Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 08:01:30 +00:00
parent ccccef9599
commit 157741db43
1 changed files with 3 additions and 0 deletions

View File

@ -552,3 +552,6 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 3 j239 figs-metonymy πᾶν πνεῦμα ὃ μὴ ὁμολογεῖ 1 every spirit that does not confess ଆପଣ [4:2](https://create.translationcore.com/04/02.md) ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ଯିଏ ଶିକ୍ଷାଦାନ କରେ ନାହିଁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 3 j240 translate-textvariants Ἰησοῦν 1 confess Jesus ULT ଅନୁସରଣ କରି **ଯୀଶୁ** ଅନୁବାଦ କରିବେ କିମ୍ବା ଅନ୍ୟ କେତେକ ସଂସ୍କରଣର ଅନୁସରଣ କରି “ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଆସିଲେ” ବୋଲି ଅନୁବାଦ କରିବେ ତାହା ସ୍ଥିର କରିବା ପାଇଁ ଏହି ଅଧ୍ୟାୟରେ ଶେଷରେ ସାଧାରଣ ଟିପ୍ପଣୀଗୁଡ଼ିକର ପାଠ୍ୟ ପ୍ରସଙ୍ଗଗୁଡ଼ିକର ଆଲୋଚନା ଦେଖନ୍ତୁ । ଯେଉଁମାନେ ଏହାକୁ ଅନୁସରଣ କରିବାକୁ ନିଷ୍ପତ୍ତି ନିଅନ୍ତି ସେମାନଙ୍କ ପାଇଁ ନିମ୍ନରେ ଥିବା ଟିପ୍ପଣୀଗୁଡ଼ିକର ବିଭିନ୍ନ ପଠନର ଅଲୋଚନା ପ୍ରଦାନ କରାଯାଇଛି। ( [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 4 3 j241 figs-metonymy τὸν Ἰησοῦν 1 Jesus ଯଦି ଆପଣ “ଯୀଶୁ ଖ୍ରୀଷ୍ଟ ଶରୀରରେ ଆସିଲେ” ବିଭିନ୍ନ ପଠନକୁ ଅନୁସରଣ କରନ୍ତି, ତେବେ ଆପଣ  କିପରି ସେହି ବାକ୍ୟାଂଶକୁ ପୂର୍ବ ପଦରେ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ମନୁଷ୍ୟ ଶରୀର ଥିଲା” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 3 j242 figs-explicit τὸν Ἰησοῦν 1 Jesus ଯଦିଓ ଆପଣ ଏକ ପାଠ୍ୟ ପ୍ରକାର ଆଧାରରେ ସେହିପରି କରନ୍ତି ନାହିଁ, ତେବେ ଆପଣ ସୂଚନାକୁ ସ୍ପଷ୍ଟ କରିବା ପାଇଁ **ଯୀଶୁ** ବୋଲି ଉଲ୍ଲେଖ କରିବା ଉଦ୍ଦେଶ୍ୟକୁ ଯୋହନଙ୍କ ଅର୍ଥ କ’ଣ ତାହା ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କର ପ୍ରକୃତ ମାନବ ଶରୀର ଥିଲା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 4 3 j243 ἐκ τοῦ Θεοῦ οὐκ ἔστιν 1 is not from God ଆପଣ ପୂର୍ବ ପର୍ବରେ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କରିଛ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ନୁହେଁ” କିମ୍ବା, ଯଦି ଆପଣଙ୍କ  ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, “ଈଶ୍ଵର  ପ୍ରେରିତ କରନ୍ତି ନାହିଁ,” ବୋଲି ଅନୁବାଦ କରି  ସେହି ବାକ୍ୟାଂଶକୁ **ପ୍ରତ୍ୟେକ ଆତ୍ମା** କିମ୍ବା “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା” ବାକ୍ୟାଂଶକୁ ପୂର୍ବରେ ଉଲ୍ଲେଖ କରିପାରିବେ । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 3 j244 τοῦτό ἐστιν τὸ τοῦ ἀντιχρίστου 1 this is that of the Antichrist ଆପଣ ପୂର୍ବ ପର୍ବରେ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କରିଛ ଦେଖନ୍ତୁ। ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ନୁହେଁ” କିମ୍ବା, ଯଦି ଆପଣଙ୍କ  ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, “ଈଶ୍ଵର  ପ୍ରେରିତ କରନ୍ତି ନାହିଁ,” ବୋଲି ଅନୁବାଦ କରି  ସେହି ବାକ୍ୟାଂଶକୁ **ପ୍ରତ୍ୟେକ ଆତ୍ମା** କିମ୍ବା “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା” ବାକ୍ୟାଂଶକୁ ପୂର୍ବରେ ଉଲ୍ଲେଖ କରିପାରିବେ । ( [[rc://en/ta/man/translate/figs-idiom]]ଦେଖନ୍ତୁ)<br><br>। ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ନୁହେଁ” କିମ୍ବା, ଯଦି ଆପଣଙ୍କ  ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, “ଈଶ୍ଵର  ପ୍ରେରିତ କରନ୍ତି ନାହିଁ,” ବୋଲି ଅନୁବାଦ କରି  ସେହି ବାକ୍ୟାଂଶକୁ **ପ୍ରତ୍ୟେକ ଆତ୍ମା** କିମ୍ବା “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା” ବାକ୍ୟାଂଶକୁ ପୂର୍ବରେ ଉଲ୍ଲେଖ କରିପାରିବେ । ( [[rc://en/ta/man/translate/figs-idiom]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.