙ୍କ ପ୍ରବେଶ (19:28-44)
* ମନ୍ଦିରରେ ଯୀଶୁ ଶିକ୍ଷା ଦିଅନ୍ତି: ତାହାଙ୍କର ପରିଚୟ ଏବଂ ଅଧିକାରକୁ ନେଇ ବିବାଦ (19:45-21:38)
* ଯୀଶୁଙ୍କ ମୃତ୍ୟୁ, ସମାଧି ଏବଂ ପୁନରୁତ୍ଥାନ  (22:1-24:53)

### ଲୂକଙ୍କର ସୁସମାଚାର କେଉଁ ବିଷୟରେ ଅଟେ?

ନୂତନ ନିୟମର ଚାରୋଟି ପୁସ୍ତକ ମଧ୍ୟରୁ ଲୂକଙ୍କର ସୁସମାଚାର ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ଶିକ୍ଷା ବିଷୟରେ ବର୍ଣ୍ଣନା କରେ । ଏହି ପୁସ୍ତକଗୁଡ଼ିକୁ “ସୁସମାଚାର” କୁହାଯାଏ, ଯାହାର ଅର୍ଥ “ଉତ୍ତମ ଖବର” ଅଟେ । ସେଗୁଡ଼ିକର ଲେଖକମାନେ ଯୀଶୁ କିଏ ଏବଂ ସେ କ’ଣ କରିଥିଲେ ସେହି ବିଷୟରେ ଅନେକ ବିଷୟକୁ ଲେଖିଥିଲେ । ଥୀୟଫିଲ ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ଲୂକ ଏହି ସୁସମାଚାର ଲେଖିଥିଲେ ଏବଂ ଏହାକୁ ଉତ୍ସର୍ଗ କରିଥିଲେ । ଯୀଶୁଙ୍କ ଜୀବନ ଏବଂ ଶିକ୍ଷାର ଏକ ସଠିକ ବର୍ଣ୍ଣନା ଲୂକ ଲେଖିଥିଲେ ଯାହା ଦ୍ଵାରା ଥୀୟଫିଲ ନିଶ୍ଚିତ ହେବେ ଯେ ଯୀଶୁଙ୍କ ବିଷୟରେ ଲୂକ ଯାହା ଶିକ୍ଷା ଦିଆଯାଇଥିଲେ ତାହା ସତ୍ୟ ଅଟେ । ତଥାପି, ଲୂକ ଯାହା ଲେଖିଛନ୍ତି ତାହା ଯୀଶୁଙ୍କ ସମସ୍ତ ଅନୁଗାମୀମାନଙ୍କୁ ଉତ୍ସାହିତ କରିବ ବୋଲି ସେ ଆଶା କରିଥିଲେ ।

### ଏହି ପୁସ୍ତକର ନାମ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଲୂକଙ୍କର ସୁସମାଚାର” କିମ୍ବା “ଲୂକଙ୍କ ଅନୁସାରେ ସୁସମାଚାର” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏକ ଭିନ୍ନ ନାମ ବାଛିପାରିବେ, ଯେପରି “ ଲୂକ ଲେଖିଥିବା ଯୀଶୁଙ୍କ ବିଷୟରେ ସୁସମାଚାର ।” (ଦେଖନ୍ତୁ: [[rc://en/ta/man/translate/translate-names]])

### ଲୂକ ପୁସ୍ତକ କିଏ ଲେଖିଛନ୍ତି?

ଏହି ପୁସ୍ତକ ଏହାର ଲେଖକଙ୍କ ନାମ ଉଲ୍ଲେଖ କରେ ନାହିଁ । କିନ୍ତୁ, ଏହି ଏହି ପୁସ୍ତକ ଲେଖିକ, ପ୍ରେରିତ ପୁସ୍ତକ ମଧ୍ୟ ଲେଖିଥିଲେ, ଯାହା ଥୀୟଫିଲ ପାଇଁ ମଧ୍ୟ ଉତ୍ସର୍ଗୀକୃତ ଅଟେ । ପ୍ରେରିତ ପୁସ୍ତକର କେତେକ ଅଂଶରେ ଲେଖକ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରନ୍ତି । ଏହା ସୂଚାଏ ଯେ ଲେଖକ ପାଉଲଙ୍କ ସହ ସେବାକାର୍ଯ୍ୟ ପାଇଁ ଯାତ୍ରା କରିଥିଲେ । ଅଧିକାଂଶ ପଣ୍ଡିତ କହନ୍ତି ଯେ ଲୂକ ଏହି ବ୍ୟକ୍ତି ଅଟନ୍ତି ଯିଏ ପାଉଲଙ୍କ ସହ ସେବାଯାତ୍ରା କରୁଥିଲେ । ପ୍ରାଚୀନ କାଳରୁ ଖ୍ରୀଷ୍ଟିୟାନମାନେ, ଅଧିକାଂଶ ଖ୍ରୀଷ୍ଟିୟାନ ଲୂକଙ୍କୁ ଉଭୟ ଲୂକ ଲିଖିତ ସୁସମାଚାର ଏବଂ ପ୍ରେରିତ ପୁସ୍ତକର ଲେଖକ ବୋଲି ସ୍ୱୀକୃତି ଦେଇଛନ୍ତି ।

