From 10311f75b3669bdeee89766baa56e308d4d2b811 Mon Sep 17 00:00:00 2001 From: "Sibaji.Digal" Date: Mon, 13 Sep 2021 10:47:27 +0000 Subject: [PATCH] Edit 'en_tn_08-RUT.tsv' using 'tc-create-app' --- en_tn_08-RUT.tsv | 36 ++++++++++++++++++------------------ 1 file changed, 18 insertions(+), 18 deletions(-) diff --git a/en_tn_08-RUT.tsv b/en_tn_08-RUT.tsv index fc93105..0a9c6b5 100644 --- a/en_tn_08-RUT.tsv +++ b/en_tn_08-RUT.tsv @@ -1,29 +1,29 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote RUT front intro f68r 0 # **ରୂତ ପୁସ୍ତକର ପରିଚୟ**

## **ଭାଗ** 0**1:** **ସାଧାରଣ ପରିଚୟ**

### **ରୂତ ପୁସ୍ତକର ରୂପରେଖା**

1. ନୟମୀଙ୍କ ସହିତ ରୂତ କିପରି ବେଥଲିହିମକୁ ଆସିଲେ (1:1–22)
2. ବୋୟଜ ରୂତଙ୍କୁ ଶସ୍ୟ ସଂଗ୍ରହ କରିବରେ ସାହାଯ୍ୟ କରନ୍ତି (2:1–23) 
3. ଖଳାରେ ବୋୟଜ ଓ ରୂତ (3:1–18)
4. ରୂତ କିପରି ବୋୟଜଙ୍କର ସ୍ତ୍ରୀ ହେଲେ (4:1–16)
5. ବୋୟଜ ଓ ରୂତଙ୍କର ପୁତ୍ର ଓବେଦ୍‍; ଦାଉଦଙ୍କ ବଂଶାବଳୀ (4:13–22)

### **ରୂତ ପୁସ୍ତକ କେଉଁ ବିଷୟକୁ ବର୍ଣ୍ଣନା କରେ?**

ଏହି ପୁସ୍ତକଟି ରୂତ ନାମକ ଜଣେ ଅଣ-ଯୀହୁଦୀ ସ୍ତ୍ରୀଙ୍କ ବିଷୟରେ ଅଟେ। ସେ କିପରି ସଦାପ୍ରଭୁଙ୍କ ଲୋକମାନଙ୍କ ସହିତ ସାମିଲ ହେବାକୁ ଆସିଲେ ସେହି  ବିଷୟରେ ଏହି ପୁସ୍ତକ ବର୍ଣ୍ଣନା କରେ ।  ରୂତ କିପରି ରାଜା ଦାଉଦଙ୍କର ପୂର୍ବଜ ହେଲେ ସେହି ବିଷୟରେ ମଧ୍ୟ ଏହି ପୁସ୍ତକ ବର୍ଣ୍ଣନା କରେ ।

### ଏହି ପୁସ୍ତକର ନାମ କିପରି ଅନୁବାଦ ହେବା ଉଚିତ? 

ପାରମ୍ପାରିକ ଭାବରେ ଏହି ପୁସ୍ତକର ନାମ **ରୂତ** ଅଟେ କାରଣ ରୂତ ଏହି ପୁସ୍ତକରେ ମୁଖ୍ୟ ବ୍ୟକ୍ତି ଅଟନ୍ତି । ଅନୁବାଦକମାନେ ଏହି ପୁସ୍ତକର ନାମକୁ  **ଏହି ପୁସ୍ତକ ରୂତଙ୍କ ବିଷୟରେ** ବୋଲି ଅନୁବାଦ କରିପାରିବେ । ( [[rc://en/ta/man/translate/translate-names]] ଦେଖନ୍ତୁ)

### **ରୂତ ପୁସ୍ତକର ଘଟଣାଗୁଡ଼ିକ କେବେ ଘଟିଥିଲା?**

ରୂତ ପୁସ୍ତକର ଏହି ଘଟଣାଟି ସେହି ସମୟରେ ଘଟିଥିଲା ଯେତେବେଳେ **ବିଚାରକମାନେ** ଇସ୍ରାଏଲରେ ଶାସନ କରୁଥିଲେ । ଇସ୍ରାଏଲର ଲୋକମାନେ କିଣାନ ଦେଶରେ ପ୍ରବେଶ କରିବା ପରେ, କିନ୍ତୁ ସେମାନେ ସେମାନଙ୍କର ରାଜା ବାଛିବା ପୂର୍ବରୁ ଏହି ଘଟଣାଟି ଘଟିଥିଲା। “ବିଚାରକମାନେ” ପୁରୁଷ ଓ ସ୍ତ୍ରୀ ଥିଲେ, କାରଣ ପରମେଶ୍ୱର ଇସ୍ରାଏଲୀୟମାନଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିବାକୁ ସାହାଯ୍ୟ କରିବା ପାଇଁ ସେମାନଙ୍କୁ ମନୋନୀତ କରିଥିଲେ। ସେମାନଙ୍କ ମଧ୍ୟରେ ଉତ୍ପନ ହେଉଥିବା ବିବାଦଗୁଡ଼ିକୁ ଏହି ବିଚାରକମାନେ ସମାଧାନ କରି ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ମଧ୍ୟ ସାହାଯ୍ୟ କରୁଥିଲେ। ଏହି ବିଚାରକମାନଙ୍କ ମଧ୍ୟରୁ ଅଧିକାଂଶ ବିଚାରକମାନେ ଇସ୍ରାଏଲର ସମସ୍ତ ଲୋକଙ୍କର ସେବା କରିଥିଲେ, କିନ୍ତୁ ହୁଏତ ସେମାନଙ୍କ ମଧ୍ୟରୁ କେତେକ କେବଳ, କେତେକ ସମ୍ପ୍ରଦାୟର ଲୋକମାନଙ୍କୁ ସେବା କରିଥିବେ ।

