Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 17:15:36 +00:00
parent 6f1e73ef34
commit 0c3dc9774d
1 changed files with 4 additions and 4 deletions

View File

@ -62,10 +62,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 1 l2cg ἐγένοντο ... ψευδοπροφῆται ἐν τῷ λαῷ ... καὶ ἐν ὑμῖν ἔσονται ψευδοδιδάσκαλοι 1 False prophets came to the people, and false teachers will also come to you ଏଠାରେ, **ଲୋକମାନେ** ଶବ୍ଦ ବିଶେଷ ଭାବରେ ଇସ୍ରାଏଲୀୟମାନଙ୍କୁ
ବୁଝାଏ । ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ:
“ଇସ୍ରାଏଲର ଲୋକ” କିମ୍ବା “ଇସ୍ରାଏଲୀୟ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 2 1 tbz8 αἱρέσεις ἀπωλείας 1 destructive heresies ଏଠାରେ, ** ଭ୍ରାନ୍ତ** ସେହି ମତକୁ ବୁଝାଏ  ଯାହା ଖ୍ରୀଷ୍ଟ ଏବଂ ପ୍ରେରିତମାନଙ୍କ ଶିକ୍ଷାର ବିପରୀତ
ଅଟେ । ବିକଳ୍ପ ଅନୁବାଦ:
“ବିନାଶର ମତ” (ଦେଖନ୍ତୁ:
[[rc://en/ta/man/translate/translate-unknown]])
2PE 2 1 g99z figs-metaphor τὸν ἀγοράσαντα αὐτοὺς Δεσπότην 1 the master who bought them ପିତର **ପ୍ରଭୁ ଯିଏ କ୍ରୟକଲେ** ବାକ୍ୟାଂଶ ବ୍ୟବହାର କରି ଯୀଶୁଙ୍କୁ ସାଙ୍କେତିକ ଭାବରେ କଥା ସେହି ଲୋକମାନଙ୍କର କର୍ତ୍ତା ଭାବରେ ମୃତ୍ୟୁର ପାପ ପାଇଁ
ଦଣ୍ଡ ଦେଇ ଉଦ୍ଧାର କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ
ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ:
“ଯୀଶୁ ଯିଏ ସେମାନଙ୍କୁ ଉଦ୍ଧାର କଲେ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 2 z53e ταῖς ἀσελγείαις 1 sensuality
ଏଠାରେ, **କାମୁକତା କାର୍ଯ୍ୟ** ଅନୈତିକତା ଯୌନ ପାପକୁ ବୁଝାଏ  ଯାହା ଆତ୍ମ ନିୟନ୍ତ୍ରଣର ଅଭାବକୁ ବୁଝାଏ । ବିକଳ୍ପ ଅନୁବାଦ:

