Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-03 12:03:29 +00:00
parent 4eea75a2d7
commit 19a59ce6a7
1 changed files with 1 additions and 1 deletions

View File

@ -359,7 +359,7 @@ EPH 2 11 abct grammar-connect-logic-result διὸ 1 Therefore ସଂଯୋଗ
EPH 2 12 abcz grammar-connect-logic-result ὅτι 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ।\nକାରଣ ସେମାନେ ସୁନ୍ନତ ହୋଇଥିବା ଯିହୁଦୀମାନଙ୍କର ଅଂଶ ନୁହଁନ୍ତି। ଏହାର ପରିଣାମ ଏହା ଯେ ଯେ ବିଜାତୀ ଏଫିସୀୟମାନେ ଈଶ୍ଵରଙ୍କଠାରୁ ପୃଥକ ଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 2 13 abcw grammar-connect-logic-contrast δὲ 1 But ସଂଯୋଗକାରୀ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ। ଏଫିସୀୟ ବିଜାତୀ ବିଶ୍ଵାସୀମାନଙ୍କ ବର୍ତ୍ତମାନର ସ୍ଥିତି, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି, ସେମାନେ ଈଶ୍ଵରଙ୍କ ନିକଟତର ଅଟନ୍ତି। ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ଈଶ୍ଵରଙ୍କଠାରୁ ପୃଥକ ଥିବା ସେମାନଙ୍କର ପୂର୍ବ ସ୍ଥିତିର ବିପରୀତ ଅଟେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-contrast]])
EPH 2 14 abcv grammar-connect-logic-result γάρ 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ। ଏହାର କାରଣ ଏହା ଯେ ଖ୍ରୀଷ୍ଟ ସ୍ଵୟଂ ଯିହୁଦୀ ବିଶ୍ଵାସୀମାନଙ୍କ ସହିତ ଯୋଗ ଦେଇଥିଲେ। ଫଳାଫଳ ଏହା ଯେ ଏଫିସୀୟ ବିଜାତୀ ବିଶ୍ଵାସୀମାନେ ଈଶ୍ଵରଙ୍କ ନିକଟତର ଥିଲେ।ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 2 15 abcx grammar-connect-logic-goal ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ। ଯିହୁଦୀ ଏବଂ ବିଜାତୀମାନଙ୍କୁ ଏକତ୍ର କରିବା ପାଇଁ ଖ୍ରୀଷ୍ଟଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଥିଲା।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 2 15 abcx grammar-connect-logic-goal ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ। ଯିହୁଦୀ ଏବଂ ବିଜାତୀମାନଙ୍କୁ ଏକତ୍ର କରିବା ପାଇଁ ଖ୍ରୀଷ୍ଟଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଥିଲା। (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]])
EPH 2 16 abc0 figs-metaphor ἐν ἑνὶ σώματι 1 as one body ମଣ୍ଡଳୀ ପ୍ରାୟତଃ ଖ୍ରୀଷ୍ଟଙ୍କ **ଶରୀରକୁ** ଏହାର ମସ୍ତକ ଭାବରେ ଚିତ୍ରଣ କରିଥାଏ । ଏଠାରେ ଏହା ଉଭୟ ଯିହୁଦୀ ଏବଂ ବିଜାତୀମାନଙ୍କୁ ନେଇ ଗଠିତ ।[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 18 abcu grammar-connect-logic-result ὅτι 1 for **ପାଇଁ** ସଂଯୋଗକାରୀ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ସେ ସ୍ଵୟଂ ହିଁ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କୁ ପିତାଙ୍କ ନିକଟକୁ ଆସିବାକୁ ସକ୍ଷମ କରାଇଲେ । ଫଳାଫଳ ଏହା ଯେ ଖ୍ରୀଷ୍ଟ ଉଭୟ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କୁ ଶାନ୍ତି ଘୋଷଣା କରିଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 19 abcy grammar-connect-logic-result ἄρα οὖν 1 So then ସଂଯୋଗକାରୀ ବାକ୍ୟାଂଶ **ତା’ପରେ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । କାରଣ ଖ୍ରୀଷ୍ଟ ସେମାନଙ୍କୁ ଆତ୍ମା ​​ମାଧ୍ୟମରେ ଈଶ୍ଵରଙ୍କ ନିକଟରେ ପ୍ରବେଶ କରିବାକୁ ସୁଯୋଗ ଦେଇଥିଲେ । ଫଳାଫଳ ଏହା ଯେ ଯେ ଏଫିସୀୟ ବିଶ୍ଵାସୀମାନେ ଆଉ ଈଶ୍ଵରଙ୍କଠାରୁ ପୃଥକ ନୁହଁନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.