## **ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ**

### **ମୋୟାବ ଦେଶୀୟା ଏକ ସ୍ତ୍ରୀଙ୍କ ବିଷୟରେ** **ଧର୍ମ**ଶାସ୍ତ୍ର କାହିଁକି ଉଲ୍ଲେଖ କରେ?

ଏପରି ଏକ ସମୟ ଥିଲା ଯେତେବେଳେ ଇସ୍ରାଏଲର ଲୋକମାନେ ପ୍ରାୟତଃ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହେଉଥିଲେ, ସେହି ସମୟରେ ମୋୟାବର ଜଣେ ସ୍ତ୍ରୀ ତାଙ୍କ ଉପରେ ଗଭୀର ବିଶ୍ୱାସ କରନ୍ତି । ସଦାପ୍ରଭୁଙ୍କଠାରେ ଇସ୍ରାଏଲୀୟମାନଙ୍କ ଉତ୍‌ଥାନ-ପତନ ବିଶ୍ୱାସ ସହିତ ବିଦେଶରୁ ଆସିଥିବା ଏହି ସ୍ତ୍ରୀଙ୍କ ବିଶ୍ୱାସ ସମ୍ପୂର୍ଣ୍ଣ ବିପରୀତ ଅଟେ ।

### **କେଉଁ ଗୁରୁତ୍ୱପୂର୍ଣ୍ଣ ବିବାହ ପ୍ରଥା ରୂତ ପୁସ୍ତକରେ ଦେଖିବାକୁ  ମିଳେ?**

**ଲିଭରେଟ୍ ବିବାହ** (ପ୍ରାଚୀନ ଏବ୍ରୀୟ ଲୋକ ଏବଂ ଅନ୍ୟଲୋକମାନଙ୍କର ଏକ ପ୍ରଥା, ଯେଉଁ ପ୍ରଥାରେ ଜଣେ ପୁରୁଷ ନିଜ ଭାଇର ବିଧବାଙ୍କୁ ବିବାହ କରିବାକୁ ବାଧ୍ୟ ଥିଲେ) ଏହି ବିବାହ ପ୍ରଥାକୁ ଇସ୍ରାଏଲୀୟମାନେ ଅଭ୍ୟାସ କରୁଥିଲେ ଯାହାକୁ ଲିଭରେଟ୍ ବିବାହ କୁହାଯାଏ । ଏହି ପ୍ରଥା ଅନୁଯାୟୀ, ନିସନ୍ତାନ ହୋଇ ମୃତ୍ୟୁବରଣ କରିଥିବା ସ୍ୱାମୀର ନିକଟତମ ସମ୍ପର୍କୀୟ ପୁରୁଷ ତାଙ୍କ ବିଧବା ସ୍ତ୍ରୀଙ୍କୁ ବିବାହ କରି ତାଙ୍କ ପାଇଁ ଏକ ସନ୍ତାନ ଦେବେ । ସାଧାରଣତଃ ଏହା ମୃତ ବ୍ୟକ୍ତିଙ୍କ ଭାଇମାନଙ୍କ ମଧ୍ୟରୁ ଜଣେ କରିଥାନ୍ତି। ସେମାନଙ୍କଠାରୁ ଜନ୍ମ ନେଇଥିବା ସନ୍ତାନକୁ ମୃତ ବ୍ୟକ୍ତିଙ୍କ ସନ୍ତାନ ଭାବରେ ବିବେଚନା କରାଯାଏ । ମୃତ ବ୍ୟକ୍ତିଙ୍କର ବଂଶକୁ ଆଗକୁ ନେବା  ପାଇଁ ସେମାନେ ଏହି ପ୍ରଥାକୁ ଅଭ୍ୟାସ କରିଥାନ୍ତି। ଯଦି ନିକଟତମ ସମ୍ପର୍କୀୟ ପୁରୁଷ ଜଣକ ସେହି ବିଧବା ସ୍ତ୍ରୀଙ୍କୁ ବିବାହ ନ କରିନ୍ତି, ତେବେ ଅନ୍ୟ ଜଣେ ସମ୍ପର୍କୀୟ ଏହି ଦାୟିତ୍ୱକୁ ପୂରଣ କରିପାରନ୍ତି ।

### ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତିର **ଅର୍ଥ କ’ଣ ଅଟେ?**

ଜଣେ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କୀୟ କିମ୍ବା ସମ୍ପର୍କୀୟମାନେ ତାଙ୍କ ପାଇଁ **ନିକଟ- କୁଟୁମ୍ବ** **ମୁକ୍ତିକର୍ତ୍ତା ଜ୍ଞାତି** ଭାବରେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଥିଲା (2:20 ULT) | ସେମାନେଙ୍କର ଏହି ଦାୟିତ୍ୱ ଥିଲା ଯେ ଆବଶ୍ୟକ ସମୟରେ ସମ୍ପର୍କୀୟମାନଙ୍କର ଆବଶ୍ୟକକୁ ପୂରଣ କରିବା,  **ଲିଭରେଟ୍ ବିବାହର** କର୍ତ୍ତବ୍ୟକୁ ସମ୍ପାଦନ କରିବା ଏବଂ ପରିବାର ବାହାରେ ବିକ୍ରି କରାଯାଇଥିବା କ୍ଷେତ୍ରକୁ ପୁନଃକିଣିବା ଅନିବାର୍ଯ୍ୟ ଥିଲା  । ରୂତ ପୁସ୍ତକରେ ବୋୟଜ ଜଣେ ଏହିପରି ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ ।

