diff --git a/tn_OBA.tsv b/tn_OBA.tsv index 92e2a29..df8e3bf 100644 --- a/tn_OBA.tsv +++ b/tn_OBA.tsv @@ -1,5 +1,5 @@ Reference ID Tags SupportReference Quote Occurrence Note -front:intro jrz8 0 # ଓବଦୀୟର ପରିଚୟ\n\n## ଭାଗ 1: ସାଧାରଣ ପରିଚୟ\n\n### ଓବଦୀୟ ପୁସ୍ତକର ରୂପରେଖା \n1. ସଦାପ୍ରଭୁ ଇଦୋମର ବିଚାର କରିବେ (1:1-16) କ. ସଦାପ୍ରଭୁ ଇଦୋମକୁ ଧ୍ୱଂସ କରିବେ (1:1–9) । ଖ. ସଦାପ୍ରଭୁ ଇଦୋମକୁ କାହିଁକି ଧ୍ୱଂସ କରିବେ (1:10–14)\n2. ସଦାପ୍ରଭୁ ଗୋଷ୍ଠୀଗଣମାନଙ୍କର ବିଚାର କରିବେ (1:15–16)\n3. ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉଦ୍ଧାର କରିବେ (1:17–21)\n\n +front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1: ସାଧାରଣ ପରିଚୟ\r\n\n### ଓବଦୀୟ ପୁସ୍ତକର ରୂପରେଖା \r\n1. ସଦାପ୍ରଭୁ ଇଦୋମର ବିଚାର କରିବେ (1:1-16) କ. ସଦାପ୍ରଭୁ ଇଦୋମକୁ ଧ୍ୱଂସ କରିବେ (1:1–9) । ଖ. ସଦାପ୍ରଭୁ ଇଦୋମକୁ କାହିଁକି ଧ୍ୱଂସ କରିବେ (1:10–14)\r\n2. ସଦାପ୍ରଭୁ ଗୋଷ୍ଠୀଗଣମାନଙ୍କର ବିଚାର କରିବେ (1:15–16)\r\n3. ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉଦ୍ଧାର କରିବେ (1:17–21)\r\n\n### ଓବଦୀୟ ପୁସ୍ତକ କେଉଁ ବିଷୟରେ ଅଟେ?\r\n\nବାବିଲ ଦେଶ ଯିରୂଶାଲମକୁ ଧ୍ୱଂସ କଲା ପରେ, ଇଦୋମୀୟମାନେ (ପଡୋଶୀ ଦେଶ ଇଦୋମରୁ) ପଳାୟନ କରୁଥିବା ଯିହୁଦୀମାନଙ୍କୁ ବନ୍ଦୀ କଲେ। ଏହା ପରେ ସେମାନେ ଏହି ଯିହୁଦୀମାନଙ୍କୁ ବାବିଲର ଅଧିନତାକୁ ସମର୍ପଣ କଲେ। ସଦାପ୍ରଭୁ ଇଦୋମୀୟମାନଙ୍କୁ ଆପଣା ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ହେତୁ ବିଚାର କରିବା ବିଷୟରେ ଓବଦିୟଙ୍କ ପୁସ୍ତକ ଉଲ୍ଲେଖ କରେ । ଏହି ପୁସ୍ତକ ଯିହୁଦାର ଲୋକମାନଙ୍କୁ ଯେଉଁମାନଙ୍କୁ ବାବିଲରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ କରାଯାଇଥିଲା ସାନ୍ତ୍ୱନା ପ୍ରଦନା କରେ।\r\n\n### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?\r\n\nଏହି ପୁସ୍ତକଟି ପାରମ୍ପାରିକ ଭାବରେ “ଓବଦୀୟର ପୁସ୍ତକ” ବା କେବଳ “ଓବଦୀୟ” ନାମରେ ଅନୁବାଦ କରଯାଇ ପାରିବ । ଅନୁବାଦକମାନେ ଏକ ସ୍ପଷ୍ଟ ନାମ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇପାରନ୍ତି ଯେପରିକି “ଓବଦୀୟଙ୍କ ବିବରଣୀ” । (ଦେଖନ୍ତୁ: [[rc://*/ta/man/translate/translate-names]])\r\n\n### ଓବଦୀୟ ପୁସ୍ତକକୁ କିଏ ଲେଖିଛନ୍ତି?\r\nଭବିଷ୍ୟ‌ଦ୍‌ବକ୍ତା ଓବଦୀୟ ବୋଧହୁଏ ଏହି ପୁସ୍ତକ ଲେଖିଛନ୍ତି। ଆମେ ଓବଦୀୟଙ୍କ ବିଷୟରେ ବିଶେଷ କିଛି ଜାଣି ନାହୁଁ । ଏବ୍ରୀ ଭାଷାରେ ତାଙ୍କ ନାମର ଅର୍ଥ “ସଦାପ୍ରଭୁଙ୍କର ଦାସ” ଅଟେ ।\r\n\n## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଗୁଡିକ\r\n\n### ଇସ୍ରାଏଲ ସହ ଇଦୋମର ସମ୍ପର୍କ କ’ଣ ଥିଲା?