Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:25:42 +00:00
parent d1e962335d
commit 18eec1e1d7
1 changed files with 1 additions and 1 deletions

View File

@ -416,7 +416,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 21 j7s6 figs-genericnoun τῆς…ἁγίας ἐντολῆς 2 ସାଧାରଣତଃ ଈଶ୍ଵରଙ୍କ ଆଦେଶ ବିଷୟରେ କହିବା ପାଇଁ ପିତର **ପବିତ୍ର ଆଜ୍ଞା** ବ୍ୟବହାର କରନ୍ତି । ସେ ଗୋଟିଏ ନିର୍ଦ୍ଦିଷ୍ଟ **ଆଜ୍ଞା** କୁ ଅନୁସରଣ କରୁନାହାଁନ୍ତି । ଏହି ଆଜ୍ଞାଗୁଡ଼ିକ ପ୍ରେରିତମାନଙ୍କଦ୍ୱାରା ବିଶ୍ୱାସୀମାନଙ୍କୁ **ପ୍ରଦାନ କରାଯାଇଥିଲା** ବିକଳ୍ପ ଅନୁବାଦ: “ପବିତ୍ର ଆଜ୍ଞାଗୁଡ଼ିକ” (ଦେଖନ୍ତୁ:
[[rc://en/ta/man/translate/figs-genericnoun]])

2PE 2 21 xwid figs-abstractnouns τῆς…ἁγίας ἐντολῆς 2 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଆଜ୍ଞା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 2 22 pc36 writing-pronouns αὐτοῖς 1 This has happened to them according to the true proverb ଏଠାରେ, **ସେମାନେ** ସର୍ବନାମ [:୧] (..//୦୧.md) ରେ ଉଲ୍ଲେଖ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ ।
ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନଙ୍କ ପାଇଁ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 2 22 xgjp translate-unknown κύων 1 **କୁକୁର** ଏକ ପଶୁ ଅଟେ ଯାହା ଯିହୂଦୀ ତଥା ପ୍ରାଚୀନ ନିକଟ ପୂର୍ବର ଅନେକ ସଂସ୍କୃତି ଦ୍ୱାରା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ । ତେଣୁ, କାହାକୁ **କୁକୁର** ବୋଲି କହିବା ଏକ ଅପମାନ ଥିଲା । ଯଦି କୁକୁରମାନେ ଆପଣଙ୍କ ସଂସ୍କୃତି ପାଇଁ ଅପରିଚିତ ଏବଂ ଆପଣଙ୍କ ଏକ ଭିନ୍ନ ପ୍ରାଣୀ ଅଛି ଯାହା ଅଶୁଦ୍ଧ ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ କିମ୍ବା ଯାହାର ନାମ ଅପମାନ ଭାବରେ ବ୍ୟବହୃତ ହୁଏ, ଆପଣ ଏହା ବଦଳରେ ଏହି ପଶୁର ନାମ ବ୍ୟବହାର କରିପାରିବେ । (ଦେଖନ୍ତୁ: [[rc://en/ta/man/translate/translate-unknown]])
2PE 2 22 xgjp translate-unknown κύων 1 **କୁକୁର** ଏକ ପଶୁ ଅଟେ ଯାହା ଯିହୂଦୀ ତଥା ପ୍ରାଚୀନ ନିକଟ ପୂର୍ବର ଅନେକ ସଂସ୍କୃତି ଦ୍ୱାରା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ । ତେଣୁ, କାହାକୁ **କୁକୁର** ବୋଲି କହିବା ଏକ ଅପମାନ ଥିଲା । ଯଦି କୁକୁରମାନେ ଆପଣଙ୍କ ସଂସ୍କୃତି ପାଇଁ ଅପରିଚିତ ଏବଂ ଆପଣଙ୍କ ଏକ ଭିନ୍ନ ପ୍ରାଣୀ ଅଛି ଯାହା ଅଶୁଦ୍ଧ ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ କିମ୍ବା ଯାହାର ନାମ ଅପମାନ ଭାବରେ ବ୍ୟବହୃତ ହୁଏ, ଆପଣ ଏହା ବଦଳରେ ଏହି ପଶୁର ନାମ ବ୍ୟବହାର କରିପାରିବେ । (ଦେଖନ୍ତୁ: [[rc://en/ta/man/translate/translate-unknown]])
2PE 2 22 xycp translate-unknown ὗς 1 **ଘୁଷୁରି** ଏକ ପ୍ରାଣୀ ଯାହା
ଯିହୂଦୀ ତଥା ପ୍ରାଚୀନ ନିକଟ ପୂର୍ବର ଅନେକ ସଂସ୍କୃତି ଦ୍ୱାରା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା
କରାଯାଏ

ତେଣୁ

କାହାକୁ **ଘୁଷୁରୀ** କହିବା ଏକ
ଅପମାନ ଅଟେ

ଯଦି ଘୁଷୁରିମାନେ ଆପଣଙ୍କ ସଂସ୍କୃତି ପାଇଁ ଅପରିଚିତ ଏବଂ ଆପଣଙ୍କ
ଏକ ଭିନ୍ନ ପ୍ରାଣୀ ଅଛି ଯାହା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ କିମ୍ବା ଯାହାର ନାମ
ଅପମାନ ଭାବରେ ବ୍ୟବହୃତ ହୁଏ

ଆପଣ ଏହା ବଦଳରେ ଏହି ପଶୁର ନାମ
ବ୍ୟବହାର କରିପାରିବେ

ଦେଖନ୍ତୁ:
[[rc://en/ta/man/translate/translate-unknown]])
2PE 3 1 aah9 writing-pronouns ἐν αἷς 1 General Information: ଏଠାରେ

ଯାହା ** ଉଭୟ ଏହି ପତ୍ରକୁ ଏବଂ ପିତର ଏହି ବିଶ୍ଵାସୀ ଦଳକୁ ଲେଖିଥିବା
ପୂର୍ବ ପତ୍ରକୁ ବୁଝାଏ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିବାକୁ ଏକ ନୂତନ ବାକ୍ୟ
ଆରମ୍ଭ କରିପାରିବେ

ବିକଳ୍ପ ଅନୁବାଦ: “ଏହି ଦୁଇଟି ପତ୍ରରେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 3 1 deoa figs-abstractnouns ἐν ὑπομνήσει 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏହି ବାକ୍ୟାଂଶରେ ଗୁଣବାଚକ  ବିଶେଷ୍ୟ **ସ୍ମରଣ କରାଇବା** ଶବ୍ଦ ପଛରେ ଥିବା ଧାରଣାକୁ
ଏକ କ୍ରିୟା ସହ ପ୍ରକାଶ କରିପାରିବେ

[୧

୧୩

୦୧

୧୩
.md)
ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ

ବିକଳ୍ପ ଅନୁବାଦ: “ମନେରଖିବାକୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 9170.