### **ରୂତ ପୁସ୍ତକରେ କ’ଣ ସଂଗ୍ରହ କରାଯାଉଥିଲା?**

ଇସ୍ରାଏଲରେ, କ୍ଷେତ୍ରରେ ଅମଳ କରୁଥିବା ବ୍ୟକ୍ତିମାନଙ୍କୁ ଅନୁସରଣ କରିବାକୁ ଗରିବ ଲୋକମାନଙ୍କୁ ଅନୁମତି ଥିଲା । ଯେଉଁ ଶସ୍ୟ କିମ୍ବା ଶସ୍ୟର ଡାଳଗୁଡ଼ିକୁ ଅମଳକାରୀମାନେ ଭୁଲିଯାଆନ୍ତି କିମ୍ବା ତାଙ୍କଠାରୁ ଖସିପଡେ ଏହି **ସଂଗ୍ରହକାରୀମାନେ** ସେଗୁଡ଼ିକୁ ସଂଗ୍ରହ କରନ୍ତି । ଏହିପରି, ଗରିବ ଲୋକମାନେ ନିଜ ପାଇଁ କିଛି ଖାଦ୍ୟ ସଂଗ୍ରହ କରୁଥିଲେ । ବୋୟଜଙ୍କର ଏକ କ୍ଷେତ୍ରରେ ରୂତ ଶସ୍ୟ ସଂଗ୍ରହ  କରିଥିଲେ।

### **ଚୁକ୍ତି ବିଶ୍ୱସ୍ତତା କିମ୍ବା ଚୁକ୍ତିଭିତ୍ତିକ ବିଶ୍ୱସ୍ତତା କ’ଣ ଅଟେ?**

ଗୋଟିଏ ଚୁକ୍ତି ଦୁଇ ପକ୍ଷ ମଧ୍ୟରେ ଏକ ଆନୁଷ୍ଠାନିକ, ବାଧ୍ୟତାମୂଳକ ଚୁକ୍ତି ଅଟେ ଯାହା ଏକ ବା ଉଭୟ ପକ୍ଷ ନିଶ୍ଚିତ ଭାବରେ ପୂରଣ କରିବା ଅନିବାର୍ଯ୍ୟ ଅଟେ । ଚୁକ୍ତି ବିଶ୍ୱସ୍ତତା ବା ଚୁକ୍ତିଭିତ୍ତିକ ବିଶ୍ୱସ୍ତତାର ଅର୍ଥ ଜଣେ ବ୍ୟକ୍ତି ସେ କହିଥିବା କାର୍ଯ୍ୟକୁ କରେ କିମ୍ବା ସେମାନେ କରିଥିବା ଚୁକ୍ତି ଅନୁଯାୟୀ କାର୍ଯ୍ୟ କରନ୍ତି । ଇସ୍ରାଏଲମାନଙ୍କ ସହିତ ଈଶ୍ୱର ଏକ ଚୁକ୍ତି କରିଥିଲେ, ଯେଉଁଥିରେ ସେ ପ୍ରତିଜ୍ଞା କରିଥିଲେ ଯେ ସେ ଇସ୍ରାଏଲୀୟମାନଙ୍କୁ ପ୍ରେମ କରିବେ ଏବଂ ସେମାନଙ୍କ ପ୍ରତି ବିଶ୍ୱସ୍ତ ରହିବେ। ଇସ୍ରାଏଲୀୟମାନେ ମଧ୍ୟ ତାଙ୍କ ପ୍ରତି ଏବଂ ପରସ୍ପର ପ୍ରତି ସେହିପରି କରିବା ଉଚିତ ଥିଲା ।

ରୂତ ପୁସ୍ତକ ଏହା ଦର୍ଶାଏ ଯେ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତିମାନେ ନିଜ ସମ୍ପର୍କୀୟମାନଙ୍କ ପାଇଁ ଯାହା କରନ୍ତି ତାହା ଇସ୍ରାଏଲମାନଙ୍କର ଈଶ୍ୱରଙ୍କ ସହିତ ହୋଇଥିବା ଗୋଟେ ଚୁକ୍ତିର କର୍ତ୍ତବ୍ୟ ଅଟେ। ବୋୟଜ, ରୂତ, ଏବଂ ନୟମୀଙ୍କର କାହାଣୀ ସମଗ୍ର ଇସ୍ରାଏଲକୁ ଚୁକ୍ତି ବିଶ୍ୱସ୍ତତାର ଉତ୍ତମ ଫଳାଫଳର ଉଦାହରଣ ଦିଏ । ([[rc://en/tw/dict/bible/kt/covenantfaith]] ଦେଖନ୍ତୁ)

### **ପ୍ରାଚୀନ ମଧ୍ୟ ପୂର୍ବରେ ନଗରର ଫାଟକଗୁଡ଼ିକର କାର୍ଯ୍ୟ କ’ଣ ଥିଲା?**

ବୋୟଜଙ୍କ ସମୟରେ ନଗରର ଫାଟକଗୁଡ଼ିକ ନଗରର ପ୍ରାଚୀନମାନଙ୍କ ପାଇଁ ସମାବେଶ ସ୍ଥାନ ଥିଲା । ପ୍ରାଚୀନମାନେ ସମ୍ମାନାସ୍ପଦ ଲୋକ ଥିଲେ, ସେଠାରେ ସେମାନେ ବ୍ୟବସାୟ ଏବଂ ଆଇନସମ୍ମତ ବିଷୟଗୁଡ଼ିକ ବିଷୟରେ ଏକତ୍ର ହୋଇ ନିଷ୍ପତ୍ତି ନେଉଥିଲେ । ନଗରର କାନ୍ଥଗୁଡ଼ିକ ବହୁତ ମୋଟା ମୋଟା ଥିଲା, ବିଶେଷ କରି ପ୍ରବେଶ ଦ୍ଵାରଗୁଡ଼ିକ ଏବଂ ଫାଟକଗୁଡ଼ିକ ନିକଟରେ ଏବଂ ଉପରେ ପ୍ରହରୀ ଦୁର୍ଗ ନିର୍ମିତ ଥିଲା । ତେଣୁ ଫାଟକଗୁଡ଼ିକ ସଭା କରିବା ପାଇଁ ଏକ ବଡ଼ ଛାୟା ଯୋଗଉଥିଲା, ଏବଂ ସେଠାରେ ଗୁରୁତ୍ୱପୂର୍ଣ୍ଣ ଲୋକମାନେ ମଧ୍ୟ ବସୁଥିଲେ । ଏହି କାରଣରୁ, ବୋୟଜ ଏବଂ ଅନ୍ୟ ପ୍ରାଚୀନମାନେ ଫାଟକ ନିକଟରେ ବସିଥିଲେ। 