ଲୂକ ଜଣେ ଡାକ୍ତର ଥିଲେ। ତାଙ୍କର ଲେଖା ଦର୍ଶାଏ ଯେ ସେ ଜଣେ ଶିକ୍ଷିତ ବ୍ୟକ୍ତି ଥିଲେ । ସେ ବୋଧହୁଏ ଜଣେ ଅଣଯିହୂଦୀ ଥିଲେ। ଲୂକ ନିଜେ ବୋଧହୁଏ ଯୀଶୁ ଯାହା କହିଥିଲେ ଓ କରିଥିଲେ ସେ ସ୍ଵୟଂ ଦେଖିନ ଥିଲେ। କିନ୍ତୁ ସେ ନିଜ ଉତ୍ସର୍ଗରେ ଥୀୟଫିଲକୁ କହନ୍ତି ଯେ ସେ ଏହା ଦେଖିଥିବା ଅନେକ ଲୋକମାନଙ୍କ
ସହ କଥା ହୋଇଥିଲେ ।

## ଦ୍ବିତୀୟ ଭାଗ: ଗୁରୁତ୍ୱପୂର୍ଣ୍ଣ
### ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

ଈଶ୍ଵରଙ୍କ ରାଜ୍ୟ “ଈଶ୍ଵରଙ୍କ ରାଜ୍ୟ” ଲୂକ ସୁସମାଚାରରେ ଏକ ପ୍ରମୁଖ ଧାରଣା ଅଟେ । ଏହା ଅଧିକ ଅର୍ଥପୂର୍ଣ୍ଣ ଅଟେ । ଏହା ଈଶ୍ଵରଙ୍କ ଉପସ୍ଥିତିରେ ଅନନ୍ତ ଜୀବନର ଧାରଣା ଅନ୍ତର୍ଭୁକ୍ତ କରେ,  ଭବିଷ୍ୟତରେ ଯେତେବେଳେ ଈଶ୍ଵର ସମସ୍ତ ସୃଷ୍ଟି ଉପରେ ଶାସନ କରିବେ ସେତେବେଲେ ଏହା କିଅପରୀ ହେବ ସେବିଷୟରେ ମଧ୍ୟ ଏହା ଏକ ଧାରଣା ପ୍ରକାଶ କରେ, ଏବଂ ପୃଥିବୀରେ ବର୍ତ୍ତମାନ ଜୀବନର ଧାରଣା, ଈଶ୍ଵରଙ୍କ ଇଚ୍ଛା କେଉଁଠାରେ ସାଫଲ୍ୟ ହୁଏ ତାହା ପ୍ରକାଶ କରେ । ଏହି ସମସ୍ତ
ଧାରଣା ପଛରେ ଥିବା ଏକୀକରଣକାରୀ ଧାରଣା ଈଶ୍ଵର ଲୋକମାନଙ୍କ ଉପରେ ଶାସନ କରିବା ଏବଂ ସେମାନଙ୍କ ଜୀବନ ଉପରେ ଈଶ୍ଵରଙ୍କ ଶାସନକୁ ସେମାନେ ଗ୍ରହଣ କରିବା ଅଟେ । ଯେଉଁଠାରେ “ଈଶ୍ଵରଙ୍କ ରାଜ୍ୟ” ଅଭିବ୍ୟକ୍ତି ଉଲ୍ଲେଖ ଅଛି, ଅନୁବାଦ ଟିପ୍ପଣୀଗୁଡ଼ିକ ଭାବ ବାଚକ ବିଶେଷ୍ୟ “ରାଜ୍ୟ” ପଛରେ ଥିବା
ଧାରଣାକୁ ଅନୁବାଦ କରିବା ନିମନ୍ତେ କେତେକ ବାକ୍ୟାଂଶଗୁଡ଼ିକୁ ପ୍ରଦାନ କରେ । UST ଏହି ପଦ୍ଧତିକୁ ନିରନ୍ତର ବ୍ୟବହାର କରେ । (ଦେଖନ୍ତୁ: [[rc://en/ta/man/translate/figs-abstractnouns]])

###ଯୀଶୁଙ୍କ ଜୀବନର ଅନ୍ତିମ ସପ୍ତାହ ବିଷୟରେ ଲୂକ କାହିଁକି ଅଧିକ ମାତ୍ରାରେ ଲେଖଛନ୍ତି?

ଯୀଶୁଙ୍କ ଅନ୍ତିମ ସପ୍ତାହ ବିଷୟରେ ଲୂକ ଅନେକ ମାତ୍ରାରେ ଲେଖିଥିଲେ । ତାଙ୍କ ପାଠକମାନେ ଯୀଶୁଙ୍କ ଅନ୍ତିମ ସପ୍ତାହ ଏବଂ କ୍ରୁଶରେ ଯୀଶୁଙ୍କ
ମୃତ୍ୟୁ ବିଷୟରେ ଗଭୀର ଭାବରେ ଚିନ୍ତା କରନ୍ତୁ ବୋଲି ସେ ଚାହୁଁଥିଲେ । ଯୀଶୁ କ୍ରୁଶରେ ସ୍ୱଇଚ୍ଛାରେ ମୃତ୍ୟୁ ବରଣ କଲେ ଯାହା ଦ୍ଵାରା ଈଶ୍ଵରଙ୍କ
ବିରୁଦ୍ଧରେ ଲୋକମାନେ କରିଥିବା ପାପକୁ ଈଶ୍ଵର କ୍ଷମା କରି ପାରିବେ ବୋଲି ଲୋକମାନେ ଜାଣନ୍ତୁ
ବୋଲି ସେ ଚାହୁଁଥିଲେ । (ଦେଖନ୍ତୁ: [[rc://en/tw/dict/bible/kt/sin]])

