Edit 'en_tn_51-PHP.tsv' using 'tc-create-app'

This commit is contained in:
Gayatri-Digal 2022-05-03 13:39:47 +00:00
parent afbb48aaee
commit 1522d6307c
1 changed files with 25 additions and 25 deletions

View File

@ -74,31 +74,31 @@ PHP 1 28 l495 ἥτις ἐστὶν αὐτοῖς ἔνδειξις ἀπωλ
PHP 1 28 nb4b καὶ τοῦτο ἀπὸ Θεοῦ 1 and this from God **ଈଶ୍ୱରଙ୍କଠାରୁ** ଏହି ବାକ୍ୟରେ ଏହି ଶବ୍ଦଟି ସୂଚିତ କରିପାରେ: (୧) ଏହି ପଦରେ ଏହା ପୂର୍ବରୁ ଯାହା ଆସେ, ଉଭୟ ସାହସ ଈଶ୍ଵର ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ପ୍ରଦାନ କରନ୍ତି ଏବଂ ସେମାନଙ୍କର ସାହସ ସେମାନଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ଦେଇଥାଏ ।  ବିକଳ୍ପ ଅନୁବାଦ: “ତୁମ୍ଭର ଭୟର ଅଭାବ ଏବଂ ଏହା ପ୍ରମାଣ ସବୁ ଈଶ୍ଵରଙ୍କଠାରୁ ଆସିଛି” () ଯେଉଁମାନେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରନ୍ତି ସେମାନଙ୍କୁ ଦିଆଯାଇଥିବା ଚିହ୍ନ ।  ବିକଳ୍ପ ଅନୁବାଦ: “ଏହି ଚିହ୍ନ ଈଶ୍ଵରଙ୍କଠାରୁ ଆସିଛି” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n
PHP 1 30 x4z3 τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί 1 having the same conflict which you saw in me, and now you hear in me ଯଦି ଗୁଣବାଚକ ବିଶେଷ୍ୟ **ଯୁଦ୍ଧ** ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ କ୍ରିୟା ବାକ୍ୟାଂଶ ସହି  UST ପରି ପ୍ରକାଶ କରିପାରିବେ, କିମ୍ବା ଏହି ଶବ୍ଦର ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: “ସମାନ ଯୁଦ୍ଧକୁ ସାମ୍ନା କରିବା” କିମ୍ବା “ସମାନ ପରୀକ୍ଷାକୁ ସହ୍ୟ କରିବା” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 intro ixw8 0 # ଫିଲିପ୍ପୀୟ ସାଧାରଣ ଟିପ୍ପଣୀଗୁଡ଼ିକ \n\n## ଗଠନ ଏବଂ ଆକାର \n\nକେତେକ ଅନୁବାଦଗୁଡ଼ିକ, ULT ପରି, ୬-୧୧ ପଦଗୁଡ଼ିକର ଧାଡିଗୁଡ଼ିକୁ ପୃଥକ କରେ । ଏହି ପଦଗୁଡ଼ିକ ଖ୍ରୀଷ୍ଟଙ୍କ ଉଦାହରଣ ବର୍ଣ୍ଣନା କରେ । ସେଗୁଡ଼ିକ ଯୀଶୁଙ୍କ ବ୍ୟକ୍ତିତ୍ୱ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଶିକ୍ଷା ପ୍ରଦାନ କରେ। \n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n## ବ୍ୟବହାରିକ ନିର୍ଦ୍ଦେଶାବଳୀ \n\nଏହି ଅଧ୍ୟାୟରେ ପାଉଲ ଫିଲିପ୍ପୀ ମଣ୍ଡଳୀକୁ ଅନେକ ବ୍ୟବହାରିକ ନିର୍ଦ୍ଦେଶ ପ୍ରଦାନ କରନ୍ତି । \n\n## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ \n\n## “ଯଦି ସେଠାରେ ଅଛି” \n\nଏହା ଦେଖାଯାଏ ଯେପରି ଏହା ଏକ ପ୍ରକାରର ଆନୁମାନିକ  ବାକ୍ୟ ।  ଅବଶ୍ୟ, ଏହା ଏକ ଆନୁମାନିକ ବାକ୍ୟ ନୁହେଁ, କାରଣ ଏହା କିଛି ସତ୍ୟକୁ ପ୍ରକାଶ କରିଥାଏ ।  ଅନୁବାଦକ ଏହି ବାକ୍ୟାଂଶକୁ “ଯେହେତୁ ସେଠାରେ ଅଛି” ଭାବରେ ଅନୁବାଦ କରିପାରନ୍ତି । \n\n
PHP 2 1 xye5 0 Connecting Statement: ପାଉଲ ବିଶ୍ବାସୀମାନଙ୍କୁଏକତା ଓ ନମ୍ରତାକୁ ଧରି ରଖିବାକୁ ପରାମର୍ଶ ଦେଉଛନ୍ତି ଓ ସେମାନଙ୍କୁ ଖ୍ରୀଷ୍ଟଙ୍କ ଆଦର୍ଶ ସ୍ମରଣ କରାଉଛନ୍ତି I
PHP 2 1 b1q7 εἴ τις ... παράκλησις ἐν Χριστῷ 1 If there is any encouragement in Christ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରିଛନ୍ତି କିମ୍ବା “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସକାଶୁ ଉତ୍ସାହିତ ହୋଇଅଛ”
PHP 2 1 k1b2 εἴ τι παραμύθιον ἀγάπης 1 if there is any comfort provided by love “ପ୍ରେମରେ” ବାକ୍ୟାଂଶ ସମ୍ଭବତଃ ଫିଲିପ୍ପୀୟ ମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରେମକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ” କିମ୍ବା “ଯଦି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ”
PHP 2 1 m84k εἴ τις κοινωνία Πνεύματος 1 if there is any fellowship in the Spirit ଯଦି ତୁମ୍ଭମାନଙ୍କର ଆତ୍ମାଙ୍କ ସହିତ ସହଭାଗିତା ଅଛି
PHP 2 1 l2px εἴ τις σπλάγχνα καὶ οἰκτιρμοί 1 if there are any tender mercies and compassions ଯଦି ତୁମ୍ଭେମାନେ ଈଶ୍ବରଙ୍କ ଅନେକ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଅନୁଭବ କରିଅଛ
PHP 2 2 jxq2 figs-metaphor πληρώσατέ μου τὴν χαρὰν 1 make my joy full ପାଉଲ ଏଠାରେ ଆନନ୍ଦ ବିଷୟରେ କହନ୍ତି ଯେପରି ଏହା ଏକ ପାତ୍ର ଅଟେ ଯାହାକୁ ପୂର୍ଣ୍ଣ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ମୋତେ ଅଧିକ ଆନନ୍ଦ କରିବାକୁ ଦିଏ” (ଦେଖ: [[rc://or/ta/man/translate/figs-metaphor]])
PHP 2 3 y1le μηδὲν κατ’ ἐριθείαν μηδὲ κατὰ κενοδοξίαν 1 Do nothing out of selfishness or empty conceit ଆପଣାର ସେବା କର ନାହିଁ କିମ୍ବା ଆପଣାକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ମନେ କରନାହିଁ
PHP 2 4 ezk6 μὴ τὰ ἑαυτῶν ἕκαστος σκοποῦντες, ἀλλὰ καὶ τὰ ἑτέρων ἕκαστοι 1 Let each of you look not only to his own interests, but also to the interests of others ଆପଣାର ପ୍ରୟୋଜନ ବିଷୟରେ କେବଳ ମନଯୋଗୀ ହୁଅ ନାହିଁ, କିନ୍ତୁ ଅନ୍ୟମାନଙ୍କ ପ୍ରୟୋଜନ ବିଷୟରେ ମଧ୍ୟ ମନଯୋଗୀ ହୁଅ
PHP 2 5 rh98 τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ 1 Have this mind in yourselves which also was in Christ Jesus ଯୀଶୁଖ୍ରୀଷ୍ଟଙ୍କ ଯେପରି ମନ ଥିଲା, ତୁମ୍ଭମାନଙ୍କର ମଧ୍ୟ ସେପରି ମନ ହେଉ କିମ୍ବା “ଖ୍ରୀଷ୍ଟ ଯେପରି ଅନ୍ୟମାନଙ୍କ ବିଷୟରେ ଚିନ୍ତା କରୁଥିଲେ, ତୁମ୍ଭେମାନେ ମଧ୍ୟ ସେପରି ପରସ୍ପରର ଚିନ୍ତା କର”
