Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 07:47:38 +00:00
parent 63d6961db5
commit 14a2409de0
1 changed files with 1 additions and 1 deletions

View File

@ -445,7 +445,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 3 6 hvc3 ὁ τότε κόσμος 1 ଏଠାରେ, **ସେହି ସମୟରେ** ସେହି ସମୟକୁ ବୁଝାଏ  ଯେବେ ବନ୍ୟା ପୂର୍ବରୁ ଜଗତ ବିଦ୍ୟମାନ ଥିଲା । ବ୍ରହ୍ମାଣ୍ଡ ସୃଷ୍ଟିର ଏହା ସଠିକ ସମୟକୁ ବୁଝାଏ ନାହିଁ । ବିକଳ୍ପ ଅନୁବାଦ: “ସେବେ ବିଦ୍ୟମାନ ଥିବା ଜଗତ”
2PE 3 6 xm5i ὕδατι κατακλυσθεὶς 1 ଯାହା ଦ୍ୱାରା ପ୍ରାଚୀନ ଜଗତ ନଷ୍ଟ ହୋଇଯାଇଥିଲା ତାହାକୁ ଏହା ବୁଝାଏ । ବିକଳ୍ପ ଅନୁବାଦ: “ଜଳରେ ପ୍ଳାବିତ ହୋଇ”
2PE 3 7 alp6 grammar-connect-logic-contrast οἱ δὲ νῦν οὐρανοὶ καὶ ἡ γῆ 1 ଏଠାରେ, **କିନ୍ତୁ** ଶବ୍ଦ ସୂଚିତ କରେ ଯେ ପିତର ପ୍ରାଚୀନ ଜଗତର ଅତୀତର ବିନାଶକୁ ପୂର୍ବ ପଦରେ ଉଲ୍ଲେଖ କରି ବର୍ତ୍ତମାନର ଜଗତର ଭବିଷ୍ୟତ ବିନାଶ ସହ ପ୍ରଭେଦ କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଏହାର ବିପରୀତରେ, ବର୍ତ୍ତମାନର ଆକାଶ ଏବଂ ପୃଥିବୀ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-contrast]])
2PE 3 7 ghco grammar-connect-logic-goal πυρὶ 1 ଏଠାରେ

ପାଇଁ** ଉଦ୍ଦେଶ୍ୟକୁ ବୁଝାଏ ଯେଉଁଥି ପାଇଁ ଈଶ୍ଵର ବର୍ତ୍ତମାନର
ଆକାଶ ଏବଂ ପୃଥିବୀକୁ ସଂରକ୍ଷଣ କରିଆସୁଛନ୍ତି

ବିକଳ୍ପ ଅନୁବାଦ: “ଅଗ୍ନିର ଉଦ୍ଦେଶ୍ୟ ପାଇଁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]])
2PE 3 7 ghco grammar-connect-logic-goal πυρὶ 1 ଏଠାରେ, **ପାଇଁ** ଉଦ୍ଦେଶ୍ୟକୁ ବୁଝାଏ ଯେଉଁଥି ପାଇଁ ଈଶ୍ଵର ବର୍ତ୍ତମାନର ଆକାଶ ଏବଂ ପୃଥିବୀକୁ ସଂରକ୍ଷଣ କରିଆସୁଛନ୍ତି । ବିକଳ୍ପ ଅନୁବାଦ: “ଅଗ୍ନିର ଉଦ୍ଦେଶ୍ୟ ପାଇଁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]])
2PE 3 7 nl8w figs-metonymy πυρὶ 1 ଏଠାରେ

ପିତର **ଅଗ୍ନି** ଅଗ୍ନିର ଉଦ୍ଦେଶ୍ୟକୁ ଦର୍ଶାଇବା ପାଇଁ ବ୍ୟବହାର
କରନ୍ତି ଯାହା ଯାହା ଜଳିଯାଏ

ବିକଳ୍ପ ଅନୁବାଦ: “ଅଗ୍ନିରେ ଜଳିବା ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
2PE 3 7 u7x2 εἰς ἡμέραν κρίσεως 1 ଏଠାରେ

ପାଇଁ** ସୂଚାଇପାରେ: (୧

ଯେଉଁ ଉଦ୍ଦେଶ୍ୟ ପାଇଁ ଈଶ୍ଵର ବର୍ତ୍ତମାନର ଆକାଶ ଏବଂ ପୃଥିବୀକୁ
ରଖୁଛନ୍ତି

ବିକଳ୍ପ ଅନୁବାଦ: “ବିଚାର ଦିନର ଉଦ୍ଦେଶ୍ୟ ପାଇଁ” () ସେହି ସମୟ
ଯେଉଁଠାରେ ଈଶ୍ଵର ବର୍ତ୍ତମାନର ଆକାଶ ଓ ପୃଥିବୀକୁ ରଖୁଛନ୍ତି

ବିକଳ୍ପ ଅନୁବାଦ: “ବିଚାର ଦିନ ପର୍ଯ୍ୟନ୍ତ”
2PE 3 7 zxxk figs-gendernotations τῶν ἀσεβῶν ἀνθρώπων 1 ଯଦିଓ **ମନୁଷ୍ୟ** ଶବ୍ଦ ପୁରୁଷବାଚକ
ଅଟେ

ପିତର ଏଠାରେ ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି
ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି

ବିକଳ୍ପ ଅନୁବାଦ: “ଅଧାର୍ମିକମାନଙ୍କ ମଧ୍ୟରୁ” (ଦେଖନ୍ତୁ:
[[rc://en/ta/man/translate/figs-gendernotations]])

Can't render this file because it contains an unexpected character in line 2 and column 9170.