### ଲୂକ ସୁସମାଚାରରେ ମହିଳାମାନଙ୍କର ଭୂମିକା କ’ଣ ରହିଛି?

ଲୂକ ତାଙ୍କ ସୁସମାଚାରରେ ମହିଳାମାନଙ୍କୁ ଏକ ସକରାତ୍ମକ ଅର୍ଥରେ ବର୍ଣ୍ଣନା କରିଥିଲେ । ଉଦାହରଣ ସ୍ୱରୂପ, ସେ ପ୍ରାୟତଃ ଅଧିକାଂଶ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଈଶ୍ଵରଙ୍କ ପ୍ରତି ଅଧିକ ବିଶ୍ୱସ୍ତ ଥିବା ପ୍ରକାଶ କଲେ । (ଦେଖନ୍ତୁ: [[rc://en/tw/dict/bible/kt/faithful]])

##ତୃତୀୟ ଭାଗ: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### ଧର୍ମତତ୍ତ୍ୱ ସୁସମାଚାରଗୁଡ଼ିକ କ’ଣ ଅଟେ?

ମାଥିଉ, ମାର୍କ ଏବଂ
ଲୂକଙ୍କର ସୁସମାଚାରକୁ ଧର୍ମତତ୍ତ୍ୱ ସୁସମାଚାର କୁହାଯାଏ କାରଣ ସେମାନେ ଅନେକ ସମାନ ଘଟଣାର ବିବରଣୀ
ପ୍ରଦାନ କରନ୍ତି । “ଧର୍ମତତ୍ତ୍ୱ”
ଶବ୍ଦର ଅର୍ଥ “ଏକାଠି ଦେଖିବା” ଅଟେ ।

ଉଦ୍ଧୃତାଂଶଗୁଡ଼ିକ “ସମାନ୍ତରାଳ” ବୋଲି ବିବେଚନା କରାଯାଏ ଯେବେ ସେଗୁଡ଼ିକ
ଦୁଇ ବା ତିନୋଟି ସୁସମାଚାର ମଧ୍ୟରେ ସମାନ କିମ୍ବା ପ୍ରାୟ ସମାନ ଅର୍ଥକୁ ପ୍ରକାଶ କରନ୍ତି । ସମାନ୍ତରାଳ ଉଦ୍ଧୃତାଂଶଗୁଡ଼ିକ ଅନୁବାଦ କରିବା  ସମୟରେ, ଅନୁବାଦକମାନେ
ସେଗୁଡ଼ିକରେ ସମାନ ଶବ୍ଦ ବ୍ୟବହାର କରିବା ଉଚିତ ଏବଂ ସେଗୁଡ଼ିକୁ ଯଥାସମ୍ଭବ ସମାନ କରିବା ଉଚିତ
ଅଟେ ।

ଯୀଶୁ କାହିଁକି ନିଜକୁ “ମନୁଷ୍ୟପୁତ୍ର” ବୋଲି କହିଲେ?

ସୁସମାଚାରରେ, ଯୀଶୁ
ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି । ଏହା
ଦାନିୟେଲ 7: 13-14 ରେ ମଧ୍ୟ
ଉଲ୍ଲେଖ ଅଛି । ସେହି
ଉଦ୍ଧୃତାଂଶରେ, ଏକ ମନୁଷ୍ୟ ବିଷୟରେ ଉଲ୍ଲେଖ ଯିଏ “ମନୁଷ୍ୟର ପୁତ୍ର” ଭାବରେ
ବର୍ଣ୍ଣିତ ଅଟନ୍ତି । ଏହାର ଅର୍ଥ
ଏହା ଯେ  ସେହି ବ୍ୟକ୍ତି ଜଣକ ମନୁଷ୍ୟ ପରି
ଦେଖାଯାଉଥିଲେ । ଏହି
“ମନୁଷ୍ୟପୁତ୍ର” କୁ ସବୁଦିନ ପାଇଁ ଶାସନ କରିବାକୁ ଈଶ୍ଵର ଅଧିକାର ପ୍ରଦାନ କଲେ । ସମସ୍ତ ଲୋକ ତାହାଙ୍କୁ ଚିରଦିନ ଉପାସନା କରିବେ।

ଯୀଶୁଙ୍କ ସମୟର ଯିହୁଦୀମାନେ “ମନୁଷ୍ୟପୁତ୍ର” ନାମକୁ କାହା ପାଇଁ ମଧ୍ୟ
ଭାବରେ ବ୍ୟବହାର କଲେ ନାହିଁ । କିନ୍ତୁ
ପ୍ରକୃତରେ ସେ କିଏ ତାହା ଜଣାଇବାକୁ ଯୀଶୁ ଏହି ଏହି ବାକ୍ୟାଂଶକୁ ନିଜ ପାଇଁ ବ୍ୟବହାର କରିଥିଲେ । (ଦେଖନ୍ତୁ: [[rc://en/tw/dict/bible/kt/sonofman]])