PHP 2 6 hs4q ἐν μορφῇ Θεοῦ ὑπάρχων 1 he existed in the form of God ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଅଟେ, ତାହାଙ୍କ ବିଷୟରେ ସତ୍ୟ ଅଟେ
PHP 2 6 els2 figs-metaphor οὐχ ἁρπαγμὸν ἡγήσατο τὸ εἶναι ἴσα Θεῷ 1 did not consider his equality with God as something to hold on to ଏଠାରେ “ସମାନତା” ଶବ୍ଦ “ସମାନ ସ୍ଥିତି” ବା “ସମାନ ଗୌରବ”କୁ ବୁଝାଏ I ଈଶ୍ବରଙ୍କ ସହିତ ସମାନ ହୋଇ ଧରି ରଖିବା ବିଷୟ ଯାହା ଈଶ୍ବର ଯେପରି ଗୌରବାନ୍ବିତ ହୁଅନ୍ତି, ସେ ମଧ୍ୟ ସେପରି ଗୌରବାନ୍ବିତ ଅଟନ୍ତି I ଖ୍ରୀଷ୍ଟ ତାହା କଲେନାହିଁ I ଯଦିଓ ସେ ଇଶ୍ବର ହେବାରୁ ନିବୃତ୍ତ ହେଲେ ନାହିଁ, କିନ୍ତୁ ସେ ଈଶ୍ବରଙ୍କ ସଦୃଶ କାର୍ଯ୍ୟ କରିବାଠାରୁ ନିବୃତ୍ତ ହେଲେ I ଅନ୍ୟ ଏକ ଅନୁବାଦରେ: “ସେ ଈଶ୍ବର ରୂପୀ ସମାନ ପଦ ଧରି ରଖିବାକୁ ମନେ କଲେନାହି”(ଦେଖ: [[rc://or/ta/man/translate/figs-metaphor]])
PHP 2 7 yu25 figs-metaphor ἑαυτὸν ἐκένωσεν 1 he emptied himself ପାଉଲ ଖ୍ରୀଷ୍ଟଙ୍କ ବିଷୟରେ କହନ୍ତି ଯେପରି ସେ ଏକ ପାତ୍ର ଭାବରେ କହନ୍ତି ଯେ ସେ ପୃଥିବୀରେ ଆପଣାର ସେବାକାର୍ଯ୍ୟ ସମୟରେ ଆପଣା ସ୍ବର୍ଗୀୟ ପରାକ୍ରମରେ କାର୍ଯ୍ୟ କରିବାକୁ ଅଗ୍ରାହ୍ୟ କଲେ I (ଦେଖ: [[rc://or/ta/man/translate/figs-metaphor]])
PHP 2 7 tc8n ἐν ὁμοιώματι ἀνθρώπων γενόμενος 1 he was born in the likeness of men ସେ ମନୁଷ୍ୟ ଭାବରେ ଜନ୍ମ ହେଲେ କିମ୍ବା “ସେ ଜଣେ ମନୁଷ୍ୟ ହେଲେ”
PHP 2 8 t8a6 figs-metaphor γενόμενος ὑπήκοος μέχρι θανάτου 1 became obedient to the point of death ପାଉଲ ଏଠାରେ ମୃତ୍ୟୁ ବିଷୟରେ ଏକ ଦୃଷ୍ଟାନ୍ତଭାବରେ କହନ୍ତି I ଅନୁବାଦକ “ମୃତ୍ୟୁ ପର୍ଯ୍ୟନ୍ତ” (ମୃତ୍ୟୁ ପର୍ଯ୍ୟନ୍ତ ଖ୍ରୀଷ୍ଟ ଗଲେ)ର ଏକ ରୂପକ ଭାବରେ ବା ସମୟ (ମୃତ୍ୟୁଭୋଗ କରିବା ସମୟ ପର୍ଯ୍ୟନ୍ତ ଖ୍ରୀଷ୍ଟ ଆଜ୍ଞାବହ ହେଲେ)ର ରୂପକ ଭାବରେ ବୁଝି ପାରିବେ I (ଦେଖ: [[rc://or/ta/man/translate/figs-metaphor]])
PHP 2 8 hi57 θανάτου δὲ σταυροῦ 1 even death of a cross ଏପରିକି କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ
PHP 2 9 mvb7 figs-metonymy τὸ ὄνομα τὸ ὑπὲρ πᾶν ὄνομα 1 the name that is above every name ଏଠାରେ “ନାମ” ଏକ ରୂପକ ଅଟେ ଯାହା ପଦ ବା ଗୌରବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଅପେକ୍ଷା ଉନ୍ନତ” କିମ୍ବା “ସମସ୍ତଙ୍କ ଅପେକ୍ଷା ଗୌରବ”(ଦେଖ: [[rc://or/ta/man/translate/figs-metonymy]])
PHP 2 9 qsy9 figs-metaphor ὑπὲρ πᾶν ὄνομα 1 above every name ନାମ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ, ଅନ୍ୟ ସବୁ ନାମଠାରୁ ପ୍ରଶଂସା ପାଇବାକୁ ଯୋଗ୍ୟ I (ଦେଖ: [[rc://or/ta/man/translate/figs-metaphor]])
PHP 2 10 tk45 figs-synecdoche ἐν τῷ ὀνόματι Ἰησοῦ, πᾶν γόνυ κάμψῃ 1 in the name of Jesus every knee should bend ଏଠାରେ “ଜାନୁ” ସମଗ୍ର ବ୍ୟକ୍ତି ବିଶେଷକୁ ବୁଝାଏ ଓ ଜାନୁ ନତ ହେବା ଉପାସନା କରିବା ନିମନ୍ତେ ଏକ ରୂପକ ଅଟେ I ଏଠାରେ “ନାମରେ” ଜଣେ ବ୍ୟକ୍ତି ନିମନ୍ତେ ଏକ ରୁପକ ଅଟେ, କେଉଁମାନେ ଉପାସନା କରନ୍ତି ସେମାନଙ୍କ ବିଷୟରେ କୁହେ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଲୋକମାନେ ଯୀଶୁଙ୍କର ଉପାସନା କରିବେ” (ଦେଖ: [[rc://or/ta/man/translate/figs-synecdoche]] ଓ [[rc://or/ta/man/translate/figs-metonymy]])
PHP 2 10 kfb4 καταχθονίων 1 under the earth ସମ୍ଭାବିତ ଅର୍ଥଗୁଡିକ ୧) ମୃତ୍ୟୁ ପରେ ଲୋକମାନେ ଯେଉଁଠିକି ଯାଆନ୍ତି କିମ୍ବା ) ଭୂତତ୍ମାମାନେ ଯେଉଁଠି ବାସ କରନ୍ତି I
PHP 2 11 xy4f figs-synecdoche πᾶσα γλῶσσα 1 every tongue ଏଠାରେ “ଜିହ୍ବା” ସମଗ୍ର ବ୍ୟକ୍ତିମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ ପ୍ରତ୍ୟେକ ପ୍ରାଣୀ”(ଦେଖ: [[rc://or/ta/man/translate/figs-synecdoche]])
PHP 2 11 mr2i figs-metaphor εἰς δόξαν Θεοῦ Πατρὸς 1 to the glory of God the Father ଏଠାରେ “ନିମନ୍ତେ” ଗୌରବକୁ ପ୍ରକାଶ କରେ I “ଗୌରବ” ସହିତ ସେମାନେ ପିତା ଈଶ୍ବରଙ୍କ ପ୍ରଶଂସା କରିବେ” (ଦେଖ: [[rc://or/ta/man/translate/figs-metaphor]])
PHP 2 12 jnp3 0 Connecting Statement: ପାଉଲ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି ଓ ଅନ୍ୟମାନଙ୍କ ସାକ୍ଷାତରେ କିପରି ଖ୍ରୀଷ୍ଟିୟାନ ଜୀବନଯାପନ କରିବାକୁ ହେବ, ତାହା ଦେଖାଇ ଆପଣାର ଆଦର୍ଶ ସ୍ମରଣ କରାଉଛନ୍ତି I
PHP 2 12 e359 ἀγαπητοί μου 1 my beloved ମୋହର ପ୍ରିୟ ସହବିଶ୍ବାସୀମାନେ
PHP 2 12 c1ix ἐν τῇ παρουσίᾳ μου 1 in my presence ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ଥିଲି
PHP 2 12 u5ng ἐν τῇ ἀπουσίᾳ μου 1 in my absence ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ନଥିଲି
