From 163e6a49d822fd559f1ed9583cf755fc0563e929 Mon Sep 17 00:00:00 2001 From: Gayatri-Digal Date: Sat, 6 Nov 2021 03:54:08 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 1 + 1 file changed, 1 insertion(+) diff --git a/en_tn_63-1JN.tsv b/en_tn_63-1JN.tsv index 436ed68..c7d9f87 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -453,3 +453,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 29 j146 grammar-connect-condition-fact ἐὰν εἰδῆτε ὅτι δίκαιός ἐστιν 1 If you know that he is righteous ଯୋହନ  ଯେପରି ଏହା ଏକ ଉପକଳ୍ପିତ  ସମ୍ଭାବନା ପରି କହନ୍ତି, କିନ୍ତୁ ତାହାଙ୍କ ଅର୍ଥରେ ଏହା ପ୍ରକୃତରେ ସତ୍ୟ ଅଟେ । ଯଦି ଆପଣଙ୍କ ଭାଷା କୌଣସି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟ ପାଇଁ ସର୍ତ୍ତବାଚକ ବାକ୍ୟାଂଶ ବ୍ୟବହାର କରେ ନାହଁ, ଏବଂ ଯଦି ଆପଣଙ୍କ ପାଠକମାନେ ଯାହା ଯୋହନ  ଯାହା କହନ୍ତି  ତାହା ନିଶ୍ଚିତ ନୁହେଁ ବୋଲି ଭୁଲ ବୁଝେବେ ତେବେ ଆପଣ ତାହାଙ୍କ ବାକ୍ୟକୁ ଏକ ଆସ୍ତିବାଚକ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଜାଣ ଯେ ଈଶ୍ଵର  ଧାର୍ମିକ ଅଟନ୍ତି” ([[rc://en/ta/man/translate/grammar-connect-condition-fact]]ଦେଖନ୍ତୁ) 1JN 2 29 j147 writing-pronouns ἐστιν…αὐτοῦ 1 he is … him **ସେ** ଏବଂ **ତାହାଙ୍କୁ** ସର୍ବନାମ  ହୁଏତ  ପିତା ଈଶ୍ଵରଙ୍କୁ ସୂଚାଏ, କାରଣ ପରବର୍ତ୍ତୀ ଦୁଇଟି ପଦରେ ଯୋହନ କହନ୍ତି ଯେ ବିଶ୍ଵାସୀମାନେ “ଈଶ୍ଵରଙ୍କ ସନ୍ତାନ”, ଏବଂ ସେ ତାହାଙ୍କଠାରୁ ଜାତ ହୋଇଥିବା ଲୋକମାନଙ୍କ ବିଷୟରେ ଏହି ପଦରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର  ଅଟନ୍ତି… ଈଶ୍ଵର  ।” ( [[rc://en/ta/man/translate/writing-pronouns]]ଦେଖନ୍ତୁ) 1JN 2 29 j148 figs-abstractnouns πᾶς ὁ ποιῶν τὴν δικαιοσύνην 1 everyone who does righteousness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ  “ଉଚିତ” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ **ଧାର୍ମିକତା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଉଚିତ ତାହା କରୁଥିବା ସମସ୍ତ ଲୋକ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ) +1JN 2 29 j149 figs-metaphor πᾶς ὁ ποιῶν τὴν δικαιοσύνην ἐξ αὐτοῦ γεγέννηται 1 everyone who does righteousness has been begotten from him ଯେହେତୁ ବିଶ୍ଵାସୀମାନେ ପ୍ରକୃତରେ ଈଶ୍ଵରଙ୍କ ଦ୍ୱାରା ଜାତ ହୋଇ ନାହାଁନ୍ତି, ଯୋହନ ଏହା ଆଳଙ୍କାରିକ ଭାବରେ ପ୍ରକାଶ କରନ୍ତି । ଯୀଶୁ ଈଶ୍ଵରଙ୍କ “ଏକମାତ୍ର ପୁତ୍ର” ଅଟନ୍ତି ବୋଲି ସେ 4:9 ରେ କହନ୍ତି, ସେହିପରି ଈଶ୍ଵର  ଯୀଶୁଙ୍କ ପ୍ରକୃତ ପିତା ଅଟନ୍ତି କିନ୍ତୁ ଏହପରି ସେ ବିଶ୍ଵାସୀମାନଙ୍କ ପ୍ରକୃତ ପିତା ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରତ୍ୟେକ ବ୍ୟକ୍ତିଙ୍କ ଆତ୍ମିକ  ପିତା ଅଟନ୍ତି  ଯିଏ ସତ୍କର୍ମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)