“ମନୁଷ୍ୟପୁତ୍ର” ବାକ୍ୟାଂଶକୁ ଅନୁବାଦ କରିବା ଅନେକ ଭାଷାରେ
କଷ୍ଟସାଧ୍ୟ ହୋଇପାରେ । ପାଠକମାନେ ଏହାର
ଆକ୍ଷରିକ ଅନୁବାଦକୁ ଭୁଲ ବୁଝିପାରନ୍ତି । ଅନୁବାଦକଗଣ ବିକଳ୍ପ ବାକ୍ୟକୁ ଅନିବାଦ କରିପାରିନ୍ତି, ଯେପରିକି “ମନୁଷ୍ୟ ସନ୍ତାନ” । ଏହି ନାମକୁ
ବ୍ୟାଖ୍ୟା କରିବା ପାଇଁ ଏକ ପାଦଟୀକା ଅନ୍ତର୍ଭୂକ୍ତ କରିବା ମଧ୍ୟ ସହାୟକ ହୋଇପାରେ ।

ଲୂକ ପୁସ୍ତକର ମୁଖ୍ୟ ବିଷୟଗୁଡ଼ିକ

ULT ବାଇବେଲର
ସବୁଠାରୁ ସଠିକ୍ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକର ପଠନକୁ ଅନୁସରଣ କରେ । କିନ୍ତୁ, ଅନୁବାଦକମାନଙ୍କ ଅଞ୍ଚଳରେ ବାଇବେଲର ପୁରାତନ ସଂସ୍କରଣ
ଥାଇପାରେ ଯାହା ଅନ୍ୟ ପାଣ୍ଡୁଲିପିଗୁଡ଼ିକର ପଠନକୁ ଅନୁସରଣ କରେ । ସବୁଠାରୁ
ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ, ଅଧ୍ୟାୟଗୁଡ଼ିକରେ
ସାଧାରଣ ଟିପ୍ପଣୀ ପ୍ରଦାନ କରାଯାଈଛି ଯାହା ଏଗୁଡ଼ିକୁ ଅନୁବାଦ କରିବାରେ ସାହାଯ୍ୟ କରିବ। (ଦେଖନ୍ତୁ: [[rc://en/ta/man/translate/translate-textvariants]]) +LUK front intro uk55 0 # ଲୂକ ସୁସମାଚାରର ପରିଚୟ

## ପ୍ରଥମ ଭାଗ: ସାଧାରଣ ପରିଚୟ
### ଲୂକ ପୁସ୍ତକର ରୂପରେଖା

1. ଥୀୟଫିଲଙ୍କ ନିମନ୍ତେ ଉତ୍ସର୍ଗୀକୃତ । (1:1-4)

2. ଭୂମିକା
* ବାପ୍ତିଜକ ଯୋହନଙ୍କ ଜନ୍ମ (1:5-80)
* ଯୀଶୁଙ୍କ ଜନ୍ମ ଏବଂ ଯୌବନ କାଳ  (2:1-51)
* ବାପ୍ତିଜକ ଯୋହନଙ୍କ ସେବାକାର୍ଯ୍ୟ (3:1-20)
* ଯୀଶୁଙ୍କ ବାପ୍ତିସ୍ମ, ବଂଶାବଳୀ ଏବଂ ପରୀକ୍ଷା (3:21-4:13)
3.ଗାଲିଲୀରେ ଯୀଶୁଙ୍କ ଶିକ୍ଷା ଏବଂ ସେବାକାର୍ଯ୍ୟ (4:14-9:50)
4.ଯିରୂଶାଲମ ଯାତ୍ରା ପଥରେ ଯୀଶୁଙ୍କ ଶିକ୍ଷା ପ୍ରଦାନ

* ଈଶ୍ଵରଙ୍କ ଦ୍ୱାରା ବିଚାର, ଏବଂ ଯୀଶୁଙ୍କ ବିଷୟରେ ଲୋକମାନଙ୍କର ବିଚାର  (9:51-13:21)
* ଈଶ୍ଵରଙ୍କ ରାଜ୍ୟର ଅଂଶ କିଏ ହେବ (13:22-17:10)
* ଯୀଶୁଙ୍କୁ ସ୍ୱାଗତ କିମ୍ବା ପ୍ରତ୍ୟାଖ୍ୟାନ କରି ତାହାଙ୍କୁ ପ୍ରତିକ୍ରିୟା ଦେବା (17:11-19:27)

5. ଯିରୂଶାଲମରେ ଯୀଶୁ
* ଯିରୂଶାଲମରେ ଯୀଶୁଙ୍କ ପ୍ରବେଶ (19:28-44)
* ମନ୍ଦିରରେ ଯୀଶୁ ଶିକ୍ଷା ଦିଅନ୍ତି: ତାହାଙ୍କର ପରିଚୟ ଏବଂ ଅଧିକାରକୁ ନେଇ ବିବାଦ (19:45-21:38)
* ଯୀଶୁଙ୍କ ମୃତ୍ୟୁ, ସମାଧି ଏବଂ ପୁନରୁତ୍ଥାନ  (22:1-24:53)

