Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-08 04:52:47 +00:00
parent b2a8a6ad22
commit 20ce3b5de2
1 changed files with 1 additions and 1 deletions

View File

@ -74,7 +74,7 @@ RUT 2 2 am6a ר֨וּת הַ⁠מּוֹאֲבִיָּ֜ה 1 Ruth, the Moabite w
RUT 2 2 c7rk הַ⁠מּוֹאֲבִיָּ֜ה 1 the Moabite woman ଅନ୍ୟ ଉପାୟରେ କହିବାକୁ ଗଲେ ସେହି ସ୍ତ୍ରୀ ଜଣକ ମୋୟାବ ଦେଶୀୟା କିମ୍ବା ମୋୟାବ ଗୋଷ୍ଠୀରୁ ଥିଲେ।
RUT 2 2 qt4q וַ⁠אֲלַקֳטָּ֣ה בַ⁠שִׁבֳּלִ֔ים 1 and glean heads of grain **ଅମଳକାରୀଙ୍କ ଦ୍ୱାରା ଛାଡିଥିବା ବଳକା ଶସ୍ୟଗୁଡିକ ସାଉଣ୍ଟ** କିମ୍ବା **ଅମଳକାରୀଙ୍କ ଦ୍ୱାରା ଛାଡିଥିବା ଶସ୍ୟଗୁଡିକ ସାଉଣ୍ଟ।**
RUT 2 2 j59b figs-idiom אֶמְצָא־חֵ֖ן בְּ⁠עֵינָ֑י⁠ו 1 In whose eyes I find favor **ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି** ଏହି ବାକ୍ୟ ଏକ ରୂଢ଼ି ଅଟେ  ଯାହାର ଅର୍ଥ ହେଉଛି “ଯେ କେହି  ବ୍ୟକ୍ତି ମୋତେ ମଞ୍ଜୁରି ଦେବ ।” ଅନୁମତି କିମ୍ବା ଅନୁମୋଦନ ପାଇବା ଭଳି କାହାର ଅନୁଗ୍ରହ ପାଇବା ବିଷୟରେ ରୂତ କହନ୍ତି। ଏକାନ୍ତର ଅନୁବାଦ: “କିଏ ମୋ ପ୍ରତି ଦୟା ଦେଖାଇବ” [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଆଖି** ହେଉଛି ଏକ ଲକ୍ଷଣାତ୍ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଓ ଦେଖିବା ହେଉଛି ଜ୍ଞାନ ପାଇଁ ଏକ ଉପମା, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ଏକାନ୍ତର ଅନୁବାଦ: “ ମୋ ପ୍ରତି ଦୟାଳୁ ହେବାକୁ କିଏ ସ୍ଥିର କରିବ” ”: [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଆଖି** ହେଉଛି ଏକ ଲକ୍ଷଣାତ୍ମକ ଶବ୍ଦ  ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଓ ଦେଖିବା ହେଉଛି ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ବିକଳ୍ପ ଅନୁବାଦ: “ ମୋ ପ୍ରତି ଦୟାଳୁ ହେବାକୁ କିଏ ସ୍ଥିର କରିବ” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 2 ed93 בִתִּֽ⁠י 1 my daughter ରୂତ ନୟମୀଙ୍କୁ ନିଜ ମାତା ପରି ଯତ୍ନ ନେଉଥିଲେ, ଏବଂ ନୟମୀ ମଧ୍ୟ ରୂତଙ୍କୁ  ନିଜ ଝିଅ ଭଳି ସ୍ନେହ କରୁଥିଲେ। ଯଦି ଏହି ବିଷୟ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଏହିପରି ଶବ୍ଦକୁ  ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଦୁଇ ମହିଳାଙ୍କ ମଧ୍ୟରେ ଥିବା  ଘନିଷ୍ଠ ସମ୍ପର୍କକୁ ପ୍ରକାସ କରେ।
RUT 2 3 ht73 וַ⁠יִּ֣קֶר מִקְרֶ֔⁠הָ 1 by chance ଏହାର ଅର୍ଥ ହେଉଛି ଯେ ରୂତ ଯେଉଁ କ୍ଷେତ୍ରରେ ଜବ ସଂଗ୍ରହ କରିବା ପାଇଁ ଯାଉଥିଲେ, ତାହା ନୟମୀଙ୍କ ସମ୍ପର୍କୀୟ ବୋୟଜଙ୍କର ଅଟେ ବୋଲି ସେ ଜାଣି ନଥିଲେ ।
RUT 2 3 ab11 מִ⁠מִּשְׁפַּ֥חַת אֱלִימֶֽלֶךְ 1 from the clan of Elimelek ଏଠାରେ ବଂଶ ଶବ୍ଦର ବ୍ୟବହାର ଅର୍ଥ ହେଉଛି ଯେ ବୋୟାଜ ଏଲିମେଲେକ ସହିତ ଜଡିତ ଥିଲେ କିନ୍ତୁ ଏଲିମେଲେକଙ୍କ ପରି ସମାନ ପିତାମାତା ନଥିଲେ। ପାଠଟି କହୁନାହିଁ ଯେ ଏହି ବଂଶର ନାମ ଏଲିମେଲକ ନାମରେ ନାମିତ ହୋଇଛି କିମ୍ବା ଏଲିମେଲେକ ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ।

Can't render this file because it contains an unexpected character in line 36 and column 901.