“ଅନିୟନ୍ତ୍ରିତ ଯୌନଉତ୍ତେଜକ କାର୍ଯ୍ୟ” ।

2PE 2 2 z53e ταῖς ἀσελγείαις 1 sensuality ଏଠାରେ, **କାମୁକତା କାର୍ଯ୍ୟ** ଅନୈତିକତା ଯୌନ ପାପକୁ ବୁଝାଏ  ଯାହା ଆତ୍ମ ନିୟନ୍ତ୍ରଣର ଅଭାବକୁ ବୁଝାଏ । ବିକଳ୍ପ ଅନୁବାଦ: “ଅନିୟନ୍ତ୍ରିତ ଯୌନଉତ୍ତେଜକ କାର୍ଯ୍ୟ” ।
2PE 2 2 nzx7 figs-activepassive ἡ ὁδὸς τῆς ἀληθείας βλασφημηθήσεται 1 the way of truth will be blasphemed ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଅବିଶ୍ୱାସୀମାନେ ସତ୍ୟର ପଥକୁ ନିନ୍ଦା କରିବେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 2 3 dl1k πλαστοῖς λόγοις ὑμᾶς ἐμπορεύσονται 1 exploit you with deceptive words ଏଠାରେ, ** ମିଥ୍ୟା ବାକ୍ୟ** ମାଧ୍ୟମ ଅଟେ ଯାହା ଦ୍ୱାରା ଭଣ୍ଡ ଶିକ୍ଷକମାନେ
ସେମାନଙ୍କର ଶିକାର କରିବେ
।ବିକଳ୍ପ ଅନୁବାଦ: “ମିଥ୍ୟା ବାକ୍ୟ ଦ୍ବାରା”
2PE 2 3 k359 figs-personification οἷς τὸ κρίμα ... οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει 1 their condemnation has not been idle, and their destruction is not asleep ଏହି ଦୁଇ ବାକ୍ୟାଂଶର ଅର୍ଥ ସମାନ
ଅଟେ ଏବଂ ଭଣ୍ଡ ଶିକ୍ଷକମାନେ ନିଶ୍ଚିତ ଭାବରେ ନିନ୍ଦିତ ହେବେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ସେଗୁଡ଼ିକୁ ଏକତ୍ର ଉଲ୍ଲେଖ କରିପାରିବେ

ବିକଳ୍ପ ଅନୁବାଦ: “ବହୁ ପୂର୍ବରୁ ସେମାନଙ୍କର ବିନାଶ ନିଶ୍ଚିତ
କରାଯାଇଛି” (ଦେଖନ୍ତୁ:
[[rc://en/ta/man/translate/figs-parallelism]])
2PE 2 3 k359 figs-personification οἷς τὸ κρίμα ... οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει 1 their condemnation has not been idle, and their destruction is not asleep ଏହି ଦୁଇ ବାକ୍ୟାଂଶର ଅର୍ଥ ସମାନ ଅଟେ ଏବଂ ଭଣ୍ଡ ଶିକ୍ଷକମାନେ ନିଶ୍ଚିତ ଭାବରେ ନିନ୍ଦିତ ହେବେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ସେଗୁଡ଼ିକୁ ଏକତ୍ର ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ବହୁ ପୂର୍ବରୁ ସେମାନଙ୍କର ବିନାଶ ନିଶ୍ଚିତ କରାଯାଇଛି” (ଦେଖନ୍ତୁ: [[rc://en/ta/man/translate/figs-parallelism]])
2PE 2 3 c57u figs-doublenegatives οἷς τὸ κρίμα ... οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει 1 their condemnation has not been idle, and their destruction is not asleep ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଶବ୍ଦର ରୂପ ସହ ଗୁଣବାଚକ  ବିଶେଷ୍ୟ “ନିନ୍ଦା” ଏବଂ “ବିନାଶ” ପଛରେ ଥିବା ଧାରଣାକୁ
ପ୍ରକାଶ କରିପାରିବ

ବିକଳ୍ପ ଅନୁବାଦ: “ସେମାନେ ବହୁ ପୂର୍ବରୁ ନିରପେକ୍ଷ ଭାବରେ ଅନିନ୍ଦିତ

ଏବଂ ସେମାନେ ବିଳମ୍ବରେ ନଷ୍ଟ ହେବେ ନାହିଁ”

ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 4 s115 0 Connecting Statement: ଏଠାରେ

ଯଦି ** ଏକ ସର୍ତ୍ତମୂଳକ ବାକ୍ୟର ଆରମ୍ଭକୁ ସୂଚାଏ ଯାହା [

୪

୦୪
.md)
ରୁ [

୧୦

୧୦
.md)
କୁ ବିସ୍ତାର କରେ

ପିତର ଏହା ଏହାକୁ ଏକ ଆନୁମାନିକ ସମ୍ଭାବନା ବୋଲି କହନ୍ତି

କିନ୍ତୁ ଏହାର ଅର୍ଥ ଏହା ସତ୍ୟ ଅଟେ

ଯଦି ଆପଣଙ୍କ ଭାଷା କୌଣସି ବିଷୟକୁ ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ
ବୋଲି ପ୍ରକାଶ କରେ ନାହିଁ