PHP 2 1 xye5 0 Connecting Statement: ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦର ଏକ ମୌଖିକ ବାକ୍ୟ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଉତ୍ସାହ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 1 b1q7 εἴ τις ... παράκλησις ἐν Χριστῷ 1 If there is any encouragement in Christ ବାକ୍ୟାଂଶ **ଯଦି ଥାଏ**, ଯାହା ଏହି ପଦରେ ଗୋଟିଏ ଥର ଦେଖିବାକୁ ମିଳେ, ଏବଂ **ଯଦି କୌଣସି** ବାକ୍ୟଟି ଏହି ପଦରେ ତିନିଥର ଦେଖିବାକୁ ମିଳେ, ତାହା ଆନୁମାନିକ ବାକ୍ୟ ପରି ଦେଖାଯାଏ । ତଥାପି, ସେଗୁଡ଼ିକ ଆନୁମାନିକ  ନୁହଁ, କାରଣ ସେଗୁଡ଼ିକ ପ୍ରତ୍ୟେକ ବିଷୟକୁ ପ୍ରକାଶ କରେ ଯାହା ସତ୍ୟ ଅଟେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶ ଗୁଡ଼ିକର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରୁ ଆସିଥିବା ଉତ୍ସାହ ହେତୁ, ତାହାଙ୍କ ପ୍ରେମରୁ ସାନ୍ତ୍ୱନା, ଆତ୍ମାଙ୍କ ସହଭାଗିତା ହେତୁ, କାରଣ ତୁମ୍ଭର ସ୍ନେହ ଏବଂ କରୁଣା ଅଛି” କିମ୍ବା “ଯେହେତୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରିଛନ୍ତି, ତେଣୁ ତାଙ୍କଠାରୁ ସାନ୍ତ୍ୱନା ଅଛି । କାରଣ ଆତ୍ମାରେ ସହଭାଗୀତା ଅଛି, ତେଣୁ ତୁମ୍ଭମାନଙ୍କର ସ୍ନେହ ଏବଂ କରୁଣା ଅଛି ”(ଦେଖନ୍ତୁ: rc://en/ta/man/translate/figs-explicit)\n
PHP 2 1 k1b2 εἴ τι παραμύθιον ἀγάπης 1 if there is any comfort provided by love ଏଠାରେ, **ପ୍ରେମ** ବୋଧହୁଏ ଫିଲିପ୍ପୀୟମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ପ୍ରେମକୁ ସୂଚାଏ ।  ବିକଳ୍ପ ଅନୁବାଦ: “ଯଦି ତାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ସାନ୍ତ୍ୱନା ଦେଇଥାଏ” କିମ୍ବା “ଯଦି ତୁମ୍ଭମାନଙ୍କ ପ୍ରତି ଥିବା ପ୍ରେମ କୌଣସି ପ୍ରକାରେ ସାନ୍ତ୍ୱନା ଦେଇଛି” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 2 1 m84k εἴ τις κοινωνία Πνεύματος 1 if there is any fellowship in the Spirit **ଆତ୍ମାଙ୍କ ସହଭାଗୀତା** ବାକ୍ୟାଂଶ ସୂଚାଇପାରେ: (୧) ପବିତ୍ର ଆତ୍ମା ​​ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପରସ୍ପର ସହି ସହଭାଗୀତା ପ୍ରଦାନ କରନ୍ତି ।  ବିକଳ୍ପ ଅନୁବାଦ: “ଯଦି ଆତ୍ମା ତୁମ୍ଭମାନଙ୍କ ମଧ୍ୟେ କୌଣସି ସହଭାଗୀତା ସୃଷ୍ଟି କରିଛନ୍ତି” କିମ୍ବା “ଯଦି ଆତ୍ମା ​​ତୁମ୍ଭମାନଙ୍କୁ ପରସ୍ପର ସହ ସହଭାଗୀତା ପ୍ରଦାନ କରିଛନ୍ି” () ଫିଲିପ୍ପୀୟ ଖ୍ରୀଷ୍ଟିୟାନଙ୍କ ପବିତ୍ର ଆତ୍ମା ସହି  ସହଭାଗିତା । ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କର ଆତ୍ମାଙ୍କ ​​ସହ  ସହଭାଗୀତା ଅଛି” (୩) ଉଭୟ ପବିତ୍ର ଆତ୍ମା ​​ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପରସ୍ପର ସହ ସହଭାଗୀତା ଏବଂ ପବିତ୍ର ଆତ୍ମାଙ୍କ ସହଭାଗିତା ପ୍ରଦାନ କରନ୍ତି ।  ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କର ଆତ୍ମା ​​ସହ କୌଣସି ସହଭାଗୀତା ଅଛି ଏବଂ ଆତ୍ମା ​​ପରସ୍ପର ମଧ୍ୟରେ କ କୌଣସି ସହଭାଗିତା ଉତ୍ପନ କରିଛନ୍ତି”\n\n\n
PHP 2 1 l2px εἴ τις σπλάγχνα καὶ οἰκτιρμοί 1 if there are any tender mercies and compassions ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ପ୍ରେମ** ଏବଂ **କରୁଣା** ପଛରେ ଥିବା ଧାରଣା ପ୍ରକାଶ କରିପାରିବ ।  ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପରସ୍ପର ପ୍ରତି କୌଣସି ପ୍ରେମ ଏବଂ କରୁଣା ଅନୁଭବ କର” କିମ୍ବା “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଏବଂ କରୁଣା ଥାଏ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 2 jxq2 figs-metaphor πληρώσατέ μου τὴν χαρὰν 1 make my joy full ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏକଭାବାପନ୍ନ ହୋଇ ବିଚାର କର”
PHP 2 3 y1le μηδὲν κατ’ ἐριθείαν μηδὲ κατὰ κενοδοξίαν 1 Do nothing out of selfishness or empty conceit ବିକଳ୍ପ ଅନୁବାଦ: “କିମ୍ବା ଅସାର ଗର୍ବ ସହ”
PHP 2 4 ezk6 μὴ τὰ ἑαυτῶν ἕκαστος σκοποῦντες, ἀλλὰ καὶ τὰ ἑτέρων ἕκαστοι 1 Let each of you look not only to his own interests, but also to the interests of others ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ କେବଳ ତୁମ୍ଭମାନଙ୍କର ଆବଶ୍ୟକତା ବିଷୟରେ ନୁହେଁ, ଅନ୍ୟମାନେ ଯାହା ଆବଶ୍ୟକ କରନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦେଇ”\n\n\n
PHP 2 5 rh98 τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ 1 Have this mind in yourselves which also was in Christ Jesus ଯଦି ଆପଣଙ୍କ ଭାଷା **ମନୋଭାବର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଭାବ” ପରି ଏକ କ୍ରିୟା ସହ ଗୁଣବାଚକ  ବିଶେଷ୍ୟ ମନୋଭାବ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁ ଯେପରି ଲୋକମାନଙ୍କ ବିଷୟରେ ଚିନ୍ତା କଲେ ପରସ୍ପର ବିଷୟ ଚିନ୍ତା କର” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 6 hs4q ἐν μορφῇ Θεοῦ ὑπάρχων 1 he existed in the form of God
PHP 2 6 els2 figs-metaphor οὐχ ἁρπαγμὸν ἡγήσατο τὸ εἶναι ἴσα Θεῷ 1 did not consider his equality with God as something to hold on to ବିକଳ୍ପ ଅନୁବାଦ: “କିଛି ବିଷୟକୁ ରଖିବାକୁ” କିମ୍ବା “କିଛି ରଖିବାକୁ” \n\n\n
