Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-27 18:47:27 +00:00
parent 1aabcf5d0e
commit 1b5dfdab5a
1 changed files with 2 additions and 2 deletions

View File

@ -2867,8 +2867,8 @@ LUK 23 6 dr1s ὁ ἄνθρωπος 1 the man ଏଠାରେ **ଲୋକ** ଶ
LUK 23 7 cbn1 ἐπιγνοὺς 1 When he discovered ଏଠାରେ ଏହାର ଅର୍ଥ ଯିହୁଦୀ ନେତାମାନେ ପୀଲାତଙ୍କ ପ୍ରଶ୍ନର ଉତ୍ତର ଦେଇ ଯୀଶୁ ଗାଲିଲୀରୁ ଆସିଛନ୍ତି ବୋଲି ନିଶ୍ଚିତ କଲେ। ବିକଳ୍ପ ଅନୁବାଦ: “ଯେବେ ଯିହୁଦୀ ନେତାମାନେ ପୀଲାତଙ୍କୁ ଏହା  ନିଶ୍ଚିତ କଲେ ଯେ” (ଦେଖନ୍ତୁ: <br>[[rc://en/ta/man/translate/figs-explicit]])
LUK 23 7 mn6i figs-explicit ἐκ τῆς ἐξουσίας Ἡρῴδου ἐστὶν 1 he was under Herod's authority ଏଠାରେ ଏହାର ଅର୍ଥ ଯୀଶୁ ହେରୋଦଙ୍କ ଅଧୀନରେ ଥିଲେ କାରଣ ହେରୋଦ ଗାଲିଲୀର ଶାସକ ଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ।   ବିକଳ୍ପ ଅନୁବାଦ : “ ଯୀଶୁ ହେରୋଦଙ୍କ ଅଧୀନରେ ଥିଲେ କାରଣ ହେରୋଦ ଗାଲିଲୀରେ ଶାସନକରୁଥିଲେ ” ( ଦେଖନ୍ତୁ : [[rc://en/ta/man/translate/figs-explicit]])
LUK 23 7 ay2i ἀνέπεμψεν 1 he sent ଏଠାରେ ଏହାର ଅର୍ଥ ପୀଲାତ ଯୀଶୁଙ୍କ ମାମଲା ଶୁଣାଣି କରିବାକୁ ଅନ୍ୟ କାହାକୁ ପ୍ରସ୍ତୁତ କରିଥିଲେ ।  ସେ ସ୍ଵୟଂ ଏହା ସ୍ଥିର କରିବାକୁ ଚାହୁଁନଥିଲେ, କାରଣ ତାଙ୍କୁ ଯିହୁଦୀ ନେତାମାନେ ନିନ୍ଦା କରିବାକୁ ଚାହୁଁଥିବା ବ୍ୟକ୍ତିକୁ ମୁକ୍ତ କରିବାକୁ ପଡିବ କିମ୍ବା ଅନ୍ୟକୁ ନିରୀହ ବୋଲି ନିନ୍ଦା କରିବାକୁ ପଡିବ ।  ବିକଳ୍ପ ଅନୁବାଦ: “ସେ ଯୀଶୁଙ୍କ ମାମଲା ହେରୋଦଙ୍କ ନିକଟକୁ ପଠାଇଲେ ଯେପରି ସେ ନିଜେ ତାହା ସ୍ଥିର ନକରନ୍ତି” (ଦେଖନ୍ତୁ: <br> [[rc://en/ta/man/translate/figs-explicit]])
LUK 23 7 i163 ὄντα ... αὐτὸν 1 who was himself ଏହା ହେରୋଦଙ୍କୁ ସୂଚାଏ I
LUK 23 7 ys2n ἐν ταύταις ταῖς ἡμέραις 1 in those days ସେହି ସମୟରେ
LUK 23 7 i163 ὄντα ... αὐτὸν 1 who was himself
LUK 23 7 ys2n ἐν ταύταις ταῖς ἡμέραις 1 in those days ଏକ ନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ ଲୂକ ସାଙ୍କେତିକ ଭାବରେ **ଦିନ** ଶବ୍ଦ ବ୍ୟବହାର କରନ୍ତି ।  ବିକଳ୍ପ ଅନୁବାଦ: “ସେହି ସମୟରେ” (ଦେଖନ୍ତୁ: <br>[[rc://en/ta/man/translate/figs-idiom]])
LUK 23 8 k9z8 ἐχάρη λείαν; ἦν 1 he was very glad ହେରୋଦ ବହୁତ ଖୁସି ହେଲେ
LUK 23 8 z3zz θέλων ἰδεῖν αὐτὸν 1 he had wanted to see him ହେରୋଦ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ
LUK 23 8 gp7u τὸ ἀκούειν περὶ αὐτοῦ 1 he had heard about him ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଥିଲେ

Can't render this file because it is too large.