Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 10:55:54 +00:00
parent b5efd3acfa
commit 1ae22d2edc
1 changed files with 1 additions and 1 deletions

View File

@ -176,7 +176,7 @@ RUT 3 9 l5g4 גֹאֵ֖ל 1 a kinsman-redeemer 2:20 ରେ ଆପଣ ଏହି
RUT 3 10 bjw9 הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן מִן־הָ⁠רִאשׁ֑וֹן 1 You have made your covenant faithfulness better at the end than at the beginning **ତୁମ୍ଭେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସ୍ନେହପୂର୍ଣ୍ଣ କରୁଣା** **ଦେଖାଇଅଛ**
RUT 3 10 e7ka הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן 1 You have made your covenant faithfulness better at the end ଏହା ରୂତ ବୋୟଜଙ୍କୁ ତାଙ୍କୁ ବିବାହ କରିବାକୁ ଅନୁରୋଧ କରିବା ବିଷୟକୁ ସୂଚାଏ। ବୋୟଜ ଦେଖନ୍ତି ଯେ  ରୂତ ନୟମୀଙ୍କ ପ୍ରତି ନିସ୍ୱାର୍ଥ ଦୟା ଏବଂ ପରିବାର ପ୍ରତି ବିଶ୍ୱସ୍ତତା ଦେଖାଉଛନ୍ତି । ନୟମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରି ରୂତ ନୟମୀଙ୍କୁ ମଧ୍ୟ ଯୋଗାଇଦେବେ, ନୟମୀଙ୍କ ପୁତ୍ରଙ୍କୁ ସମ୍ମାନ ଦେବେ ଏବଂ ନୟମୀଙ୍କ ବଂଶକୁ ଜାରି ରଖିବେ।
RUT 3 10 cbd3 הָ⁠רִאשׁ֑וֹן 1 at the beginning ରୂତ ତାଙ୍କ ଶାଶୁଙ୍କ ପାଇଁ ତାଙ୍କ ସହିତ ରହି ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ଶସ୍ୟ ଯୋଗେଇଥିବା ବିଷୟକୁ ଏହା ସୂଚିତ କରେ ।
RUT 3 10 n84d figs-idiom לְ⁠בִלְתִּי־לֶ֗כֶת אַחֲרֵי֙ 1 by not going after **କାରଣ ତୁମ୍ଭେ ବିବାହ ପାଇଁ ଦେଖି ନାହଁ।** ରୂତ ନୟମୀଙ୍କର ଆବଶ୍ୟକତାକୁ ଅଣଦେଖା କରି, ନୟମୀଙ୍କ ସମ୍ପର୍କୀୟମାନଙ୍କ ବ୍ୟତୀତ ନିଜ ପାଇଁ ଏକ ଯୁବକ ଏବଂ ସୁନ୍ଦର ସ୍ୱାମୀ ଖୋଜି ପାରିଥାନ୍ତେ, କିନ୍ତୁ ସେ ତାହା କରିନଥିଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 3 10 n84d figs-idiom לְ⁠בִלְתִּי־לֶ֗כֶת אַחֲרֵי֙ 1 by not going after **କାରଣ ତୁମ୍ଭେ ବିବାହ ପାଇଁ ଦେଖି ନାହଁ।** ରୂତ ନୟମୀଙ୍କର ଆବଶ୍ୟକତାକୁ ଅଣଦେଖା କରି, ନୟମୀଙ୍କ ସମ୍ପର୍କୀୟମାନଙ୍କ ବ୍ୟତୀତ ନିଜ ପାଇଁ ଏକ ଯୁବକ ଏବଂ ସୁନ୍ଦର ସ୍ୱାମୀ ଖୋଜି ପାରିଥାନ୍ତେ, କିନ୍ତୁ ସେ ତାହା କରି ଥିଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 3 11 jdr6 grammar-connect-logic-result וְ⁠עַתָּ֗ה 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ପଦ ୧୦ ରେ ପ୍ରଥମେ ଯାହା ଆସିଛି ତାହା ପଦ ୧୧ ରେ ଅନୁସରଣ କରେ। ଏହାକୁ **ଏହିପରି** ଏକ ଶବ୍ଦ ବ୍ୟବହାର କରି ସୂଚିତ କରାଯାଇପାରେ। ଯଦି ଆପଣଙ୍କ ଭାଷାରେ ପରିଣାମ ପରେ କାରଣ ଦେବା ସ୍ପଷ୍ଟ, ତେବେ ବାକ୍ୟର କ୍ରମ ଏହିପରି ରଖନ୍ତୁ ଯଥା: ବୋୟଜ-ମୁକ୍ତିକର୍ତ୍ତା ଜ୍ଞାତିର (ପଦ ୧୧) ଭୂମିକା ପାଳନ କରିବାକୁ ଅନୁପ୍ରାଣିତ **କାରଣ** ରୂତ ନୟମୀଙ୍କୁ (ପଦ ୧୧) ଦୟା ଦେଖାଇବା ବିଷୟକୁ ସେ ଦେଖିଛନ୍ତି (ପଦ ୧୦)। ଯଦି ଆପଣ ଏହି କ୍ରମକୁ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏହି ପଦ ଏବଂ ପଦ ସଂଖ୍ୟାକୁ ଯୋଗ କରିବାକୁ ପଡିବ (୧୦-୧୧)। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]]).
RUT 3 11 ei93 בִּתִּ⁠י֙ 1 my daughter ବୋୟଜ ଏହି ଅଭିବ୍ୟକ୍ତିକୁ ରୂତଙ୍କୁ ଏକ ଯୁବତୀ ମହିଳା ଭାବରେ ସମ୍ମାନର ସଙ୍କେତ ଭାବରେ ବ୍ୟବହାର କରିଥିଲେ । ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରିବା ନିମନ୍ତେ ଉପଯୁକ୍ତ ବାକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 3 11 ab08 figs-idiom כָּל־שַׁ֣עַר עַמִּ֔⁠י 1 the whole gate of my people ଫାଟକଟି ସହରର ଏକ ସ୍ଥାନ ଥିଲା ଯେଉଁଠାରେ ଲୋକମାନେ ବ୍ୟବସାୟ କରିବା ପାଇଁ ଏକତ୍ରିତ ହେଉଥିଲେ ଏବଂ ନେତାମାନେ ସେଠାରେ ନିଷ୍ପତ୍ତି ନେଉଥିଲେ। ତେଣୁ ଏହା ଏକ ରୂଢ଼ି ଅର୍ଥ ଥିଲା “ମୋହର ନଗରସ୍ଥ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି।” (ଦେଖନ୍ତୁ: [[rc://en/ta/man/translate/figs-idiom]]).

Can't render this file because it contains an unexpected character in line 36 and column 916.