ବୋୟଜ ନଗରର ଫାଟକ ନିକଟ**ରେ** ବସିଥିବା ବିଷୟରେ କେତେକ ଇଂରାଜୀ ବାଇବେଲ ଉଲ୍ଲେଖ କରେ, କିନ୍ତୁ ଅନୁବାଦକଗଣ ବୋୟଜ ଫାଟକ**ରେ** ବସିଥିଲେ ବୋଲି ସ୍ପଷ୍ଟଭାବେ ଅନୁବାଦ କରିବା ଉଚିତ ।

## ଭାଗ 3: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

#### ରୂତ ପୁସ୍ତକ କିପରି ଗୋଟିଏ ପ୍ରସଙ୍ଗରୁ ଅନ୍ୟ ପ୍ରସଙ୍ଗକୁ ପରିବର୍ତ୍ତନ ହୁଏ?

ରୂତ ପୁସ୍ତକ ପ୍ରାୟତଃ ନୂତନ ବିଷୟ କିମ୍ବା କାହାଣୀର ନୂତନ ଅଂଶକୁ ପରିବର୍ତ୍ତନ ହୁଏ  । ଏହି ପରିବର୍ତ୍ତନଗୁଡ଼ିକୁ ସୂଚାଇବା ପାଇଁ ULT ବିଭିନ୍ନ ଶବ୍ଦ ଯେପରିକି **ତେଣୁ,** **ତାପରେ**, ଏବଂ **ବର୍ତ୍ତମାନ** ବ୍ୟବହାର କରେ । ଏହି ପରିବର୍ତ୍ତନଗୁଡ଼ିକୁ ସୂଚାଇବା ପାଇଁ ଅନୁବାଦକମାନେ ନିଜ ନିଜ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟ ବ୍ୟବହାର କରିବା ଉଚିତ  । RUT 1 intro irf4 0 # **ରୂତ** 01 **ସାଧାରଣ ବିବରଣୀ**

## **ଗଠନ ଏବଂ ଆକାର**

### ବିଚାରକଗଣ ଶାସନ କରୁଥିବା ସମୟରେ ଏହା ଘଟିଥିଲା

ଏହି ପୁସ୍ତକର ଘଟଣାଗୁଡ଼ିକ ବିଚାରକଗଣମାନଙ୍କ ସମୟରେ ଘଟିଥିଲା। ଏହି ପୁସ୍ତକ ବିଚାରକଗଣମାନଙ୍କ ବିବରଣୀ ସହିତ ଏକ ଦିଗାଭିମୁଖୀ ଅଟେ । ଏହି ପୁସ୍ତକର ଐତିହାସିକ ପ୍ରସଙ୍ଗ ବୁଝିବାକୁ, ଅନୁବାଦକଗଣ ବିଚାରକଗଣମାନଙ୍କ ବିବରଣୀକୁ ପୁନଃପରୀକ୍ଷା କରିବା ଉଚିତ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ସ୍ୱାମୀ କିମ୍ବା ସନ୍ତାନବିହିନ ସ୍ତ୍ରୀ

ପ୍ରାଚୀନ ମଧ୍ୟ ପୂର୍ବରେ, ଯଦି ଜଣେ ସ୍ତ୍ରୀଙ୍କର ସ୍ୱାମୀ କିମ୍ବା ପୁତ୍ର ନଥାଏ, ତେବେ ସେ ଏକ ଦାରୁଣ ପରିସ୍ଥିତିରେ ଅଛି ବୋଲି ବିବେଚିତ ହେଉଥିଲେ । ସେ ନିଜ ପାଇଁ ସ୍ୱାମୀ କିମ୍ବା ପୁତ୍ର ଯୋଗାଇବାରେ ସକ୍ଷମ ହୋଇନଥାନ୍ତେ । ଏହି କାରଣରୁ ନୟମୀ ତାଙ୍କ ପୁତ୍ରବଧୂମାନଙ୍କୁ ପୁନର୍ବାର ବିବାହ କରିବାକୁ କହିଥିଲେ।