### ଲୂକଙ୍କର ସୁସମାଚାର କେଉଁ ବିଷୟରେ ଅଟେ?

ନୂତନ ନିୟମର ଚାରୋଟି ପୁସ୍ତକ ମଧ୍ୟରୁ ଲୂକଙ୍କର ସୁସମାଚାର ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ଶିକ୍ଷା ବିଷୟରେ ବର୍ଣ୍ଣନା କରେ । ଏହି ପୁସ୍ତକଗୁଡ଼ିକୁ “ସୁସମାଚାର” କୁହାଯାଏ, ଯାହାର ଅର୍ଥ “ଉତ୍ତମ ଖବର” ଅଟେ । ସେଗୁଡ଼ିକର ଲେଖକମାନେ ଯୀଶୁ କିଏ ଏବଂ ସେ କ’ଣ କରିଥିଲେ ସେହି ବିଷୟରେ ଅନେକ ବିଷୟକୁ ଲେଖିଥିଲେ । ଥୀୟଫିଲ ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ଲୂକ ଏହି ସୁସମାଚାର ଲେଖିଥିଲେ ଏବଂ ଏହାକୁ ଉତ୍ସର୍ଗ କରିଥିଲେ । ଯୀଶୁଙ୍କ ଜୀବନ ଏବଂ ଶିକ୍ଷାର ଏକ ସଠିକ ବର୍ଣ୍ଣନା ଲୂକ ଲେଖିଥିଲେ ଯାହା ଦ୍ଵାରା ଥୀୟଫିଲ ନିଶ୍ଚିତ ହେବେ ଯେ ଯୀଶୁଙ୍କ ବିଷୟରେ ଲୂକ ଯାହା ଶିକ୍ଷା ଦିଆଯାଇଥିଲେ ତାହା ସତ୍ୟ ଅଟେ । ତଥାପି, ଲୂକ ଯାହା ଲେଖିଛନ୍ତି ତାହା ଯୀଶୁଙ୍କ ସମସ୍ତ ଅନୁଗାମୀମାନଙ୍କୁ ଉତ୍ସାହିତ କରିବ ବୋଲି ସେ ଆଶା କରିଥିଲେ ।

### ଏହି ପୁସ୍ତକର ନାମ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଲୂକଙ୍କର ସୁସମାଚାର” କିମ୍ବା “ଲୂକଙ୍କ ଅନୁସାରେ ସୁସମାଚାର” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏକ ଭିନ୍ନ ନାମ ବାଛିପାରିବେ, ଯେପରି “ ଲୂକ ଲେଖିଥିବା ଯୀଶୁଙ୍କ ବିଷୟରେ ସୁସମାଚାର ।” (ଦେଖନ୍ତୁ: [[rc://en/ta/man/translate/translate-names]])

### ଲୂକ ପୁସ୍ତକ କିଏ ଲେଖିଛନ୍ତି?

ଏହି ପୁସ୍ତକ ଏହାର ଲେଖକଙ୍କ ନାମ ଉଲ୍ଲେଖ କରେ ନାହିଁ । କିନ୍ତୁ, ଏହି ଏହି ପୁସ୍ତକ ଲେଖିକ, ପ୍ରେରିତ ପୁସ୍ତକ ମଧ୍ୟ ଲେଖିଥିଲେ, ଯାହା ଥୀୟଫିଲ ପାଇଁ ମଧ୍ୟ ଉତ୍ସର୍ଗୀକୃତ ଅଟେ । ପ୍ରେରିତ ପୁସ୍ତକର କେତେକ ଅଂଶରେ ଲେଖକ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରନ୍ତି । ଏହା ସୂଚାଏ ଯେ ଲେଖକ ପାଉଲଙ୍କ ସହ ସେବାକାର୍ଯ୍ୟ ପାଇଁ ଯାତ୍ରା କରିଥିଲେ । ଅଧିକାଂଶ ପଣ୍ଡିତ କହନ୍ତି ଯେ ଲୂକ ଏହି ବ୍ୟକ୍ତି ଅଟନ୍ତି ଯିଏ ପାଉଲଙ୍କ ସହ ସେବାଯାତ୍ରା କରୁଥିଲେ । ପ୍ରାଚୀନ କାଳରୁ ଖ୍ରୀଷ୍ଟିୟାନମାନେ, ଅଧିକାଂଶ ଖ୍ରୀଷ୍ଟିୟାନ ଲୂକଙ୍କୁ ଉଭୟ ଲୂକ ଲିଖିତ ସୁସମାଚାର ଏବଂ ପ୍ରେରିତ ପୁସ୍ତକର ଲେଖକ ବୋଲି ସ୍ୱୀକୃତି ଦେଇଛନ୍ତି ।

ଲୂକ ଜଣେ ଡାକ୍ତର ଥିଲେ। ତାଙ୍କର ଲେଖା ଦର୍ଶାଏ ଯେ ସେ ଜଣେ ଶିକ୍ଷିତ ବ୍ୟକ୍ତି ଥିଲେ । ସେ ବୋଧହୁଏ ଜଣେ ଅଣଯିହୂଦୀ ଥିଲେ। ଲୂକ ନିଜେ ବୋଧହୁଏ ଯୀଶୁ ଯାହା କହିଥିଲେ ଓ କରିଥିଲେ ସେ ସ୍ଵୟଂ ଦେଖିନ ଥିଲେ। କିନ୍ତୁ ସେ ନିଜ ଉତ୍ସର୍ଗରେ ଥୀୟଫିଲକୁ କହନ୍ତି ଯେ ସେ ଏହା ଦେଖିଥିବା ଅନେକ ଲୋକମାନଙ୍କ
ସହ କଥା ହୋଇଥିଲେ ।