ଏବଂ ଯଦି ଆପଣଙ୍କ ପାଠକମାନେ
ଏହାକୁ ଭୁଲ ବୁଝିପାରନ୍ତି ଏବଂ ଭାବିପାରନ୍ତି ଯେ ପିତର ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ

ତେବେ ଆପଣ ତାଙ୍କ ବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ
କରିପାରିବ

ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ଵର ପାପ କରିଥିବା ଦୂତମାନଙ୍କୁ ରକ୍ଷା କରିନାହାଁନ୍ତି” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]])
2PE 2 4 pr13 οὐκ ἐφείσατο 1 did not spare ଏଠାରେ

ରକ୍ଷା**

ଶବ୍ଦର ଅର୍ଥ “ଦଣ୍ଡରୁ ନିବୃତ୍ତ ହେବା

ବିକଳ୍ପ ଅନୁବାଦ: “ଦଣ୍ଡରୁ ମୁକ୍ତ କରି ନାହାନ୍ତି

@ -122,8 +122,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 20 lu22 figs-metonymy τὰ μιάσματα τοῦ κόσμου 1 the corruption of the world ଏଠାରେ, **ଜଗତ** ମାନବ ସମାଜକୁ ବୁଝାଏ , ଯାହା ପାପ ଦ୍ୱାରା ଭ୍ରଷ୍ଟ ହୋଇଯାଇଛି । ବିକଳ୍ପ ଅନୁବାଦ: “ପାପୀ ମାନବ ସମାଜର ଅପବିତ୍ର ଅଭ୍ୟାସ” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
2PE 2 20 bi73 figs-abstractnouns ἐν ἐπιγνώσει τοῦ Κυρίου ... καὶ Σωτῆρος, Ἰησοῦ Χριστοῦ 1 through the knowledge of the Lord and Savior Jesus Christ ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଜ୍ଞାନ**ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ଦେଖନ୍ତୁ [୧: ] (../ ୦୧ / .md)
ରେ ଆପଣ କିପରି ସମାନ ବାକ୍ୟାଂଶଗୁଡ଼ିକୁ ଅନୁବାଦ କରିଛନ୍ତି । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 2 20 d42g γέγονεν αὐτοῖς τὰ ἔσχατα χείρονα τῶν πρώτων 1 the last state has become worse for them than the first ଏଠାରେ, ବିଶେଷଣଗୁଡ଼ିକ **ଶେଷ** ଏବଂ ** ପ୍ରଥମ ** ବିଶେଷ୍ୟ ଭାବରେ କାର୍ଯ୍ୟକରେ । ସେଗୁଡ଼ିକ ବହୁବଚନ, ଏବଂ ULT ଏହାକୁ ଦେଖାଇବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ବିଶେଷ୍ୟ **ବିଷୟ** ଉଲ୍ଲେଖ କରେ ।
ଯଦି ଆପଣଙ୍କର ଭାଷା ଏହିପରି ବିଶେଷଣ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ନିର୍ଦ୍ଦିଷ୍ଟ ଏକବଚନ ବିଶେଷ୍ୟ ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ପାଇଁ ଅନ୍ତିମ ଅବସ୍ଥା ସେମାନଙ୍କର ମୂଳ ଅବସ୍ଥାଠାରୁ ଖରାପ ଅଟେ” (ଦେଖନ୍ତୁ: [[rc://en/ta/man/translate/figs-nominaladj]])
2PE 2 21 pm7b figs-metaphor τὴν ὁδὸν τῆς δικαιοσύνης 1 the way of righteousness ପିତର ଜୀବନର ସାଙ୍କେତିକ ଭାବରେ
ଏକ **ମାର୍ଗ** ବା ପଥ ଭାବରେ ଉଲ୍ଲେଖ କରନ୍ତି