PHP 2 7 yu25 figs-metaphor ἑαυτὸν ἐκένωσεν 1 he emptied himself ଏଠାରେ, ପାଉଲ କହନ୍ତି ଯେ ଖ୍ରୀଷ୍ଟ ନିଜକୁ **ଶୂନ୍ୟ କଲେ**, ଏହା ସାଙ୍କେତିକ ଅଟେ ଏବଂ ଆକ୍ଷରିକ ନୁହେଁ ।  **ସେ ନିଜକୁ ଶୂନ୍ୟ କଲେ** ସାଙ୍କେତିକ ବାକ୍ୟାଂଶ ବ୍ୟବହାର କରି, ପାଉଲ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତି ଯେ ଖ୍ରୀଷ୍ଟ ଯେବେ ଦେହବନ୍ତ ହେଲେ ସେତେବେଳେ ତାଙ୍କର ଈଶ୍ୱରୀୟ ଅଧିକାର ଏବଂ ଲାଭ ଛାଡିବାକୁ ପସନ୍ଦ କଲେ ।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଆପଣ ନିଜ ସଂସ୍କୃତିରୁ ଏକ ସମାନ ରୂପକ  ବ୍ୟବହାର କରିପାରିବେ କିମ୍ବା ସରଳ  ଭାଷା ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ସେ ଈଶ୍ୱରୀୟ ଅଧିକାର ଏବଂ ଲାଭ ତ୍ୟାଗ କଲେ” କିମ୍ବା “ସେ ସ୍ୱଇଚ୍ଛାରେ ଈଶ୍ୱରୀୟ ଅଧିକାରକୁ ପୃଥକ କଲେ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 2 7 tc8n ἐν ὁμοιώματι ἀνθρώπων γενόμενος 1 he was born in the likeness of men ଏଠାରେ, **ମନୁଷ୍ୟ** ତାଙ୍କ ଲିଙ୍ଗ ଅପେକ୍ଷା ଯୀଶୁଙ୍କ ମାନବିକତାର ଧାରଣା ଉପରେ ଗୁରୁତ୍ୱ ଦିଏ । ଏହି ଧାରଣାକୁ ଜୋର ଦେବା ପାଇଁ **ମନୁଷ୍ୟ** ଶବ୍ଦ ଏଠାରେ ବହୁବଚନ ଅଟେ ଯାହା ସାଧାରଣତଃ ମାନବିକତାର ସଦୃଶ ଅଟେ ।  ଯୀଶୁଙ୍କ ମାନବିକତା ଉପରେ ଏହି ଗୁରୁତ୍ଵ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମନୁଷ୍ୟମାନଙ୍କ ପରି” (ଦେଖନ୍ତୁ: rc://en/ta/man/translate/figs-gendernotations)\n\n\n
PHP 2 8 t8a6 figs-metaphor γενόμενος ὑπήκοος μέχρι θανάτου 1 became obedient to the point of death ଏଠାରେ ** ଅବନତ କଲେ** ବାକ୍ୟଟି ଯୀଶୁ କିପରି **ନିଜକୁ ନମ୍ର** କରିଛନ୍ତି ତାହା ଉପସ୍ଥାପନ କରେ । ଏହି ଅର୍ଥ ପ୍ରକାଶ କରିବାକୁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟକୁ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞା ପାଳନ\nକରି ଯୀଶୁ ନିଜକୁ ନମ୍ର କଲେ” କିମ୍ବା “ଯୀଶୁ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞା ପାଳନ କରି ନିଜକୁ ଏହିପରି ନମ୍ର କଲେ” କିମ୍ବା “ଯୀଶୁ ନିଜକୁ ନମ୍ର କଲେ, ବିଶେଷ ଭାବରେ, ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ଵରଙ୍କୁ ପାଳନ କଲେ”\n\n\n
PHP 2 8 hi57 θανάτου δὲ σταυροῦ 1 even death of a cross
PHP 2 9 mvb7 figs-metonymy τὸ ὄνομα τὸ ὑπὲρ πᾶν ὄνομα 1 the name that is above every name ଏଠାରେ, **ନାମ** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା କାହାର ନାମ ସହ ଜଡିତ ସ୍ଥିତି କିମ୍ବା ଅଧିକାରକୁ ସୂଚାଏ ।  ବିକଳ୍ପ ଅନୁବାଦ: “ଅନ୍ୟ ପଦବୀଠାରୁ ଉପରେ ଥିବା ପଦବୀ” କିମ୍ବା “ଅନ୍ୟ ପଦବୀଠାରୁ ଉଚ୍ଚତର ପଦବୀ” କିମ୍ବା “ଅନ୍ୟ ସ୍ଥାନଠାରୁ ଉପରେ ଥିବା ସ୍ଥାନ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n
PHP 2 9 qsy9 figs-metaphor ὑπὲρ πᾶν ὄνομα 1 above every name
PHP 2 10 tk45 figs-synecdoche ἐν τῷ ὀνόματι Ἰησοῦ, πᾶν γόνυ κάμψῃ 1 in the name of Jesus every knee should bend ଏଠାରେ, **ପ୍ରତ୍ୟେକ ଆଣ୍ଠୁ ନଇଁବ** ଏକ ରୂଢ଼ି ଯାହା ଯୀଶୁଙ୍କୁ ସମସ୍ତେ ଉପାସନା କରିବେ ଏବଂ ସମ୍ମାନ କରିବେ ବୋଲି ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତୁ, କିନ୍ତୁ ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝିବେ, ତେବେ ଉପାସନର ଧାରଣାକୁ ପ୍ରକାଶ  କରିବା ପାଇଁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ।  (ଦେଖନ୍ତୁ: rc://en/ta/man/translate/figs-idiom)\n\n\n
PHP 2 10 kfb4 καταχθονίων 1 under the earth
PHP 2 11 xy4f figs-synecdoche πᾶσα γλῶσσα 1 every tongue ଏଠାରେ ପାଉଲ **ଜିହ୍ୱା** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ମୁଖରୁ ବାହାରୁଥିବା ବିଷୟକୁ ଦର୍ଶାନ୍ତି ।  ଜିହ୍ୱା ସହ ଜଡିତ ହୋଇ ଯାହା କୁହାଯାଏ ତାହା ପାଉଲ ସାଙ୍କେତିକ ଭାବରେ ବର୍ଣ୍ଣନା କରୁଛନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ, କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ପ୍ରତ୍ୟେକ ମୁଖ ଘୋଷଣା କରିବ” କିମ୍ବା “ପ୍ରତ୍ୟେକ ପ୍ରାଣୀ କହିବେ” କିମ୍ବା “ସମସ୍ତେ କହିବେ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n
PHP 2 11 mr2i figs-metaphor εἰς δόξαν Θεοῦ Πατρὸς 1 to the glory of God the Father ଏଠାରେ **କୁ** ଶବ୍ଦ ଫଳାଫଳ ପ୍ରକାଶ କରେ ।  ବିକଳ୍ପ ଅନୁବାଦ: “ଫଳାଫଳ ସହ ପିତା ଈଶ୍ଵର ସମ୍ମାନିତ ହେବେ” (ଦେଖନ୍ତୁ: c://en/ta/man/translate/grammar-connect-logic-goal)\n\n\n
PHP 2 12 jnp3 0 Connecting Statement: ଏଠାରେ ବାକ୍ୟାଂଶ **ତେଣୁ** : ୫-୧୧ ଦର୍ଶାଯାଇଥିବା ବିଷୟର ଫଳାଫଳକୁ ବୁଝାଏ । ଏହାର ସମ୍ପର୍କ ଦର୍ଶାଇବା ନିମନ୍ତେ ପାଇଁ ଆପଣଙ୍କ ଭାଷାରେ ଅତ୍ୟନ୍ତ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତେଣୁକରି” (ଦେଖନ୍ତୁ: rc://en/ta/man/translate/grammar-connect-words-phrases)\n\n\n
PHP 2 12 e359 ἀγαπητοί μου 1 my beloved ଏଠାରେ, ପ୍ରିୟ ଶବ୍ଦ ଫିଲିପ୍ପୀରେ ଥିବା ବିଶ୍ଵାସୀମାନଙ୍କୁ ସୂଚାଏ । ପାଉଲ ସେମାନଙ୍କୁ କେତେ ପ୍ରେମ କରନ୍ତି ତାହା ପ୍ରକାଶ କରିବାକୁ ସେ ଏହି ଶବ୍ଦ ବ୍ୟବହାର କରନ୍ତି ।  ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ନିଜ ଭାଷାରେ ଏକ ସମାନ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହାକି ପ୍ରେମ ଏବଂ ସ୍ନେହକୁ ଦର୍ଶାଏ ।  ବିକଳ୍ପ ଅନୁବାଦ: “ମୋର ପ୍ରିୟ ବିଶ୍ବାସୀଗଣ”\n\n\n
PHP 2 12 c1ix ἐν τῇ παρουσίᾳ μου 1 in my presence ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ  ଉପସ୍ଥିତ ଥିଲି
PHP 2 12 u5ng ἐν τῇ ἀπουσίᾳ μου 1 in my absence ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ  ସେଠାରେ ନାହିଁ”