## ଦ୍ବିତୀୟ ଭାଗ: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

### ଈଶ୍ଵରଙ୍କ ରାଜ୍ୟ


“ଈଶ୍ଵରଙ୍କ ରାଜ୍ୟ” ଲୂକ ସୁସମାଚାରରେ ଏକ ପ୍ରମୁଖ ଧାରଣା ଅଟେ । ଏହା ଅଧିକ ଅର୍ଥପୂର୍ଣ୍ଣ ଅଟେ । ଏହା ଈଶ୍ଵରଙ୍କ ଉପସ୍ଥିତିରେ ଅନନ୍ତ ଜୀବନର ଧାରଣା ଅନ୍ତର୍ଭୁକ୍ତ କରେ,  ଭବିଷ୍ୟତରେ ଯେତେବେଳେ ଈଶ୍ଵର ସମସ୍ତ ସୃଷ୍ଟି ଉପରେ ଶାସନ କରିବେ ସେତେବେଲେ ଏହା କିଅପରୀ ହେବ ସେବିଷୟରେ ମଧ୍ୟ ଏହା ଏକ ଧାରଣା ପ୍ରକାଶ କରେ, ଏବଂ ପୃଥିବୀରେ ବର୍ତ୍ତମାନ ଜୀବନର ଧାରଣା, ଈଶ୍ଵରଙ୍କ ଇଚ୍ଛା କେଉଁଠାରେ ସାଫଲ୍ୟ ହୁଏ ତାହା ପ୍ରକାଶ କରେ । ଏହି ସମସ୍ତ
ଧାରଣା ପଛରେ ଥିବା ଏକୀକରଣକାରୀ ଧାରଣା ଈଶ୍ଵର ଲୋକମାନଙ୍କ ଉପରେ ଶାସନ କରିବା ଏବଂ ସେମାନଙ୍କ ଜୀବନ ଉପରେ ଈଶ୍ଵରଙ୍କ ଶାସନକୁ ସେମାନେ ଗ୍ରହଣ କରିବା ଅଟେ । ଯେଉଁଠାରେ “ଈଶ୍ଵରଙ୍କ ରାଜ୍ୟ” ଅଭିବ୍ୟକ୍ତି ଉଲ୍ଲେଖ ଅଛି, ଅନୁବାଦ ଟିପ୍ପଣୀଗୁଡ଼ିକ ଭାବ ବାଚକ ବିଶେଷ୍ୟ “ରାଜ୍ୟ” ପଛରେ ଥିବା
ଧାରଣାକୁ ଅନୁବାଦ କରିବା ନିମନ୍ତେ କେତେକ ବାକ୍ୟାଂଶଗୁଡ଼ିକୁ ପ୍ରଦାନ କରେ । UST ଏହି ପଦ୍ଧତିକୁ ନିରନ୍ତର ବ୍ୟବହାର କରେ । (ଦେଖନ୍ତୁ: [[rc://en/ta/man/translate/figs-abstractnouns]])

###ଯୀଶୁଙ୍କ ଜୀବନର ଅନ୍ତିମ ସପ୍ତାହ ବିଷୟରେ ଲୂକ କାହିଁକି ଅଧିକ ମାତ୍ରାରେ ଲେଖଛନ୍ତି?

ଯୀଶୁଙ୍କ ଅନ୍ତିମ ସପ୍ତାହ ବିଷୟରେ ଲୂକ ଅନେକ ମାତ୍ରାରେ ଲେଖିଥିଲେ । ତାଙ୍କ ପାଠକମାନେ ଯୀଶୁଙ୍କ ଅନ୍ତିମ ସପ୍ତାହ ଏବଂ କ୍ରୁଶରେ ଯୀଶୁଙ୍କ
ମୃତ୍ୟୁ ବିଷୟରେ ଗଭୀର ଭାବରେ ଚିନ୍ତା କରନ୍ତୁ ବୋଲି ସେ ଚାହୁଁଥିଲେ । ଯୀଶୁ କ୍ରୁଶରେ ସ୍ୱଇଚ୍ଛାରେ ମୃତ୍ୟୁ ବରଣ କଲେ ଯାହା ଦ୍ଵାରା ଈଶ୍ଵରଙ୍କ
ବିରୁଦ୍ଧରେ ଲୋକମାନେ କରିଥିବା ପାପକୁ ଈଶ୍ଵର କ୍ଷମା କରି ପାରିବେ ବୋଲି ଲୋକମାନେ ଜାଣନ୍ତୁ
ବୋଲି ସେ ଚାହୁଁଥିଲେ । (ଦେଖନ୍ତୁ: [[rc://en/tw/dict/bible/kt/sin]])