## **ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ**

### ବିପରୀତ

ମୋୟାବୀୟ ରୂତଙ୍କର କାର୍ଯ୍ୟ ଯିହୁଦୀ ନୟମୀଙ୍କ କାର୍ଯ୍ୟର ବିପରୀତ ଅଟେ । ନୟମୀଙ୍କ ଈଶ୍ଵରଙ୍କ ଉପରେ ରୂତ ବିଶ୍ଵାସ କରୁଥିବାବେଳେ ନୟମୀ ସଦାପ୍ରଭୁଙ୍କ ଉପରେ ଭରସା କରନ୍ତି ନାହିଁ । [[rc://en/tw/dict/bible/kt/faith]] and [[rc://en/tw/dict/bible/kt/trust]]ଦେଖନ୍ତୁ) -RUT 1 1 sb2j writing-newevent וַ⁠יְהִ֗י 1 Now it happened that ଏହା ଥିଲା କିମ୍ବା ଏହିପରି ଘଟିଥିଲା।ଏକ ଐତିହାସିକ କାହାଣୀ ଆରମ୍ଭ କରିବାର ଏହା ଏକ ସାଧାରଣ ଉପାୟ ଅଟେ।                 [[rc://en/ta/man/translate/writingnewevent]])ଦେଖନ୍ତୁ -RUT 1 1 m9nl grammar-connect-time-simultaneous בִּ⁠ימֵי֙ שְׁפֹ֣ט הַ⁠שֹּׁפְטִ֔ים 1 in the days of the ruling of the judges **ବିଚାରପତିମାନେ ଇସ୍ରାଏଲରେ ଶାସନ କରୁଥିବା ସମୟରେ**[[rc://en/ta/man/translate/grammar-connect-time-simultaneous]])ଦେଖନ୍ତୁ -RUT 1 1 nm13 figs-explicit בָּ⁠אָ֑רֶץ 1 in the land ଏହା ଇସ୍ରାଏଲ ଦେଶକୁ ସୂଚାଏ।ବିକଳ୍ପିକ ଅନୁବାଦ: “ଇସ୍ରାଏଲ ଦେଶରେ”[[rc://en/ta/man/translate/figs-explicit]])ଦେଖନ୍ତୁ -RUT 1 1 mmb4 writing-participants אִ֜ישׁ 1 a certain man ଜଣେ ଲୋକ। ଗୋଟିଏ କାହାଣୀ ମଧ୍ୟରେ ଏକ ଚରିତ୍ରକୁ ପରିଚିତ କରିବାର ଏହା ଏକ ସାଧାରଣ ଉପାୟ ଅଟେ।[[rc://en/ta/man/translate/writingparticipants]])ଦେଖନ୍ତୁ +RUT 1 1 sb2j writing-newevent וַ⁠יְהִ֗י 1 Now it happened that **ଏହା ଥିଲା** କିମ୍ବା **ଏହିପରି ଘଟିଥିଲା** । ଏକ ଐତିହାସିକ କାହାଣୀ ଆରମ୍ଭ କରିବାର ଏହା ଏକ ସାଧାରଣ ଉପାୟ ଅଟେ।                 [[rc://en/ta/man/translate/writingnewevent]]ଦେଖନ୍ତୁ) +RUT 1 1 m9nl grammar-connect-time-simultaneous בִּ⁠ימֵי֙ שְׁפֹ֣ט הַ⁠שֹּׁפְטִ֔ים 1 in the days of the ruling of the judges **ବିଚାରକଗଣ ଇସ୍ରାଏଲରେ ଶାସନ କରୁଥିବା ସମୟରେ** [[rc://en/ta/man/translate/grammar-connect-time-simultaneous]]ଦେଖନ୍ତୁ) +RUT 1 1 nm13 figs-explicit בָּ⁠אָ֑רֶץ 1 in the land ଏହା ଇସ୍ରାଏଲ ଦେଶକୁ ସୂଚାଏ। ବିକଳ୍ପ ଅନୁବାଦ: “ଇସ୍ରାଏଲ ଦେଶରେ” [[rc://en/ta/man/translate/figs-explicit]]ଦେଖନ୍ତୁ) +RUT 1 1 mmb4 writing-participants אִ֜ישׁ 1 a certain man **ଜଣେ ଲୋକ** । ଗୋଟିଏ କାହାଣୀରେ ଏକ ଚରିତ୍ରକୁ ପରିଚିତ କରିବାର ଏହା ଏକ ସାଧାରଣ ଉପାୟ ଅଟେ ।[[rc://en/ta/man/translate/writingparticipants]] ଦେଖନ୍ତୁ) RUT 1 2 e53a אֶפְרָתִ֔ים מִ⁠בֵּ֥ית לֶ֖חֶם יְהוּדָ֑ה 1 who were Ephrathites from Bethlehem of Judah **ଇଫ୍ରାଥୀୟ** ନାମ ବେଥଲିହିମର ଆଖପାଖ ସ୍ଥାନରେ ବାସ କରୁଥିବା ଇଫ୍ରାଥୀୟ ବଂଶର ଲୋକମାନଙ୍କୁ ସୂଚାଏ। ବିକଳ୍ପ ଅନୁବାଦ: “ଇଫ୍ରାଥୀୟ ବଂଶରୁ, ବେଥଲିହିମ-ଯିହୁଦାରୁ।” -RUT 1 3 rxb1 הִ֖יא וּ⁠שְׁנֵ֥י בָנֶֽי⁠הָ׃ 1 she was left, her and her two sons **​ନୟମୀଙ୍କଠାରେ ତାହାର କେବଳ ଦୁଇ ପୁତ୍ର ଅବଶିଷ୍ଟ ରହିଲେ** -RUT 1 4 pk7g figs-idiom וַ⁠יִּשְׂא֣וּ לָ⁠הֶ֗ם נָשִׁים֙ 1 they took wives for themselves ବିବାହିତ ସ୍ତ୍ରୀମାନେ। ସ୍ତ୍ରୀମାନଙ୍କୁ ବିବାହ କରିବା ପାଇଁ ଏହା ଏକ ରୂଢ଼ି ଅଟେ।