PHP 2 12 j897 figs-abstractnouns μετὰ φόβου καὶ τρόμου τὴν ἑαυτῶν σωτηρίαν κατεργάζεσθε 1 work out your own salvation with fear and trembling ଗୁଣବାଚକ ବିଶେଷ୍ୟ “ପରିତ୍ରାଣ” ଈଶ୍ବର ଲୋକମାନଙ୍କୁ ପରିତ୍ରାଣ କରୁଥିବା ବିଷୟ ବାକ୍ୟାଂଶ ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଭୟ ଓ କମ୍ପମାନ ସହ, ଈଶ୍ବର ପରିତ୍ରାଣ କରୁଥିବା ଲୋକମାନଙ୍କ ନିମନ୍ତେ ଯାହା ଉପଯୁକ୍ତ, ତାହା କରିବାକୁ କଠିନ ପରିଶ୍ରମ କର” କିମ୍ବା “ଈଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନ ସହିତ, ସେ ତୁମ୍ଭମାନଙ୍କୁ ପରିତ୍ରାଣ କରି ଅଛନ୍ତି ବୋଲି ସତ୍କର୍ମ କରିବା ନିମନ୍ତେ କଠିନ ପରିଶ୍ରମ କର” (ଦେଖ: [[rc://or/ta/man/translate/figs-abstractnouns]])
PHP 2 12 cm1s figs-doublet μετὰ φόβου καὶ τρόμου 1 with fear and trembling ଲୋକମାନେ ଈଶ୍ବରଙ୍କ ପ୍ରତି କି ପ୍ରକାର ସମ୍ମାନର ମନୋଭାବ ରଖିବା ଉଚିତ, ତାହା ଦେଖାଇବାକୁ ଯାଇ ପାଉଲ “ଭୟ” ଓ “କମ୍ପ” ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଭୟର ସହିତ କମ୍ପିବା” କିମ୍ବା “ଗଭୀର ସମ୍ମାନର ସହିତ” (ଦେଖ: [[rc://or/ta/man/translate/figs-doublet]])
PHP 2 13 m6b8 καὶ τὸ θέλειν, καὶ τὸ ἐνεργεῖν, ὑπὲρ τῆς εὐδοκίας 1 both to will and to work for his good pleasure ଯେପରି ତୁମ୍ଭେମାନେ ତାହାଙ୍କ ସନ୍ତୋଷଜନକ ବିଷୟ କରିବାକୁ ଇଚ୍ଛା କରିବ ଓ ତାହାଙ୍କର ସନ୍ତୋଷଜନକ ବିଷୟ କରିବାକୁ ସକ୍ଷମ ହେବ

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
74 PHP 1 28 nb4b καὶ τοῦτο ἀπὸ Θεοῦ 1 and this from God **ଈଶ୍ୱରଙ୍କଠାରୁ** ଏହି ବାକ୍ୟରେ ଏହି ଶବ୍ଦଟି ସୂଚିତ କରିପାରେ: (୧) ଏହି ପଦରେ ଏହା ପୂର୍ବରୁ ଯାହା ଆସେ, ଉଭୟ ସାହସ ଈଶ୍ଵର ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ପ୍ରଦାନ କରନ୍ତି ଏବଂ ସେମାନଙ୍କର ସାହସ ସେମାନଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ଦେଇଥାଏ ।  ବିକଳ୍ପ ଅନୁବାଦ: “ତୁମ୍ଭର ଭୟର ଅଭାବ ଏବଂ ଏହା ପ୍ରମାଣ ସବୁ ଈଶ୍ଵରଙ୍କଠାରୁ ଆସିଛି” (୨) ଯେଉଁମାନେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରନ୍ତି ସେମାନଙ୍କୁ ଦିଆଯାଇଥିବା ଚିହ୍ନ ।  ବିକଳ୍ପ ଅନୁବାଦ: “ଏହି ଚିହ୍ନ ଈଶ୍ଵରଙ୍କଠାରୁ ଆସିଛି” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n
75 PHP 1 30 x4z3 τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί 1 having the same conflict which you saw in me, and now you hear in me ଯଦି ଗୁଣବାଚକ ବିଶେଷ୍ୟ **ଯୁଦ୍ଧ** ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ କ୍ରିୟା ବାକ୍ୟାଂଶ ସହି  UST ପରି ପ୍ରକାଶ କରିପାରିବେ, କିମ୍ବା ଏହି ଶବ୍ଦର ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: “ସମାନ ଯୁଦ୍ଧକୁ ସାମ୍ନା କରିବା” କିମ୍ବା “ସମାନ ପରୀକ୍ଷାକୁ ସହ୍ୟ କରିବା” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
76 PHP 2 intro ixw8 0 # ଫିଲିପ୍ପୀୟ ୨ ସାଧାରଣ ଟିପ୍ପଣୀଗୁଡ଼ିକ \n\n## ଗଠନ ଏବଂ ଆକାର \n\nକେତେକ ଅନୁବାଦଗୁଡ଼ିକ, ULT ପରି, ୬-୧୧ ପଦଗୁଡ଼ିକର ଧାଡିଗୁଡ଼ିକୁ ପୃଥକ କରେ । ଏହି ପଦଗୁଡ଼ିକ ଖ୍ରୀଷ୍ଟଙ୍କ ଉଦାହରଣ ବର୍ଣ୍ଣନା କରେ । ସେଗୁଡ଼ିକ ଯୀଶୁଙ୍କ ବ୍ୟକ୍ତିତ୍ୱ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଶିକ୍ଷା ପ୍ରଦାନ କରେ। \n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n## ବ୍ୟବହାରିକ ନିର୍ଦ୍ଦେଶାବଳୀ \n\nଏହି ଅଧ୍ୟାୟରେ ପାଉଲ ଫିଲିପ୍ପୀ ମଣ୍ଡଳୀକୁ ଅନେକ ବ୍ୟବହାରିକ ନିର୍ଦ୍ଦେଶ ପ୍ରଦାନ କରନ୍ତି । \n\n## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ \n\n## “ଯଦି ସେଠାରେ ଅଛି” \n\nଏହା ଦେଖାଯାଏ ଯେପରି ଏହା ଏକ ପ୍ରକାରର ଆନୁମାନିକ  ବାକ୍ୟ ।  ଅବଶ୍ୟ, ଏହା ଏକ ଆନୁମାନିକ ବାକ୍ୟ ନୁହେଁ, କାରଣ ଏହା କିଛି ସତ୍ୟକୁ ପ୍ରକାଶ କରିଥାଏ ।  ଅନୁବାଦକ ଏହି ବାକ୍ୟାଂଶକୁ “ଯେହେତୁ ସେଠାରେ ଅଛି” ଭାବରେ ଅନୁବାଦ କରିପାରନ୍ତି । \n\n
77 PHP 2 1 xye5 0 Connecting Statement: ପାଉଲ ବିଶ୍ବାସୀମାନଙ୍କୁଏକତା ଓ ନମ୍ରତାକୁ ଧରି ରଖିବାକୁ ପରାମର୍ଶ ଦେଉଛନ୍ତି ଓ ସେମାନଙ୍କୁ ଖ୍ରୀଷ୍ଟଙ୍କ ଆଦର୍ଶ ସ୍ମରଣ କରାଉଛନ୍ତି I ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଶବ୍ଦର ଏକ ମୌଖିକ ବାକ୍ୟ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ଉତ୍ସାହ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
78 PHP 2 1 b1q7 εἴ τις ... παράκλησις ἐν Χριστῷ 1 If there is any encouragement in Christ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରିଛନ୍ତି କିମ୍ବା “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସକାଶୁ ଉତ୍ସାହିତ ହୋଇଅଛ” ବାକ୍ୟାଂଶ **ଯଦି ଥାଏ**, ଯାହା ଏହି ପଦରେ ଗୋଟିଏ ଥର ଦେଖିବାକୁ ମିଳେ, ଏବଂ **ଯଦି କୌଣସି** ବାକ୍ୟଟି ଏହି ପଦରେ ତିନିଥର ଦେଖିବାକୁ ମିଳେ, ତାହା ଆନୁମାନିକ ବାକ୍ୟ ପରି ଦେଖାଯାଏ । ତଥାପି, ସେଗୁଡ଼ିକ ଆନୁମାନିକ  ନୁହଁ, କାରଣ ସେଗୁଡ଼ିକ ପ୍ରତ୍ୟେକ ବିଷୟକୁ ପ୍ରକାଶ କରେ ଯାହା ସତ୍ୟ ଅଟେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶ ଗୁଡ଼ିକର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରୁ ଆସିଥିବା ଉତ୍ସାହ ହେତୁ, ତାହାଙ୍କ ପ୍ରେମରୁ ସାନ୍ତ୍ୱନା, ଆତ୍ମାଙ୍କ ସହଭାଗିତା ହେତୁ, କାରଣ ତୁମ୍ଭର ସ୍ନେହ ଏବଂ କରୁଣା ଅଛି” କିମ୍ବା “ଯେହେତୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରିଛନ୍ତି, ତେଣୁ ତାଙ୍କଠାରୁ ସାନ୍ତ୍ୱନା ଅଛି । କାରଣ ଆତ୍ମାରେ ସହଭାଗୀତା ଅଛି, ତେଣୁ ତୁମ୍ଭମାନଙ୍କର ସ୍ନେହ ଏବଂ କରୁଣା ଅଛି ”(ଦେଖନ୍ତୁ: rc://en/ta/man/translate/figs-explicit)\n