### ଲୂକ ସୁସମାଚାରରେ ମହିଳାମାନଙ୍କର ଭୂମିକା କ’ଣ ରହିଛି?

ଲୂକ ତାଙ୍କ ସୁସମାଚାରରେ ମହିଳାମାନଙ୍କୁ ଏକ ସକରାତ୍ମକ ଅର୍ଥରେ ବର୍ଣ୍ଣନା କରିଥିଲେ । ଉଦାହରଣ ସ୍ୱରୂପ, ସେ ପ୍ରାୟତଃ ଅଧିକାଂଶ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଈଶ୍ଵରଙ୍କ ପ୍ରତି ଅଧିକ ବିଶ୍ୱସ୍ତ ଥିବା ପ୍ରକାଶ କଲେ । (ଦେଖନ୍ତୁ: [[rc://en/tw/dict/bible/kt/faithful]])

##ତୃତୀୟ ଭାଗ: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### ଧର୍ମତତ୍ତ୍ୱ ସୁସମାଚାରଗୁଡ଼ିକ କ’ଣ ଅଟେ?

ମାଥିଉ, ମାର୍କ ଏବଂ
ଲୂକଙ୍କର ସୁସମାଚାରକୁ ଧର୍ମତତ୍ତ୍ୱ ସୁସମାଚାର କୁହାଯାଏ କାରଣ ସେମାନେ ଅନେକ ସମାନ ଘଟଣାର ବିବରଣୀ
ପ୍ରଦାନ କରନ୍ତି । “ଧର୍ମତତ୍ତ୍ୱ”
ଶବ୍ଦର ଅର୍ଥ “ଏକାଠି ଦେଖିବା” ଅଟେ ।

ଉଦ୍ଧୃତାଂଶଗୁଡ଼ିକ “ସମାନ୍ତରାଳ” ବୋଲି ବିବେଚନା କରାଯାଏ ଯେବେ ସେଗୁଡ଼ିକ
ଦୁଇ ବା ତିନୋଟି ସୁସମାଚାର ମଧ୍ୟରେ ସମାନ କିମ୍ବା ପ୍ରାୟ ସମାନ ଅର୍ଥକୁ ପ୍ରକାଶ କରନ୍ତି । ସମାନ୍ତରାଳ ଉଦ୍ଧୃତାଂଶଗୁଡ଼ିକ ଅନୁବାଦ କରିବା  ସମୟରେ, ଅନୁବାଦକମାନେ
ସେଗୁଡ଼ିକରେ ସମାନ ଶବ୍ଦ ବ୍ୟବହାର କରିବା ଉଚିତ ଏବଂ ସେଗୁଡ଼ିକୁ ଯଥାସମ୍ଭବ ସମାନ କରିବା ଉଚିତ
ଅଟେ ।

ଯୀଶୁ କାହିଁକି ନିଜକୁ “ମନୁଷ୍ୟପୁତ୍ର” ବୋଲି କହିଲେ?

ସୁସମାଚାରରେ, ଯୀଶୁ
ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି । ଏହା
ଦାନିୟେଲ 7: 13-14 ରେ ମଧ୍ୟ
ଉଲ୍ଲେଖ ଅଛି । ସେହି
ଉଦ୍ଧୃତାଂଶରେ, ଏକ ମନୁଷ୍ୟ ବିଷୟରେ ଉଲ୍ଲେଖ ଯିଏ “ମନୁଷ୍ୟର ପୁତ୍ର” ଭାବରେ
ବର୍ଣ୍ଣିତ ଅଟନ୍ତି । ଏହାର ଅର୍ଥ
ଏହା ଯେ  ସେହି ବ୍ୟକ୍ତି ଜଣକ ମନୁଷ୍ୟ ପରି
ଦେଖାଯାଉଥିଲେ । ଏହି
“ମନୁଷ୍ୟପୁତ୍ର” କୁ ସବୁଦିନ ପାଇଁ ଶାସନ କରିବାକୁ ଈଶ୍ଵର ଅଧିକାର ପ୍ରଦାନ କଲେ । ସମସ୍ତ ଲୋକ ତାହାଙ୍କୁ ଚିରଦିନ ଉପାସନା କରିବେ।

ଯୀଶୁଙ୍କ ସମୟର ଯିହୁଦୀମାନେ “ମନୁଷ୍ୟପୁତ୍ର” ନାମକୁ କାହା ପାଇଁ ମଧ୍ୟ
ଭାବରେ ବ୍ୟବହାର କଲେ ନାହିଁ । କିନ୍ତୁ
ପ୍ରକୃତରେ ସେ କିଏ ତାହା ଜଣାଇବାକୁ ଯୀଶୁ ଏହି ଏହି ବାକ୍ୟାଂଶକୁ ନିଜ ପାଇଁ ବ୍ୟବହାର କରିଥିଲେ । (ଦେଖନ୍ତୁ: [[rc://en/tw/dict/bible/kt/sonofman]])

“ମନୁଷ୍ୟପୁତ୍ର” ବାକ୍ୟାଂଶକୁ ଅନୁବାଦ କରିବା ଅନେକ ଭାଷାରେ
କଷ୍ଟସାଧ୍ୟ ହୋଇପାରେ । ପାଠକମାନେ ଏହାର
ଆକ୍ଷରିକ ଅନୁବାଦକୁ ଭୁଲ ବୁଝିପାରନ୍ତି । ଅନୁବାଦକଗଣ ବିକଳ୍ପ ବାକ୍ୟକୁ ଅନିବାଦ କରିପାରିନ୍ତି, ଯେପରିକି “ମନୁଷ୍ୟ ସନ୍ତାନ” । ଏହି ନାମକୁ
ବ୍ୟାଖ୍ୟା କରିବା ପାଇଁ ଏକ ପାଦଟୀକା ଅନ୍ତର୍ଭୂକ୍ତ କରିବା ମଧ୍ୟ ସହାୟକ ହୋଇପାରେ ।