ଏହି ବାକ୍ୟ ପ୍ରଭୁଙ୍କ ପାଇଁ ସଠିକ ଏବଂ ପ୍ରସନ୍ନ ଜୀବନର ମାର୍ଗକୁ
ବୁଝାଏ

.md)
ରେ  “ସଠିକ
ମାର୍ଗ” ଏବଂ [

୧୫

୧୫
.md)
ରେ  “ସତ୍ୟର ମାର୍ଗ” ର ବ୍ୟବହାର ପରି ପିତର ମଧ୍ୟ ଖ୍ରୀଷ୍ଟିୟାନ
ବିଶ୍ଵାସକୁ ସ୍ପଷ୍ଟ ଭାବରେ ସୂଚାଇବା ପାଇଁ ଏଠାରେ ବ୍ୟବହାର କରନ୍ତି

ବିକଳ୍ପ ଅନୁବାଦ: “ପ୍ରଭୁଙ୍କୁ ପ୍ରସନ୍ନ କରୁଥିବା ଜୀବନ ଶୈଳୀ”
(ଦେଖନ୍ତୁ:
[[rc://en/ta/man/translate/figs-idiom]])
2PE 2 21 ic3c figs-metaphor ὑποστρέψαι ἐκ τῆς ... ἁγίας ἐντολῆς 1 turn away from the holy commandment ଏଠାରେ

ଠାରୁ ଦୂରେଇ ଯିବା** ହେଉଛି ଏକ ରୂପକ ଯାହାର ଅର୍ଥ କିଛି କରିବା
ବନ୍ଦ କରିବା ଅଟେ

ବିକଳ୍ପ ଅନୁବାଦ: “ପବିତ୍ର ଆଦେଶ ପାଳନ କରିବା ବନ୍ଦ କରିବା”
(ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 21 pm7b figs-metaphor τὴν ὁδὸν τῆς δικαιοσύνης 1 the way of righteousness ପିତର ଜୀବନର ସାଙ୍କେତିକ ଭାବରେ ଏକ **ମାର୍ଗ** ବା ପଥ ଭାବରେ ଉଲ୍ଲେଖ କରନ୍ତି । ଏହି ବାକ୍ୟ ପ୍ରଭୁଙ୍କ ପାଇଁ ସଠିକ ଏବଂ ପ୍ରସନ୍ନ ଜୀବନର ମାର୍ଗକୁ ବୁଝାଏ  । [: ] (../ /.md)ରେ  “ସଠିକ ମାର୍ଗ” ଏବଂ [:୧୫] (../ / ୧୫.md) ରେ  “ସତ୍ୟର ମାର୍ଗ” ର ବ୍ୟବହାର ପରି ପିତର ମଧ୍ୟ ଖ୍ରୀଷ୍ଟିୟାନ ବିଶ୍ଵାସକୁ ସ୍ପଷ୍ଟ ଭାବରେ ସୂଚାଇବା ପାଇଁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ପ୍ରଭୁଙ୍କୁ ପ୍ରସନ୍ନ କରୁଥିବା ଜୀବନଶୈଳୀ”(ଦେଖନ୍ତୁ: [[rc://en/ta/man/translate/figs-idiom]])
2PE 2 21 ic3c figs-metaphor ὑποστρέψαι ἐκ τῆς ... ἁγίας ἐντολῆς 1 turn away from the holy commandment ଏଠାରେ, **ଠାରୁ ଦୂରେଇ ଯିବା** ହେଉଛି ଏକ ରୂପକ ଯାହାର ଅର୍ଥ କିଛି କରିବା ବନ୍ଦ କରିବା ଅଟେ । ବିକଳ୍ପ ଅନୁବାଦ: “ପବିତ୍ର ଆଦେଶ ପାଳନ କରିବା ବନ୍ଦ କରିବା” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 21 blr5 figs-activepassive τῆς παραδοθείσης αὐτοῖς ἁγίας ἐντολῆς 1 the holy commandment delivered to them ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ପ୍ରେରିତମାନେ ସେମାନଙ୍କୁ ଦେଇଥିବା ପବିତ୍ର
ଆଜ୍ଞା” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 2 22 hqr3 συμβέβηκεν αὐτοῖς τὸ τῆς ἀληθοῦς παροιμίας 1 This proverb is true for them ଏଠାରେ