ସେମାନେ ପୂର୍ବରୁ ବିବାହିତ ସ୍ତ୍ରୀମାନଙ୍କୁ ନେଇ ନଥିଲେ।[[rc://en/ta/man/translate/figs-idiom]])ଦେଖନ୍ତୁ -RUT 1 4 k7y9 מֹֽאֲבִיּ֔וֹת 1 from the women of Moab ନୟମୀର ପୁତ୍ରମାନେ ମୋୟାବ ବଂଶର  ସ୍ତ୍ରୀମାନଙ୍କ ମଧ୍ୟରୁ ବିବାହ କଲେ । ମୋୟାବ ଲୋକେ ଅନ୍ୟ ଦେବତାମାନଙ୍କୁ ପୂଜା କରୁଥିଲେ। +RUT 1 3 rxb1 הִ֖יא וּ⁠שְׁנֵ֥י בָנֶֽי⁠הָ׃ 1 she was left, her and her two sons **​ନୟମୀଙ୍କଠାରେ ତାହାଙ୍କର କେବଳ ଦୁଇ ପୁତ୍ର ଅବଶିଷ୍ଟ ରହିଲେ** +RUT 1 4 pk7g figs-idiom וַ⁠יִּשְׂא֣וּ לָ⁠הֶ֗ם נָשִׁים֙ 1 they took wives for themselves **ବିବାହିତ ସ୍ତ୍ରୀମାନେ**। ସ୍ତ୍ରୀମାନଙ୍କୁ ବିବାହ କରିବା ପାଇଁ ଏହା ଏକ ରୂଢ଼ି ଅଟେ। ସେମାନେ ପୂର୍ବରୁ ବିବାହିତ ସ୍ତ୍ରୀମାନଙ୍କୁ ବିବାହ କରି ନ ଥିଲେ।[[rc://en/ta/man/translate/figs-idiom]]ଦେଖନ୍ତୁ) +RUT 1 4 k7y9 מֹֽאֲבִיּ֔וֹת 1 from the women of Moab ନୟମୀଙ୍କର ପୁତ୍ରମାନେ ମୋୟାବ ବଂଶର  ସ୍ତ୍ରୀମାନଙ୍କ ମଧ୍ୟରୁ ବିବାହ କଲେ । ମୋୟାବ ଲୋକେ ଅନ୍ୟ ଦେବତାମାନଙ୍କୁ ପୂଜା କରୁଥିଲେ। RUT 1 4 aee6 שֵׁ֤ם הָֽ⁠אַחַת֙…וְ⁠שֵׁ֥ם הַ⁠שֵּׁנִ֖י 1 the name of the first woman was … and the name of the second woman was **ଜଣକର ସ୍ତ୍ରୀର ନାମ ଥିଲା…., ଅନ୍ୟ ସ୍ତ୍ରୀ ଜଣର ନାମ ଥିଲା** RUT 1 4 rt4c כְּ⁠עֶ֥שֶׂר שָׁנִֽים 1 for about ten years ଏଲିମେଲକ ଏବଂ ନୟମୀ ମୋୟାବ ଦେଶକୁ ଆସି ସେଠାରେ ପ୍ରାୟ ଦଶ ବର୍ଷ ଯାଏ ବାସ କଲା ପରେ ସେମାନଙ୍କର ଦୁଇ ପୁତ୍ର ମହଲୋନ ଓ କିଲୀୟୋନର ମୃତ୍ୟୁ ହେଲା । -RUT 1 5 dbr3 וַ⁠תִּשָּׁאֵר֙ הָֽ⁠אִשָּׁ֔ה מִ⁠שְּׁנֵ֥י יְלָדֶ֖י⁠הָ וּ⁠מֵ⁠אִישָֽׁ⁠הּ 1 the woman was left without her two children or her husband ଦୁଇ ପୁତ୍ର ଜଣଙ୍କର ମୃତ୍ୟୁ ହୁଅନ୍ତେ, ସେ ସ୍ତ୍ରୀ, ନୟମୀ ସ୍ୱାମୀବିହୀନା ହୋଇ ରହିଲେ। -RUT 1 6 u9q2 וְ⁠כַלֹּתֶ֔י⁠הָ 1 her daughters-in-law ନୟମୀଙ୍କର ଦୁଇ ପୁତ୍ରଙ୍କୁ ବିବାହ କରିଥିବା ସ୍ତ୍ରୀମାନେ -RUT 1 6 sa4z figs-explicit שָֽׁמְעָה֙ בִּ⁠שְׂדֵ֣ה מוֹאָ֔ב 1 she had heard in a field of Moab **ସେ ମୋୟାବ ଦେଶରେ ଥାଇ ଶୁଣିଥିଲେ**। ଏହି ଖବର ଇସ୍ରାଏଲରୁ ଆସିଛି ବୋଲି ଏଠାରେ ନିହିତ ଅଟେ।ବିକଳ୍ପି ଅନୁବାଦ: “ସେ ମୋୟାବ ଦେଶରେ ଥିବା ସମୟରେ ଇସ୍ରାଏଲରୁ ଆସିଥିବା ଏକ ବ୍ୟକ୍ତିଙ୍କଠାରୁ ଶୁଣିଥିଲେ” [[rc://en/ta/man/translate/figs-explicit]]) ଦେଖନ୍ତୁ -RUT 1 6 ser2 יְהוָה֙ 1 Yahweh ଏହା ଈଶ୍ଵରଙ୍କ ନାମ ଅଟେ ଯାହା ସେ ନିଜ ଲୋକଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ । +RUT 1 5 dbr3 וַ⁠תִּשָּׁאֵר֙ הָֽ⁠אִשָּׁ֔ה מִ⁠שְּׁנֵ֥י יְלָדֶ֖י⁠הָ וּ⁠מֵ⁠אִישָֽׁ⁠הּ 1 the woman was left without her two children or her