ଲୂକ ପୁସ୍ତକର ମୁଖ୍ୟ ବିଷୟଗୁଡ଼ିକ

ULT ବାଇବେଲର
ସବୁଠାରୁ ସଠିକ୍ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକର ପଠନକୁ ଅନୁସରଣ କରେ । କିନ୍ତୁ, ଅନୁବାଦକମାନଙ୍କ ଅଞ୍ଚଳରେ ବାଇବେଲର ପୁରାତନ ସଂସ୍କରଣ
ଥାଇପାରେ ଯାହା ଅନ୍ୟ ପାଣ୍ଡୁଲିପିଗୁଡ଼ିକର ପଠନକୁ ଅନୁସରଣ କରେ । ସବୁଠାରୁ
ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ, ଅଧ୍ୟାୟଗୁଡ଼ିକରେ
ସାଧାରଣ ଟିପ୍ପଣୀ ପ୍ରଦାନ କରାଯାଈଛି ଯାହା ଏଗୁଡ଼ିକୁ ଅନୁବାଦ କରିବାରେ ସାହାଯ୍ୟ କରିବ। (ଦେଖନ୍ତୁ: [[rc://en/ta/man/translate/translate-textvariants]]) LUK 1 intro f1b5 0 # ଲୂକ ୧ ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର



ଥୀୟଫିଲ ପାଇଁ ଉତ୍ସର୍ଗୀକୃତ (1:1-4)
ଗାବ୍ରିଏଲ ଦୂତ ଜିଖରୀୟଙ୍କୁ ଘୋଷଣା କରି କହନ୍ତି ଯେ ତାଙ୍କ ପତ୍ନୀ ଏଲିଶାବେଥ ବାପ୍ତିଜକ ଯୋହନ ନାମକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବେ (1:5-25)
ଗାବ୍ରିଏଲ ଦୂତ ମରିୟମଙ୍କୁ ଘୋଷଣା କରି କହନ୍ତି ଯେ ସେ ଯୀଶୁଙ୍କ ମାତା ହେବେ (1:26-38)
ମରୀୟମ ଏଲିଶାବେଥଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି (1:39-56)
ବାପ୍ତିଜକ ଯୋହନ ଜନ୍ମଗ୍ରହଣ କଲେ (1:57-80)



କେତେକ ଅନୁବାଦ କବିତାର ପ୍ରତ୍ୟେକ ଧାଡିକୁ ପାଠ କରିବାକୁ ସହଜ
କରିବା ପାଇଁ ଅବଶିଷ୍ଟ ପାଠ୍ୟ ଅପେକ୍ଷା ଏହାକୁ ଉଲ୍ଲେଖ କରନ୍ତି । 1: 46-55 ରେ ଯୀଶୁଙ୍କ ମାତା ହେବା ବିଷୟରେ ମରୀୟମଙ୍କ ଗୀତରେ କବିତା ଏବଂ 1: 68-79 ରେ ତାଙ୍କ ପୁତ୍ର ବାପ୍ତିଜକ ଯୋହନ ବିଷୟରେ ଜିଖରୀୟଙ୍କ ଗୀତରେ ULT ଏହିପରି କରେ ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### “ତାହାକୁ ଯୋହନ କୁହାଯିବ”

ପ୍ରାଚୀନ ନିକଟ ପୂର୍ବର ଅଧିକାଂଶ ଲୋକ ଏକ ଶିଶୁକୁ ସେମାନଙ୍କ
ପରିବାରର ଏକ ବ୍ୟକ୍ତିର ନାମ ଦିଅନ୍ତି । ଯେବେ ଏଲିଶାବେଥ
ଏବଂ ଜିଖରୀୟ ନିଜ ପୁତ୍ରର ନାମ ଯୋହନ ରଖିଥିଲେ ଲୋକମାନେ ଆଶ୍ଚର୍ଯ୍ୟ ହେଲେ କାରଣ ସେହି
ପରିବାରରେ ସେହି ନାମରେ କେହି ବ୍ୟକ୍ତି ନଥିଲେ । LUK 1 1 br8r 0 LUK 1 1 qhd9 περὶ τῶν πεπληροφορημένων ἐν ἡμῖν πραγμάτων 1 ଆମ୍ଭମାନଙ୍କ ମଧ୍ୟରେ ଘଟିଥିବା ଘଟଣାବଳୀର ବିବରଣ ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ
ଏହାକୁ ଏକ ସକ୍ରିୟ କ୍ରିୟାପଦରେ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ସେହି ଘଟଣାଗୁଡ଼ିକ ବିଷୟରେ ଯାହା ଆମ୍ଭମାନଙ୍କ ମଧ୍ୟରେ ଘଟିଛି।” (ଦେଖନ୍ତୁ: [[rc://en/ta/man/translate/figs-activepassive]])