ଏହା** **ପ୍ରବାଦକୁ** ବୁଝାଏ ଯାହା ପିତର ଏହି ପଦରେ ପରବର୍ତ୍ତୀ
ସମୟରେ ଉଲ୍ଲେଖ କରନ୍ତି

ଏହା ପୂର୍ବ ପଦରୁ ଏକ ବିବୃତ୍ତିକୁ ପୁନର୍ବାର ସୂଚିତ କରେ ନାହିଁ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ

ବିକଳ୍ପ ଅନୁବାଦ: “ସେମାନଙ୍କ ସହ କ

ଣ ଘଟିଛି ବୋଲି ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ
କହେ” କିମ୍ବା “ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ସହିତ କ’ଣ ଘଟିଛି ତାହା ବର୍ଣ୍ଣନା କରେ”
(ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 2 22 h42r writing-proverbs "κύων ἐπιστρέψας ἐπὶ τὸ ἴδιον ἐξέραμα”, καί,"" ὗς λουσαμένη, εἰς κυλισμὸν βορβόρου" 1 A dog returns to its own vomit, and a washed pig returns to the mud ଭଣ୍ଡ ଶିକ୍ଷକମାନେ କ’ଣ କରିଛନ୍ତି
ତାହା ବର୍ଣ୍ଣନା କରିବାକୁ ପିତର ଦୁଇଟି ଦୃଷ୍ଟାନ୍ତବାକ୍ୟ ବ୍ୟବହାର କରନ୍ତି

ଏହି ଦୃଷ୍ଟାନ୍ତବାକ୍ୟଗୁଡ଼ିକ ଏକ ସାଙ୍କେତିକ ତୁଳନାତ୍ମକକୁ ତୁଳନା
କରେ: ଠିକ ଯେପରି କୁକୁର ନିଜର ବାନ୍ତି ଖାଇବାକୁ ଫେରିଯାଏ ଏବଂ ପୁନର୍ବାର କାଦୁଅରେ ଧୋଇଥିବା ଘୁଷୁରି
ଗଡ଼ିଯାଏ

ସେହିପରି ଏହି ଭଣ୍ଡ ଶିକ୍ଷକମାନେ ଏକଦା ପାପପୂର୍ଣ୍ଣ ଜୀବନଯାପନ
ବନ୍ଦ କରିଥିଲେ

ଯଦିଓ ସେମାନେ “ଧର୍ମର ମାର୍ଗ” ଜାଣିଥିଲେ

ତଥାପି ସେମାନେ ନୈତିକ ଏବଂ ଆତ୍ମିକ ଭାବରେ ଅପବିତ୍ର କରୁଥିବା
କାର୍ଯ୍ୟ କରିବାକୁ ଫେରିଗଲେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ଆପଣ ଏହି ଦୃଷ୍ଟାନ୍ତବାକ୍ୟଗୁଡ଼ିକୁ ରୂପକ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ସେମାନେ କୁକୁର
ପରି

ଯେଉଁମାନେ ନିଜର ବାନ୍ତି ଖାଆନ୍ତି କିମ୍ବା ପରିଷ୍କାର ଘୁଷୁରି
ପରି

ଯେଉଁମାନେ କାଦୁଅରେ ଗଡ଼ିବାକୁ ଯାଆନ୍ତି

ଦେଖନ୍ତୁ:
[[rc://en/ta/man/translate/writing-proverbs]])

Can't render this file because it contains an unexpected character in line 2 and column 9170.