Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-28 13:45:12 +00:00
parent ff5f10e70f
commit 18b0ffa5fa
1 changed files with 11 additions and 1 deletions

View File

@ -598,4 +598,14 @@ JAS 4 5 j259 writing-pronouns ὃ κατῴκισεν ἐν ἡμῖν 1 whom he
JAS 4 6 j260 writing-pronouns μείζονα δὲ δίδωσιν χάριν 1 But he gives greater grace ସେ ସର୍ବନାମ ଈଶ୍ଵରଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ଵର ଅଧିକ ଅନୁଗ୍ରହ ପ୍ରଦାନ କରନ୍ତି” (: [[rc://en/ta/man/translate/writing-pronouns]]ଦେଖନ୍ତୁ)
JAS 4 6 j261 μείζονα…χάριν 1 greater grace ତୁଳନାତ୍ମକ ଅଧିକ ଆକାର ପରିବର୍ତ୍ତେ ପରିମାଣକୁ ସୂଚାଏ । ବିକଳ୍ପ ଅନୁବାଦ: “ଆହୁରି ଅଧିକ ଅନୁଗ୍ରହ”
JAS 4 6 j262 figs-personification λέγει 1 it says ଯାକୁବ ବାଇବେଲ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ନିଜେ କହିପାରେ । ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରରେ ଲେଖା ଅଛି” କିମ୍ବା “ଆମ୍ଭେମାନେ ଶାସ୍ତ୍ରରେ ପାଠ କରୁ” ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 4 7 j263 grammar-connect-logic-result ἀντίστητε δὲ τῷ διαβόλῳ, καὶ φεύξεται ἀφ’ ὑμῶν 1 But resist the devil, and he will flee from you ଅନୁବାଦିତ ଏବଂ ଶବ୍ଦ ଏକ ଫଳାଫଳକୁ ବର୍ଣ୍ଣନା କରିବାକୁ ଯାକୁବ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ ଶୟତାନକୁ ପ୍ରତିରୋଧ କର । ଯଦି ତୁମ୍ଭେମାନେ କର, ତେବେ ସେ ତୁମ୍ଭମାନଙ୍କଠାରୁ ପଳାୟନ କରିବ ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 4 7 j263 grammar-connect-logic-result ἀντίστητε δὲ τῷ διαβόλῳ, καὶ φεύξεται ἀφ’ ὑμῶν 1 But resist the devil, and he will flee from you ଅନୁବାଦିତ ଏବଂ ଶବ୍ଦ ଏକ ଫଳାଫଳକୁ ବର୍ଣ୍ଣନା କରିବାକୁ ଯାକୁବ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ ଶୟତାନକୁ ପ୍ରତିରୋଧ କର । ଯଦି ତୁମ୍ଭେମାନେ କର, ତେବେ ସେ ତୁମ୍ଭମାନଙ୍କଠାରୁ ପଳାୟନ କରିବ ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 4 8 j264 grammar-connect-logic-result ἐγγίσατε τῷ Θεῷ, καὶ ἐγγιεῖ ὑμῖν 1 Come near to God and he will come near to you ଅନୁବାଦିତ ଏବଂ ଶବ୍ଦକୁ ଏକ ଫଳାଫଳକୁ ବର୍ଣ୍ଣନା କରିବାକୁ ଯାକୁବ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଈଶ୍ଵରଙ୍କ ନିକଟକୁ ଆସ, ତେବେ ସେ ତୁମ୍ଭମାନଙ୍କ ନିକଟକୁ ଆସିବେ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 4 8 j265 figs-metaphor καθαρίσατε χεῖρας 1 Cleanse your hands ଯାକୁବ ନିଜ ଜୀବନରୁ ପାପ ଦୂର କରୁଥିବା ବ୍ୟକ୍ତିଙ୍କୁ ବର୍ଣ୍ଣନା କରିବା ପାଇଁ ହସ୍ତ ଶୁଚି କରିବା ଚିତ୍ର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ପାପ କରିବା ବନ୍ଦ କର” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 8 j266 ἁμαρτωλοί 1 sinners ଯାକୁବ ତାଙ୍କ ପାଠକମାନଙ୍କୁ ସମ୍ବୋଧନଗତ ଶବ୍ଦରେ ସୂଚାନ୍ତି । ଯଦି ଆପଣଙ୍କର ଭାଷାର ଏକ ସମ୍ବୋଧନଗତ ଶବ୍ଦ ଅଛି, ତାହା ଏଠାରେ ବ୍ୟବହାର କରନ୍ତୁ। ଯଦି ନୁହେଁ, ଆପଣ ଏହାର ଅର୍ଥ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ପାପୀ ଯେ ତୁମ୍ଭେମାନେ”
JAS 4 8 j267 figs-metaphor ἁγνίσατε καρδίας 1 purify your hearts ଲୋକମାନଙ୍କ ଭାବନା ଏବଂ ଇଚ୍ଛାକୁ ଦର୍ଶାଇବାକୁ ହୃଦୟ ଶବ୍ଦ ସାଙ୍କେତିକ ଭାବରେ ଯାକୁବ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଭାବନା ଏବଂ ଇଚ୍ଛାକୁ ଶୁଦ୍ଧ କର” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 8 j268 figs-nominaladj δίψυχοι 1 double-minded ଯାକୁବ ଏକ ପ୍ରକାର ବ୍ୟକ୍ତିକୁ ସୂଚାଇବା ପାଇଁ ବିଶେଷଣ ଭାବରେ ଦ୍ୱିମନା ବିଶେଷଣ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ବିଶେଷଣକୁ ସେହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଦ୍ୱିମନାଲୋକେ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 4 8 j269 δίψυχοι 1 double-minded ଯାକୁବ ତାଙ୍କ ପାଠକମାନଙ୍କୁ ସମ୍ବୋଧନପଦରେ ସୂଚାଉଥିଲେ କରନ୍ତି । ଯଦି ଆପଣଙ୍କର ଭାଷାର ଏକ ଧନ୍ଦାମୂଳକ ମାମଲା ଅଛି, ଏହାକୁ ଏଠାରେ ବ୍ୟବହାର କରିବା ଉପଯୁକ୍ତ ହେବ । ଯଦି ନୁହେଁ, ତୁମ୍ଭେମାନେ ଏହାର ଅର୍ଥ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଦ୍ୱିଗୁଣିତ ଲୋକ”
JAS 4 9 j270 figs-explicit ταλαιπωρήσατε, καὶ πενθήσατε, καὶ κλαύσατε 1 Be miserable and mourn and weep ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ଯାକୁବ ତାଙ୍କ ପାଠକମାନଙ୍କୁ ଦୁଃଖିତ ହେବାକୁ କ’ଣ କହନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ ମାନିନଥିବାରୁ ଅତ୍ୟଧିକ ଦୁଃଖିତ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 4 9 j271 figs-ellipsis ὁ γέλως ὑμῶν εἰς πένθος μετατραπήτω, καὶ ἡ χαρὰ εἰς κατήφειαν 1 Let your laughter be changed into mourning, and your joy into gloom ଏହି ବାକ୍ୟର ଦ୍ୱିତୀୟ ଭାଗରେ, ଯାକୁବ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଗୋଟିଏ ବାକ୍ୟ ଆବଶ୍ୟକ ହେବ । ଏହି ଶବ୍ଦଗୁଡ଼ିକ ବାକ୍ୟର ପ୍ରଥମ ଭାଗରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ହସକୁ ଶୋକରେ ପରିବର୍ତ୍ତନ କର ଏବଂ ତୁମ୍ଭମାନଙ୍କର ଆନନ୍ଦକୁ ଅନ୍ଧକାରରେ ପରିବର୍ତ୍ତନ କର” (: [[rc://en/ta/man/translate/figs-ellipsis]]ଦେଖନ୍ତୁ)
JAS 4 9 j272 figs-activepassive ὁ γέλως ὑμῶν εἰς πένθος μετατραπήτω, καὶ ἡ χαρὰ εἰς κατήφειαν 1 Let your laughter be changed into mourning, and your joy into gloom ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଏହାକୁ ସକ୍ରିୟ ମଖିକ ବାକ୍ୟାଂଶରେ ପ୍ରକାଶ କରିପାରିବେ। ବିକଳ୍ପଅନୁବାଦ: “ତୁମ୍ଭମାନଙ୍କର ହସ ଶୋକ ହେଉ ଏବଂ ତୁମ୍ଭମାନଙ୍କର ଆନନ୍ଦ ଅନ୍ଧକାର ହେଉ” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 4 9 j273 figs-abstractnouns ὁ γέλως ὑμῶν εἰς πένθος μετατραπήτω, καὶ ἡ χαρὰ εἰς κατήφειαν 1 Let your laughter be changed into mourning, and your joy into gloom ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତୁମ୍ଭେମାନେ ସମାନ ଅଭିବ୍ୟକ୍ତି ସହିତ ଭାବ ବାଚକ ବିଶେଷ୍ୟହସ, ଶୋକ, ଆନନ୍ଦ ଏବଂ ଅନ୍ଧକାର ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ହସିବା ବନ୍ଦ କର ଏବଂ ଦୁଃଖିତ କର । ଆନନ୍ଦିତ ହେବା ବନ୍ଦ କର ଏବଂ ଅନ୍ଧକାର କର ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.