husband ନୟମୀ ସ୍ୱାମୀବିହୀନା ହୋଇଥିଲେ ଏବଂ ତାଙ୍କର ଦୁଇ ପୁତ୍ରର  ମୃତ୍ୟୁ ହେଲା। +RUT 1 6 u9q2 וְ⁠כַלֹּתֶ֔י⁠הָ 1 her daughters-in-law ନୟମୀଙ୍କର ଦୁଇ ପୁତ୍ରମାନଙ୍କୁ ବିବାହ କରିଥିବା ସ୍ତ୍ରୀମାନେ +RUT 1 6 sa4z figs-explicit שָֽׁמְעָה֙ בִּ⁠שְׂדֵ֣ה מוֹאָ֔ב 1 she had heard in a field of Moab **ସେ ମୋୟାବ ଦେଶରେ ଥାଇ ଶୁଣିଥିଲେ**। ଏହି ଖବର ଇସ୍ରାଏଲରୁ ଆସିଛି ବୋଲି ଏଠାରେ ନିହିତ ଅଟେ। ବିକଳ୍ପି ଅନୁବାଦ: “ସେ ମୋୟାବ ଦେଶରେ ଥିବା ସମୟରେ ଇସ୍ରାଏଲରୁ ଆସିଥିବା ଏକ ବ୍ୟକ୍ତିଙ୍କଠାରୁ ଶୁଣିଥିଲେ” [[rc://en/ta/man/translate/figs-explicit]]ଦେଖନ୍ତୁ) +RUT 1 6 ser2 יְהוָה֙ 1 Yahweh ଏହା ଈଶ୍ଵରଙ୍କ ନାମ ଅଟେ ଯାହା ସେ ନିଜ ଲୋକମାନଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ । RUT 1 6 v86z פָקַ֤ד…אֶת־עַמּ֔⁠וֹ 1 had visited his people ଈଶ୍ଵର ସେମାନଙ୍କର ଆବଶ୍ୟକତା ଦେଖିଲେ ଏବଂ ସେମାନଙ୍କ ପାଇଁ ଉତ୍ତମ ଅମଳ ପ୍ରଦାନ କଲେ । ବିକଳ୍ପ ଅନୁବାଦ: “ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କରିଥିଲେ” -RUT 1 6 ab01 figs-idiom לָ⁠תֵ֥ת לָ⁠הֶ֖ם לָֽחֶם׃ 1 giving them bread ଏଠାରେ **ରୁଟି** ସାଧାରଣତଃ ଖାଦ୍ୟକୁ ବୁଝାଏ। ବିକଳ୍ପ ଅନୁବାଦ: “ସେମାନଙ୍କୁ ପ୍ରଚୁର ଫସଲ ଦେଲେ,ଫଳରେ ସେମାନଙ୍କର  ପ୍ରଚୁର ଖାଦ୍ୟ ହେଲା।” [[rc://en/ta/man/translate/figs-synecdoche]])ଦେଖନ୍ତୁ -RUT 1 7 w7ti figs-idiom וַ⁠תֵּלַ֣כְנָה בַ⁠דֶּ֔רֶךְ 1 and they traveled down the road **ଏଣୁ ସେମାନେ** **ପଥରେ ଗମନକଲେ** ଏକ ରାସ୍ତାରେ ଯିବା ଅର୍ଥ ପାଦରେ ଏହି ରାସ୍ତାରେ ଯାତ୍ରା କରିବା । +RUT 1 6 ab01 figs-idiom לָ⁠תֵ֥ת לָ⁠הֶ֖ם לָֽחֶם׃ 1 giving them bread ଏଠାରେ **ରୁଟି** ସାଧାରଣ ଖାଦ୍ୟକୁ ବୁଝାଏ। ବିକଳ୍ପ ଅନୁବାଦ: “ସେମାନଙ୍କୁ ପ୍ରଚୁର ଫସଲ ଦେଲେ, ଫଳରେ ସେମାନଙ୍କର ପ୍ରଚୁର ଖାଦ୍ୟ ହେଲା।” [[rc://en/ta/man/translate/figs-synecdoche]]ଦେଖନ୍ତୁ) +RUT 1 7 w7ti figs-idiom וַ⁠תֵּלַ֣כְנָה בַ⁠דֶּ֔רֶךְ 1 and they traveled down the road **ଏଣୁ ସେମାନେ** **ପଥରେ ଗମନକଲେ** । ଏକ ରାସ୍ତାରେ ଯିବା ଅର୍ଥ ପାଦରେ ଏହି ରାସ୍ତାରେ ଯାତ୍ରା କରିବା ଅଟେ । RUT 1 8 fu39 לִ⁠שְׁתֵּ֣י כַלֹּתֶ֔י⁠הָ 1 her two daughters-in-law **ନିଜ ଦୁଇ ପୁତ୍ରବଧୂ କିମ୍ବା ତାର ଦୁଇ ପୁତ୍ରର ବିଧବାମାନେ** -RUT 1 8 lxs2 figs-you אִשָּׁ֖ה 1 each woman ନୟମୀ ଦୁଇ ଲୋକଙ୍କ ସହ ବର୍ତ୍ତାଳାପ କରୁଥିଲେ, ତେଣୁ ଯେଉଁ ଭାଷାଗୁଡ଼ିକରେ **ତୁମ** ଶବ୍ଦ ପାଇଁ ଦ୍ୱିବଚନ ଅଛି, ତେବେ ତାଙ୍କ ବର୍ତ୍ତାଳାପରେ ସେହି ଶବ୍ଦକୁ ସମ୍ପୂର୍ଣ୍ଣଭାବରେ ବ୍ୟବହାର କରନ୍ତୁ। [[rc://en/ta/man/translate/figs-you]])ଦେଖନ୍ତୁ -RUT 1 8 hsf7 לְ⁠בֵ֣ית אִמָּ֑⁠הּ 1 to the house of her mother **ତୁମ୍ଭେମାନେ ନିଜ ନିଜର ମାତା ନିକଟକୁ** -RUT 1 8 i262 חֶ֔סֶד 1 covenant faithfulness **ଚୁକ୍ତି ବିଶ୍ଵସ୍ତତା**ର ଅର୍ଥ ଯେବେ ଜଣେ ବ୍ୟକ୍ତି ତାଙ୍କର ଅନ୍ୟ ସମସ୍ତ ଦାୟିତ୍ଵ ଏବଂ ଅନ୍ୟ ଜଣଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତାକୁ ପୂରଣ କରେ । ଆଲୋଚନାରେ ଆଲୋଚନା ଦେଖନ୍ତୁ । -RUT 1 8 g4r8 figs-idiom עִם־הַ⁠מֵּתִ֖ים 1 with the dead **ମରିଥିବା ତୁମ୍ଭର ସ୍ୱାମୀମାନଙ୍କୁ**। ନୟମୀ ମରିଥିବା ତାଙ୍କର ଦୁଇ ପୁତ୍ରମାନଙ୍କୁ ସୂଚାଉ ଥିଲେ। [[rc://en/ta/man/translate/figs-idiom]])ଦେଖନ୍ତୁ -RUT 1 8 acb4 figs-nominaladj הַ⁠מֵּתִ֖ים 1 the dead **ମରିଥିବା ତୁମ୍ଭର ସ୍ୱାମୀମାନେ** [[rc://en/ta/man/translate/figs-nominaladj]])ଦେଖନ୍ତୁ +RUT 1 8 lxs2 figs-you אִשָּׁ֖ה 1 each woman ନୟମୀ ଦୁଇ ଲୋକମାନଙ୍କ ସହ ବାର୍ତ୍ତାଳାପ କରୁଥିଲେ, ତେଣୁ ଯେଉଁ ଭାଷାଗୁଡ଼ିକରେ **ତୁମ** ଶବ୍ଦ ପାଇଁ ଦ୍ୱିବଚନ ଶବ୍ଦ ଅଛି, ତେବେ ତାଙ୍କ ସମ୍ପୂର୍ଣ୍ଣ ବାର୍ତ୍ତାଳାପରେ ସେହି ଶବ୍ଦକୁ ବ୍ୟବହାର କରନ୍ତୁ। [[rc://en/ta/man/translate/figs-you]]ଦେଖନ୍ତୁ) +RUT 1 8 hsf7 לְ⁠בֵ֣ית אִמָּ֑⁠הּ 1 to the house of her mother **ତୁମ୍ଭେମାନେ ନିଜ ନିଜର ମାତାର ଗୃହକୁ** +RUT 1 8 i262 חֶ֔סֶד 1 covenant faithfulness **ଚୁକ୍ତି ବିଶ୍ଵସ୍ତତା**ର ଅର୍ଥ ଜଣେ ବ୍ୟକ୍ତି ତାଙ୍କର ଅନ୍ୟ ସମସ୍ତ ଦାୟିତ୍ଵ ଏବଂ ଅନ୍ୟ ଜଣଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତାକୁ ପୂରଣ କରନ୍ତି । ପରିଚୟରେ ଆଲୋଚନା ଦେଖନ୍ତୁ । +RUT 1 8 g4r8 figs-idiom עִם־הַ⁠מֵּתִ֖ים 1 with the dead **ମରିଥିବା ତୁମ୍ଭର ସ୍ୱାମୀମାନଙ୍କୁ**। ନୟମୀ ମରିଥିବା ତାଙ୍କର ଦୁଇ ପୁତ୍ରମାନଙ୍କୁ ସୂଚାଉ ଥିଲେ। [[rc://en/ta/man/translate/figs-idiom]]ଦେଖନ୍ତୁ) +RUT 1 8 acb4 figs-nominaladj הַ⁠מֵּתִ֖ים 1 the dead **ମରିଥିବା ତୁମ୍ଭର ସ୍ୱାମୀମାନେ** [[rc://en/ta/man/translate/figs-nominaladj]]ଦେଖନ୍ତୁ) RUT 1 9 pm6y יִתֵּ֤ן יְהוָה֙ לָ⁠כֶ֔ם וּ⁠מְצֶ֣אןָ 1 May Yahweh grant to you that you shall find **ସଦାପ୍ରଭୁ ତୁମ୍ଭକୁ ଦିଅନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭକୁ ପାଇନକୁ ଅନୁମତି ଦିଅନ୍ତୁ।** RUT 1 9 c74v figs-metaphor וּ⁠מְצֶ֣אןָ מְנוּחָ֔ה 1 that you shall find rest ଏଠାରେ **ବିଶ୍ରାମ** ବସିବାକୁ ସୂଚାଏ ନାହିଁ **।** ଏହାର ଅର୍ଥ ଏକ ସ୍ଥାନ ଅଟେ ଯେଉଁଠାରେ ଏହି ସ୍ତ୍ରୀମାନେ ସମ୍ପୃକ୍ତ ହେବେ ଅର୍ଥାତ ସେମାନଙ୍କ ପାଇଁ ଏକ ଗୃହ ଯାହା ବିବାହ ମାଧ୍ୟମରେ ସେମାନଙ୍କର ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବ **। (**\[rc://en/ta/man/translate/figs-metaphor\]ଦେଖନ୍ତୁ) RUT 1 9 v2vx figs-metonymy בֵּ֣ית אִישָׁ֑⁠הּ 1 in the house of her husband ଏହାର ଅର୍ଥ ତାଙ୍କର ନୂତନ ସ୍ୱାମୀଙ୍କ ସହିତ, ସେମାନଙ୍କର ପୂର୍ବ ସ୍ୱାମୀଙ୍କ ସହିତ ନୁହେଁ ଯେଉଁମାନେ ମରିଛନ୍ତି କିମ୍ବା ଅନ୍ୟସ୍ତ୍ରୀର ସ୍ୱାମୀଙ୍କ ସହିତ ନୁହେଁ । *ଗୃହ* ଉଭୟ ଶାରୀରିକ **ଗୃହକୁ** ସୂଚାଏ ଯାହା ସ୍ୱାମୀଙ୍କର ଅଟେ, ଏବଂ ସ୍ୱାମୀ ପ୍ରଦାନ କରୁଥିବା ଲଜ୍ଜା ଏବଂ ଦାରିଦ୍ର୍ୟରୁ ସୁରକ୍ଷାକୁ ସୂଚାଏ । (ଦେଖନ୍ତୁ: ଲକ୍ଷଣାତ୍ମକ ଅଳଙ୍କାର [[rc://en/ta/man/translate/figs-metonymy]])