Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 11:06:05 +00:00
parent 05932e087d
commit 0e165ca959
1 changed files with 1 additions and 1 deletions

View File

@ -59,7 +59,7 @@ JUD 1 20 xm93 ὑμεῖς δέ, ἀγαπητοί 1 But you, beloved ଏଠା
JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ ଉପରେ ଅଧିକ ବିଶ୍ଵାସ କରିବାକୁ ସମର୍ଥ ହେବାକୁ ବୁଝାଏ ଯେପରି ଏହା ଏକ କୋଠା ନିର୍ମାଣର ପ୍ରକ୍ରିୟା ପରି ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ନିଜକୁ ଈଶ୍ଵରଙ୍କ ଉପରେ ବିଶ୍ଵାସ ସ୍ଥିର କରିବାକୁ” କିମ୍ବା “ଏକ କୋଠା ନିର୍ମାଣ କରିବା ପରି ନିଜକୁ ବିଶ୍ୱାସରେ ସ୍ଥାପନ କରିବା’” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ **ପ୍ରେମ ପାଇବାକୁ** ସକ୍ଷମ ହେବା ପରି କହନ୍ତି ଯେପରି ଜଣେ ନିଜକୁ ଏକ ନିର୍ଦ୍ଦିଷ୍ଟ<br>ସ୍ଥାନରେ ରଖି ଏହାକୁ ପ୍ରାପ୍ତ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଗ୍ରହଣ କରିବାକୁ ନିଜକୁ ସକ୍ଷମ କର” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 21 s6w6 προσδεχόμενοι 1 wait for ଏହି ବାକ୍ୟାଂଶଟି ଏହାର ପୂର୍ବବର୍ତ୍ତୀ ବାକ୍ୟାଂଶ ସହ ଉଲ୍ଲେଖିତ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁଙ୍କ ଦୟାକୁ ଅପେକ୍ଷା କରି” କିମ୍ବା “ଆମ୍ଭମାନଙ୍କ ପ୍ରଭୁଙ୍କ ଦୟା ଆଶା କରିବା ସମୟରେ”
JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]])
JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ, **ଦୟା** ଶବ୍ଦ ବୁଝାଇପାରେ: ଯେବେ ଯୀଶୁ ପୃଥିବୀକୁ ଫେରି ବିଶ୍ଵାସୀମାନଙ୍କୁ ଦୟା ଦେଖାଇବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଫେରିବା ଏବଂ ଦୟାଳୁ ହେବାକୁ” () ସମସ୍ତ ବିଶ୍ଵାସୀଙ୍କ ପ୍ରତି ଯୀଶୁଙ୍କ ଦୟାକୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାଳୁ କାର୍ଯ୍ୟକୁ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
JUD 1 22 wbr5 οὓς ... διακρινομένους 1 those who doubt ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି
JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଚିତ୍ରଣ କରେ ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରନ୍ତି I ଏହା ଅଗ୍ନି ମଧ୍ୟରୁ ସେମାନଙ୍କୁ ଟାଣି ଆଣିବା ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]])
JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
59 JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ ଉପରେ ଅଧିକ ବିଶ୍ଵାସ କରିବାକୁ ସମର୍ଥ ହେବାକୁ ବୁଝାଏ ଯେପରି ଏହା ଏକ କୋଠା ନିର୍ମାଣର ପ୍ରକ୍ରିୟା ପରି ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ନିଜକୁ ଈଶ୍ଵରଙ୍କ ଉପରେ ବିଶ୍ଵାସ ସ୍ଥିର କରିବାକୁ” କିମ୍ବା “ଏକ କୋଠା ନିର୍ମାଣ କରିବା ପରି ନିଜକୁ ବିଶ୍ୱାସରେ ସ୍ଥାପନ କରିବା’” (ଦେଖନ୍ତୁ: [[rc://or/ta/man/translate/figs-metaphor]])
60 JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ **ପ୍ରେମ ପାଇବାକୁ** ସକ୍ଷମ ହେବା ପରି କହନ୍ତି ଯେପରି ଜଣେ ନିଜକୁ ଏକ ନିର୍ଦ୍ଦିଷ୍ଟ<br>ସ୍ଥାନରେ ରଖି ଏହାକୁ ପ୍ରାପ୍ତ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଗ୍ରହଣ କରିବାକୁ ନିଜକୁ ସକ୍ଷମ କର” (ଦେଖନ୍ତୁ: [[rc://or/ta/man/translate/figs-metaphor]])
61 JUD 1 21 s6w6 προσδεχόμενοι 1 wait for ଏହି ବାକ୍ୟାଂଶଟି ଏହାର ପୂର୍ବବର୍ତ୍ତୀ ବାକ୍ୟାଂଶ ସହ ଉଲ୍ଲେଖିତ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁଙ୍କ ଦୟାକୁ ଅପେକ୍ଷା କରି” କିମ୍ବା “ଆମ୍ଭମାନଙ୍କ ପ୍ରଭୁଙ୍କ ଦୟା ଆଶା କରିବା ସମୟରେ”
62 JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]]) ଏଠାରେ, **ଦୟା** ଶବ୍ଦ ବୁଝାଇପାରେ: ଯେବେ ଯୀଶୁ ପୃଥିବୀକୁ ଫେରି ବିଶ୍ଵାସୀମାନଙ୍କୁ ଦୟା ଦେଖାଇବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଫେରିବା ଏବଂ ଦୟାଳୁ ହେବାକୁ” (୨) ସମସ୍ତ ବିଶ୍ଵାସୀଙ୍କ ପ୍ରତି ଯୀଶୁଙ୍କ ଦୟାକୁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାଳୁ କାର୍ଯ୍ୟକୁ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
63 JUD 1 22 wbr5 οὓς ... διακρινομένους 1 those who doubt ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି
64 JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଚିତ୍ରଣ କରେ ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରନ୍ତି I ଏହା ଅଗ୍ନି ମଧ୍ୟରୁ ସେମାନଙ୍କୁ ଟାଣି ଆଣିବା ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]])
65 JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