79 PHP 2 1 k1b2 εἴ τι παραμύθιον ἀγάπης 1 if there is any comfort provided by love “ପ୍ରେମରେ” ବାକ୍ୟାଂଶ ସମ୍ଭବତଃ ଫିଲିପ୍ପୀୟ ମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରେମକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ” କିମ୍ବା “ଯଦି ତୁମ୍ଭମାନଙ୍କ ପ୍ରତି ତାହାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ପ୍ରକାରେ ସାନ୍ତ୍ବନା ଦେଇଥାଏ” ଏଠାରେ, **ପ୍ରେମ** ବୋଧହୁଏ ଫିଲିପ୍ପୀୟମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ପ୍ରେମକୁ ସୂଚାଏ ।  ବିକଳ୍ପ ଅନୁବାଦ: “ଯଦି ତାଙ୍କ ପ୍ରେମ ତୁମ୍ଭମାନଙ୍କୁ କୌଣସି ସାନ୍ତ୍ୱନା ଦେଇଥାଏ” କିମ୍ବା “ଯଦି ତୁମ୍ଭମାନଙ୍କ ପ୍ରତି ଥିବା ପ୍ରେମ କୌଣସି ପ୍ରକାରେ ସାନ୍ତ୍ୱନା ଦେଇଛି” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
80 PHP 2 1 m84k εἴ τις κοινωνία Πνεύματος 1 if there is any fellowship in the Spirit ଯଦି ତୁମ୍ଭମାନଙ୍କର ଆତ୍ମାଙ୍କ ସହିତ ସହଭାଗିତା ଅଛି **ଆତ୍ମାଙ୍କ ସହଭାଗୀତା** ବାକ୍ୟାଂଶ ସୂଚାଇପାରେ: (୧) ପବିତ୍ର ଆତ୍ମା ​​ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପରସ୍ପର ସହି ସହଭାଗୀତା ପ୍ରଦାନ କରନ୍ତି ।  ବିକଳ୍ପ ଅନୁବାଦ: “ଯଦି ଆତ୍ମା ​​ତୁମ୍ଭମାନଙ୍କ ମଧ୍ୟରେ କୌଣସି ସହଭାଗୀତା ସୃଷ୍ଟି କରିଛନ୍ତି” କିମ୍ବା “ଯଦି ଆତ୍ମା ​​ତୁମ୍ଭମାନଙ୍କୁ ପରସ୍ପର ସହ ସହଭାଗୀତା ପ୍ରଦାନ କରିଛନ୍ତି” (୨) ଫିଲିପ୍ପୀୟ ଖ୍ରୀଷ୍ଟିୟାନଙ୍କ ପବିତ୍ର ଆତ୍ମା ସହି  ସହଭାଗିତା । ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କର ଆତ୍ମାଙ୍କ ​​ସହ  ସହଭାଗୀତା ଅଛି” (୩) ଉଭୟ ପବିତ୍ର ଆତ୍ମା ​​ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପରସ୍ପର ସହ ସହଭାଗୀତା ଏବଂ ପବିତ୍ର ଆତ୍ମାଙ୍କ ସହଭାଗିତା ପ୍ରଦାନ କରନ୍ତି ।  ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କର ଆତ୍ମା ​​ସହ କୌଣସି ସହଭାଗୀତା ଅଛି ଏବଂ ଆତ୍ମା ​​ପରସ୍ପର ମଧ୍ୟରେ କ କୌଣସି ସହଭାଗିତା ଉତ୍ପନ କରିଛନ୍ତି”\n\n\n
81 PHP 2 1 l2px εἴ τις σπλάγχνα καὶ οἰκτιρμοί 1 if there are any tender mercies and compassions ଯଦି ତୁମ୍ଭେମାନେ ଈଶ୍ବରଙ୍କ ଅନେକ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଅନୁଭବ କରିଅଛ ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ପ୍ରେମ** ଏବଂ **କରୁଣା** ପଛରେ ଥିବା ଧାରଣା ପ୍ରକାଶ କରିପାରିବ ।  ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପରସ୍ପର ପ୍ରତି କୌଣସି ପ୍ରେମ ଏବଂ କରୁଣା ଅନୁଭବ କର” କିମ୍ବା “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଏବଂ କରୁଣା ଥାଏ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
82 PHP 2 2 jxq2 figs-metaphor πληρώσατέ μου τὴν χαρὰν 1 make my joy full ପାଉଲ ଏଠାରେ ଆନନ୍ଦ ବିଷୟରେ କହନ୍ତି ଯେପରି ଏହା ଏକ ପାତ୍ର ଅଟେ ଯାହାକୁ ପୂର୍ଣ୍ଣ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ମୋତେ ଅଧିକ ଆନନ୍ଦ କରିବାକୁ ଦିଏ” (ଦେଖ: [[rc://or/ta/man/translate/figs-metaphor]]) ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏକଭାବାପନ୍ନ ହୋଇ ବିଚାର କର”
83 PHP 2 3 y1le μηδὲν κατ’ ἐριθείαν μηδὲ κατὰ κενοδοξίαν 1 Do nothing out of selfishness or empty conceit ଆପଣାର ସେବା କର ନାହିଁ କିମ୍ବା ଆପଣାକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ମନେ କରନାହିଁ ବିକଳ୍ପ ଅନୁବାଦ: “କିମ୍ବା ଅସାର ଗର୍ବ ସହ”
84 PHP 2 4 ezk6 μὴ τὰ ἑαυτῶν ἕκαστος σκοποῦντες, ἀλλὰ καὶ τὰ ἑτέρων ἕκαστοι 1 Let each of you look not only to his own interests, but also to the interests of others ଆପଣାର ପ୍ରୟୋଜନ ବିଷୟରେ କେବଳ ମନଯୋଗୀ ହୁଅ ନାହିଁ, କିନ୍ତୁ ଅନ୍ୟମାନଙ୍କ ପ୍ରୟୋଜନ ବିଷୟରେ ମଧ୍ୟ ମନଯୋଗୀ ହୁଅ ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ କେବଳ ତୁମ୍ଭମାନଙ୍କର ଆବଶ୍ୟକତା ବିଷୟରେ ନୁହେଁ, ଅନ୍ୟମାନେ ଯାହା ଆବଶ୍ୟକ କରନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦେଇ”\n\n\n
85 PHP 2 5 rh98 τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ 1 Have this mind in yourselves which also was in Christ Jesus ଯୀଶୁଖ୍ରୀଷ୍ଟଙ୍କ ଯେପରି ମନ ଥିଲା, ତୁମ୍ଭମାନଙ୍କର ମଧ୍ୟ ସେପରି ମନ ହେଉ କିମ୍ବା “ଖ୍ରୀଷ୍ଟ ଯେପରି ଅନ୍ୟମାନଙ୍କ ବିଷୟରେ ଚିନ୍ତା କରୁଥିଲେ, ତୁମ୍ଭେମାନେ ମଧ୍ୟ ସେପରି ପରସ୍ପରର ଚିନ୍ତା କର” ଯଦି ଆପଣଙ୍କ ଭାଷା **ମନୋଭାବର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଭାବ” ପରି ଏକ କ୍ରିୟା ସହ ଗୁଣବାଚକ  ବିଶେଷ୍ୟ ମନୋଭାବ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁ ଯେପରି ଲୋକମାନଙ୍କ ବିଷୟରେ ଚିନ୍ତା କଲେ ପରସ୍ପର ବିଷୟରେ ଚିନ୍ତା କର” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
86 PHP 2 6 hs4q ἐν μορφῇ Θεοῦ ὑπάρχων 1 he existed in the form of God ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଅଟେ, ତାହାଙ୍କ ବିଷୟରେ ସତ୍ୟ ଅଟେ
