Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 18:01:16 +00:00
parent fd69fc25b4
commit 180146ca01
1 changed files with 1 additions and 0 deletions

View File

@ -398,3 +398,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 14 j095 figs-metaphor νεανίσκοι 1 young men ଯୁବକଗଣ ଶବ୍ଦଟି ହୁଏତ  [2:13](https://create.translationcore.com/02/13.md) ପରି ସମାନ ଆଳଙ୍କାରିକ ଅର୍ଥକୁ ପ୍ରକାଶ କରେ। ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 j096 figs-gendernotations νεανίσκοι 1 young men ଯଦିଓ **ପୁରୁଷ** ଶବ୍ଦ ପୁଂଲିଙ୍ଗ ଅଟେ, ଯୋହନ  ହୁଏତ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି  ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ” ( [[rc://en/ta/man/translate/figs-gendernotations]]ଦେଖନ୍ତୁ)
1JN 2 14 j097 figs-metonymy ὁ λόγος τοῦ Θεοῦ 1 the word of God ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ସୂଚାଇବା ପାଇଁ ଯୋହନ **ବାକ୍ୟ** ବ୍ୟବହାର କରି ଆଳଙ୍କାରିକ ଭାବରେ ବାକ୍ୟ ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 14 j098 figs-metaphor νενικήκατε τὸν πονηρόν 1 you have overcome the evil one ଯୋହନ ଏହି ଦୃଢ଼ବିଶ୍ଵାସୀଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେ ଶୟତାନ ଯାହା କରିବାକୁ ଚାହେଁ ସେମାନେ ତାହା ଅଗ୍ରାହ୍ୟ କରନ୍ତି ଯେପରି ସେମାନେ ତାକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ ଅନୁବାଦ: “ଶୟତାନ ଯାହା କରିବାକଚାହେଁ ତୁମ୍ଭେମାନେ ତାହା ଅଗ୍ରାହ୍ୟ କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.