From 14ff2001ef55e1cd6a68982543367e5efc03e429 Mon Sep 17 00:00:00 2001 From: Gayatri-Digal Date: Fri, 8 Apr 2022 07:45:33 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_62-2PE.tsv b/en_tn_62-2PE.tsv index a373ede..fd14249 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -439,7 +439,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 3 4 wm6z writing-pronouns ἡ ἐπαγγελία τῆς παρουσίας αὐτοῦ 1 ଏଠାରେ, **ତାଙ୍କର** ସର୍ବନାମ ଯୀଶୁଙ୍କୁ ବୁଝାଏ  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଆସିବାର ପ୍ରତିଜ୍ଞା” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) 2PE 3 4 u54w figs-explicit τῆς παρουσίας αὐτοῦ 1 ଏଠାରେ, **ତାଙ୍କର ଆସିବା** ପ୍ରଭୁ ଯୀଶୁଙ୍କ ପୃଥିବୀକୁ ଫେରିବା ବିଷୟରେ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ପୃଥିବୀକୁ ଫେରିବା” (ଦେଖନ୍ତୁ: [[rc://en/ta/man/translate/figs-explicit]]) 2PE 3 4 xfkr figs-metaphor ἀφ’ ἧς γὰρ οἱ πατέρες ἐκοιμήθησαν 1 ଏଠାରେ, **ପିତାମାନେ** ସାଙ୍କେତିକ ଭାବରେ ବ୍ୟବହୃତ । ଏହା ସୂଚାଇପାରେ: (୧) ଇସ୍ରାଏଲର ପୁରାତନ ନିୟମର ପୂର୍ବଜ, ଯାହାକୁ ପ୍ରାୟତଃ “ପିତୃପୁରୁଷ” କୁହାଯାଏ । ବିକଳ୍ପ ଅନୁବାଦ: “ଯେହେତୁ ଇସ୍ରାଏଲର ପିତୃପୁରୁଷମାନେ ମହାନିଦ୍ରାପ୍ରାପ୍ତ” (୨) ପ୍ରଥମ ପିଢିର ଖ୍ରୀଷ୍ଟିୟାନମାନଙ୍କର ସେହି ନେତାମାନେ, ଯେଉଁମାନେ ପିତର ଏହି ପତ୍ର ଲେଖିବା ବେଳକୁ ମୃତ୍ୟୁବରଣ କରିଥିଲେ । ବିକଳ୍ପ ଅନୁବାଦ: “କାରଣ ପ୍ରଥମ ଖ୍ରୀଷ୍ଟିୟାନ ନେତାମାନେ ମହାନିଦ୍ରାପ୍ରାପ୍ତ” (ଦେଖନ୍ତୁ: [[rc://en/ta/man/translate/figs-metaphor]]) -2PE 3 5 g2ph figs-activepassive λανθάνει γὰρ αὐτοὺς τοῦτο, θέλοντας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “କାରଣ ସେମାନେ ସ୍ୱଇଚ୍ଛାରେ ଏହା ନିଜଠାରୁ ଲୁଚାନ୍ତି”
(ଦେଖନ୍ତୁ:
[[rc://en/ta/man/translate/figs-activepassive]]) +2PE 3 5 g2ph figs-activepassive λανθάνει γὰρ αὐτοὺς τοῦτο, θέλοντας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “କାରଣ ସେମାନେ ସ୍ୱଇଚ୍ଛାରେ ଏହା ନିଜଠାରୁ ଲୁଚାନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]]) 2PE 3 5 xgsy figs-ellipsis θέλοντας ὅτι οὐρανοὶ ἦσαν ἔκπαλαι 1 ପିତର କେତେକ ଶବ୍ଦ ଉଲ୍ଲେଖ
କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଏହି ବାକ୍ୟାଂଶ ଅନେକ ଭାଷାରେ ଆବଶ୍ୟକ କରିପାରେ


ଏହି ବାକ୍ୟଗୁଡ଼ିକ ପଦର ଶେଷରୁ ଯୋଗାଇ ଦିଆଯାଇପାରେ


ବିକଳ୍ପ ଅନୁବାଦ: “ଯେ ଈଶ୍ଵରଙ୍କ ବାକ୍ୟ ଦ୍ୱାରା ସ୍ୱର୍ଗ ବହୁ
ପୂର୍ବରୁ ବିଦ୍ୟମାନ ଥିଲା” (ଦେଖନ୍ତୁ:
[[rc://en/ta/man/translate/figs-ellipsis]]) 2PE 3 5 o7sz figs-metonymy τῷ τοῦ Θεοῦ λόγῳ 1 ଏଠାରେ
, **
ଈଶ୍ଵରଙ୍କ ବାକ୍ୟ** ଈଶ୍ଵରଙ୍କ ନିର୍ଦ୍ଦିଷ୍ଟ ଆଜ୍ଞାକୁ ବୁଝାଏ
 ଯାହା ଦ୍ଵାରା ପୃଥିବୀ ସୃଷ୍ଟି ହୋଇଥିଲା


ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆଜ୍ଞା ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-metonymy]]) 2PE 3 6 hvc3 ὁ τότε κόσμος 1 ଏଠାରେ
, **
ସେହି ସମୟରେ** ସେହି ସମୟକୁ ବୁଝାଏ  ଯେବେ ବନ୍ୟା ପୂର୍ବରୁ ଜଗତ ବିଦ୍ୟମାନ ଥିଲା


ବ୍ରହ୍ମାଣ୍ଡ ସୃଷ୍ଟିର ଏହା ସଠିକ ସମୟକୁ ବୁଝାଏ ନାହିଁ


ବିକଳ୍ପ ଅନୁବାଦ: “ସେବେ ବିଦ୍ୟମାନ ଥିବା ଜଗତ”