\r\nଓବଦିୟ ଇଦୋମକୁ ଇସ୍ରାଏଲର ଭାଇ ବୋଲି ସୂଚାନ୍ତି। କାରଣ ଇଦୋମୀୟମାନେ ଏଷୌର ବଂଶ ଏବଂ ଇସ୍ରାଏଲୀୟମାନେ ଯାକୁବଙ୍କର ବଂଶ ଥିଲେ । ଯାକୁବ ଏବଂ ଏଷୌ ଯାଆଁଳା ଭାଇ ଥିଲେ। ଏହା ଇଦୋମର ଇସ୍ରାଏଲ ପ୍ରତି ବିଶ୍ୱାସଘାତକତାକୁ ଅଧିକ ସାଂଘାତିକ କଲା । ଏହି ଟିପ୍ପଣୀଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଯିହୁଦାର ଲୋକ ବୋଲି ମଧ୍ୟ ଦର୍ଶାଏ । ଯିହୁଦା ଇସ୍ରାଏଲର ଏକ ଅଂଶ ଯାହାକି ଅଶୂର ଦେଶ ଦ୍ୱାରା ପୂର୍ବ ବିନାଶରୁ ଉଦ୍ଧାର ପାଇଥିଲା ଏବଂ ପରେ ବାବିଲ ଦେଶ ଦ୍ୱାରା ଆକ୍ରମଣ କରାଯାଇଥିଲା ଯେତେବେଳେ ଇଦୋମ ଦେଶ ସେମାନଙ୍କୁ ସାହାଯ୍ୟ କରି ନ ଥିଲା।\r\n\n## ଭାଗ 3: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ\r\n\n### ମୁଁ “ଗର୍ବ” ଶବ୍ଦକୁ କିପରି ଅନୁବାଦ କରି ପାରିବି?\r\nଓବଦିୟ ପୁସ୍ତକ ଇଦୋମର ଗର୍ବ ବିଷୟରେ ଉଲ୍ଲେଖ କରେ। ଏହାର ଅର୍ଥ ଇଦୋମୀୟମାନେ ବିଚାର କଲେ ଯେ ସେମାନଙ୍କର ଶତ୍ରୁ କିମ୍ବା ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିପାରିବେ ନାହିଁ। (ଦେଖନ୍ତୁ: [[rc://*/tw/dict/bible/other/proud]])\r\n\n### ଯେତେବେଳେ ଓବଦୀୟ ଇଦୋମକୁ ସମ୍ବୋଧିତ କରୁଛନ୍ତି, ସେତେବେଳେ ମୁଁ “ତୁମ୍ଭେ” ଶବ୍ଦକୁ ଏକବଚନରେ ନା ବହୁବଚନରେ ଅନୁବାଦ କରିବା ଉଚିତ?\r\n\nଯେହେତୁ ଓବଦୀୟ ଇଦୋମର ଲୋକମାନଙ୍କୁ ସାଙ୍କେତିକ ଅର୍ଥରେ ଇଦୋମର ଗୋଷ୍ଠୀଗଣ ଭାବରେ ସମ୍ବୋଧିତ କରିଥିଲେ, ତେଣୁ ସେ ମୂଳ ଭାଷାରେ ଏକବଚନ ଶବ୍ଦକୁ ବ୍ୟବହାର କରିଥିଲେ । କିନ୍ତୁ ଯଦି ଆପଣ ଅଧିକ ସରଳ ଭାଷା ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କର ଅନୁବାଦ ସ୍ପଷ୍ଟ କରେ ଯେ ଏହା ଇଦୋମର ଲୋକମାନଙ୍କୁ ବୁଝାଏ, ତେବେ ଆପଣ ଏକ ବହୁବଚନ ଶବ୍ଦ ବ୍ୟବହାର କରିପାରିବେ ।\r\n 1:1 xm1w rc://*/ta/man/translate/figs-metaphor חֲז֖וֹן עֹֽבַדְיָ֑ה 1 This is the title of the book. Here **vision** is used in the general sense of a message from Yahweh, rather than to indicate how Obadiah received that message. **Vision** here is a metaphor for the way that God gives knowledge to people. Alternate translation: “The message that God gave to Obadiah” or “The prophecy of Obadiah” (See: [[rc://*/ta/man/translate/figs-metaphor]]) 1:1 jdr1 rc://*/ta/man/translate/translate-names עֹֽבַדְיָ֑ה 1 Some English translations call the prophet Abdias, but Obadiah is the form of his name most commonly used in English. Use the form of the name that is used in your source language or a form that is similar that sounds like a name in your language. (See: [[rc://*/ta/man/translate/translate-names]]) 1:1 sv9x rc://*/ta/man/translate/writing-quotations כֹּֽה־אָמַר֩ אֲדֹנָ֨⁠י יְהוִ֜ה 1 This introduces the rest of the book as a message from God. Use a form here that is natural in your language for introducing what someone says. (See: [[rc://*/ta/man/translate/writing-quotations]])