Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-08 05:06:50 +00:00
parent f8457c3938
commit 1951355851
1 changed files with 1 additions and 1 deletions

View File

@ -148,7 +148,7 @@ RUT 3 1 f1uc בִּתִּ֞⁠י 1 My daughter ରୂତ ନୟମୀଙ୍କ
RUT 3 1 nxr8 figs-rquestion הֲ⁠לֹ֧א אֲבַקֶּשׁ־לָ֛⁠ךְ מָנ֖וֹחַ אֲשֶׁ֥ר יִֽיטַב־לָֽ⁠ךְ 1 should I not seek a resting place for you, that will be good for you? ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କରି ତାଙ୍କର ଯୋଜନା  ବିଷୟରେ ରୂତଙ୍କୁ ଜଣାଇଲେ। ଏକାନ୍ତର ଅନୁବାଦ: “ ତୁମ୍ଭର ବିଶ୍ରାମ ନେବା ପାଇଁ ମୁଁ ଏକ ସ୍ଥାନ ଖୋଜିବି, ଯାହା ଦ୍ୱାରା ତୁମ୍ଭର ଯତ୍ନ ନିଆଯିବ।” କିମ୍ବା “ତୁମ୍ଭର ଯତ୍ନ ନେବା ପାଇଁ ମୁଁ ନିଶ୍ଚିତ ତୁମ୍ଭ ପାଇଁ ଏକ ସ୍ୱାମୀ ଖୋଜିବି, ଯାହା ଦ୍ୱାରା ତୁମ୍ଭେ ବିନା ଚିନ୍ତାରେ ଜୀବନ ଯାପନ କରିପାରିବ |” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 1 uw2p figs-metaphor לָ֛⁠ךְ מָנ֖וֹחַ 1 a resting place for you ଏହାର ଅର୍ଥ ଏହା ନୁହେଁ ଯେ ଥକ୍କାପଣରୁ ଅସ୍ଥାୟୀ ଭାବରେ ବିଶ୍ରାମ ନେବାକୁ ଏକ ସ୍ଥାନ | ଏହାର ଅର୍ଥ ସ୍ୱାମୀ ସହିତ ଏକ ଭଲ ଘରେ ସ୍ଥାୟୀ ଆରାମ ଏବଂ ନିରାପତ୍ତାର ସ୍ଥାନ | (See: [[rc://en/ta/man/translate/figs-metaphor]])
RUT 3 2 jdr4 grammar-connect-logic-result וְ⁠עַתָּ֗ה 1 Connecting Statement:  ପଦର 1 ରେ ନୟମୀଙ୍କ ଆଳଙ୍କାରିକ ପ୍ରଶ୍ନ ସେ ପଦ 2-4 ରେ ରୂତଙ୍କୁ ଦେବାକୁ ଯାଉଥିବା ପରାମର୍ଶର କାରଣ ଦର୍ଶାଏ । ଏହି ଶବ୍ଦ ପଦ 1 ର ଫଳାଫଳକୁ ଚିହ୍ନିତ କରେ । ଅନ୍ୟ ଅର୍ଥରେ, ନୟମୀ ରୂତଙ୍କୁ କ’ଣ କରିବା ଆବଶ୍ୟକ (3:2-4) ସେ ବିଷୟରେ ତାଙ୍କୁ ପରାମର୍ଶ ଦିଅନ୍ତି (3:1) କାରଣ ସେ ରୂତଙ୍କ ପାଇଁ ଏକ ଭଲ, ସୁରକ୍ଷିତ ଗୃହ ଖୋଜିବାକୁ ଇଚ୍ଛା କରନ୍ତି | ଯଦି ଫଳାଫଳ ପରେ କାରଣ ଦେବା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ପଦ 2-4 ପରେ ପଦ 1 କୁ ରଖି ପାରନ୍ତି, ଯାହାକି ପଦ 1-4 ଭାବରେ ଚିହ୍ନିତ ହେବ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
RUT 3 2 b4h8 figs-rquestion הֲ⁠לֹ֥א בֹ֨עַז֙ מֹֽדַעְתָּ֔⁠נוּ 1 is not Boaz our relative ପୂର୍ବରୁ ରୂତଙ୍କୁ କହିଥିବା କଥାକୁ ସ୍ମରଣ କରାଇବା ପାଇଁ ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କଲେ(2:20 ଦେଖନ୍ତୁ), ସେ ଯାହା କହିବାକୁ ଯାଉଛନ୍ତି ତାହାର କାରଣ ଦର୍ଶାଇବାକୁ | ଏକାନ୍ତର ଅନୁବାଦ: “ ଯେପରି ତୁମ୍ଭେ ଜାଣିଛ, ବୋୟଜ ହେଉଛନ୍ତି ଆମ୍ଭର ସମ୍ପର୍କୀୟ |” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 2 b4h8 figs-rquestion הֲ⁠לֹ֥א בֹ֨עַז֙ מֹֽדַעְתָּ֔⁠נוּ 1 is not Boaz our relative ପୂର୍ବରୁ ରୂତଙ୍କୁ କହିଥିବା କଥାକୁ ସ୍ମରଣ କରାଇବା ପାଇଁ ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କଲେ(2:20 ଦେଖନ୍ତୁ), ସେ ଯାହା କହିବାକୁ ଯାଉଛନ୍ତି ତାହାର କାରଣ ଦର୍ଶାଇବାକୁ । ବିକଳ୍ପ ଅନୁବାଦ: “ ଯେପରି ତୁମ୍ଭେ ଜାଣିଛ, ବୋୟଜ ହେଉଛନ୍ତି ଆମ୍ଭର ସମ୍ପର୍କୀୟ ।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 2 j31t figs-explicit הָיִ֖ית אֶת־נַעֲרוֹתָ֑י⁠ו 1 whose young female workers you have been working ଯଦି ଏହା ବୁଝିବାରେ ସାହାଯ୍ୟ କରେ, ଅନୁବାଦକୁ ସ୍ପଷ୍ଟ କରାଯାଇପରେ ଯେ ସେ ମହିଳା ଶ୍ରମିକମାନଙ୍କ ସହିତ କ୍ଷେତ୍ରରେ କାମ କରୁଥିଲେ । ବିକଳ୍ପ ଅନୁବାଦ: “ମହିଳା ଶ୍ରମିକମାନେ ତୁମ୍ଭ କ୍ଷେତ୍ରରେ ଅଛନ୍ତି ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 3 2 nd8v figs-distinguish הִנֵּה 1 Look **ଦେଖିବା** ଶବ୍ଦ ଦ୍ୱାରା ଏହା ସୂଚିତ କରେ ଯେ ନିମ୍ନଲିଖିତ ବକ୍ତବ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 3 2 ms25 זֹרֶ֛ה 1 will be winnowing ସେ ପାଛୁଡ଼ି ହେଉଥିବର ଅର୍ଥ ହେଉଛି ଉଭୟ ଶସ୍ୟ ଏବଂ ଧାନକୁ ଉପରକୁ ଉଡ଼ାଈଲା ଭଳି ପାଛୁଡ଼ି ଦେଇ ଅଲୋଡା ଧାନରୁ ଶସ୍ୟକୁ ପୃଥକ କରିବା, ପବନକୁ ଚାଫକୁ ଉଡ଼ାଇବାକୁ ଦେଇଥାଏ।

Can't render this file because it contains an unexpected character in line 36 and column 901.