Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 11:15:12 +00:00
parent 3c9dc28cd6
commit 1cfc87279b
1 changed files with 1 additions and 1 deletions

View File

@ -79,7 +79,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 13 tfh1 figs-metaphor νενικήκατε 1 overcome ଯୋହନ ଏହି ଦୃଢ଼ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେଉଁମାନେ ଶୟତାନକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ  ଅନୁବାଦ: “ଶୟତାନ ଯାହା କରିବାକୁ ଚାହେଁ ତୁମ୍ଭେମାନେ ତାହା କରିବାକୁ ଆଗ୍ରାହ୍ୟ କରିଅଛ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 l74j figs-metaphor ἰσχυροί ἐστε 1 you are strong ବିଶ୍ଵାସୀମାନଙ୍କ ଶାରୀରିକ **ଶକ୍ତି** ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 u3n8 figs-metaphor ὁ λόγος τοῦ Θεοῦ ἐν ὑμῖν μένει 1 the word of God remains in you 1 ଯୋହନଙ୍କ ପରିଚୟର ଭାଗ 3 ରେ “**ରହିବା**” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ  ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ତୁମ୍ଭେମାନେ  ପ୍ରକୃତରେ ପାଳନ କର”(See: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 15 xig6 figs-metonymy μὴ ἀγαπᾶτε τὸν κόσμον, μηδὲ 1 Do not love the world nor :୧୫-୧୭ ପଦରେ “ଜଗତ” ଶବ୍ଦ ଲୋକମାନେ କରିବାକୁ ଚାହୁଁଥିବା ସମସ୍ତ ବିଷୟକୁ ସୂଚିତ କରେ ଯାହା ଈଶ୍ବରଙ୍କୁ ସମ୍ମାନ ଦିଏ ନାହିଁ । ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନଙ୍କ ସଦୃଶ ଆଚରଣ କର ନାହିଁ ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ ଏବଂ ପ୍ରେମ କରନ୍ତି ନାହିଁ” (ଦେଖ:[[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 15 xig6 figs-metonymy μὴ ἀγαπᾶτε τὸν κόσμον, μηδὲ 1 Do not love the world nor
1JN 2 15 h2hm τὰ ἐν τῷ κόσμῳ 1 the things that are in the world ଏହି ବାକ୍ୟାଂଶର ଅର୍ଥ ପରବର୍ତ୍ତୀ ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ  ହୁଏତ ଗୁରୁତ୍ଵଦେବାକୁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତଥାପି, ସେଥିରେ ଅର୍ଥରେ ସାମାନ୍ୟ ପାର୍ଥକ୍ୟ ଅଛି, ଆପଣ ଏହି ବାକ୍ୟାଂଶଗୁଡ଼ିକୁ ମିଶ୍ରଣ କରିବା ପରିବର୍ତ୍ତେ ପୃଥକ ଭାବରେ ଅନୁବାଦ କରିବାକୁ ଇଚ୍ଛା କରିପାରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ  ଅନୁବାଦ: “ନା, ସେହି ମୂଲ୍ୟଗୁଡ଼ିକୁ କୌଣସି  ପ୍ରକାରେ ଅଂଶୀଦାର କର ନାହିଁ ଯାହା ସେହି ବ୍ୟବସ୍ଥାକୁ ବର୍ଣ୍ଣିତ କରେ” [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 2 15 p56b figs-metaphor ἐάν τις ἀγαπᾷ τὸν κόσμον, οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 If anyone loves the world, the love of the Father is not in him ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ କରିବା ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ସଂସାର କୁ ପ୍ରେମ କରେ । ତେବେ ପିତାଙ୍କ  ପ୍ରେମ ତାହାଠାରେ ନାହିଁ ”[[rc://en/ta/man/translate/figs-hypo]]ଦେଖନ୍ତୁ)
1JN 2 15 s48z οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 the love of the Father is not in him **ପିତାହାଙ୍କ ପ୍ରେମ** ବକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ହୁଏତ ପିତା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଜଣେ ବ୍ୟକ୍ତିକୁ ସୂଚିତ କରିପାରେ । ବିକଳ୍ପ  ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ପିତା ଈଶ୍ଵରଙ୍କୁ ପ୍ରେମ କରେ ନାହିଁ” (2 ) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକମାନଙ୍କୁ ସୂଚାଇପାରେ\` । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ପ୍ରକୃତରେ ସେହି ବ୍ୟକ୍ତିର ଜୀବନରେ କାର୍ଯ୍ୟ କରେ ନାହିଁ” [[rc://en/ta/man/translate/figs-possession]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.