87 PHP 2 6 els2 figs-metaphor οὐχ ἁρπαγμὸν ἡγήσατο τὸ εἶναι ἴσα Θεῷ 1 did not consider his equality with God as something to hold on to ଏଠାରେ “ସମାନତା” ଶବ୍ଦ “ସମାନ ସ୍ଥିତି” ବା “ସମାନ ଗୌରବ”କୁ ବୁଝାଏ I ଈଶ୍ବରଙ୍କ ସହିତ ସମାନ ହୋଇ ଧରି ରଖିବା ବିଷୟ ଯାହା ଈଶ୍ବର ଯେପରି ଗୌରବାନ୍ବିତ ହୁଅନ୍ତି, ସେ ମଧ୍ୟ ସେପରି ଗୌରବାନ୍ବିତ ଅଟନ୍ତି I ଖ୍ରୀଷ୍ଟ ତାହା କଲେନାହିଁ I ଯଦିଓ ସେ ଇଶ୍ବର ହେବାରୁ ନିବୃତ୍ତ ହେଲେ ନାହିଁ, କିନ୍ତୁ ସେ ଈଶ୍ବରଙ୍କ ସଦୃଶ କାର୍ଯ୍ୟ କରିବାଠାରୁ ନିବୃତ୍ତ ହେଲେ I ଅନ୍ୟ ଏକ ଅନୁବାଦରେ: “ସେ ଈଶ୍ବର ରୂପୀ ସମାନ ପଦ ଧରି ରଖିବାକୁ ମନେ କଲେନାହି”(ଦେଖ: [[rc://or/ta/man/translate/figs-metaphor]]) ବିକଳ୍ପ ଅନୁବାଦ: “କିଛି ବିଷୟକୁ ରଖିବାକୁ” କିମ୍ବା “କିଛି ରଖିବାକୁ” \n\n\n
88 PHP 2 7 yu25 figs-metaphor ἑαυτὸν ἐκένωσεν 1 he emptied himself ପାଉଲ ଖ୍ରୀଷ୍ଟଙ୍କ ବିଷୟରେ କହନ୍ତି ଯେପରି ସେ ଏକ ପାତ୍ର ଭାବରେ କହନ୍ତି ଯେ ସେ ପୃଥିବୀରେ ଆପଣାର ସେବାକାର୍ଯ୍ୟ ସମୟରେ ଆପଣା ସ୍ବର୍ଗୀୟ ପରାକ୍ରମରେ କାର୍ଯ୍ୟ କରିବାକୁ ଅଗ୍ରାହ୍ୟ କଲେ I (ଦେଖ: [[rc://or/ta/man/translate/figs-metaphor]]) ଏଠାରେ, ପାଉଲ କହନ୍ତି ଯେ ଖ୍ରୀଷ୍ଟ ନିଜକୁ **ଶୂନ୍ୟ କଲେ**, ଏହା ସାଙ୍କେତିକ ଅଟେ ଏବଂ ଆକ୍ଷରିକ ନୁହେଁ ।  **ସେ ନିଜକୁ ଶୂନ୍ୟ କଲେ** ସାଙ୍କେତିକ ବାକ୍ୟାଂଶ ବ୍ୟବହାର କରି, ପାଉଲ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତି ଯେ ଖ୍ରୀଷ୍ଟ ଯେବେ ଦେହବନ୍ତ ହେଲେ ସେତେବେଳେ ତାଙ୍କର ଈଶ୍ୱରୀୟ ଅଧିକାର ଏବଂ ଲାଭ ଛାଡିବାକୁ ପସନ୍ଦ କଲେ ।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଆପଣ ନିଜ ସଂସ୍କୃତିରୁ ଏକ ସମାନ ରୂପକ  ବ୍ୟବହାର କରିପାରିବେ କିମ୍ବା ସରଳ  ଭାଷା ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ସେ ଈଶ୍ୱରୀୟ ଅଧିକାର ଏବଂ ଲାଭ ତ୍ୟାଗ କଲେ” କିମ୍ବା “ସେ ସ୍ୱଇଚ୍ଛାରେ ଈଶ୍ୱରୀୟ ଅଧିକାରକୁ ପୃଥକ କଲେ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
89 PHP 2 7 tc8n ἐν ὁμοιώματι ἀνθρώπων γενόμενος 1 he was born in the likeness of men ସେ ମନୁଷ୍ୟ ଭାବରେ ଜନ୍ମ ହେଲେ କିମ୍ବା “ସେ ଜଣେ ମନୁଷ୍ୟ ହେଲେ” ଏଠାରେ, **ମନୁଷ୍ୟ** ତାଙ୍କ ଲିଙ୍ଗ ଅପେକ୍ଷା ଯୀଶୁଙ୍କ ମାନବିକତାର ଧାରଣା ଉପରେ ଗୁରୁତ୍ୱ ଦିଏ । ଏହି ଧାରଣାକୁ ଜୋର ଦେବା ପାଇଁ **ମନୁଷ୍ୟ** ଶବ୍ଦ ଏଠାରେ ବହୁବଚନ ଅଟେ ଯାହା ସାଧାରଣତଃ ମାନବିକତାର ସଦୃଶ ଅଟେ ।  ଯୀଶୁଙ୍କ ମାନବିକତା ଉପରେ ଏହି ଗୁରୁତ୍ଵ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମନୁଷ୍ୟମାନଙ୍କ ପରି” (ଦେଖନ୍ତୁ: rc://en/ta/man/translate/figs-gendernotations)\n\n\n
90 PHP 2 8 t8a6 figs-metaphor γενόμενος ὑπήκοος μέχρι θανάτου 1 became obedient to the point of death ପାଉଲ ଏଠାରେ ମୃତ୍ୟୁ ବିଷୟରେ ଏକ ଦୃଷ୍ଟାନ୍ତଭାବରେ କହନ୍ତି I ଅନୁବାଦକ “ମୃତ୍ୟୁ ପର୍ଯ୍ୟନ୍ତ” (ମୃତ୍ୟୁ ପର୍ଯ୍ୟନ୍ତ ଖ୍ରୀଷ୍ଟ ଗଲେ)ର ଏକ ରୂପକ ଭାବରେ ବା ସମୟ (ମୃତ୍ୟୁଭୋଗ କରିବା ସମୟ ପର୍ଯ୍ୟନ୍ତ ଖ୍ରୀଷ୍ଟ ଆଜ୍ଞାବହ ହେଲେ)ର ରୂପକ ଭାବରେ ବୁଝି ପାରିବେ I (ଦେଖ: [[rc://or/ta/man/translate/figs-metaphor]]) ଏଠାରେ ** ଅବନତ କଲେ** ବାକ୍ୟଟି ଯୀଶୁ କିପରି **ନିଜକୁ ନମ୍ର** କରିଛନ୍ତି ତାହା ଉପସ୍ଥାପନ କରେ । ଏହି ଅର୍ଥ ପ୍ରକାଶ କରିବାକୁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟକୁ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞା ପାଳନ\nକରି ଯୀଶୁ ନିଜକୁ ନମ୍ର କଲେ” କିମ୍ବା “ଯୀଶୁ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞା ପାଳନ କରି ନିଜକୁ ଏହିପରି ନମ୍ର କଲେ” କିମ୍ବା “ଯୀଶୁ ନିଜକୁ ନମ୍ର କଲେ, ବିଶେଷ ଭାବରେ, ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ଵରଙ୍କୁ ପାଳନ କଲେ”\n\n\n
91 PHP 2 8 hi57 θανάτου δὲ σταυροῦ 1 even death of a cross ଏପରିକି କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ
92 PHP 2 9 mvb7 figs-metonymy τὸ ὄνομα τὸ ὑπὲρ πᾶν ὄνομα 1 the name that is above every name ଏଠାରେ “ନାମ” ଏକ ରୂପକ ଅଟେ ଯାହା ପଦ ବା ଗୌରବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମସ୍ତଙ୍କ ଅପେକ୍ଷା ଉନ୍ନତ” କିମ୍ବା “ସମସ୍ତଙ୍କ ଅପେକ୍ଷା ଗୌରବ”(ଦେଖ: [[rc://or/ta/man/translate/figs-metonymy]]) ଏଠାରେ, **ନାମ** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା କାହାର ନାମ ସହ ଜଡିତ ସ୍ଥିତି କିମ୍ବା ଅଧିକାରକୁ ସୂଚାଏ ।  ବିକଳ୍ପ ଅନୁବାଦ: “ଅନ୍ୟ ପଦବୀଠାରୁ ଉପରେ ଥିବା ପଦବୀ” କିମ୍ବା “ଅନ୍ୟ ପଦବୀଠାରୁ ଉଚ୍ଚତର ପଦବୀ” କିମ୍ବା “ଅନ୍ୟ ସ୍ଥାନଠାରୁ ଉପରେ ଥିବା ସ୍ଥାନ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n
93 PHP 2 9 qsy9 figs-metaphor ὑπὲρ πᾶν ὄνομα 1 above every name ନାମ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ, ଅନ୍ୟ ସବୁ ନାମଠାରୁ ପ୍ରଶଂସା ପାଇବାକୁ ଯୋଗ୍ୟ I (ଦେଖ: [[rc://or/ta/man/translate/figs-metaphor]])
