Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 04:27:52 +00:00
parent e66ce695c3
commit 17e2b2fd36
1 changed files with 1 additions and 0 deletions

View File

@ -482,3 +482,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 9 j177 writing-pronouns σπέρμα αὐτοῦ ἐν αὐτῷ μένει 1 his seed remains in him ଏହି ବାକ୍ୟରେ, ସର୍ବାନମ **ତାହାଙ୍କ “ଈଶ୍ଵର ”** ଙ୍କୁ ବୁଝାଏ ଏବଂ ସର୍ବନାମ ତାହାକୁ “**ଈଶ୍ଵରଙ୍କଠାରୁ ଜାତ ହୋଇଥିବା”** ଲୋକକୁ ସୂଚାଏ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତିଙ୍କ ମଧ୍ୟରେ ଈଶ୍ଵରଙ୍କ ବୀଜ ରହିଥାଏ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 9 j178 figs-metaphor σπέρμα αὐτοῦ ἐν αὐτῷ μένει 1 his seed remains in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, [2:27](https://create.translationcore.com/02/27.md) ପରି, ଏହା ଏକ ଅବିରତ ଉପସ୍ଥିତିକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତିଙ୍କଠାରେ ଈଶ୍ଵରଙ୍କ ବୀଜ ଉପସ୍ଥିତ ରହେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 10 j179 figs-idiom τὰ τέκνα τοῦ Θεοῦ, καὶ τὰ τέκνα τοῦ διαβόλου 1 the children of God and the children of the devil ଯୋହନ  ଏହି ଦୁଇଟି ସ୍ଥାନରେ **ସନ୍ତାନମାନେ** ଶବ୍ଦକୁ ରୂଢ଼ାତ୍ମକ  ଭାବରେ ବ୍ୟବହାର କରନ୍ତି  । ଏହା ଏବ୍ରୀୟ ଶବ୍ଦଫର ଅର୍ଥ ସହ ସାମାନ ଅଟେ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ଈଶ୍ଵରଙ୍କ ସହ ଘନିଷ୍ଠ ସଂପର୍କରେ ଏକ ନୂତନ ଜୀବନ ଯାପନ କରନ୍ତି ଏବଂ ଯେଉଁମାନେ ସେମାନଙ୍କର ପୁରୁଣା ଜୀବନ ଶୈଳୀରେ ଯାପନ କରନ୍ତି, ସେମାନେ ଶୟତାନର ଅଧିନରେ ଅଛନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 10 j180 figs-abstractnouns ὁ μὴ ποιῶν δικαιοσύνην 1 who does not do righteousness ଆପଣ  [2:29](https://create.translationcore.com/02/29.md) ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଅନୁଚିତ କର୍ମ କରେ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.