From 0ffbc8c2027c1eba2443cbe5e16ba09babfd3336 Mon Sep 17 00:00:00 2001 From: Gayatri-Digal Date: Tue, 5 Apr 2022 09:44:24 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_62-2PE.tsv b/en_tn_62-2PE.tsv index d640334..bb15f36 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -106,7 +106,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 15 ky5q figs-metaphor εὐθεῖαν ὁδὸν 1 the right way ଏଠାରେ, **ସତ୍ୟ ମାର୍ଗ** ଜୀବନ ଧାରଣକୁ ବୁଝାଏ  ଯାହା ପ୍ରଭୁଙ୍କ ଦୃଷ୍ଟିରେ ସଠିକ ଏବଂ ତାହାଙ୍କୁ ପ୍ରସନ୍ନ କରେ । [୨:୨] (../୦୨ / ୦୨.md) ରେ “ସତ୍ୟ ମାର୍ଗ” ର ବ୍ୟବହାର ପରି ପିତର ମଧ୍ୟ ଖ୍ରୀଷ୍ଟିୟାନ ବିଶ୍ଵାସକୁ ନିର୍ଦ୍ଦିଷ୍ଟ ଭାବରେ ସୂଚାଇବା ପାଇଁ ଏଠାରେ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ସତ୍ୟ ମାର୍ଗ” (ଦେଖନ୍ତୁ:
[[rc://en/ta/man/translate/figs-idiom]]) 2PE 2 16 z37w figs-abstractnouns ἔλεγξιν ... ἔσχεν 1 he obtained a rebuke ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଗୁଣବାଚକ  ବିଶେଷ୍ୟ **ଭର୍ତ୍ସନା** କୁ ଏକ କ୍ରିୟା ଭାବରେ ପ୍ରକାଶ କରିପାରିବେ ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତାକୁ ଭର୍ତ୍ସନା କଲେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) 2PE 2 16 g9dr ὑποζύγιον ἄφωνον ἐν ἀνθρώπου φωνῇ φθεγξάμενον 1 a mute donkey speaking in a human voice -2PE 2 16 tf38 figs-metonymy ἐκώλυσεν τὴν τοῦ προφήτου παραφρονίαν 1 stopped the prophet's insanity ଏଠାରେ
, **
ଭବିଷ୍ୟ‌ଦ୍‌ବକ୍ତା ** ବିଲୀୟାମକୁ ବୁଝାଏ  


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ
,
ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ବିଲୀୟାମ ଭବିଷ୍ୟ‌ଦ୍‌ବକ୍ତାର ପାଗଳାମି ଉପରେ
ପ୍ରତିବନ୍ଧକ ଲଗାଇଲେ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) +2PE 2 16 tf38 figs-metonymy ἐκώλυσεν τὴν τοῦ προφήτου παραφρονίαν 1 stopped the prophet's insanity ଏଠାରେ, ** ଭବିଷ୍ୟ‌ଦ୍‌ବକ୍ତା ** ବିଲୀୟାମକୁ ବୁଝାଏ  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ବିଲୀୟାମ ଭବିଷ୍ୟ‌ଦ୍‌ବକ୍ତାର ପାଗଳାମି ଉପରେ ପ୍ରତିବନ୍ଧକ ଲଗାଇଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]]) 2PE 2 17 t137 figs-metaphor οὗτοί εἰσιν πηγαὶ ἄνυδροι 1 These men are springs without water ପିତର ଭଣ୍ଡ ଶିକ୍ଷକମାନଙ୍କର ଅସାରତାକୁ
ବର୍ଣ୍ଣନା କରିବାକୁ ସେମାନଙ୍କ ବିଷୟରେ ସାଙ୍କେତିକ ଭାବରେ କୁହନ୍ତି


ଲୋକମାନେ ଆଶା କରନ୍ତି ଯେ **ନିର୍ଝର** ଶୋଷ ମେଣ୍ଟାଇବା ପାଇଁ
ଜଳ ଯୋଗାଇଥାଏ
,
କିନ୍ତୁ **ଜଳହୀନ ନିର୍ଝର** ଶୋଷିଲା ଲୋକମାନଙ୍କୁ ନିରାଶ କରେ



ଠିକ ସେହିପରି ଭାବରେ
,
ଭଣ୍ଡ ଶିକ୍ଷକମାନେ
,

ଯଦିଓ ସେମାନେ ଅନେକ ବିଷୟ ପ୍ରତିଜ୍ଞା କରନ୍ତି
,
ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ
କିମ୍ବା ରୂପକକୁ ଏକ ସଙ୍କେତରେ ପରିଣତ କରିପାରିବେ


ବିକଳ୍ପ ଅନୁବାଦ: “ଏହି ଲୋକମାନେ ନିରାଶାଜନକ
,
ଜଳବିହୀନ ସ୍ରୋତ ପରି” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) 2PE 2 17 hzu1 figs-metaphor ὁμίχλαι ὑπὸ λαίλαπος ἐλαυνόμεναι 1 mists driven by a storm ଭଣ୍ଡ ଶିକ୍ଷକମାନଙ୍କ ଅସାରତା
ବିଷୟରେ ପିତର ଦ୍ୱିତୀୟ ସାଙ୍କେତିକ ବର୍ଣ୍ଣନା ଦିଅନ୍ତି


ଯେତେବେଳେ ଲୋକମାନେ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ଦେଖନ୍ତି
,
ସେମାନେ ବର୍ଷା ହେବାର ଆଶା କରନ୍ତି


ଯେତେବେଳେ **ପ୍ରଚଣ୍ଡ** ରୁ ପବନ ବର୍ଷା ହେବା ପୂର୍ବରୁ ମେଘକୁ
ଉଡ଼ାଏ
,
ଲୋକମାନେ ନିରାଶ ହୁଅନ୍ତି


ଠିକ୍ ସେହିପରି ଭାବରେ
,
ଭଣ୍ଡ ଶିକ୍ଷକମାନେ
,
ଯଦିଓ ସେମାନେ ଅନେକ ବିଷୟର ପ୍ରତିଜ୍ଞା କରନ୍ତି
,
ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି


ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ
,
କିମ୍ବା ରୂପକକୁ ଏକ ସଙ୍କେତରେ ପରିଣତ କରିପାରିବେ


ବିକଳ୍ପ ଅନୁବାଦ: “ସେମାନେ ଯାହା ପ୍ରତିଜ୍ଞା କରନ୍ତି ତାହା ଦିଅନ୍ତି
ନାହିଁ” କିମ୍ବା “ବର୍ଷା ମେଘ ପରି ସେମାନେ ନିରାଶ ହୁଅନ୍ତି ଯାହା ବାୟୁ ଦୂର କରେ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) 2PE 2 17 xe3y figs-activepassive οἷς ὁ ζόφος τοῦ σκότους τετήρηται 1 The gloom of thick darkness is reserved for them ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ
,
ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ଯାହାଙ୍କ ପାଇଁ ଈଶ୍ଵର ଘୋର ଅନ୍ଧକାରକୁ ସଂରକ୍ଷିତ
କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-activepassive]])