94 PHP 2 10 tk45 figs-synecdoche ἐν τῷ ὀνόματι Ἰησοῦ, πᾶν γόνυ κάμψῃ 1 in the name of Jesus every knee should bend ଏଠାରେ “ଜାନୁ” ସମଗ୍ର ବ୍ୟକ୍ତି ବିଶେଷକୁ ବୁଝାଏ ଓ ଜାନୁ ନତ ହେବା ଉପାସନା କରିବା ନିମନ୍ତେ ଏକ ରୂପକ ଅଟେ I ଏଠାରେ “ନାମରେ” ଜଣେ ବ୍ୟକ୍ତି ନିମନ୍ତେ ଏକ ରୁପକ ଅଟେ, କେଉଁମାନେ ଉପାସନା କରନ୍ତି ସେମାନଙ୍କ ବିଷୟରେ କୁହେ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଲୋକମାନେ ଯୀଶୁଙ୍କର ଉପାସନା କରିବେ” (ଦେଖ: [[rc://or/ta/man/translate/figs-synecdoche]] ଓ [[rc://or/ta/man/translate/figs-metonymy]]) ଏଠାରେ, **ପ୍ରତ୍ୟେକ ଆଣ୍ଠୁ ନଇଁବ** ଏକ ରୂଢ଼ି ଯାହା ଯୀଶୁଙ୍କୁ ସମସ୍ତେ ଉପାସନା କରିବେ ଏବଂ ସମ୍ମାନ କରିବେ ବୋଲି ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତୁ, କିନ୍ତୁ ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝିବେ, ତେବେ ଉପାସନର ଧାରଣାକୁ ପ୍ରକାଶ  କରିବା ପାଇଁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ।  (ଦେଖନ୍ତୁ: rc://en/ta/man/translate/figs-idiom)\n\n\n
95 PHP 2 10 kfb4 καταχθονίων 1 under the earth ସମ୍ଭାବିତ ଅର୍ଥଗୁଡିକ ୧) ମୃତ୍ୟୁ ପରେ ଲୋକମାନେ ଯେଉଁଠିକି ଯାଆନ୍ତି କିମ୍ବା ୨) ଭୂତତ୍ମାମାନେ ଯେଉଁଠି ବାସ କରନ୍ତି I
96 PHP 2 11 xy4f figs-synecdoche πᾶσα γλῶσσα 1 every tongue ଏଠାରେ “ଜିହ୍ବା” ସମଗ୍ର ବ୍ୟକ୍ତିମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତି” କିମ୍ବା “ ପ୍ରତ୍ୟେକ ପ୍ରାଣୀ”(ଦେଖ: [[rc://or/ta/man/translate/figs-synecdoche]]) ଏଠାରେ ପାଉଲ **ଜିହ୍ୱା** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ମୁଖରୁ ବାହାରୁଥିବା ବିଷୟକୁ ଦର୍ଶାନ୍ତି ।  ଜିହ୍ୱା ସହ ଜଡିତ ହୋଇ ଯାହା କୁହାଯାଏ ତାହା ପାଉଲ ସାଙ୍କେତିକ ଭାବରେ ବର୍ଣ୍ଣନା କରୁଛନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ, କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ପ୍ରତ୍ୟେକ ମୁଖ ଘୋଷଣା କରିବ” କିମ୍ବା “ପ୍ରତ୍ୟେକ ପ୍ରାଣୀ କହିବେ” କିମ୍ବା “ସମସ୍ତେ କହିବେ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n
97 PHP 2 11 mr2i figs-metaphor εἰς δόξαν Θεοῦ Πατρὸς 1 to the glory of God the Father ଏଠାରେ “ନିମନ୍ତେ” ଗୌରବକୁ ପ୍ରକାଶ କରେ I “ଗୌରବ” ସହିତ ସେମାନେ ପିତା ଈଶ୍ବରଙ୍କ ପ୍ରଶଂସା କରିବେ” (ଦେଖ: [[rc://or/ta/man/translate/figs-metaphor]]) ଏଠାରେ **କୁ** ଶବ୍ଦ ଫଳାଫଳ ପ୍ରକାଶ କରେ ।  ବିକଳ୍ପ ଅନୁବାଦ: “ଫଳାଫଳ ସହ ପିତା ଈଶ୍ଵର ସମ୍ମାନିତ ହେବେ” (ଦେଖନ୍ତୁ: c://en/ta/man/translate/grammar-connect-logic-goal)\n\n\n
98 PHP 2 12 jnp3 0 Connecting Statement: ପାଉଲ ଫିଲିପ୍ପୀୟ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି ଓ ଅନ୍ୟମାନଙ୍କ ସାକ୍ଷାତରେ କିପରି ଖ୍ରୀଷ୍ଟିୟାନ ଜୀବନଯାପନ କରିବାକୁ ହେବ, ତାହା ଦେଖାଇ ଆପଣାର ଆଦର୍ଶ ସ୍ମରଣ କରାଉଛନ୍ତି I ଏଠାରେ ବାକ୍ୟାଂଶ **ତେଣୁ** ୨: ୫-୧୧ ଦର୍ଶାଯାଇଥିବା ବିଷୟର ଫଳାଫଳକୁ ବୁଝାଏ । ଏହାର ସମ୍ପର୍କ ଦର୍ଶାଇବା ନିମନ୍ତେ ପାଇଁ ଆପଣଙ୍କ ଭାଷାରେ ଅତ୍ୟନ୍ତ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତେଣୁକରି” (ଦେଖନ୍ତୁ: rc://en/ta/man/translate/grammar-connect-words-phrases)\n\n\n
99 PHP 2 12 e359 ἀγαπητοί μου 1 my beloved ମୋହର ପ୍ରିୟ ସହବିଶ୍ବାସୀମାନେ ଏଠାରେ, ପ୍ରିୟ ଶବ୍ଦ ଫିଲିପ୍ପୀରେ ଥିବା ବିଶ୍ଵାସୀମାନଙ୍କୁ ସୂଚାଏ । ପାଉଲ ସେମାନଙ୍କୁ କେତେ ପ୍ରେମ କରନ୍ତି ତାହା ପ୍ରକାଶ କରିବାକୁ ସେ ଏହି ଶବ୍ଦ ବ୍ୟବହାର କରନ୍ତି ।  ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଆପଣ ନିଜ ଭାଷାରେ ଏକ ସମାନ ବାକ୍ୟାଂଶ ବ୍ୟବହାର କରିପାରିବେ ଯାହାକି ପ୍ରେମ ଏବଂ ସ୍ନେହକୁ ଦର୍ଶାଏ ।  ବିକଳ୍ପ ଅନୁବାଦ: “ମୋର ପ୍ରିୟ ବିଶ୍ବାସୀଗଣ”\n\n\n
100 PHP 2 12 c1ix ἐν τῇ παρουσίᾳ μου 1 in my presence ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ଥିଲି ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ  ଉପସ୍ଥିତ ଥିଲି”
101 PHP 2 12 u5ng ἐν τῇ ἀπουσίᾳ μου 1 in my absence ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ସେଠାରେ ନଥିଲି ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭମାନଙ୍କ ସହ  ସେଠାରେ ନାହିଁ”
102 PHP 2 12 j897 figs-abstractnouns μετὰ φόβου καὶ τρόμου τὴν ἑαυτῶν σωτηρίαν κατεργάζεσθε 1 work out your own salvation with fear and trembling ଗୁଣବାଚକ ବିଶେଷ୍ୟ “ପରିତ୍ରାଣ” ଈଶ୍ବର ଲୋକମାନଙ୍କୁ ପରିତ୍ରାଣ କରୁଥିବା ବିଷୟ ବାକ୍ୟାଂଶ ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ଭୟ ଓ କମ୍ପମାନ ସହ, ଈଶ୍ବର ପରିତ୍ରାଣ କରୁଥିବା ଲୋକମାନଙ୍କ ନିମନ୍ତେ ଯାହା ଉପଯୁକ୍ତ, ତାହା କରିବାକୁ କଠିନ ପରିଶ୍ରମ କର” କିମ୍ବା “ଈଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନ ସହିତ, ସେ ତୁମ୍ଭମାନଙ୍କୁ ପରିତ୍ରାଣ କରି ଅଛନ୍ତି ବୋଲି ସତ୍କର୍ମ କରିବା ନିମନ୍ତେ କଠିନ ପରିଶ୍ରମ କର” (ଦେଖ: [[rc://or/ta/man/translate/figs-abstractnouns]])
103 PHP 2 12 cm1s figs-doublet μετὰ φόβου καὶ τρόμου 1 with fear and trembling ଲୋକମାନେ ଈଶ୍ବରଙ୍କ ପ୍ରତି କି ପ୍ରକାର ସମ୍ମାନର ମନୋଭାବ ରଖିବା ଉଚିତ, ତାହା ଦେଖାଇବାକୁ ଯାଇ ପାଉଲ “ଭୟ” ଓ “କମ୍ପ” ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଭୟର ସହିତ କମ୍ପିବା” କିମ୍ବା “ଗଭୀର ସମ୍ମାନର ସହିତ” (ଦେଖ: [[rc://or/ta/man/translate/figs-doublet]])
104 PHP 2 13 m6b8 καὶ τὸ θέλειν, καὶ τὸ ἐνεργεῖν, ὑπὲρ τῆς εὐδοκίας 1 both to will and to work for his good pleasure ଯେପରି ତୁମ୍ଭେମାନେ ତାହାଙ୍କ ସନ୍ତୋଷଜନକ ବିଷୟ କରିବାକୁ ଇଚ୍ଛା କରିବ ଓ ତାହାଙ୍କର ସନ୍ତୋଷଜନକ ବିଷୟ କରିବାକୁ ସକ୍ଷମ ହେବ